Home Left

ଶରଦ ପାଓ୍ବାରଙ୍କ ୪ କର୍ମଚାରୀ କରୋନା ପଜିଟିଭ

ମୁମ୍ବାଇ,୧୭।୮: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନ୍‌ସିପି) ମୁଖ୍ୟ ଶରଦ ପାଓ୍ବାରଙ୍କ ଦକ୍ଷିଣ ମୁମ୍ବାଇରେ ଥିବା ଘରେ କାମ କରୁଥିବା ୪ କର୍ମଚାରୀ କରୋନାରେ ପୀଡ଼ିତ ହୋଇଥିବା ସୂଚନା ମିଳିଛି। ତେବେ ଟେଷ୍ଟ ପରେ ଶରଦଙ୍କ ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡିଛି। ଏହାପରେ ବି…

ନିଜ ଝିଅକୁ ଭୟ କରନ୍ତି ଏହି ଲୋକପ୍ରିୟ ଅଭିନେତା, ଜାଣନ୍ତୁ କାହିଁକିି

ବଲିଉଡ ଅଭିନେତା ଚଙ୍କି ପାଣ୍ଡେ ନିଜର ଚମତ୍କାର ଅଭିନୟ ପାଇଁ ଜଣାଶୁଣା। ତାଙ୍କ ପରି ଝିଅ ଅନନ୍ୟା ପାଣ୍ଡେ ମଧ୍ୟ ଇଣ୍ଡଷ୍ଟ୍ରିରେ ଧୀରେ ଧୀରେ ନାଁ କମାଇବାକୁ ଲାଗିଲେଣି। ଏହି ପିତା ଏବଂ ଝିଅ ଯୋଡି ଫିଲ୍ମରେ ଏକାଠି କେବେ ନଜର…

ସଲମାନଙ୍କ ଫିଲ୍ମ ରିଲିଜ୍‌କୁ ନେଇ ମତ ରଖିଲେ ନସିରୁଦ୍ଦିନ

ମୁମ୍ବାଇ: କରୋନା ମହାମାରୀ ପାଇଁ ବଳିଉଡ୍‌ ବହୁ ପରିମାଣରେ କ୍ଷତି ସହିଲାଣି। ଦୀର୍ଘ ୫ ମାସ ହେବ ଦେଶର କୌଣସି ସିନେମା ହଲରେ ଫିଲ୍ମ ରିଲିଜ ହେଉନାହିଁ। ଏହାସହ ନିକଟରେ ମଧ୍ୟ ସିନେମା ହଲ୍‌ ଖୋଲିବାର କୌଣସି ନଜର ଆସୁନାହିଁ। ଏବେ…

ପ୍ରେମିକାଙ୍କ ପାଇଁ ଘଣ୍ଟା ଘଣ୍ଟା ଖରାରେ ଅପେକ୍ଷା କରୁଥିଲେ ଏହି ପ୍ରସିଦ୍ଧ ରାଜନେତା

ନବଜୋତ ସିଦ୍ଧୁଙ୍କ ପ୍ରେମ, କ୍ରିକେଟ ପଡିଆରେ ବ୍ୟାଟିଂ, ଅଭିନୟ ଏବଂ ରାଜନୀତି ମଧ୍ୟ ଅତ୍ୟନ୍ତ ଆକର୍ଷଣୀୟ। ସବଥିରେ ସିଦ୍ଧୁ ଅଲରାଉଣ୍ଡର। ସ୍ତ୍ରୀ ନବଜୋତ କୌରଙ୍କ ସହିତ ତାଙ୍କର ପ୍ରଥମ ସାକ୍ଷାତ ଏବଂ ଦୁହିଁଙ୍କର ରୋମାଣ୍ଟିକ ପ୍ରେମ କାହାଣୀ ବେଶ୍‌ ନିଆରା। ଏକ…

ବଳାତ୍କାର ରୋକିବା ପାଇଁ ସରକାର ନେଲେ ଏଭଳି ନିଷ୍ପତ୍ତି: ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ସୋମାଲିଆ, ୧୭।୮: ବିଶ୍ୱ ଦ୍ରୁତ ଗତିରେ ଅଗ୍ରଗତି କରୁଛି। ପୂର୍ବରୁ ମହିଳାଙ୍କର ସ୍ବାଧୀନତା ନ ଥିଲା। ହେଲେ ଏବେ ସେମାନେ ପ୍ରତ୍ୟେକ ପ୍ରସଙ୍ଗରେ ପୁରୁଷଙ୍କ ସହ ପର୍ଯ୍ୟାୟ କ୍ରମେ ଚାଲୁଛନ୍ତି। ମାତ୍ର ଦୁନିଆରେ ଏମିତି ଅନେକ ଦେଶ ରହିଛି ଯେଉଁଠାରେ ମହିଳାଙ୍କ…

ତୁର୍କିର ଫାଷ୍ଟ ଲେଡିଙ୍କୁ ଭେଟିଲେ ଆମିର

ମୁମ୍ବାଇ: ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁ ବେଶ୍‌ କିଛିଦିନ ବିରତି ପରେ ଏବେ ଶୁଟିଂ ସେଟ୍‌ରେ ନଜର ଆସିଛନ୍ତି। କରୋନା ଭାଇରସ ଯୋଗୁ ବଲିଉଡ୍‌ରେ ଶୁଟିଂ ବନ୍ଦ ଥିବା ବେଳେ ଏବେ ଆମରି ତାଙ୍କ ଫିଲ୍ମ ‘ଲାଲ ସିଂ ଚଡ୍ଡା’ର…

