ଭାରତୀୟ ବଂଶୋଦ୍ଭବଙ୍କୁ ପ୍ରେସ୍ ସଚିବ ନିଯୁକ୍ତ କଲେ କମଲା ହାରିସ୍
ଓ୍ବାଶିଂଟନ, ୧୮।୮(ପି.ଟି.): ସିନେଟର ତଥା ଆମେରିକା ଡେମୋକ୍ରାଟ ପାର୍ଟିର ଉପରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ୍ ଜଣେ ଭାରତୀୟ ବଂଶୋଦ୍ଭବଙ୍କୁ ତାଙ୍କର ପ୍ରେସ୍ ସଚିବ ନିଯୁକ୍ତ କରିଛନ୍ତି। ୩୨ ବର୍ଷୀୟା ସାବ୍ରିନା ସିଂ ତାଙ୍କୁ ପ୍ରଚାର କାର୍ଯ୍ୟରେ ସହାୟତା କରିବେ। ସାବ୍ରିନା ପୂର୍ବରୁ…
ଭାରତ ସହ ଏକାଠି କାର୍ଯ୍ୟ କରିବାକୁ ପ୍ରସ୍ତୁତ: ଚାଇନା
ବେଜିଂ, ୧୮।୮(ପି.ଟି.): ରାଜନୈତିକ ଆପୋଷ ଆସ୍ଥା ବଢ଼ାଇବା ଓ ମତପାର୍ଥକ୍ୟକୁ ଦୂର କରିବା ତଥା ଦ୍ୱିପାକ୍ଷିକ ସମ୍ପର୍କର ଦୀର୍ଘମିଆଦୀ ବିକାଶ ବଜାୟ ରଖିବା ଲାଗି ଭାରତ ସହିତ ଏକାଠି କାର୍ଯ୍ୟ କରିବାକୁ ଚାଇନା ପ୍ରସ୍ତୁତ ବୋଲି ସୋମବାର କହିଛି। ଦେଶର ସାର୍ବଭୌମତ୍ୱ…
ଖୋଳକୁ କରତାଳ ଦେଉନି ତାଳ
ବଅଁରପାଳ, ୧୮ା୮ ଗଁ। ସଂସ୍କୃତିରେ ଧର୍ମୀୟ ପ୍ରଲେପ ଦିଏ ସଂକୀର୍ତ୍ତନ। ଏକ ପବିତ୍ର ଧାରା ସୃଷ୍ଟି କରେ ମଣିଷ ମନରେ। ଭାଇଚାରା ଓ ଏକତାର ବନ୍ଧନକୁ ଆହୁରି ସଶକ୍ତ କରେ ଏହି ଭକ୍ତିର ଶକ୍ତି। ହେଲେ କରୋନା କଟକଣା ଯୋଗୁ ୫…
ଭର୍ଚୁଆଲ ପ୍ଲାଟଫର୍ମରେ ଉଚ୍ଚସ୍ତରୀୟ ବୈଠକ : ତୃଣମୂଳ ସ୍ତରରୁ ପ୍ରତିଭା ଅନ୍ବେଷଣ ଓ ବିକାଶ ଉପରେ ଫୋକସ
ଭୁବନେଶ୍ୱର(କ୍ରୀଡ଼ା ପ୍ରତିନିଧି), କଟକ ଅଫିସ,୧୮ା୮- ରାଜ୍ୟରେ କ୍ରୀଡ଼ାର ବିକାଶ ସମ୍ପର୍କରେ ଆଲୋଚନା ପାଇଁ ସୋମବାର ଭର୍ଚୁଆଲ ପ୍ଲାଟଫର୍ମରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ କ୍ରୀଡ଼ା ସଚିବ ବିଶାଲ ଦେବ, ନିର୍ଦ୍ଦେଶକ…
ଧୋନୀଙ୍କ ଅବସର ସମୟକୁ ନେଇ ଚର୍ଚ୍ଚା
ନୂଆଦିଲ୍ଲୀ, ୧୭।୮- ଭାରତକୁ ସର୍ବାଧିକ ୩ଟି ଆଇସିସି ଟ୍ରଫି ବିଜୟୀ କରାଇଥିବା ମହେନ୍ଦ୍ର ସିଂ ଧୋନୀ ଅଗଷ୍ଟ ୧୫ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସେ ଅବସର ଘୋଷଣା କରିବାର ସମୟ ଥିଲା ରାତି ୭ଟା ୨୯। ”ସମର୍ଥନ ଏବଂ…
କରୋନାରୁ ସୁସ୍ଥ ହେଲେ ୬ ଭାରତୀୟ ହକି ଖେଳାଳି
ନୂଆଦିଲ୍ଲୀ, ୧୭ା୮ (ପି.ଟି.)-ଅଧିନାୟକ ମନପ୍ରୀତ ସିଂଙ୍କ ସମେତ ଭାରତୀୟ ପୁରୁଷ ହକି ଦଳର ୬ ଜଣ ହକି ଖେଳାଳି କୋଭିଡ୍-୧୯ରୁ ଆରୋଗ୍ୟ ଲାଭ କରିଛନ୍ତି। ସୋମବାର ସନ୍ଧ୍ୟାରେ ସେମାନେ ହସ୍ପିଟାଲ ଛାଡ଼ ପାଇଛନ୍ତି। ମନପ୍ରୀତଙ୍କ ବ୍ୟତୀତ ଅନ୍ୟ ଖେଳାଳିମାନେ ହେଲେ ଡିଫେଣ୍ଡର…
ଗଞ୍ଜାମ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫ ହଜାର ଟପିଲା
