ଲଘୁଚାପ: ୭ ଜିଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର,୨୦ା୯(ବ୍ୟୁରୋ)-ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ରବିିବାର ଏକ ଲଘୁଚାପ ସୃଷ୍ଟି ହୋଇଛି। ଏଥିସହିତ ଏହାର ଆଖପାଖ ଅଞ୍ଚଳରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏଥିଯୋଗୁ ଉପକୂଳ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ଲାଗି…
୨୦ ବଲରେ ଅର୍ଦ୍ଧଶତକ ହାସଲ କଲେ ଷ୍ଟୋଇନିସ
ଦୁବାଇ, ୨୦।୯: ଆଇପିଏଲ୍ ୧୩ତମ ସଂସ୍କରଣର ୨ୟ ମ୍ୟାଚ୍ ରବିବାର କିଙ୍ଗ୍ସ ଇଲେଭେନ ପଞ୍ଜାବ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ୨୦ ଓଭରରେ ୮ ଉଇକେଟ୍ ହରାଇ…
ବାଦୁଡି ପାଇଁ ଚର୍ଚ୍ଚିତ ଏହି ଗ୍ରାମ
ବାଦୁଡିଠାରୁ ମହାମାରୀ କରୋନା ଭାଇରସ ସୃଷ୍ଟି ହୋଇଥିବା କୁହାଯାଉଛି। ବର୍ତ୍ତମାନ ଏହି ଭାଇରସ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରି ଚାଲିଛି। କରୋନା ଭୂତାଣୁ ଯୋଗୁ ସାରା ବିଶ୍ୱରେ ଲକ୍ଷାଧିକ ଲୋକଙ୍କ ଜୀବନ ଗଲାଣି। ତେବେ ଭାରତରେ ଏମିତି ଗ୍ରାମ ଅଛି…
୬ ମାସ ପରେ ସୋମବାରଠାରୁ ଖୋଲିବ ପ୍ରେମର ପ୍ରତୀକ ତାଜ ମହଲ
ଆଗ୍ରା, ୨୦।୯: ସପ୍ତଦଶ ଶତାବ୍ଦୀର ପ୍ରେମର ପ୍ରତୀକ ତାଜ ମହଲ ଓ ଆଗ୍ରା କିଲ୍ଲା ୬ ମାସ ପରେ ସୋମବାରଠାରୁ ପୁଣିଥରେ ଖୋଲିବ। କରୋନା ମହାମାରୀ ଲାଗି ଏହି ଦର୍ଶନୀୟ ସ୍ଥାନଗୁଡ଼ିକୁ ବନ୍ଦ କରି ଦିଆଯାଇଥିଲା। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ (ଏଏସ୍ଆଇ)…
ଗୋଲାପ ଫୁଲରେ ନୀଳ ରଙ୍ଗର ସାପ; ଦେଖନ୍ତୁ ଭିଡିଓ
କେବେ ନୀଳ ରଙ୍ଗର ସାପ ଦେଖିଛନ୍ତି। ତାହା ପୁଣି ଗୋଟିଏ ଗୋଲପ ଫୁଲ ଉପରେ ଗୁଡ଼ାଇ ହୋଇ ରହିଛି। ସୋସିଆଲ ମିଡିଆରେ ଏଭଳି ଏକ ଦୁର୍ଲଭ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖି ବହୁତ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।…
ଗୋଟିଏ ଦିନରେ ଦେଶରେ ରେକର୍ଡ ସଂଖ୍ୟକ କରୋନା ଟେଷ୍ଟ
ନୂଆଦିଲ୍ଲୀ, ୨୦।୯: ଭାରତରେ କରୋନା ଭାଇରସ୍ଜନିତ ସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି। ଏହି ପ୍ରାଣଘାତୀ ଭାଇରସ୍କୁ ବ୍ୟାପିବାରୁ ରୋକିବା ଲାଗି ସରକାର ଅଧିକରୁ ଅଧିକ କରୋନା ଟେଷ୍ଟ କରାଉଛନ୍ତି। ଇତ୍ୟବସରେ ଦେଶରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ଲୋକଙ୍କ…
୨ ଦିନ ପାଇଁ ବନ୍ଦ ରହିବ ହାଇକୋର୍ଟ
କଟକ ଅଫିସ,୨୦।୯-୨ ଦିନ ପାଇଁ ବନ୍ଦ ରହିବ ହାଇକୋର୍ଟ। ଆସନ୍ତା ୨୧ ଓ ୨୨ ବନ୍ଦ ନେଇ ରେଜିଷ୍ଟ୍ରାର ଜେନେରାଲ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ ସହ ଏହାର କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିବ। କିଛି ବିଭାଗରେ କରୋନା ସଂକ୍ରମିତ ସଂଖ୍ୟା ବୃଦ୍ଧି…
ଭାରତକୁ ବଡ ସଫଳତା: ଚାଇନା ସୀମାରେ ୬ ପାହାଡକୁ କଲା ଦଖଲ
ନୂଆଦିଲ୍ଲୀ, ୨୦।୯: ପୂର୍ବ ଲଦାଖର ଚାଇନା ସୀମାରେ ଭାରତୀୟ ସେନା ବଡ ସଫଳତା ହାସଲ କରିଛି। ଗତ ୨୦ ଦିନ ମଧ୍ୟରେ ଭାରତୀୟ ସେନା ଚାଇନା ସୀମାରେ ୬ଟି ପାହାଡ ଦଖଲ କରି ପିପୁଲ୍ସ ଲିବରେସନ ଆର୍ମିର ଯୋଜନାକୁ ପଣ୍ଡ କରି…
ନିଶାରେ କନ୍ଷ୍ଟେବଳକୁ ଗୁଳି ମାରିଲେ ଏଏସ୍ଆଇ
ପାଟନା, ୨୦।୯: ବିହାରର ସାରଣ ଜିଲାରେ ଏକ ବଡ଼ ଘଟଣା ଘଟିଯାଇଛି। ଯେଉଁଠାରେ ପେଟ୍ରୋଲିଂ ସମୟରେ ଜଣେ କନ୍ଷ୍ଟେବଳ ଓ ନିଶାସକ୍ତ ଅବସ୍ଥାରେ ଥିବା ଏଏସ୍ଆଇଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ମାମଲା ଏତେ ବଢ଼ିଗଲା ଯେ ଏଏସ୍ଆଇ ହରେନ୍ଦ୍ର କୁମାର…
କଙ୍କଡା ଟାଣୁଛି ସିଗାରେଟ୍: ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ
ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଏକ କଙ୍କଡା ସିଗାରେଟ ଟାଣୁଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଯାଇଛି, ରାସ୍ତାରେ ଗୋଟିଏ କଙ୍କଡା ସିଗାରେଟ ଧରି ଧିରେ ଧିରେ ଚାଲୁଛି। ଏହାପରେ ସିଗାରେଟକୁ ପାଟିରେ ପୁରାଇ…
ପେଟରେ ଷ୍ଟୋନ ସମସ୍ୟା ଥିଲେ, ଖାଆନ୍ତୁ..
ଆଜିକାଲି ବ୍ୟସ୍ତବହୁଳ ଜୀବନଶୈଳୀ ଭିତରେ ସ୍ବାସ୍ଥ୍ୟର ଯତ୍ନ ନେବା କଷ୍ଟକର ହୋଇପଡୁଛି। ଫଳରେ ନାନା ପ୍ରକାର ରୋଗ ଶରୀରକୁ ମାଡିବସୁଛି। ତେଣୁ ବିଭିନ୍ନ ମସଲାଯୁକ୍ତ ଖାଦ୍ୟ ଅପେକ୍ଷା ଶସ୍ୟ ଜାତୀୟ ଖାଦ୍ୟ ଖାଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ। ଅନେକ ଲୋକ…
ଲୋକଙ୍କୁ ଡରାଉଛନ୍ତି କେଜରିଓ୍ବାଲ୍ ସରକାର: ଭାଜପା
ନୂଆଦିଲ୍ଲୀ,୨୦।୯: କରୋନା ସଂକ୍ରମଣକୁ ରୋକିବାରେ ବିଫଳ ହୋଇଥିବା କେଜରିଓ୍ବାଲ୍ ସରକାର ଲୋକଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଦିଲ୍ଲୀ ଭାଜପା ରାଜ୍ୟ ସଭାପତି ଆଦେଶ ଗୁପ୍ତା ଅଭିଯୋଗ କରିଛନ୍ତି। ଦିଲ୍ଲୀରେ କରୋନାର ଗୋଷ୍ଠୀ ସଂକ୍ରମଣ ହେବାର ଆଶଙ୍କା କରିଥିଲେଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ…
Archives


