ଅଙ୍କିତାଙ୍କ ଅଧା ଘରକୁ ନେଇଯାଇ ପାରନ୍ତି ସୁଶାନ୍ତଙ୍କ ପରିବାର!
ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲା ଏବେ ସିବିଆଇ ହାତରେ। ସିବିଆଇ ଏବେ ଏହାର ଯାଞ୍ଚ ଆରମ୍ଭ କରିଛି। ଏହି ମାମଲାକୁ ନେଇ କିଛି ନା କିଛି ନୂଆ କଥା ପ୍ରତିଦିନ ସାମ୍ନାକୁ ଆସୁଛି। ଏବେ ଏଥିରେ…
ଲକ୍ଡାଉନ୍ରେ ପ୍ରଶଂସକଙ୍କୁ ମା’ବାପା ହେବା ଖବର ଦେଇଛନ୍ତି ଏହିସବୁ ସେଲିବ୍ରିଟି
ସାରା ବିଶ୍ୱ କରୋନା ମହାମାରୀ ମୁକାବିଲା କରୁଥିବାବେଳେ କିଛି ସେଲିବ୍ରିଟି ଘରେ ରହି ପ୍ରଶଂସକଙ୍କୁ ଖୁସି ଖବର ଶୁଣାଇଛନ୍ତି। ଅନେକ ପ୍ରସିଦ୍ଧ ସେଲିବ୍ରିଟି ଲକ୍ଡାଉନ୍ରେ ମାତା/ପିତା ହେବାର ସୌଭାଗ୍ୟ ଲାଭ କରିଛନ୍ତି। ଜାଣନ୍ତୁ ସେହି ସେଲିବ୍ରିଟିଙ୍କ ବିଷୟରେ.. ବିରାଟ କୋହଲି-ଅନୁଷ୍କା ଶର୍ମା…
ଭଦ୍ରକରେ ବନ୍ୟା ପରିସ୍ଥିତି: ତଳିଆ ଅଞ୍ଚଳବାସୀଙ୍କୁ ସ୍ଥାନାନ୍ତର କଲା ପ୍ରଶାସନ
ଭଦ୍ରକ ଅଫିସ,୨୭ା୮: ଉପର ମୁଣ୍ଡରେ ପ୍ରବଳ ଲଗାଣ ବର୍ଷା ଯୋଗୁ ଭଦ୍ରକ ଜିଲାରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବର୍ତ୍ତମାନ ସୁଦ୍ଧା ୭୦ ଜଣଙ୍କୁ ଖାଲୁଆ ଅଞ୍ଚଳରୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନରେ ରଖାଯାଇଛି। ଏମାନଙ୍କ ମଧ୍ୟରୁ ୨୦ଜଣ ଆସନ୍ନ…
ସୁଶାନ୍ତଙ୍କଠୁ ଅଲଗା ହେବା ପରେ ଏହି ଅଭିନେତାଙ୍କୁ ଡେଟ୍ କରିଥିଲେ ଅଙ୍କିତା !
ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ନିତି ନୂଆ ନୂଆ ଘଟଣା ସାମ୍ନାକୁ ଆସୁଛି। ଏହି ସମୟରେ ଚର୍ଚ୍ଚାରେ ମଧ୍ୟ ରହିଛନ୍ତି ତାଙ୍କ ପୂର୍ବ ପ୍ରେମିକା ଅଙ୍କିତା ଲୋଖଣ୍ଡେ। ୨୦୧୬ରେ ସୁଶାନ୍ତଙ୍କ ସହ ବ୍ରେକ୍ଅପ୍ ହେବା ପରେ ଅଙ୍କିତା…
ଅପରେଶନ ବେଳେ ମହିଳାଙ୍କ ପେଟରେ ତଉଲିଆ ଭୂଲିଗଲେ ଡାକ୍ତର: ଘଟିଲା ଏଭଳି କିଛି..
