ସାନଭାଇ ଟାଙ୍ଗିଆ ଚୋଟରେ ବଡ଼ଭାଇଙ୍କ ଜୀବନଗଲା
କଣିହାଁ,୨୩ା୮(ଡି.ଏନ୍.ଏ.): ସାନ ଭାଇଙ୍କ ଟାଙ୍ଗିଆ ଚୋଟରେ ବଡ଼ ଭାଇଙ୍କ ଜୀବନ ଯାଇଛି। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଅନୁଗୋଳ ଜିଲା ସମଲ ଥାନା ଶିପୁର ଗ୍ରାମରେ। ମୃତକଙ୍କ ନାମ ରଞ୍ଜନ ବାରିକ (୨୮)। ଘଟଣାରୁ ପ୍ରକାଶ ଯେ, ଦୁଃଖ ବାରିକଙ୍କ…
ମାମୁଘର କେତେଦୂର: ମନେପଡେ ମିଠା ସ୍ମୃତି, ସବୁ ଦୁଷ୍ଟାମି ମାଫ୍ ହୋଇଯିବାର ଅଲିଖିତ ପ୍ରତିଶ୍ରୁତି
ନିଜ ଘର ପରେ ଆଉ ଯେଉଁ ଘରଟି ସବୁଠୁ ପ୍ରିୟ ତା’ କେବଳ ମାମୁଘର। ପିଲାଙ୍କ ପାଇଁ ଗୋଟେ ଅପେକ୍ଷାର ଘର, ଗୋଟେ ବିଳାସର ନାଁ, ସେଇଠି ଅଛି ଅସରନ୍ତି ଆଈମା’ କାହାଣୀର ପେଡ଼ି, ଚକାଚକା ଭଉଁରି, ମାଈଁଙ୍କ ଦୁଧ ଭାତ…
ଭଦ୍ରକରେ ୨୦୯୯ ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ଚିହ୍ନଟ ୯୨ ପଜିଟିଭ୍ ସମସ୍ତେ ସ୍ଥାନୀୟ ସଂକ୍ରମଣ
ଭଦ୍ରକ ଅଫିସ,୨୩ା୮: ଭଦ୍ରକ ଜିଲାରେ ରବିବାର ୯୨ ଜଣ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୦୯୯ ଛୁଇଁଛି। ଆଜି ଚି଼ହ୍ନଟ ଆକ୍ରାନ୍ତମାନଙ୍କ ମଧ୍ୟରୁ ସମସ୍ତେ ସ୍ଥାନୀୟ ସଂକ୍ରମଣ ବୋଲି କୁହାଯାଇଛି। ସୂଚନାଯୋଗ୍ୟ, ଜିଲାରୁ…
ପୂର୍ବତନ ରାଷ୍ଟ୍ରପତିଙ୍କ ଅବସ୍ଥା ଏବେବି ସଙ୍କଟାପନ୍ନ
ନୂଆଦିଲ୍ଲୀ,୨୩।୮: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସୁ ନ ଥିବା କହିଛି ଦିଲ୍ଲୀରେ ଥିବା ଆର୍ମି ହସ୍ପିଟାଲ। ଏବେ ସେ କୋମାରେ ରହିଥିବା ବେଳେ ଶରୀରର ମୁଖ୍ୟ ଅଙ୍ଗଗୁଡିକ ପୂର୍ବଭଳି ସ୍ଥିର ରହିଛି। ଭେଣ୍ଟିଲେଟର ସହାୟତାରେ ତାଙ୍କର…
ସମ୍ପର୍କରେ ଦୂରତା ଆଣୁଛି କରୋନା ସଂକ୍ରମଣ: ଦାମ୍ପତ୍ୟ ଜୀବନ ବିପର୍ଯ୍ୟସ୍ତ
ଓ୍ବାଶିଂଟନ, ୨୩।୮: କରୋନା ମହାମାରୀ ସଂକ୍ରମଣ ଯୋଗୁ ଏବେ ଦାମ୍ପତ୍ୟ ଜୀବନ ବିପର୍ଯ୍ୟସ୍ତ ହେବାରେ ଲାଗିଛି। ଦମ୍ପତିମାନଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ରକ୍ଷା କରିବାକୁ ବିଶେଷଜ୍ଞମାନେ ବାରଣ କରିଛନ୍ତି। ଏହାଦ୍ୱାରା ଆକ୍ରାନ୍ତ ସାଥୀଙ୍କଠାରୁ କରୋନା ସଂକ୍ରମଣ ଅନ୍ୟ ଜଣଙ୍କୁ ହେବାର ଆଶଙ୍କା…
ସ୍ତ୍ରୀଙ୍କ ସହ ଝଗଡ଼ା ହେବାରୁ ସ୍ବାମୀ ନେଲେ ଏମିତି ପଦକ୍ଷେପ, ଯାହା କେବେ ଆଗରୁ ଶୁଣି ନ ଥିବେ
ପାରିବାରିକ କଳହରୁ କିଛି ଲୋକ ଆତ୍ମହତ୍ୟା କରୁଥିବା ଶୁଣିଥିବେ। କେହି କେହି ଘର ମଧ୍ୟ ଛାଡ଼ି ଦେଇଥିବା ଶୁଣିଥିବେ। ମାତ୍ର ପାରିବାରିକ କଳହରୁ ସ୍ତ୍ରୀଙ୍କ ଉପରେ ରାଗି କେହି କିନ୍ନର ହୋଇଯିବାର କେବେ ଶୁଣିଛନ୍ତି। ଆଶ୍ଚର୍ଯ୍ୟ ହେଲେ ମଧ୍ୟ ସତ। ଏମିତି…
ହିସାରରେ ମିଳିବ ଗଧ କ୍ଷୀର: ୧ ଲିଟରର ଦାମ ୭ ହଜାର ଟଙ୍କା!
