Home Left

ଅନ୍ତର୍ଜାତୀୟ ବୁକର ପୁରସ୍କାର ଜିତିବାରେ ସବୁଠାରୁ କମ୍‌ ବୟସର ଲେଖକ ହେଲେ ମାରିକେ

ଲଣ୍ଡନ,୨୭।୮: ନେଦରଲ୍ୟାଣ୍ଡସର ୨୯ ବର୍ଷୀୟ ମାରିକେ ଲୁକାସ ରେଜନେବେଲ୍ଡ ଅନ୍ତରାଷ୍ଟ୍ରୀୟ ବୁକର ପୁରସ୍କାର ଜିତିଥିବା ସବୁଠାରୁ କମ୍‌ ବୟସର ଲେଖକ ପାଲଟି ଯାଇଛନ୍ତି। ତେବେ ଏହି ପୁରସ୍କାର ମୂଳ ବୁକର ପୁରସ୍କାରଠାରୁ ଭିନ୍ନ। ଏହାର ମୂଳ ଉଦ୍ଦେଶ୍ୟ ହେଲା ବିଶ୍ୱରେ ଭଲ…

ସୁଶାନ୍ତଙ୍କ ଆତ୍ମହତ୍ୟା ରହସ୍ୟ: ୮ ହାର୍ଡ ଡିସ୍କ୍‌ର ଡାଟା ଡିଲିଟ୍‌ କରିଥିଲେ ଗର୍ଲଫ୍ରେଣ୍ଡ…

ମୁମ୍ବାଇ, ୨୭।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାର ରହସ୍ୟ ଧୀରେଧୀରେ ଅଧିକ ଜଟିଳ ହେବାରେ ଲାଗିଛି। ସୁଶାନ୍ତଙ୍କ ଆଇନଜୀବୀ କହିଛନ୍ତି ଯେ, ହତ୍ୟା ପାଇଁ ଷଡ଼ଯନ୍ତ୍ର ହୋଇଥିଲା। ଗର୍ଲଫ୍ରେଣ୍ଡ୍‌ ରିଆ ଚକ୍ରବର୍ତ୍ତୀ ଆଇଟି ପ୍ରଫେସନାଲଙ୍କ ସହାୟତା ନେଇ ୮ଟି…

ରେଙ୍ଗାଳି ଡ୍ୟାମର ୩ଗେଟ ଖୋଲିଲା

କଣିହାଁ,୨୭।୮(ଡି.ଏନ୍‌.ଏ): ରାଜ୍ୟରେ ଗତ କିଛି ଦିନରୁ ଲଗାତର ଭାବେ ପ୍ରବଳ ବର୍ଷା ଜାରି ରହିଛି। ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ତଳିଆ ଅଞ୍ଚଳ ଏବେ ଜଳମଗ୍ନ ହୋଇପଡ଼ିଛି। ଇତିମଧ୍ୟରେ କଣିହାଁ ବ୍ଲକ ସ୍ଥିତ ବ୍ରାହ୍ମଣୀ ନଦୀର ରେଙ୍ଗାଳି ଡ୍ୟାମରୁ ବନ୍ୟାଜଳ ନିଷ୍କାସନ…

ମୁକେଶ ଅମ୍ବାନୀଙ୍କୁ ୨ ଦିନ ଗ୍ୟାରେଜ୍‌ରେ ବନ୍ଦ କରିଦେଇଥିଲେ ପିତା, ଜାଣନ୍ତୁ କାହିଁକି

ଭାରତର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ନିକଟରେ ତାଙ୍କ କମ୍ପାନୀ ରିଲାଏନ୍ସ ଗ୍ରୁପ୍‌ ଫ୍ୟୁଚର୍‌ ଗ୍ରୁପ୍‌କୁ କିଣିଛି। ଫ୍ୟୁଚର୍‌ ଗ୍ରୁପ୍‌ର ପ୍ରସିଦ୍ଧ ବିଗ୍‌ ବଜାର ଏବେ ଅମ୍ବାନୀ ପରିବାରର ହୋଇଯାଇଛି। ପ୍ରତିଦିନ ଗୋଟିଏ ପରେ ଗୋଟିଏ…

ସବୁଦିନ ପାଇଁ ଶେଷ ହୋଇଯିବ ବରଫର ଆସ୍ତରଣ, ଜାଣନ୍ତୁ କ’ଣ ରହିଛି କାରଣ

ପୃଥିବୀ ବର୍ତ୍ତମାନ ଅତ୍ୟନ୍ତ ଖରାପ ପରିସ୍ଥିତି ଦେଇ ଗତି କରୁଛି। ପ୍ରଦୂଷଣ ଯୋଗୁ ଗ୍ଲୋବାଲ ଓ୍ବାମିର୍ଂ ବଢୁଛି। ଯାହାର ପ୍ରଭାବ ପୃଥିବୀପୃଷ୍ଠର ପ୍ରତି କୋଣ ଅନୁକୋଣରେ ପଡୁଛି। ଏହି କାରଣରୁ ବରଫ ଖଣ୍ଡ ମଧ୍ୟ ତରଳିବାରେ ଲାଗିଛି। ଗତ ୨୬ ବର୍ଷ…