ବଢ଼ିଲା ଲକ୍‌ଡାଉନ ଅବଧି

ପାଟନା,୧୭।୮: ବିହାରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ପାର କରିଛି। ରାଜ୍ୟରେ ବଢ଼ୁଥିବା କରୋନା ମାମଲାକୁ ଦେଖି ଲକ୍‌ଡାଉନ ଅବଧିକୁ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ବର୍ତ୍ତମାନ ରାଜ୍ୟରେ ସେପ୍ଟେମ୍ବର ୬ଯାଏଁ ଲକ୍‌ଡାଉନ କଟକଣା ଜାରି…

ଭୋ ଭୋ ହୋଇ କାନ୍ଦିଥିଲେ ଧୋନୀ

ଭାରତକୁ ଦୁଇ ଦୁଇଥର ବିଶ୍ୱକପ୍‌ ବିଜୟୀ କରାଇଥିବା ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଶେଷରେ ଅବସର ନେଇଛନ୍ତି। ଅଗଷ୍ଟ ୧୫ ଦିନ ସନ୍ଧ୍ୟା ୭.୨୦ରେ ସନ୍ନ୍ୟାସ ଘୋଷଣା କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ଏହାର କିଛି…

ପରିବାରର ପ୍ରତ୍ୟାଖ୍ୟାନ ପରେ କରୋନା ମୃତକଙ୍କ ସଂସ୍କାର କରୁଛି ୟୁଥ ଓ୍ବେଲ ଫେୟାର ଏନ୍‌ଜିଓ

ହାଇଦ୍ରାବାଦ,୧୭।୮: ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୫୦ ହଜାର ଛୁଇଁଥିବା ବେଳେ ଏବେ ଏହା ବେଳକୁ ବେଳ ଉଗ୍ର ରୂପ ଧାରଣ କରିବାକୁ ଯାଉଛି। ତେବେ କରୋନାରେ ପୀଡ଼ିତ ଥାଇ ଯେଉଁମାନଙ୍କର ମୃତ୍ୟୁ ହେଉଛି ସେମାନଙ୍କ ମୃତଦେହ ସଂସ୍କାର କରିବା ଆଉ…

କରୋନା ସଂକ୍ରମଣର ପାଲଟିଥିଲା ଏନ୍ତୁଡ଼ିଶାଳ: ଏବେ ବିକିବ ପ୍ରତିଷେଧକ ଟୀକା

ବେଜିଂ, ୧୭।୮: କରୋନା ମହାମାରୀ ସଂକ୍ରମଣର ଏନ୍ତୁଡ଼ିଶାଳ ପାଲଟି ଥିବା ଚାଇନା ଏବେ ପ୍ରଥମ କରି ପ୍ରତିଷେଧକ ଟୀକା ପ୍ରସ୍ତୁତ କରିଛି। ଏହାକୁ ଚାଇନାର ବୌଦ୍ଧିକ ସମ୍ପଦ ନିୟାମକ ସଂସ୍ଥା(ଆଇପିଆର୍‌) ପକ୍ଷରୁ ପାଟେଣ୍ଟ୍‌ ମଞ୍ଜୁରୀ ମିଳିଛି। ଅଗଷ୍ଟ ୧୧ରେ ଏହି ମଞ୍ଜୁରୀ…

ମାତ୍ର ଦେଢ ଘଣ୍ଟାରେ ସେନା ନେଲା ପ୍ରତିଶୋଧ

ଶ୍ରୀନଗର,୧୭।୮: ଜମ୍ମୁ-କଶ୍ମୀର ବାରମୂଳାରେ ସିଆର୍‌ପିଏଫ୍‌ର ନାକା ପାର୍ଟି ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିଲେ ୩ ଯବାନ। ଆଉ ଏହାର ଠିକ୍‌ ଦେଢଘଣ୍ଟା ପରେ ସେନା ଏହାର ପ୍ରତିଶୋଧ ନେଇଛି। ଏହି ଘଟଣା ପରେ ଉକ୍ତ ଅଞ୍ଚଳକୁ ଘେରି ରହି…

ଏହି ଲୋକପ୍ରିୟ ଅଭିନେତାଙ୍କ ସମେତ ୨୩ ଗିରଫ

ବଲିଉଡ୍‌ ଫିଲ୍ମ ‘ଦିଲ୍‌ ପରଦେଶୀ ହୋ ଗୟା’ ଏବଂ ‘ଇସ୍କ ଭିସ୍କ’ରେ ଅଭିନୟ କରିଥିବା ଅଭିନେତା କପିଲ ଜାଭେରୀଙ୍କୁ ପୋଲିସ ଗିରଫ କରିଛି। ଗୋଆର ଭାଗେଟର ଗାଁରୁ କପିଲଙ୍କ ସମେତ ୩ ବିଦେଶୀ ମହିଳାଙ୍କୁୁ ମିଶାଇ ସମୁଦାୟ ୨୩ ଜଣଙ୍କୁ ଗିରଫ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri