Posted inଜାତୀୟ

ଦାଦାଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ,୪।୧: ଭାରତୀୟ ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ହୃଦଘାତରେ ଆକ୍ରାନ୍ତ ହୋଇ କୋଲକତାର ବୁଡଲ୍ୟାଣ୍ଡ୍ସ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଗାଙ୍ଗୁଲିଙ୍କ ସଫଳ ଆଞ୍ଜିଓପ୍ଲାଷ୍ଟି ହୋଇଛି। ଗାଙ୍ଗୁଲି ପୂର୍ବ ଅପେକ୍ଷା ଭଲ ଏବଂ ତାଙ୍କ ଅବସ୍ଥା ସ୍ଥିର ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗାଙ୍ଗୁଲୀଙ୍କୁ ଫୋନ କରି ତାଙ୍କ ସ୍ବସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। କେବଳ ଏତିକି ନୁହେଁ ଗାଙ୍ଗୁଲିଙ୍କ ସ୍ତ୍ରୀ ଡୋନାଙ୍କ ସହ ମଧ୍ୟ କଥା ହୋଇଛନ୍ତି। ମୋଦି ଗାଙ୍ଗୁଲିଙ୍କ ଶୀଘ୍ର ସୁସ୍ଥତା କାମନା କରିଛନ୍ତି। ଏହାପୂର୍ବରୁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଗାଙ୍ଗୁଲିଙ୍କ ଭେଟି ତାଙ୍କ ସ୍ବସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ସଚିନ ତେନ୍ଦୁଲକର, ଲତା ମଙ୍ଗେଶକର ମଧ୍ୟ ଗାଙ୍ଗୁଲିଙ୍କ ସ୍ବାସ୍ଥ୍ୟ ବିଷୟରେ ଜାଣିବା ପାଇଁ ଡୋନା ଗାଙ୍ଗୁଲିଙ୍କୁ ଫୋନ କରିଥିଲେ। ଗତ ଶନିବାର ହଠାତ୍‌ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜମ୍ମୁ-କଶ୍ମୀର ଗଜନଭି ଫୋର୍ସ ବେଆଇନ ଘୋଷିତ

ନୂଆଦିଲ୍ଲୀ,୧୮ା୨: ଆତଙ୍କବାଦ ନିରୋଧୀ ଆଇନ ଅନୁଯାୟୀ ଜମ୍ମୁ-କଶ୍ମୀର ଗଜନଭି ଫୋର୍ସ (ଜେକେଜିଏଫ୍‌)କୁ ଶୁକ୍ରବାର ବେଆଇନ ଘୋଷଣା କରାଯାଇଛି। ଲଶ୍ମର-ଇ-ତୋଇବା, ଜୈଶ-ଇ-ମହମ୍ମଦ ଭଳି ଆତଙ୍କବାଦୀ ସଂଗଠନର କ୍ୟାଡରମାନଙ୍କୁ...

ପ୍ରେମିକଙ୍କ ସହ ମିଶି ସ୍ବାମୀଙ୍କୁ ହତ୍ୟା କଲେ ସ୍ତ୍ରୀ

ମୁଜଫରନଗର, ୨୦।୫: ଉତ୍ତର ପ୍ରଦେଶର ମୁଜାଫରନଗରରେ ଏକ ଚାଞ୍ଜଲ୍ୟକର ଘଟଣା ଘଟିଛି। ପ୍ରେମିକଙ୍କ ସହ ମିଶି ସ୍ବାମୀଙ୍କୁ ପିଟପିଟି ହତ୍ୟା କରିଛନ୍ତି ସ୍ତ୍ରୀ। ହତ୍ୟାର ୧୫...

ଉପରାଜ୍ୟପାଳ ପ୍ରଧାନଶିକ୍ଷକ ନୁହଁନ୍ତି, ଯିଏ ହୋମୱାର୍କ ଚେକ୍‌ କରିବେ: କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୧୭।୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏବଂ ଉପରାଜ୍ୟପାଳ ଭି.କେ ସାକ୍ସେନାଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି। ସାକ୍ସେନା ସରକାରୀ କାର୍ଯ୍ୟରେ ହସ୍ତକ୍ଷେପ କରୁଥିବା ଅଭିଯୋଗ...

କଂଗ୍ରେସର ଅଫିସିଆଲ ଟୁଇଟର ଆକାଉଣ୍ଟ ବନ୍ଦ

ନୂଆଦିଲ୍ଲୀ,୧୨।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ଅନ୍ୟ ବରିଷ୍ଠ ନେତାଙ୍କ ପରେ ଏବେ ଟୁଇଟର କଂଗ୍ରେସର ଅଫିସିଆଲ ଆକାଉଣ୍ଟକୁ ମଧ୍ୟ ବନ୍ଦ କରିଦେଇଛି। ଏନେଇ...

ସହପାଠିନୀଙ୍କୁ ପୋଡ଼ିମାରିବା ଘଟଣା : ପୁରୁଷ ବନ୍ଧୁଙ୍କୁ ଫାଶୀଦଣ୍ଡ

ଗୁଆହାଟୀ, ୪ା୮(ପି.ଟି.): ଆସାମର କାମ୍‌ରୂପ ଜିଲାରେ ଜଣେ କଲେଜ ଛାତ୍ରୀଙ୍କୁ ଜିଅନ୍ତା ପୋଡ଼ି ମାରିଦେବା ଘଟଣାରେ ସ୍ଥାନୀୟ ଅଦାଲତ ପୁରୁଷ ବନ୍ଧୁଙ୍କୁ ଫାଶୀ ଦଣ୍ଡାଦେଶ ଦେଇଥିବାବେଳେ...

ବାଟଲା ହାଉସ୍‌ ଏନ୍‌କାଉଣ୍ଟର: ଆତଙ୍କବାଦୀ ଆରିଜ୍‌ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ,୮।୩: ବାଟଲା ହାଉସ୍‌ ଏନ୍‌କାଉଣ୍ଟର ମାମଲାରେ ଦିଲ୍ଲୀର ଏକ କୋର୍ଟ ଅଭିଯୁକ୍ତ ଆତଙ୍କବାଦୀ ଆରିଜ୍‌ ଖାଁଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆରିଜ୍‌ଙ୍କ ଦଣ୍ଡାଦେଶ ସମ୍ପର୍କରେ ଘୋଷଣା...

୧୮ ବିପକ୍ଷ ଦଳକୁ ନେଇ ଖାର୍ଗେଙ୍କ ଘରେ ଚାଲିଲା ମନ୍ଥନ

ନୂଆଦିଲ୍ଲୀ,୨୮।୩: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ବାସଭବନରେ ୧୮ ବିପକ୍ଷ ଦଳର ଏକ ବୈଠକ ବସିଛି। ଏହି ବୈଠକରେ ତୃଣମୂଳ କଂଗ୍ରେସ ସମେତ ଅନ୍ୟ ଦଳ...

ପୂର୍ବତନ ମନ୍ତ୍ରୀ ମହିପାଲ ମଦେରଣାଙ୍କ ପରଲୋକ, ଭଂବରୀ ଦେବୀ ହତ୍ୟାକାଣ୍ଡର ଥିଲେ ମୁଖ୍ୟ ଅଭିଯୁକ୍ତ

ଜୟପୁର,୧୭ ।୧୦: ରାଜସ୍ଥାନର ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ମହିପାଳ ମଦେରଣାଙ୍କର ରବିବାର ପରଲୋକ ହୋଇଛି । ସେ ବେଶ୍ କିଛିଦିନ ହେବ କ୍ୟାନସରରେ...

Advertisement
Archives

Model This Week