ପ୍ରବଳ ବର୍ଷା, ଜନଜୀବନ ଅସ୍ତବ୍ୟସ୍ତ
ଭୁବନେଶ୍ୱର,୨୬ା୮(ବ୍ୟୁରୋ): ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖାପଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ମଙ୍ଗଳବାର ଆହୁରି ଘନୀଭୂତ ହୋଇଛି। ଲଘୁଚାପ ଯୋଗୁ ସୋମବାର ରାତିରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି। ତୁହାକୁ ତୁହା ଲଗାଣ ବର୍ଷା ଯୋଗୁ ଜୀବନଯାତ୍ରା…
ସୁପ୍ରିମକୋର୍ଟ ନ୍ୟାୟବିଜ୍ଞ ହୁଅନ୍ତୁ
ନୂଆଦିଲ୍ଲୀ,୨୬ା୮: ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏବଂ ନ୍ୟାୟପାଳିକା ସମ୍ପର୍କରେ ଟୁଇଟ୍ କରି ଫସିଯାଇଥିବା ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ବିରୋଧରେ ଅଦାଲତ ଅବମାନନା ମାମଲାର ଦଣ୍ଡବିଧାନ ଶୁଣାଣି ମଙ୍ଗଳବାର ଶେଷ ହୋଇଛି। ଜଷ୍ଟିସ୍ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୩…
ତେଜିଲା ବର୍ଣ୍ଣବୈଷମ୍ୟ ବିରୋଧୀ ଆନ୍ଦୋଳନ
କେନୋଶା,୨୬ା୮(ଏ.ପି.): ଆମେରିକାର ମିନିଆପଲିସରେ ଜର୍ଜ ଫ୍ଲୟଡ୍ଙ୍କ ମୃତ୍ୟୁକୁ ନେଇ ମୁଣ୍ଡ ଟେକିଥିବା ଆନ୍ଦୋଳନ ଆଉ ଜଣେ କୃଷ୍ଣକାୟଙ୍କୁ ପୋଲିସର ଗୁଳିମାଡ଼ ପରେ ଆହୁରି ବ୍ୟାପକ ହୋଇଛି। ଓ୍ବିସ୍କୋନ୍ସିନର କେନୋଶା ସହରରେ ରବିବାର ରାତିରେ ଜଣେ କୃଷ୍ଣକାୟଙ୍କୁ ପୋଲିସ ୭ଟି ଗୁଳି ମାରିଥିଲା।…
ଆସିପାରେ ଦ୍ୱିତୀୟ ପ୍ୟାକେଜ
ନୂଆଦିଲ୍ଲୀ,୨୬।୮: କୋଭିଡ୍ ଯୋଗୁ କ୍ଷତିଗ୍ରସ୍ତ ଅର୍ଥ ବ୍ୟବସ୍ଥାକୁ ଟ୍ରାକ୍କୁ ଆଣିବା ଲାଗି ସରକାର ଦ୍ୱିତୀୟ ପ୍ୟାକେଜ ଘୋଷଣା କରିପାରନ୍ତି। ବର୍ତ୍ତମାନ କୋଭିଡ୍ ସଂକ୍ରମଣ ବଢ଼ିଚାଲିଛି। ଲୋକଙ୍କ ମନରେ ଏ ନେଇ ଭୟ ମଧ୍ୟ ରହିଛି। କୋଭିଡ୍ ସଂକ୍ରମଣ ଥମିଲେ ସରକାର ଦ୍ୱିତୀୟ…
ଲଗାତର ୬ ଦିନ ପାଇଁ ବଢ଼ିଲା ପେଟ୍ରୋଲ
ଭୁବନେଶ୍ୱର,୨୬।୮: ପେଟ୍ରୋଲ ଦର ବୃଦ୍ଧିରେ ବିରତି ଲାଗି ପାରୁନାହିଁ। ଲଗାତର ତେଲ ଦର ବଢିବା ଫଳରେ ଏହା ଖାଉଟିଙ୍କ ଚିନ୍ତା ବଢାଉଛି। ୬ ଦିନ ହେବ ପେଟ୍ରୋଲ ଦର ଦର ବୃଦ୍ଧି ଘଟି ଚାଲିଛି। ମଙ୍ଗଳବାର ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା…
ଦବୁଛି କପିଳାସ ମନ୍ଦିର
ଢେଙ୍କାନାଳ ଅଫିସ, ୨୬।୮ – ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ହାସଲ କରିଥିବା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସ ଉପରେ ବିପଦ ଘନେଇବାରେ ଲାଗିଛି। ପୀଠକୁ ଯିବାକୁ ଥିବା ୧୩୫୨ ପାହାଚ ରାସ୍ତା ପାର୍ଶ୍ୱକୁ ମନ୍ଦିର ଧୀରେ ଧୀରେ…
ବିଶ୍ୱର ପ୍ରଥମ ଦ୍ରୁତ ବୋଲର ଭାବେ ଟେଷ୍ଟରେ ୬୦୦ ଉଇକେଟ୍ ନେଲେ ଆଣ୍ଡରସନ
ସାଉଥାମ୍ପଟନ, ୨୫।୮: ଭ୍ରମଣକାରୀ ପାକିସ୍ତାନ ବିପକ୍ଷରେ ଏଠାରେ ଚାଲିଥିବା ୩ୟ ଟେଷ୍ଟର ୫ମ ଦିବସ ଅବସରରେ ଇଂଲଣ୍ଡର ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ଏକ ବିରଳ କୃତିତ୍ୱ ହାସଲ କରିଛନ୍ତି। ପାକିସ୍ତାନର ଦ୍ୱିତୀୟ ଇନିଂସରେ ଅଧିନାୟକ ଅଜହର ଅଲିଙ୍କୁ ଆଉଟ୍ କରି…
ମହିଳାଙ୍କ କରୋନା ଟେଷ୍ଟର ଆସିଲା ୨ଟି ରିପୋର୍ଟ; ଗୋଟିଏରେ ପଜିଟିଭ, ଅନ୍ୟଟି ନେଗେଟିଭ
ଡେରାଡୁନ, ୨୫।୮: ଡେରାଡୁନରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ମହିଳା ଗୋଟିଏ ପ୍ରାଇଭେଟ୍ ଲ୍ୟାବରେ ତାଙ୍କ କରୋନା ଟେଷ୍ଟ କରାଇଥିଲେ। ଯାହାର ରିପୋର୍ଟ ମଙ୍ଗଳବାର ଆସିଛି। ତେବେ ଆଶ୍ଚର୍ଯ୍ୟଜନକ ଭାବେ ମହିଳାଙ୍କର ୨ଟି ରିପୋର୍ଟ ଆସିଛି। ଗୋଟିଏରେ…
କୋଭିଡ୍ କେୟାର ସେଣ୍ଟରରେ ମହିଳା କନ୍ଷ୍ଟେବଳଙ୍କୁ ବଳାତ୍କାର
ଜାମସେଦପୁର, ୨୫।୮: ଝାଡ଼ଖଣ୍ଡର ଜାମସେଦପୁରସ୍ଥିତ ସିଦ୍ଗୋଡା ପ୍ରଫେଶନାଲ କଲେଜ କୋଭିଡ୍ କେୟାର ସେଣ୍ଟରରେ ଡ୍ୟୁଟିରେ ଥିବା ଜଣେ ମହିଳା ପୋଲିସ କନ୍ଷ୍ଟେବଳ ବଳାତ୍କାର ଶିକାର ହୋଇଛନ୍ତି। ମହିଳାଙ୍କ ସାଥୀ କନ୍ଷ୍ଟେବଳ ତାଙ୍କୁ ବଳାତ୍କାର କରିଥିବା ଜଣାପଡ଼ିଛି। ମହିଳା କନ୍ଷ୍ଟେବଳ ଜଣଙ୍କ ଥାନାରେ…
ମାର୍ପିଟ୍ କରି ସ୍ତ୍ରୀଙ୍କୁ ଶିକୁଳିରେ ବାନ୍ଧି ରଖିଥିଲେ ସ୍ବାମୀ: ମହିଳା ଆୟୋଗ ଟିମ୍ ପହଞ୍ଚିବା ପରେ…
ନୂଆଦିଲ୍ଲୀ,୨୫।୮: ତ୍ରିଲୋକପୁରୀ ଅଞ୍ଚଳରୁ ଦିଲ୍ଲୀ ମହିଳା ଆୟୋଗ ଜଣେ ୩୨ ବର୍ଷୀୟ ମହିଳାଙ୍କୁ ଉଦ୍ଧାର କରିଛନ୍ତି। ମହିଳାଜଣଙ୍କୁ ତାଙ୍କ ସ୍ବାମୀ ଲୁହା ଶିକୁଳିରେ ବାନ୍ଧି ଅତି ଦୟନୀୟ ଭାବେ ରଖିଥିଲେ। ଏନେଇ ବିଶେଷ ସୁତ୍ରରୁ ଖବର ପାଇବା ପରେ ଆୟୋଗର ଏକ…
ଛାଡ଼ପତ୍ର ପରେ କାହା ପାଖରେ ରହିବେ ପୋଷା କୁକୁର..ଦମ୍ପତିଙ୍କ ବିବାଦକୁ ନେଇ ଏପରି ରାୟ ଦେଲେ କୋର୍ଟ
ବମ୍ବେ: ଗୃହପାଳିତ ପଶୁମାନଙ୍କ ମଧ୍ୟରେ ଅଧିକାଂଶ ଲୋକ କୁକୁରଙ୍କୁ ଭଲପାଆନ୍ତି। ସ୍ବଭାବରେ ବିଶ୍ୱାସୀ ହୋଇଥିବା ହେତୁ ପୋଷା କୁକୁରଙ୍କ ସହ ଏକ ନିଆରା ମୋହ ଯୋଡ଼ି ହୋଇଥାଏ। ତେବେ ବମ୍ବେରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ…
ପିଲାଙ୍କ ଖେଳ ହେଲା କାଳ: ‘ଲକ୍ଷ୍ମଣ ରେଖା’ ନେଲା ୩ ଜୀବନ
ନାଗୌର, ୨୫।୮: ରାଜସ୍ଥାନର ନାଗୌର ଜିଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପିଲାଙ୍କର ଅସାବଧାନତା କେତେ ଯେ ଭୟଙ୍କର ହୋଇପାରେ ତାହା ଏହି ଘଟଣାରୁ ଜଣାପଡ଼ିଛି। ରିପୋର୍ଟ ମୁତାବକ ଜିଲାର ପାଞ୍ଚୋଡି ପୋଲିସ ଷ୍ଟେସନ ଅନ୍ତର୍ଗତ ଖ୍ୟାରି କର୍ମସୌତ୍ ଗ୍ରାମରେ…
Archives