ହିସାର,୨୩।୮: ଆମେ ସମସ୍ତେ ଗାଈ, ମଇଁଷି ଅବା ଛେଳି କ୍ଷୀରର ବ୍ୟବହାର ବିଷୟରେ ଜାଣିଛେ। ହେଲେ ଗଧ କ୍ଷୀର କଥା ଶୁଣିଲେ ସାମାନ୍ୟ ଭ୍ରୁକୁଞ୍ଚନ ସୃଷ୍ଟି ହୁଏ। କାରଣ ଏହାର ବ୍ୟବହାର ଅଧିକାଂଶଙ୍କୁ ଜଣା ନାହିଁ କହିଲେ ଚଳେ। ଗଧ ଶବ୍ଦର…
ଥାନାରେ ବସି ମଦ ପିଇବା ମଡ଼ିଲା ମହଙ୍ଗା: ପୋଲିସ ବାବୁଙ୍କ ଭିଡ଼ିଓ ଭାଇରାଲ
କାନପୁର, ୨୩।୮: ଥାନାରେ ବସି ମଦ ପିଇବା ଜଣେ ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଛି। ଏବେ ସୋସିଆଲ୍ ମିଡ଼ିଆରେ ମଦ ପିଉଥିବା ଥାନା ବାବୁ ଜେ.ପି. ସିଂ ପରିହାରଙ୍କ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶ କାନପୁରର ଘାଟମ୍ ପୁର ଥାନାରେ…
ବାଲି ଚାଲାଣକୁ ବିରୋଧ: ପୋଡ଼ିଦେଲେ ଟ୍ରକ୍, ଟ୍ରାକ୍ଟର
ହିଞ୍ଜିଳିକାଟୁ,୨୩।୮(ଡ଼ି.ଏନ୍.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତଥା ପୁରୁଷୋତ୍ତମପୁର ତହସିଲ କୋଳିଦାସପୁରରେ ଶୁକ୍ରବାର ରାତିରେ ବାଲି ଚାଲାଣକୁ ନେଇ ତୁମୁଳକାଣ୍ଡ ଘଟିଛି। ଉତ୍ତ୍ୟକ୍ତ ଲୋକେ ୩ ଟ୍ରକ୍, ଗୋଟିଏ ଟ୍ରାକ୍ଟରକୁ ପୋଡି ଦେଇଛନ୍ତି। ଏଥିସହ ବାଲି ମାଫିଆଙ୍କ ୨ ବାଇକ୍ ପୋଡ଼ି…
ରାଜ୍ୟରେ ୪୦୦ ଟପିଲା ମୃତ୍ୟୁ ସଂଖ୍ୟା: ଆଉ ପୁଣି ୧୦ ମୁଣ୍ଡ ନେଲା କରୋନା, ଗଞ୍ଜାମରୁ ସର୍ବାଧିକ
ଭୁବନେଶ୍ୱର,୨୩।୮(ବ୍ୟୁରୋ): ରାଜ୍ୟରେ ଆଉ ୧୦ ମୁଣ୍ଡ ନେଇଛି କରୋନା। ମୃତକଙ୍କ ମଧ୍ୟରେ ବଲାଙ୍ଗୀରର ୪୭ ବର୍ଷୀୟ ବ୍ୟକ୍ତି, କଟକର ୮୭ ବର୍ଷୀୟା ବୃଦ୍ଧା ଓ ୭୫ ବର୍ଷୀୟ ବୃଦ୍ଧ, ଗଜପତିର ୪୫ ବର୍ଷୀୟ ବ୍ୟକ୍ତି, ଗଞ୍ଜାମର ୬୦ ବର୍ଷୀୟ ବୃଦ୍ଧ, ୬୧…
କେଉଁ ବୟସର ପିଲା ମାସ୍କ ପିନ୍ଧିବା ଜରୁରୀ!
ଜେନେଭା,୨୩।୮: ସାରା ବିଶ୍ୱରେ କରୋନା ମହାମାରୀକୁ ନେଇ ଯେଉଁ ଗାଇଡ୍ଲାଇନ ଜାରି କରାଯାଇଛି ସେଥିରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଅନେକଙ୍କ ମନରେ ପ୍ରଶ୍ନ ଉଠେ ବଡମାନେ ମାସ୍କ ପିନ୍ଧିବା ଜରୁରୀ। ହେଲେ ପିଲାମାନଙ୍କ ପାଇଁ ଏହା କେତେଦୂର ସୁରକ୍ଷିତ। ଏବେ…
ପୋଲିସ ଟିମ୍କୁୁ ନିସ୍ତୁକ ପିଟିଲେ ଲୋକେ: ୨ ଗୁରୁତର ଆହତ
ଲକ୍ଷ୍ନୌ, ୨୩।୮: ଉତ୍ତରପ୍ରଦେଶରେ ଆଇନ ଶୃଙ୍ଖଳା ସ୍ଥିତି ଧୀରେଧୀରେ ଖରାପ ହେବାରେ ଲାଗିଛି। ସ୍ଥାନୀୟ ସୀତାପୁର ଅଞ୍ଚଳର ମାନପୁର ଥାନା ଅନ୍ତର୍ଗତ ଫୁଲପୁର ଗାଁରେ ଜମିଜମା ଗଣ୍ଡଗୋଳ ଲାଗି ରହିଥିଲା। ଏଠାରେ ଭଗୌତି ନାମକ ଜଣେ ବ୍ୟକ୍ତି ନିଜ ଜମିରେ କାନ୍ଥ…
Archives