କଂଗ୍ରେସର ନୂଆ ଅଧ୍ୟକ୍ଷ ପାଇଁ ୬ ମାସ ଅପେକ୍ଷା କରିବି: ଆଜାଦ

ନୂଆଦିଲ୍ଲୀ,୨୭।୮: କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ ଲାଗି ରହିଥିବା ବିବାଦ ଏପର୍ଯ୍ୟନ୍ତ ତୁଟି ନାହିଁ। ଅନ୍ୟପଟେ ଏହି ଅଧ୍ୟକ୍ଷ ପଦ ପାଇଁ ସୋନିଆ ଗାନ୍ଧୀଙ୍କୁ ଲେଖାଯାଇଥିବା ଚିଠିକୁ ନେଇ ଉଠିଥିବା ବିବାଦ ମଧ୍ୟ ବେଳକୁ ବେଳ ଭିନ୍ନ ମୋଡ ନେଉଛି। ତେବେ…

ରାଜ୍ୟରେ ଆଉ ୭ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର,୨୭।୮(ବ୍ୟୁରୋ): ରାଜ୍ୟରେ ଗୁରୁବାର ପୁଣି କରୋନାଜନିତ ୭ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୪୪୮ରେ ପହଞ୍ଚିଛି। ମୃତଙ୍କ ମଧ୍ୟରେ ଭୁବନେଶ୍ୱରର ଜଣେ ୬୨ ବର୍ଷୀୟ ମହିଳା ରହିଥିବା ବେଳେ ବରଗଡ଼ର ଜଣେ ୭୬ ବର୍ଷୀୟ ମହିଳା ଓ…

ବ୍ରହ୍ମପୁରରୁ ଆନ୍ଧ୍ରକୁ ରୁପା ଇଟା ଚାଲାଣ: ୧୮ ଲକ୍ଷ ଟଙ୍କାର ଇଟା ଜବତ, ୩ ଗିରଫ

ବ୍ରହ୍ମପୁର ଅଫିସ,୨୭ା୮: ଓଡ଼ିଶାରୁ ଆନ୍ଧ୍ରକୁ ରୁପାଇଟା ଚାଲାଣ ବେଳେ ଇଚ୍ଛାପୁର ପୋଲିସ ହାତରେ ଧରାପଡ଼ିଛନ୍ତି ଚାଲାଣକାରୀ। ପୋଲିସ ୩ଜଣ ଚାଲାଣକାରୀଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ୬୧କେଜି ରୁପାଇଟା ଜବତ କରିଥିବା ଜଣାପଡ଼ିଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୮…

ପ୍ରେମ ପାଇଁ ୪ ସନ୍ତାନଙ୍କ ଜନନୀ ସ୍ବାମୀଙ୍କ ଉପରେ କଲେ ଏପରି…

ଜୟପୁର, ୨୭।୮: ପ୍ରେମ ପାଇଁ ସ୍ବାମୀଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଥିବା ଜଣେ ମହିଳାଙ୍କୁ ରାଜସ୍ଥାନ ପୋଲିସ ଗିରଫ କରିଛି। ସ୍ଥାନୀୟ ଆଗ୍ରା ଜିଲାର ଫତେହବାଦ୍‌ ଅଞ୍ଚଳର ଶ୍ରୀକିଶନ୍‌ ମୌଜା ଅନ୍ତର୍ଗତ ଭରାପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି।…

କରୋନା ପରେ ଦାଉ ସାଧିଲା ବନ୍ୟା: ୧୦୦ ମୃତ

ଇସ୍‌ଲାମାବାଦ,୨୭।୮: ପାକିସ୍ତାନରେ ପ୍ରଥମେ ଅର୍ଥ ବ୍ୟବସ୍ଥା ବିଗିଡି ଯିବା ସହ କରୋନା ସଂକ୍ରମଣ ସରକାରଙ୍କୁ ଅଡୁଆରେ ପକାଇଥିଲା। ଆଉ ଏବେ ପୁଣିଥରେ ଚିନ୍ତା ବଢାଇଛି ମୌସୁମୀ ବର୍ଷା। ଅତ୍ୟଧିକ ବର୍ଷା ଫଳରେ ପାକିସ୍ତାନର ଅଧିକାଂଶ ଅଞ୍ଚଳରେ ବନ୍ୟା ହେବା ସହ ୧୦୦ରୁ…

ଖୁସି ଖବର ଦେଲେ ବିରାଟ କୋହଲି, ଅନୁଷ୍କା ହେବେ ମା’

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଖୁବ୍‌ ଶୀଘ୍ର ପିତା ହେବାକୁ ଯାଉଛି। ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ମା’ ହେବାକୁ ଯାଉଛନ୍ତି ବୋଲି ସେ ଘୋଷଣା କରିଛନ୍ତି। ଅନୁଷ୍କାଙ୍କ ସହ ଏକ ଫଟୋ ଶେୟାର କରି ବିରାଟ…

ମୋଦିଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୭।୮(ବ୍ୟୁରୋ): ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଗୁରୁବାର ଫୋନ୍‌ ଯୋଗେ କଥା ହୋଇଛନ୍ତି। ଆସନ୍ତା ମାସରେ ହେବାକୁ ଥିବା ଏନ୍‌ଇଇଟି ଓ ଜେଇଇ ପରୀକ୍ଷାକୁ ସ୍ଥଗିତ ରଖିବାକୁ ସେ ମୋଦିଙ୍କୁ ଅନୁରୋଧ କରିଛନ୍ତି। ରାଜ୍ୟର ଅନେକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri