ସଞ୍ଜିବନୀ ଭଳି କାମ କରିବ କରୋନା ଭ୍ୟାକ୍ସିନ: ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୬ ।୧: ସାରା ଦେଶରେ ଶନିବାର କରୋନା ମାହାମାରୀ ବିରୋଧରେ ଭ୍ୟାକ୍ସିନେଶନ ବା ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭିଡିଓ କନଫରେନ୍ସ ମାଧ୍ୟମରେ ଏହାର ଶୁଭାରମ୍ଭ କରିଥିଲେ । ଏହାପରେ କରୋନା ଭ୍ୟାକ୍ସିନକୁ ନେଇ ଯେଉଁସବୁ ଭୁଲ୍ ତଥ୍ୟ ପ୍ରକାଶ କରାଯାଉଛି ତାକୁ ନେଇ ସେ ଚିନ୍ତା ପ୍ରକଟ କରିଥିଲେ । ମୋଦିଙ୍କ ତରଫରୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନ କହିଥିଲେ କରୋନା ଟିକା ସଞ୍ଜିବନୀ ଭଳି କାମ କରିବ ଏହାକୁ ଭୟ କରନ୍ତୁ ନାହିଁ । ଏହାସହ କରୋନା ଭ୍ୟାକ୍ସିନକୁ ନେଇ ଯେଉଁ ଭୁଲ ତଥ୍ୟ ପ୍ରଚାର କରାଯାଉଛି ତାହା ଚିନ୍ତାଜନତ ବୋଲି ସେ କହିଥିଲେ । ଏହି ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ କରୋନା ଯୋଦ୍ଧାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଆଉ ଅନୁରୋଧ କରିଥିଲେ କରୋନା ଟିକାକରଣକୁ ନେଇ ଦେଶବାସୀଙ୍କ ନିକଟରେ ଭଲ ବାର୍ତ୍ତା ପହଞ୍ଚା ଯାଉ । ଏହାର ଫଳ ସ୍ୱରୂପ ଦେଶ କରୋନା ଯୁଦ୍ଧରେ ବିଜୟୀ ହେବ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ବାତିଲ ପରେ ଦାଦନଙ୍କ ଭିଡ଼

ସୁରଟ୍‌, ୯ା୫: ଟ୍ରେନ୍‌ ବାତିଲ ପରେ ସୁରଟ୍‌ ସହରରେ ଦାଦନ ଶ୍ରମିକଙ୍କ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଛି। ସେଠାରେ ଥିବା କମ୍ପାନୀଗୁଡ଼ିକ ଲକ୍‌ଡାଉନ ଯୋଗୁ ବନ୍ଦ...

ଆର୍‌ଏସ୍‌ଏସ୍‌ର ‘ପଥ ସଞ୍ଚାଳନ ମାର୍ଚ୍ଚ’ରେ ଯୋଗଦେଲେ ଭାଗବତ

ନାଗପୁର,୮।୧୦: ମହାରାଷ୍ଟ୍ର ନାଗପୁରରେ ମଙ୍ଗଳବାର ଦଶହରା ଅବସରରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆର୍‌ଏସ୍‌ଏସ୍‌) ପକ୍ଷରୁ ଆୟୋଜିତ ‘ପଥ ସଞ୍ଚାଳନ ମାର୍ଚ୍ଚ’ରେ ସଂଘ ମୁଖ୍ୟ ମୋହନ ଭାଗବତ...

ପ୍ରଥମ ଟୁଇଟରେ ଦେଶର ବୀର ଯବାନଙ୍କୁ ସଲାମ କଲେ ରାଷ୍ଟ୍ରପତି ମୁର୍ମୁ

ନୂଆଦିଲ୍ଲୀ,୨୬ ।୭: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସର୍ବୋଚ୍ଚ ସମ୍ବଧାନିକ ପଦ ସମ୍ଭାଳିବା ପରେ ପ୍ରଥମ ଟୁଇଟ କାରଗିଲ ଯୁଦ୍ଧର ବୀର ସୁପୁତ୍ରଙ୍କ ନାମରେ କରିଛନ୍ତି ।...

କୃଷକଙ୍କ ସପକ୍ଷରେ ଭାଜପା ଏମ୍‌ପି

ନୂଆଦିଲ୍ଲୀ,୫।୯: କୃଷି ଆଇନକୁ ବିରୋଧ କରି ଉତ୍ତରପ୍ରଦେଶର ମୁଜାଫାନଗରଠାରେ କୃଷକମାନେ ରବିବାର ପ୍ରତିବାଦ କରି ମହାପଞ୍ଚାୟତରେ ବସିଥିଲେ। ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲା ସମ୍ୟୁକ୍ତ କିଷାନ...

ଅନୀଲଙ୍କୁ ପୁଣି ଇଡ଼ିର ସମନ ଜାରି…

ମୁମ୍ବାଇ,୧୭।୮: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ବୁଧବାର ହାଜର ହେବା ପାଇଁ ଇଡି ପକ୍ଷରୁ ମଙ୍ଗଳବାର ନୂଆ ସମନ ଜାରି କରାଯାଇଛି। ସୁପ୍ରିମକୋର୍ଟ ୭୧...

୧୦ ମାସର ଶିଶୁକୁ ସାନିଟାଇଜର ମିଶ୍ରିତ ପାଣି ପିଇବାକୁ ଦେଲେ ଆଶାକର୍ମୀ

ଅଗରତାଲା, ୧୨।୮: ଜଣେ ୧୦ ମାସର ଶିଶୁକୁ ସାନିଟାଇଜର ମିଶ୍ରିତ ପାଣି ପିଇବାକୁ ଦେଇଛନ୍ତି ଆଶାକର୍ମୀ। ଏଭଳି ଏକ ଅଭାବନୀୟ ଘଟଣା ତ୍ରିପୁରାରେ ଦେଖିବାକୁ ମିଳିଛି।...

ଉତ୍ତେଜନା ସୃଷ୍ଟିକାରୀ ଭାଷଣ ପାଇଁ ଓଓ୍ବାଇସି-ସ୍ବାମୀ ନରସିଂହାନନ୍ଦଙ୍କ ବିରୋଧରେ ମାମଲା ରୁଜୁ…

ନୂଆଦିଲ୍ଲୀ, ୯।୬ : ସୋସିଆଲ ମିଡ଼ିଆରେ ଘୃଣା ସୃଷ୍ଟି କରିବା ଏବଂ ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଦେବା ଅଭିଯୋଗରେ ଅସଦୁଦ୍ଦିନ ଓଓ୍ବାଇସି ଏବଂ ସ୍ବାମୀ ନରସିଂହାନନ୍ଦଙ୍କ...

ହ୍ବାଟ୍ସଆପ୍‌ ସ୍ପାଏଗେଟ୍‌ ଭାଜପା ବିରୋଧରେ କଂଗ୍ରେସର ଅଭିଯୋଗ: ତଦନ୍ତ କରିବେ ୨ ପାର୍ଲାମେଣ୍ଟ କମିଟି

ନୂଆଦିଲ୍ଲୀ,୪ା୧୧(ପି.ଟି.): କଂଗ୍ରେସ ନେତାମାନଙ୍କ ନେତୃତ୍ୱରେ ଦୁଇଟି ପାର୍ଲାମେଣ୍ଟ କମିଟି ହ୍ବାଟ୍ସଆପ୍‌ ଗୋଇନ୍ଦାଗିରି ନେଇ ତଦନ୍ତ କରିବେ। ଏହି ଦୁଇ କମିଟି ସ୍ବରାଷ୍ଟ୍ର ସଚିବଙ୍କ ସମେତ କେତେଜଣ...

Advertisement
Archives

Model This Week