ଅଷ୍ଟ୍ରାଜେନିକାକୁ ମଞ୍ଜୁରୀ ଦେଲା ପାକିସ୍ତାନ

ଇସଲାମାବାଦ୍‌,୧୭।୧: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ସରକାର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ କରୋନ ପ୍ରତିଷେଧକ ଟିକା ଅକ୍ସଫୋର୍ଡ-ଅଷ୍ଟ୍ରାଜେନିକାକୁ ମଞ୍ଜୁରୀ ମିଳିଛି। ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଫଳାଫଳ ରିପୋର୍ଟ ଆଧାରରେ ଜରୁରିକାଳୀନ ସ୍ଥିତିରେ ଏହାର ବ୍ୟବହାର କରାଯିବା ଲାଗି ପାକିସ୍ତାନର ଡ୍ରଗ୍‌ ନିୟାମକ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି। ଇମ୍ରାନ୍‌ଙ୍କ ବିଶେଷ ସହାୟକ ଡ. ଫୈସଲ ସୁଲତାନ କହିଛନ୍ତି ଯେ, ଆସନ୍ତା ସପ୍ତାହରେ ଚାଇନା ଦ୍ୱାରା ପ୍ରସ୍ତୁତ ହୋଇଥିବା ସାଇନୋଫାର୍ମ ଟିକାର ବ୍ୟବହାର ଅନୁମତି ପାଇଁ ପଞ୍ଜିକରଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ଥିତି ଅଣାୟତ୍ତ, ୯୦ ହଜାର ଟପିଲା ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୬।୧ : ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି। ଫଳରେ ସ୍ଥିତି ଅଣାୟତ୍ତ...

ସମସ୍ତ ଦେଶର ଗୁପ୍ତ ତଥ୍ୟ ଉପରେ ଚାଇନାର ନଜର, ଆମେରିକା କମ୍ପାନୀରୁ ଚୋରି କରୁଛି ଡାଟା…

ଓ୍ବାଶିଂଟନ/ବେଜିଂ, ୮।୯ : ଏକବିଂଶ ଶତାବ୍ଦୀରେ ଗୁପ୍ତ ତଥ୍ୟ କୁ ସବୁଠାରୁ ବଡ ସମ୍ପତ୍ତି ବୋଲି କୁହାଯାଉଛି। ଏପରିସ୍ଥଳେ ଡାଟା ଚୋରି ନେଇ ଚାଇନା ଏବଂ...

ଚିନ୍ତା ବଢ଼ାଇଲାଣି କଟକ: ଗୋଷ୍ଠୀ ସଂକ୍ରମଣ ଆଶଙ୍କା

କଟକ ଅଫିସ,୮।୫: ରାଜ୍ୟରେ ଦିନକୁ ଦିନ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି। ଏହି ମହାମାରୀ ଗୋଟିଏ ପରେ ଗୋଟିଏ ଜିଲାରେ ତା’ର କାୟା ବିସ୍ତାର କଲାଣି।...

ନେପାଳର ବିଦେଶୀ ମୁଦ୍ରା ଭଣ୍ଡାର ଖାଲି, ୧୦ ସାମଗ୍ରୀର ଆମଦାନୀ ଉପରେ କଟକଣା…

କାଠମାଣ୍ଡୁ, ୨୭।୪ : ଦେଶର ଖରାପ ଅର୍ଥବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ନେପାଳ ସରକାର ଦୁଇ ମାସ ପାଇଁ ୧୦ ଟି ବିଭିନ୍ନ ସାମଗ୍ରୀ ଆମଦାନୀ...

ବିବାହ ପୂର୍ବରୁ ଶାରୀରିକ ସମ୍ପର୍କକୁ ମନା ହିଁ ପ୍ରକୃତ ପ୍ରେମ, କହିଲେ ପୋପ ଫ୍ରାନ୍ସିସ…

ଭଟିକାନ ସିଟି, ୨୨।୬ : ଖ୍ରୀଷ୍ଟିଆନ ଧର୍ମର ସର୍ବୋଚ୍ଚ ଧାର୍ମିକ ନେତା ପୋପ ଫ୍ରାନ୍ସିସ ତାଙ୍କ ବିବୃତ୍ତି ଯୋଗୁ ଏବେ ଚର୍ଚ୍ଚାର କେନ୍ଦ୍ର ପାଲଟିଛନ୍ତି। ଲାଇମଲାଇଟକୁ...

ଗୋଟିଏ ଗାଁରୁ ୩୩ କରୋନା ପଜିଟିଭ୍‌ ଚିହ୍ନଟ: ବରଗଡ଼ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬୬ରେ ପହଞ୍ଚିଲା

ବରଗଡ଼ ଅଫିସ,୬ା୭: ବରଗଡ଼ ଜିଲାରେ ସୋମବାର ପୁଣି ୩୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ବରଗଡ଼ ବ୍ଲକ ଅନ୍ତର୍ଗତ କଟାପାଲି ଗ୍ରାମର ବୋଲି...

ବିବିସିରେ ବିଦ୍ରୋହ : ସରକାରଙ୍କୁ ସମାଲୋଚନା କରି ତାରକା ଆଙ୍କର୍‌ ନିଲମ୍ବିତ…

ଲଣ୍ଡନ,୧୨।୩ : ବ୍ରିଟେନରେ ବିବିସି ବିଦ୍ରୋହର ସମ୍ମୁଖୀନ ହୋଇଛି। ବାସ୍ତବରେ, ବିବିସି ତାରକା ଆଙ୍କର୍‌ ଗ୍ୟାରି ଲିନେକର୍‌ ସରକାରଙ୍କ ପ୍ରବାସୀ ନୀତିକୁ ସମାଲୋଚନା କରିଛନ୍ତି। ଏହା...

୨ ଟଙ୍କାରେ ଭେଣ୍ଡିଂ ମେଶିନ୍‌ରୁ ମିଳୁଛି ମାସ୍କ୍‌…

ହୁବଲି,୧୦।୭: କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ମାସ୍କ୍‌ ପିନ୍ଧିବା ଅପରିହାର୍ଯ୍ୟ ବୋଲି ଏଥିରେ ଉଲ୍ଲେଖ କରାଯାଇଛି।...

Advertisement
Archives

Model This Week