‘ଗୁଡ ମର୍ଣ୍ଣିଂ କଶ୍ମୀର’ରୁ ଆରମ୍ଭ ହେବ ଘାଟିର ସକାଳ
ନୂଆଦିଲ୍ଲୀ,୧୦ ।୯: ଜମ୍ମୁ-କଶ୍ମୀରରେ ଯୁବବର୍ଗଙ୍କୁ ଏକାଠି କରିବା ଲାଗି ଭାରିତୀୟ ସେନା ପକ୍ଷରୁ ଏକ କମ୍ୟୁନିଟି ରେଡିଓ ଷ୍ଟେଶନ ଆରମ୍ଭ କରାଯାଇଛି । ପ୍ରତିଦିନ ସକାଳେ ‘ଗୁଡ ମର୍ଣ୍ଣିଂ କଶ୍ମୀର’ରୁ ଏହା ଆରମ୍ଭ କରାଯିବ । ୯୦.୮ ଫ୍ରିକ୍ୱିଏନ୍ସିରେ ‘ଦିଲ ସେ…
ବଜ୍ରପାତରେ ଜଳିଗଲା ଠିକାଦାର କ୍ୟାମ୍ପ: ଜଣେ ଶ୍ରମିକ ମୃତ, ୫ ଆହତ
ବରଗଡ ଅଫିସ, ୧୦।୯- ବରଗଡ ଜିଲା ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ବଇଦେଶପାଲି ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ବଜ୍ରପାତ ଯୋଗୁ ଗ୍ରାମ ନିକଟର ଏକ ଠିକାଦାର କ୍ୟାମ୍ପ ସମ୍ପୂର୍ଣ୍ଣ ଭାବେ ପୋଡିଯାଇଛି। କ୍ୟାମ୍ପରେ ଥିବା ଜଣେ ଶ୍ରମିକଙ୍କ ମୃତ୍ୟୁ…
ପୁରୁଣା ଆର୍ଆଇ ଅଫିସକୁ ଧକ୍ଳା ଦେଲା ଥଣ୍ଡା ବୋଝେଇ ଆଇଚର୍
ହରଭଙ୍ଗା,୧୦।୯(ଡି.ଏନ.ଏ): ବୌଦ୍ଧ ଜିଲା ଖୋର୍ଦ୍ଧା ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥ ଆଡେଣିଗଡସ୍ଥିତ ପୁରୁଣା ଆର୍ଆଇ ଅଫିସକୁ ବୁଧବାର ରାତିରେ ଏକ ଥଣ୍ଡା ବୋଝେଇ ଆଇଚର୍ ଧକ୍ଳା ଦେଇଥିବା ଜଣାପଡିଛି। ପ୍ରକାଶ ଯେ ଭୁବନେଶ୍ବରରୁ ବଲାଙ୍ଗୀର ଅଭିମୁଖେ ଯାଉଥିବାବେଳେ (ଓଡି୦୨ବି ଏଫ୬୮୭୭ )…
ଶୁଟିଂ ସେଟ୍କୁ ଫେରିଲେ ଅମିତାଭ
ମୁମ୍ବାଇ,୧୦ ।୯: ବଲିଉଡ୍ ମେଗାଷ୍ଟାର ଅମିତାଭ ବଚ୍ଚନ କରୋନା ସଂକ୍ରମଣରୁ ସୁସ୍ଥ ହୋଇ ପ୍ରାୟ ଗୋଟିଏ ସପ୍ତାହ ପୂର୍ବରୁ ଘରକୁ ଫେରିଥିଲେ । ଆଉ ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ସହ ପୁଣିଥରେ ଶୁଟିଂ ସେଟକୁ ଫେରିଥିବା ଦେଖାଯାଇଛି ।…
ଭିନ୍ନକ୍ଷମ ମା’, ପୁଅଙ୍କ ମୃତଦେହ ଉଦ୍ଧାର: ପୋଡି ମାରି ଦିଆଯାଇଥିବା ସନ୍ଦେହ
ହାଟଡିହୀ,୧୦।୯(ଡି.ଏନ.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ କଳିଙ୍ଗା ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଭିନ୍ନକ୍ଷମ ମା’ ଓ ପୁଅଙ୍କ ପୋଡା ମୃତ ଦେହ ଉଦ୍ଧାର ହୋଇଛି। ସୂଚନାରୁ ଜଣାଯାଇଛି ଯେ ଭିନ୍ନକ୍ଷମ ମା’ ଜଞ୍ଜାଳି ଜେନା(୭୦)ଓ…
ଅଧିକ ଭଲ ପାଉଥିବା ବ୍ୟକ୍ତିଙ୍କୁ କିଏ ଡ୍ରଗ୍ସ ଦିଏ କି
ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ପୁଣି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଉପରେ ବର୍ଷିଛନ୍ତି। ଅଙ୍କିତା ପୁଣି ଥରେ ସୋସିଆଲ ମିଡିଆରେ ଏକ ଲମ୍ବା ପୋଷ୍ଟ ଶେୟାର କରିଛନ୍ତି। ରିୟାଙ୍କୁ ଟାର୍ଗେଟ କରି ଅଙ୍କିତା କହିଛନ୍ତି…
ବ୍ରିଟେନରେ ଆଠ ଜଣରେ ଜଣଙ୍କର ମୃତ୍ୟୁ ପ୍ରଦୂଷଣ ଯୋଗୁ ହେଉଛି!
କୋପନହେଗାନ,୧୦ ।୯: ଏକ ଗବେଷଣାରୁ ଜଣାପଡିଛି କି ୟୁରୋପରେ ପ୍ରତି ୮ ଜଣଙ୍କ ମଧ୍ୟରେ ଜଣଙ୍କର ମୃତ୍ୟୁ ପ୍ରଦୂଷଣ ଯୋଗୁ ହେଉଛି । ୟୁରୋପ ସଂଘର ୨୭ ଦେଶ ଓ ବ୍ରିଟେନକୁ ମିଶାଇ ୨୦୧୨ର ଏକ ଗବେଷଣା କହୁଛି ୬.୩୦ ଲୋକଙ୍କ…
ଭାଜପାକୁ ସୁବ୍ରମଣ୍ୟମ ସ୍ବାମୀଙ୍କ ମହଲତ
ନୂଆଦିଲ୍ଲୀ,୧୦ା୯: ଭାଜପାର ରାଜ୍ୟ ସଭା ସଦସ୍ୟ ସୁବ୍ରମଣ୍ୟମ ସ୍ବାମୀ ନିଜ ଦଳକୁ ମହଲତ ଦେଇଛନ୍ତି। ଭାଜପାର ସୂଚନା ଓ ପ୍ରଯୁକ୍ତିବିଦ୍ୟା (ଆଇଟି) ସେଲ ମୁଖ୍ୟ ଅମିତ ମାଲବ୍ୟଙ୍କୁ ଗୁରୁବାର ସୁଦ୍ଧା ଦଳରୁ ବହିଷ୍କାର କରା ନ ଗଲେ ସେ ନିଜ କଥା…
ହରିବଂଶଙ୍କୁ ଏନ୍ଡିଏର ସମର୍ଥନ
ନୂଆଦିଲ୍ଲୀ, ୧୦।୯(ପି.ଟି.): ରାଜ୍ୟ ସଭା ଉପାଧ୍ୟକ୍ଷ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏନ୍ଡିଏ ଏବଂ ବିରୋଧି ମେଣ୍ଟ ମଧ୍ୟରେ ଏବେ ଅଙ୍କକଶା ଜୋର ଧରିଛି। ପୂର୍ବରୁ ରାଜ୍ୟ ସଭା ଉପାଧ୍ୟକ୍ଷ ଥିବା ହରିବଂଶ ନାରାୟଣ ସିଂଙ୍କୁ ଏଥର ପୁଣି…
କଟକଣା ସହ ଆରମ୍ଭ ହେବ ଡିଏଲ୍, ଏଲ୍ଏଲ୍ ଟେଷ୍ଟିଂ
ଭୁବନେଶ୍ୱର,୧୦ା୯(ବ୍ୟୁରୋ): କରୋନା କଟକଣା ଯୋଗୁ ଦୀର୍ଘଦିନ ଧରି ଡିଏଲ ଓ ଏଲଏଲ ପାଇଁ ବନ୍ଦ ହୋଇଯାଇଥିବା ଡ୍ରାଇଭିଂ ଟେଷ୍ଟ ପୁଣିଥରେ ଆରମ୍ଭ ହେବ। ଆସନ୍ତା ଦୁଇରୁ ୩ ଦିନ ମଧ୍ୟରେ ଡିଏଲ ଓ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଟେଷ୍ଟ ଆରମ୍ଭ ହେବ…
ସିନେମାଟୋଗ୍ରାଫର ଗାଗାରିନ୍ ମିଶ୍ରଙ୍କ ପରଲୋକ
ଭୁବନେଶ୍ୱର,୧୦ା୯(ବ୍ୟୁରୋ):ଓଡ଼ିଶା ଜନ୍ମିତ ବିଶିଷ୍ଟ ସିନେମାଟୋଗ୍ରାଫର ଗାଗାରିନ ମିଶ୍ରଙ୍କ ବୁଧବାର ପରଲୋକ ଘଟିଛି। ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କୁ ୬୭ ବର୍ଷ ହୋଇଥିଲା। ହୃଦ୍ଘାତରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ପକ୍ଷରୁ କୁହାଯାଇଛି। ସେ…
ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର,୧୦ା୯(ବ୍ୟୁରୋ):ଆସନ୍ତା ୧୩ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର, ଆନ୍ଧ୍ର ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେପ୍ଟେମ୍ବର ୧୨…
Archives


