Home Left

ଆତ୍ମବିଶ୍ୱାାସ ବୃଦ୍ଧି ପାଇଁ ଏପରି କରନ୍ତି ଏହି ବ୍ୟକ୍ତି: ଶୁଣିଲେ ଉଡିଯିବ ହୋସ୍‌

ଦୁନିଆରେ ଅନେକ ପ୍ରକାରର ଲୋକ ଅଛନ୍ତି। ସୁନ୍ଦର ଦେଖାଯିବା ପାଇଁ ପ୍ଲାଷ୍ଟିକ ସର୍ଜରୀ ଦ୍ୱାରା ନିଜ ଶରୀରକୁ ପରିବର୍ତ୍ତନ କରିବାକୁ କିଛି ଲୋକ ପସନ୍ଦ କରନ୍ତି। ମାତ୍ର ସମସ୍ତେ ସୀମା ମଧ୍ୟରେ ରହି ଏପରି କରିଥାନ୍ତି। ହେଲେ ଜର୍ମାନର ସୈଣ୍ଡ୍ରୋ ନାମକ…

ସିପିଏଲ୍‌ ଖେଳିବାରେ ୪୮ ବର୍ଷୀୟ ତାମ୍ବେ ପ୍ରଥମ ଭାରତୀୟ କ୍ରିକେଟର୍‌

ତ୍ରିନିଦାଦ, ୨୭।୮: କୁହାଯାଏ ଟି୨୦ କ୍ରିକେଟ୍‌ ଯୁବ ଖେଳାଳିଙ୍କ ଖେଳ ଅଟେ। କିନ୍ତୁ ଏହାକୁ ଭୁଲ ପ୍ରମାଣିତ କରିଛନ୍ତି ଭେଟେରାନ ଭାରତୀୟ ସ୍ପିନର ପ୍ରବୀଣ ତାମ୍ବେ। ମୁମ୍ବାଇର ୪୮ ବର୍ଷୀୟ ଲେଗ୍‌ ସ୍ପିନର ପ୍ରବୀଣ ତାମ୍ବେ ଇତିହାସ ରଚିଛନ୍ତି। ପ୍ରଥମ ଭାରତୀୟ…

୮୦୦ ଟଙ୍କାରେ ଶିକ୍ଷକତା କରୁଥିଲେ ନୀତା ଅମ୍ବାନୀ: ମାଗଣା ମ୍ୟାଚ୍‌ ଟିକେଟ ଦେଇ ଜଣେ ବ୍ୟକ୍ତି କହିଥିଲେ ଏଭଳି; ଆଉ ତା’ ପରେ

ରିଲାଏନ୍ସ ଫାଉଣ୍ଡେଶନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ନୀତା ଅମ୍ବାନୀ ନିଜର ଫ୍ୟାଶନ୍‌ ଏବଂ ସଉକକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ତେବେ ତାଙ୍କ ବିଷୟରେ ବହୁତ କମ୍‌ ଲୋକ ଜାଣନ୍ତି। ସେ ବିବାହ ପୂର୍ବରୁ ଜଣେ ଶିକ୍ଷୟିତ୍ରୀ ଥିଲେ। ବିବାହ ପରେ ମଧ୍ୟ…

ସଲମାନ୍‌ଙ୍କ ସହ ରୋମାଣ୍ଟିକ୍‌ ଦୃଶ୍ୟ ପରେ ଭୋ ଭୋ ହୋଇ କାନ୍ଦିଥିଲେ ଏହି ଲୋକପ୍ରିୟ ଅଭିିନେତ୍ରୀ

ବଲିଉଡ୍‌ରେ ବୋଲ୍ଡ ଏବଂ ରୋମାଣ୍ଟିକ୍‌ ଦୃଶ୍ୟ ସାଧାରଣ। ହେଲେ ଦବଙ୍ଗ ଷ୍ଟାର ସଲମାନ୍‌ ଖାନ୍‌ ଖୁବ୍‌ କମ୍‌ ଫିଲ୍ମରେ ରୋମାଣ୍ଟିକ୍‌ ଦୃଶ୍ୟ କରିଥାନ୍ତି। ତେବେ ସଲମାନ୍‌ଙ୍କର ଏକ ବ୍ଲକବାଷ୍ଟର ଫିଲ୍ମ ହେଉଛି ‘ମୈନେ ପ୍ୟାର୍‌ କିୟା’। ଏଥିରେ ତାଙ୍କର ଅଭିନେତ୍ରୀ ସାଜିଥିଲେ…

ଆପଣଙ୍କ ଶରୀରରେ ଏସବୁ ଲକ୍ଷଣ ଦେଖାଦେଉଛି କି? ହୋଇପାରେ ରୋଗ ପ୍ରତିରୋଧକ ଶକ୍ତି କମ୍‌ର ପ୍ରାକ୍‌ ସୂଚନା…

ମହାମାରୀ କରୋନା ସମୟରେ ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୂତ ରଖିବା ପାଇଁ ଡାକ୍ତରମାନେ ପରାମର୍ଶ ଦେଉଛନ୍ତି। କାରଣ କମ୍‌ ଇମ୍ୟୁନିଟି ଥିବା ବ୍ୟକ୍ତିଙ୍କୁ କରୋନା ବିଶେଷଭାବେ ପ୍ରଭାବିତ କରୁଛି। ଏପରିକି ଲୋକଙ୍କ ପ୍ରାଣହାନୀ ମଧ୍ୟ ଘଟୁଛି। ଏଣୁ ସ୍ବାସ୍ଥ୍ୟକର ଖାଦ୍ୟ ସେବନ…