ଛତ୍ରପୁର,୧୭ା୮(ଡି.ଏନ.ଏ.)-ଗଞ୍ଜାମ ଜିଲାରେ କରୋନା ପଜିଟିଭ୍ଙ୍କ ସଂଖ୍ୟା ୧୫ହଜାର ଟପିଛି। ଛତ୍ରପୁରସ୍ଥିତ ଜିଲା କୋଭିଡ୍ ସେଲ୍ ପକ୍ଷରୁ ସୋମବାର ଦିଆଯାଇଥିବା ଅନୁସାରେ ୨୪୩ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳ ସେଥିରେ ୮ କରୋନା ଯୋଦ୍ଧା, ଜଣେ ଅନ୍ୟ ରାଜ୍ୟରୁ ଫେରି ଏବଂ ୨୩୪…
ସାଂସଦଙ୍କ ଅଦ୍ଭୁତ ପରାମର୍ଶ: କାଦୁଅରେ ଗାଧୋଇ ଶଙ୍ଖ ଫୁଙ୍ଖିଲେ ହେବନି କରୋନା
ଜୟପୁର, ୧୭।୮: କରୋନା ମହାମାରୀକୁ ନେଇ ଯେଉଁଠାରେ ସାରା ବିଶ୍ୱର ବୈଜ୍ଞାନିକ ଏହାର ନିରାକରଣ ଟୀକା ସନ୍ଧାନରେ ରହିଛନ୍ତି ସେଭଳି ସମୟରେ ରାଜସ୍ଥାନର ଜଣେ ସାଂସଦଙ୍କ ଅଦ୍ଭୁତ ପରାମର୍ଶ ଏବେ ସାମ୍ନାକୁ ଆସିଛି। ପୂର୍ବରୁ କେନ୍ଦ୍ରମନ୍ତ୍ରୀ ତଥା ଭାଜପା ସାଂସଦ ଅର୍ଜୁନ…
କୋଭିଡ ପରୀକ୍ଷାରେ ଓଡିଶା ଆଗୁଆ
ଭୁବନେଶ୍ୱର,୧୭ା୮(ବ୍ୟୁରୋ)-କୋଭିଡ-୧୯ ପରୀକ୍ଷାରେ ଓଡିଶା ଚତୁର୍ଥ ଆଗୁଆ ରାଜ୍ୟରେ ପରିଣତ ହୋଇଛି। ଦିନକୁ ୫୦ ହଜାରରୁ ଅଧିକ ପରୀକ୍ଷା କରାଯାଉଛି। ଅଗଷ୍ଟ ୧୬ ତାରିଖରେ ଓଡିଶାରେ ୫୦ ହଜାର ୪୨୧ ଟେଷ୍ଟ କରାଯାଇଥିଲା। ଓଡିଶାରେ ପ୍ରତି ନିୟୁତ କୋଭିଡ ପରୀକ୍ଷାରେ ଓଡିଶା ଆଗୁଆ…
ପ୍ରଥମ ସ୍ତ୍ରୀଙ୍କୁ ସାଥୀରେ ରଖିବାକୁ ଚାହିଁବାରୁ ଆତ୍ମହତ୍ୟା କଲେ ୨ୟ ସ୍ତ୍ରୀ
ଇନ୍ଦୋର, ୧୭।୮: ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ତାଙ୍କର ପ୍ରଥମ ସ୍ତ୍ରୀ ଓ ପିଲାଛୁଆଙ୍କୁ ପାଖରେ ରଖିବାକୁ ଚାହିଁବାରୁ ଏଥିରେ ନାରାଜ ହୋଇ ଦ୍ୱିତୀୟ ସ୍ତ୍ରୀ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣାଟି ବାଣଗଙ୍ଗା ପୋଲିସ…
କଟକରୁ ୧୬୭ ପଜିଟିଭ ଚିହ୍ନଟ: ବାଉରି ସାହିରୁ ସର୍ବାଧିକ
କଟକ ଅଫିସ,୧୭।୮-କଟକ ସହରରେ ସୋମବାର ୧୬୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ପଜିଟିଭଙ୍କ ମଧ୍ୟରେ କ୍ୱାରାଣ୍ଟାଇନରୁ ୧୨୧ ଜଣ ଚିହ୍ନଟ ହୋଇଥିବାବେଳେ କଣ୍ଟେନମେଣ୍ଟ ଜୋନରୁ ୨୫ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ୨୧ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ବାଉରି…
କରୋନା ସମୟରେ ବିଶ୍ୱ ରେକର୍ଡ: ଏକ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ପାଠ କଲେ ହନୁମାନ ଚାଳିସା
ପ୍ରୟାଗରାଜ, ୧୭।୮: କରୋନା ମହାମାରୀକୁ ସମାପ୍ତ କରିବା ପାଇଁ ଏବଂ ଏଥିରେ ଆକ୍ରାନ୍ତଙ୍କୁ ମାନସିକସ୍ତରରେ ଦୃଢ଼ କରିବା ଲାଗି ହନୁମାନ ଚାଳିସାକୁ ସାମୁହିକ ଭାବେ ଏକ ଲକ୍ଷରୁ ଊର୍ଦ୍ଧ୍ୱଲୋକ ପାଠ କରି ଏକ ନିଆରା ରେକର୍ଡ ସୃଷ୍ଟି କରିଛନ୍ତି। ହନୁମାନ ଚାଳିସା…
Archives