ପାଟଣା,୨୭।୮: ବିହାରର ଗୟାରେ ଡାକ୍ତରଙ୍କ ଅବହେଳାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଅପରେଶନ ସମୟରେ ୨୧ ବର୍ଷୀୟ ଜଣେ ମହିଳାଙ୍କ ପେଟରେ ଡାକ୍ତର ତଉଲିଆ ଛାଡ଼ି ଦେଇଥିଲେ। ଫଳରେ ମହିଳାଙ୍କ କଷ୍ଟ କମିବା ବଦଳରେ ବଢ଼ି ଯାଇଥିଲା। ପରେ ତାଙ୍କୁ…
ଗର୍ଭବତୀ ଥାଇ ବିବାହ କରିଥିଲେ ଏହି ଅଭିନେତ୍ରୀ
ମୁମ୍ବାଇ: ବଲିଉଡ୍ ନାୟିକା ନେହା ଧୁପିଆ ତାଙ୍କର ୪୦ ତମ ଜନ୍ମଦିନ ପାଳନ କରିଛନ୍ତି। ବଲିଉଡ୍ର ବୋଲ୍ଡ ନାୟିକାମାନଙ୍କ ମଧ୍ୟରେ ଅନ୍ୟତମ ନେହା ନିକଟରେ ତାଙ୍କ ବୟାନକୁ ନେଇ ଆସିଥିଲେ ଚର୍ଚ୍ଚାକୁ। ଏହାକୁ ନେଇ ସୋସିଆଲ ମିଡିଆରେ ବି ଟ୍ରୋଲର ଶିକାର…
ପିତା ହେବା ପରେ ଏହିସବୁ ଜିନିଷ ତ୍ୟାଗ କରିବେ ବିରାଟ କୋହଲି
କ୍ରିକେଟର୍ ବିରାଟ କୋହଲି ପିତା ହେବା ନେଇ ସୂଚନା ଦେବା ପରେ ତାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି। ପିତା ହେବା ପରେ କୋହଲି କ’ଣ କରିବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହେଲାଣି। ୨୦୧୮ରେ କୋହଲି ଏକ ସାକ୍ଷାତକାରରେ କହିଥିଲେ…
ସୁଶାନ୍ତ ସିଂ ମାମଲାରେ କାହିଁକି ଟ୍ରେଣ୍ଡ କରୁଛି କଶାବ
ନୂଆଦିଲ୍ଲୀ,୨୭।୮: ସୋସିଆଲ ମିଡିଆ ଟୁଇଟରେ କେବେ, କ’ଣ କେମିତି ଟ୍ରେଣ୍ଡ କରିବ ତା’ର ଅନୁମାନ ଲଗାଇବା ମୁସ୍କିଲ। ଏବେ ଯେମିତି ୨୬।୧୧ ମୁମ୍ବାଇ ମାମଲାରେ ଗିରଫ ହୋଇ ଫାଶୀ ପାଇଥିବା ପାକିସ୍ତାନ ଆତଙ୍କବାଦୀ ଆମିର ଅଜମଲ କଶାବ ଅଚାନକ ଟ୍ରେଣ୍ଡ କରିବାରେ…
ଏବେ ଅଫିସକୁ ଜିନ୍ସ୍ ପିନ୍ଧି ଆସିବା ମନା !
ନୂଆଦିଲ୍ଲୀ, ୨୭।୮: ଅଫିସ୍କୁ ଶର୍ଟସ୍, ଟାଇଟ୍ ଶର୍ଟ, ପତଳା କପଡ଼ାରେ ତିଆରି ପୋଷାକ ଏବଂ ଜିନ୍ସ୍ ପିନ୍ଧି ଆସିବାକୁ ଏୟାର ଇଣ୍ଡିଆ ଏହାର କର୍ମଚାରୀଙ୍କୁ ବାରଣ କରିଛି। ସେହିପରି ସ୍ଲିପର ପିନ୍ଧି ଆସିବାକୁ ମଧ୍ୟ ମନା କରାଯାଇଛି। ଏହା ଦ୍ୱାରା ଏୟାର…
ବଲିଉଡ୍ରେ ଡେବ୍ୟୁ କରିବେ ଶନୟା
ମୁମ୍ବାଇ: ବଡ଼ ପରଦାରେ ପାଦ ଦେବେ ଆଉ ଜଣେ ନବାଗତା। ସେ ହେଉଛନ୍ତି ବଲିଉଡ୍ ଅଭିନେତା ସଞ୍ଜୟ କପୁରଙ୍କ ଝିଅ ଶନୟା କପୁର। ଶନୟା ସୋସିଆଲ ମିଡିଆରେ ବେଶ୍ ପପୁଲାର ଷ୍ଟାର କିଡ୍ ଭାବେ ଚର୍ଚ୍ଚାରେ ରହି ଆସୁଛନ୍ତି। ବିଗତ ଦିନରେ…
ଦିନେ ପଥର ଫଟାଇ ପେଟ ପୋଷୁଥିଲେ ଡବ୍ଲ୍ୟୁଡବ୍ଲ୍ୟୁଇର ଏହି ଚାମ୍ପିଅନ, ଏବେ କୋଟି କୋଟି ଟଙ୍କାର ମାଲିକ
ଚର୍ଚ୍ଚିତ ଡବ୍ଲ୍ୟୁଡବ୍ଲ୍ୟୁଇର ଚାମ୍ପିଅନ ‘ ଦ ଗ୍ରେଟ୍ ଖଲି’ଙ୍କ ଆଜି ହେଉଛି ୪୭ତମ ଜନ୍ମଦିନ। ଖଲିକୁ କିଏ ବା ନ ଜାଣେ। ଛୋଟଠୁ ବଡ଼ଯାଏ ସମସ୍ତେ ଖଲିଙ୍କୁ ବେଶ୍ ଭଲ ଭାବେ ଜାଣିଛନ୍ତି। ବିଶେଷକରି ଯେଉଁମାନେ ଡବ୍ଲ୍ୟୁଡବ୍ଲ୍ୟୁ ଦେଖୁଥିବେ ସେମାନେ ଖଲିଙ୍କୁ…
ଆଦିମ ପ୍ରବୃତ୍ତି ‘କାନିବାଲିଜମ୍’
ନୂଆଦିଲ୍ଲୀ: ପୃଥିବୀର ଅନେକ ସ୍ଥାନରେ ଆଜି ବି ନରଭକ୍ଷୀ ମଣିଷଙ୍କ କଥା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ୨୦୧୧ରେ ପାକିସ୍ତାନ ପଞ୍ଜାବ ପ୍ରଦେଶ ଅନ୍ତର୍ଗତ ଭାକ୍କର ଜିଲାରୁ ଆସିଥିଲା ଏପରି ଏକ ଘଟଣା। ମହମ୍ମଦ ଫରମାନ ଅଲ୍ଲି ଏବଂ ମହମ୍ମଦ ଆରିଫ୍ ଅଲ୍ଲି…
Archives