ମଧୁମେହ ରୋଗୀଙ୍କ ପାଇଁ ବରଦାନ ସଦୃଶ ଭେଣ୍ଡି: ଜାଣନ୍ତୁ କିପରି କରିବେ ସେବନ

ବର୍ତ୍ତମାନ ଜୀବନଶୈଳୀ ନେଇ ଡାଇବେଟିସ ବା ମଧୁମେହ ଏକ ସାଧାରଣ ରୋଗରେ ପରିଣତ ହେଲାଣି। ଫଳରେ ଏହି ରୋଗୀଙ୍କୁ ମିଠା ଜାତୀୟ ଖାଦ୍ୟ ଖାଇବାଠାରୁ ଦୂରେଇ ରହିବା ଲାଗି କୁହାଯାଉଛି। ଏକାଧିକ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଥିବାରୁ ରୋଗୀଙ୍କୁ ସତର୍କ ରହିବାକୁ…

୧୦ ବର୍ଷ ବାଳକଙ୍କ ପିଲାର ମା’ ହେଲେ ଏହି ୧୪ ବର୍ଷୀୟ ନାବାଳିକା: ଅନୁଭୂତିକୁ ନେଇ କହିଲେ ଏପରି କିଛି..

ରୁଷିଆରେ ଜଣେ ୧୧ ବର୍ଷ ବାଳକ ପିଲାର ମା’ ହୋଇଛନ୍ତି ୧୪ ବର୍ଷର ଜଣେ ନାବାଳିକା। ସେ ହେଲେ ଡରିୟା। ଡରିଆ ୧୩ ବର୍ଷ ବୟସରେ ଇବାନଙ୍କ ପିଲାର ମା’ ହେବାକୁ ଯାଉଥିବା ଜଣାପଡ଼ିଥିଲା। ଚଳିତ ବର୍ଷ ଜାନୁୟାରୀରେ ଏହି ଖବର…

ସୁଶାନ୍ତଙ୍କ ଟଙ୍କାରେ ୟୁରୋପ ଯାତ୍ରା କରିଛନ୍ତି ଏହି ଅଭିନେତ୍ରୀ, ଏବେ ଦେଲେ ଏମିତି ଉତ୍ତର

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀଙ୍କୁ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି ବିଭିନ୍ନ ମହଲରୁ ଅଭିଯୋଗ ହୋଇଆସୁଛି। ସୁଶାନ୍ତଙ୍କ ପିତା କେ.କେ.ସିଂହ ମଧ୍ୟ…

ବିରାଟ କୋହଲି-ଅନୁଷ୍କାଙ୍କ ପିଲା ବିଷୟରେ ଏମିତି କହିଥିଲେ ଶର୍ମିଲା ଟାଗୋର

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଖୁବ୍‌ଶୀଘ୍ର ମା’ବାପା ହେବାକୁ ଯାଉଛନ୍ତି। ବିରାଟ ଅନୁଷ୍କାଙ୍କ ସହ ଏକ ଫଟୋ ଶେୟାର କରି ଏହା ଜଣାଇଛନ୍ତି। ସେ କହିଛନ୍ତି, ୨୦୨୧ରେ ଆମେ ୨ରୁ ୩…

ଗୋଟିଏ ମଞ୍ଚରେ ନଜର ଆସିବେ ତେଜସ୍ବୀ-କହ୍ନେୟା!

ପାଟନା,୨୭।୮: ପାଖେଇ ଆସୁଛି ବିହାର ନିର୍ବାଚନ। ଏବେଠାରୁ ଏହାକୁ ନେଇ ଆରମ୍ଭ ହୋଇଗଲାଣି ଅଙ୍କକଷା। ବୁଧବାର ଆର୍‌ଜେଡି ସହ ବିହାର ବାମଦଳର ହୋଇଥିବା ବୈଠକରେ ସହମତି ପ୍ରକାଶ ପାଇଛି କି ଆର୍‌ଜେଡି, ସମସ୍ତ ବାମଦଳ ଓ ଅନ୍ୟ ଲୋକତାନ୍ତ୍ରିକ ଦଳ ଏକାଠି…

ଶ୍ରୀମନ୍ଦିର କବାଟ ହେବ ରୂପା ଛାଉଣୀ

ପୁରୀ ଅଫିସ,୨୭।୮: ଶ୍ରୀମନ୍ଦିର କବାଟ ରୂପା ଛାଉଣୀ ହେବ। ଏଥିପାଇଁ ଦାତା ରୂପା ଦେଇଥିବା ସୂଚନା ମିଳିଛି। ଶ୍ରୀମନ୍ଦିରର କଳାହାଟ ଦ୍ୱାର, ବେହରଣ ଦ୍ୱାର ଓ ଜୟବିଜୟ ଦ୍ୱାରରେ ଲଗାଯାଇଥିବା କବାଟକୁ ରୂପା ଛାଉଣୀ କରାଯିବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଡିଜାଇନ୍‌…

ସରିଲା ବିଦ୍ୟାଶ୍ରୀଙ୍କ ଲାଏ ଡିଟେକ୍ସନ ଟେଷ୍ଟ

ଭୁବନେଶ୍ୱର,୨୭।୮: ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ସ୍ତ୍ରୀ ବିଦ୍ୟାଶ୍ରୀଙ୍କ ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଛି। ଭୁବନେଶ୍ୱର ଫରେନ୍‌ସିକ୍‌ ଲ୍ୟାବ୍‌ରେ ଗୁରୁବାର ଏହି ଟେଷ୍ଟ ସରିଛି। ପ୍ରାୟ ୫ ଘଣ୍ଟା ଧରି ଏହି ଟେଷ୍ଟ ହୋଇଥିବା ବେଳେ ବିଦ୍ୟାଶ୍ରୀଙ୍କୁ ୭୦ ପ୍ରଶ୍ନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri