Home Left

୬୨ ତମ ଜନ୍ମଦିନରେ ୬୨.୪ କିଲୋମିଟର ଦୌଡିଲେ ବରିଷ୍ଠ ନାଗରିକ: ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୭।୭: ଅନେକେ କହିଥାଆନ୍ତି ବୟସ ହେଉଛି ଏକ ସଂଖ୍ୟା। ଏମିତି ଚିନ୍ତାଧାରା ରଖିଥିବା ଲୋକେ ଯୁବାବସ୍ଥାରେ ଯାହା ନ କରିପାରି ଥାଆନ୍ତି ତାହା ୬୦ ବର୍ଷ ବୟସ ପରେ ବି କରି ଦେଖାଇଥାଆନ୍ତି। ଏବେ ଏମିତି ଏକ ଉଦାହରଣ ପାଲଟିଛନ୍ତି ଜସମେର…

ଟିଭି ଦେଖିଲେ- କ୍ୟାରମ୍‌ ଖେଳିଲେ ଏଠାରେ ଦେବାକୁ ପଡ଼େ ଜରିମାନା…

କୋଲକାତା, ୨୭।୮: ଟିଭି ଦେଖିଲେ, କ୍ୟାରମ୍‌ ଖେଳିଲେ, ମୋବାଇଲ୍‌ରେ ଗୀତ ଶୁଣିଲେ ଜରିମାନା ଦେବାକୁ ପଡୁଥିବା କଥା ନିଶ୍ଚିତ କେତେକଙ୍କୁ ଆଶ୍ଚର୍ଯ୍ୟ କରିବ। ତେବେ ଏହା ସତ। ପଶ୍ଚିମବଙ୍ଗର ମୁର୍ଶିଦାବାଦ୍‌ ଜିଲାର କେତେକ ଗାଁରେ ଏଭଳି ନିୟମ ଜାରି ରହିଛି। ସମାଜ…

ଲଘୁଚାପ ବର୍ଷାରେ ବେହାଲ ନୀଳଗିରି

ସଜନାଗଡ,୨୭।୮(ଡି.ଏନ.ଏ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପରେ ବାଲେଶର ଜିଲା ନୀଳଗିରିରେ ଲଗାତର ବର୍ଷାରେ ସୋନନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଏଥିଯୋଗୁ ନଦୀ ପାର୍ଶ୍ୱ ଗାଁରେ ଲୋକମାନେ ଭୟଭୀତ ଅବସ୍ଥାରେ ଜୀବନ ବିତାଉଛନ୍ତି। ଲଗାଣ ବର୍ଷାରେ ୭ଟି ପଞ୍ଚାୟତ ତଥା ନରଣପୁର ପଞ୍ଚାୟତର…

ବିରାଟ କୋହଲିଙ୍କ ପରିବାରରେ ନୂଆ ସଦସ୍ୟଙ୍କ ହେବ ଏଣ୍ଟ୍ରି, ପୂର୍ବରୁ କିଏ କିଏ ଅଛନ୍ତି ଜାଣନ୍ତୁ

କ୍ରିକେଟର୍‌ ବିରାଟ କୋହଲି ୨୦୨୧ରେ ପିତା ହେବାକୁ ଯାଉଛନ୍ତି। ସ୍ତ୍ରୀ ଅନୁଷ୍କା ସହ ଫଟୋ ଶେୟାର କରି ସେ ଏହି ସୂଚନା ଦେଇଛନ୍ତି। ନୂଆ ଅତିଥି ଆସିବା ପୂର୍ବରୁ କୋହଲିଙ୍କ ଘରର କିଏ କିଏ ସଦସ୍ୟ ଅଛନ୍ତି ଜାଣିବା। କୋହଲି ପିତା…

ଇମ୍ରାନ୍‌ ସରକାରଙ୍କ ପାଇଁ କଣ୍ଟା ପାଲଟିଛନ୍ତି ଦାଉଦ୍‌: ଚାହୁଁଛନ୍ତି କରିବାକୁ ହତ୍ୟା !

ନୂଆଦିଲ୍ଲୀ/ଇସଲାମାବାଦ୍‌, ୨୭।୮: ଅଣ୍ଡର ଓ୍ବାଲର୍‌ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ ଏବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ସରକାରଙ୍କ ପାଇଁ କଣ୍ଟା ପାଲଟିଛନ୍ତି। ଦାଉଦ୍‌ଙ୍କୁ ପାକିସ୍ତାନ ସୈନ୍ୟ ବାହିନୀ ହତ୍ୟା କରିବାକୁ ଚାହୁଁଛି। କିନ୍ତୁ ପାକିସ୍ତାନରେ ଏଭଳି ନ କରି ବାହାରେ କରିବାକୁ…

ଏମିତି ଗାଁ, ଯେଉଁଠି ବାସ କରନ୍ତି କେବଳ ବାମନ

ପିଲାଦିନେ ‘ଗୁଲିଭର’ କାହାଣୀ ପଢ଼ିଥିବେ। ଏହି କାହାଣୀରେ ‘ଗୁଲିଭର’ ଲିଲିପୁଟ ନାମକ ଏକ ଦ୍ୱୀପ ସମ୍ପର୍କରେ ଜାଣିଥିବେ। ଏଠାରେ ୧୫ ସେଣ୍ଟିମିଟର ଲମ୍ବ ବିଶିଷ୍ଟ ଲୋକ ବାସ କରୁଥିଲେ। ଯେଉଁମାନଙ୍କୁ ବନ୍ଦୀ କରି ରଖାଯାଇଥିଲା। ଖାଲି କାହାଣୀ ନୁହେଁ, ସତରେ ମଧ୍ୟ…

୩୦ଯାଏ ଲୋଇସିଂହା ଶଟ୍‌ଡାଉନ

ଲୋଇସିଂହା,୨୭।୮(ଡି.ଏନ୍‌.ଏ): ବଲାଙ୍ଗୀର ଜିଲା ଲୋଇସିଂହା ସହରରେ ଦିନକୁ ଦିନ କୋରାନା ସଂକ୍ରମଣ ସଂଖ୍ୟା ବଢ଼ିବାରେ ଚାଲିଛି। ବୁଧବାର ଏଠାରେ ଗୋଟିଏ ଦିନରେ ୯ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଯାହା ଲୋଇସିଂହାବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏହାକୁ ଦୃଷ୍ଟିରେ ରଖି ଲୋଇସିଂହା…

ରୁଷିଆ ଜାରିକଲା ବିଶ୍ୱର ସବୁଠାରୁ ବଡ ପରମାଣୁ ବୋମା ପରୀକ୍ଷଣର ଭିଡିଓ!

ମସ୍କୋ,୨୭।୮: ଆମେରିକା ସହ ତୁତୁ ମେମେ ଭିତରେ ରୁଷିଆ ବିଶ୍ୱର ସବୁଠାରୁ ବଡ ପରମାଣୁ ବୋମା ପରୀକ୍ଷଣର ଭିଡିଓ ଜାରି କରିଛି। ଏହି ପରମାଣୁ ବୋମା ବିସ୍ଫୋରଣକୁ ସବୁଠାରୁ ଶକ୍ତିଶାଳୀ ବୋଲି କୁହାଯାଉଛି। ଏମିତିକି ଆମେରିକା ମଧ୍ୟ କେବେ ଏତେବଡ ପରମାଣୁ…

ହାର୍ଦ୍ଦିକ ପାଣ୍ଡ୍ୟା ପିତା ହେବାପରେ ଟ୍ରୋଲ ହୋଇଥିଲେ କୋହଲି, ଏବେ ଫଟୋ ଶେୟାର କରି ଦେଲେ କଡା ଜବାବ

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ବହୁତ ଦିନର ଅପେକ୍ଷା ପରେ ପ୍ରଶଂସକଙ୍କୁ ଖୁସି ଖବର ଦେଇଛନ୍ତି। ୨୦୨୧ ଜାନୁୟାରୀରେ ସେ ପିତା ହେବେ ବୋଲି ଫଟୋ ଶେୟାର କରି ଘୋଷଣା କରିଛନ୍ତି। ଫଟୋରେ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା…

ପୋଲିଓ ଟିକା ଚୋରୀ କରୁଥିଲେ ସ୍ବାସ୍ଥ୍ୟ ଅଧିକାରୀ: ପରେ ଘଟିଲା ଏପରି…

ଇସଲାମାବାଦ୍‌, ୨୭।୮: ଆଫ୍ରିକା ଏବେ ପୋଲିଓ ମୁକ୍ତି ହୋଇଛି। ଏନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଘୋଷଣା କରାଯାଇଛି। ପାକିସ୍ତାନ ଏବଂ ଆଫଗାନିସ୍ତାନରେ ଏବେ ବି ପୋଲିଓ ରହିଥିବା ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ପାକିସ୍ତାନରେ ଜାରି ରହିଥିବା ପୋଲିଓ…

ଜଳକା, ବୁଢ଼ାବଳଙ୍ଗ ନଦୀରେ ବନ୍ୟା: ସୁବର୍ଣ୍ଣରେଖାରେ ବଢ଼ୁଛି ଜଳସ୍ତର

ବାଲେଶ୍ୱର ଅଫିସ, ୨୭।୮: ବାଲେଶ୍ୱର ଜିଲାର ସମସ୍ତ ଛୋଟ ବଡ଼ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଜଳକା ଓ ବୁଢ଼ାବଳଙ୍ଗ ନଦୀରେ ବନ୍ୟା ଆସିଥିବା ବେଳେ ସୁବର୍ଣ୍ଣରେଖାରେ ଜଳସ୍ତର ବଢୁଛି। ଫଳରେ ହଜାର ହଜାର ଏକର ଚାଷଜମି ଜଳମଗ୍ନ ହୋଇଥିବା…

ବୈତରଣୀ ନଦୀରେ ବନ୍ୟା: ୪ ବ୍ଲକର ୮୦ ପଞ୍ଚାୟତ ପ୍ରଭାବିତ

ଯାଜପୁର ଅଫିସ,୨୭।୮: ବୈତରଣୀ ନଦୀର ଉଛୁଳା ପାଣିରେ ଯାଜପୁର ଜିଲାର କୋରେଇ, ଯାଜପୁର, ଦଶରଥପୁର ଓ ବିଞ୍ଝାରପୁର ବ୍ଲକର ପ୍ରାୟ ୮୦ଟି ପଞ୍ଚାୟତବାସୀ ପ୍ରଭାବିତ ହୋଇଛନ୍ତି। ବୈତରଣୀ ନଦୀର ଆଖୁଆପଦାଠାରେ ବିପଦ ସଙ୍କେତ ୧୭.୮୩ ମିଟର ରହିଥିବାବେଳେ ଗୁରୁବାର ସକାଳ ୮ଟା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri