Home Left

ପ୍ରଶଂସକଙ୍କୁ ଖୁସିଖବର ଦେଲେ ମଲାଇକା

ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା କିଛି ଦିନ ପୂର୍ବରୁ କରୋନା ସଂକ୍ରମିତ ହୋଇ ହୋମ ଆଇସୋଲେସନରେ ଥିଲେ। ଏବେ ସେ କରୋନାରୁ ସୁସ୍ଥ ହୋଇଛନ୍ତି। ଏହି ଖୁସି ଖବର ପ୍ରଶସଂକଙ୍କ ସହ ଶେୟାର କରି ମଲାଇକା କହିଛନ୍ତି ମୁଁ ଅନେକ ଦିନ…

ବ୍ରେକ୍‌ଅପ ପରେ ମନକୁ ଆସିଥାଏ ଏପରି କଥା

ଯେପରି ଭାବେ କ୍ୟାରିଅର୍‌, ପାଠପଢ଼ାରେ କିଛି ତ୍ରୁଟି ନେଇ ଆମେ ଭାବିଥାଉ ପରେ କିଛି ଜିନିଷକୁ ଭଲ ଭାବରେ ବୁଝିଥାଉ। ସେହିଭଳି ଯେତେବେଳେ କେହି ଜଣେ କାହା ସହିତ ସମ୍ପର୍କ ଗଢ଼ିଥାନ୍ତି ତାଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିଥାଏ । ଜୀବନ…

ମାସ୍କ ଆର୍ଟ

କରୋନା ମହାମାରୀ ପାଇଁ ମଣିଷ ଘରେ ବନ୍ଦି ହୋଇ ରହିବାକୁ ବାଧ୍ୟ ହେଉଛି। ତେଣୁ ମଳୁଥିବା ଖାଲି ସମୟରେ ଅନେକେ ନିଜ ଅନ୍ତର୍ନିହିତ କଳାର ବିକାଶ କରୁଛନ୍ତି। ଯେମିତିକି ଷ୍ଟିଫେନ୍‌ କ୍ରାଫ୍ଟ ନାମକ ଜଣେ ବ୍ୟକ୍ତି ଫେସ୍‌ ମାସ୍କକୁ ନେଇ କରିଛନ୍ତି…

ଜାଣନ୍ତି ରାସ୍ତାପାର୍ଶ୍ୱ ଗଛରେ କାହିଁକି ଲଗାଯାଇଥାଏ ଧଳାରଙ୍ଗ

ଗାଡ଼ିମୋଟରରେ ଗଲାବେଳେ ଦେଖିଥିବେ ରାସ୍ତାକଡ଼ରେ ଥିବା ଗଛରେ ଧଳା ରଙ୍ଗ ଦିଆଯାଇଥାଏ। ଗଛକୁ ଏପରି ପେଣ୍ଟିଂ କରାଯିବା ବହୁ ପୁରୁଣା କଥା। କିନ୍ତୁ ଜାଣନ୍ତି ଏହା ପଛରେ କ’ଣ କାରଣ ରହିଛି? ଯଦି ନା ତେବେ ଜାଣନ୍ତୁ ଏ ସମ୍ପର୍କରେ… ଏହା…

କୃଷି ବିଧେୟକକୁ ସାରା ଦେଶରେ ବିରୋଧ

ମୋହାଲି/ପଟିଆଲା,୨୦ ।୯:କୃଷି ବିଧେୟକକୁ ନେଇ ଜୋର ଧରିଲାଣି ବିରୋଧ ପ୍ରଦର୍ଶନ । ପଞାବରେ କୃଷକଙ୍କ ପ୍ରଦର୍ଶନ ସବୁଠାରୁ ଅଧିକ ଦେଖିବାକୁ ମିଳିଛି । ସେଠାରେ ବିରୋଧୀ ହୁଅନ୍ତୁ ଅବା ସପକ୍ଷବାଦୀ କେବଳ ଭାରତୀୟ ଜନତା ପାର୍ଟି(ଭାଜପା)କୁ ବାଦ୍ ଦେଲେ ଅନ୍ୟ ସମସ୍ତ…

ପାର୍ଟନରଙ୍କୁ କେବେ ଧୋକା ଦିଅନ୍ତି ନାହିଁ ଏହି ୨ ରାଶିର ବ୍ୟକ୍ତି

ପ୍ରତ୍ୟେକ ବ୍ୟକ୍ତି ଗ୍ରହ ସ୍ଥିତି ଅନୁଯାୟୀ ଜୀବନରେ ଲାଭ ଏବଂ କ୍ଷତି ପାଆନ୍ତି। ଉତ୍ତମ ଗ୍ରହ ସ୍ଥିତି ଲାଭ ଦିଏ ଏବଂ ଖରାପ ସ୍ଥିତି ସମସ୍ୟା ଏବଂ ବାଧା ସୃଷ୍ଟି କରେ। ପ୍ରେମ ହେବ ନ ହେବା କାହା ହାତରେ ନାହିଁ।…

ବଲ୍‌ବ ପରି ଜଳେ ଏହି ଛତୁ

ଛତୁ ଅନେକଙ୍କର ପ୍ରିୟ ଖାଦ୍ୟ। ଏହାର ବିଭିନ୍ନ ପ୍ରକାର ରହିଛି। ଆଉ ଖାଇବାଯୋଗ୍ୟ ସବୁ ଛତୁର ସ୍ବାଦ ଏକକୁ ଆରେକ। ଖାଇବା ଥାଳିରେ ଛତୁର କୌଣସି ବ୍ୟଞ୍ଜନ ଥିଲେ ଖାଇବା ଜମିଯାଏ। ତେବେ ବିଭିନ୍ନ ପ୍ରକାରର ଛତୁ ମଧ୍ୟରେ କେବେ ଏଭଳି…

ଅନ୍ନଦାତାଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୨୦ ।୯: ପାର୍ଲାମେଣ୍ଟରେ ରବିବାର କୃଷି ସହ ଜଡିତ ୩ ବିଧେୟକ ଉପରେ ଅନ୍ତିମ ମୋହର ଲାଗିଯାଇଛି । ବିପକ୍ଷଙ୍କ ବିରୋଧ ସତ୍ତ୍ୱେ ରାଜ୍ୟ ସଭାରେ କୃଷି ବିଲ୍ ପାସ ହୋଇ ଯାଇଛି । ଆଉ ଏହାପରେ ସାରା ଦେଶରେ ଏହାକୁ…

ସର୍ଜନାରେ ଆବାମିକା 

ସମ୍ପର୍କମାନଙ୍କ ଭିତରେ ଦାମ୍ପତ୍ୟ ଈଶ୍ୱରଙ୍କର ସର୍ବଶ୍ରେଷ୍ଠ ଉପହାର। ଅଦୃଷ୍ଟର ଇଙ୍ଗିତରେ ଅଲଗା ଅଲଗା ପରିବେଶରେ ଜନ୍ମନେଇ ପରସ୍ପର ପାଇଁ ଗଢ଼ି ହେବାର ପ୍ରକ୍ରିୟା ଚାଲିଥାଏ ନିଜ ନିଜ ବାଟରେ ବଡ଼ ଅଦ୍ଭୁତ ଢଙ୍ଗରେ। ଦାମ୍ପତ୍ୟରେ ପରିପୂରକତାର ଅନୁଭବ ଆଉ ଏକ ବୈଚିତ୍ର୍ୟ।…

କରୋନା ସରିବା ପରେ ବି ବିଶ୍ୱର ୨କୋଟି କନ୍ୟା ଯାଇପାରିବେନି ସ୍କୁଲ: ମଲାଲା

ଇସ୍‌ଲାମାବାଦ,୨୦ ।୯: ପାକିସ୍ତାନର ଶିକ୍ଷାକର୍ମୀ ତଥା ନୋବେଲ ବିଜେତା ମଲାଲା ୟୁସୁଫଜାଇ ଚେତାବନୀ ଦେଇ କହିଛନ୍ତି କରୋନା ଭାଇରସ ଭଳି ମହାମାରୀ ସଂକ୍ରମଣ ଶେଷ ହେବା ପରେ ବି ବିଶ୍ୱରେ ପାଖାପାଖି ୨ କୋଟି କନ୍ୟା ସ୍କୁଲ ଯିବାରୁ ବଞ୍ଚିତ ହେବେ…

ଧୋନୀଙ୍କୁ ଟିଭିରେ ଦେଖି ସ୍ତ୍ରୀ କହିଲେ ଏମିତି

ଆଇପିଏଲ ୨୦୨୦ର ପ୍ରଥମ ମ୍ୟାଚରେ ଏମଏସ ଧୋନୀ ୪୩୭ ଦିନ ପରେ କ୍ରିକେଟ ପଡିଆକୁ ଓହ୍ଲାଇଥିଲେ। ପ୍ରଥମ ମ୍ୟାଚ୍‌ରେ ଧୋନୀଙ୍କ ନେତୃତ୍ୱଧୀନ ଚେନ୍ନାଇ ସୁପର୍‌ କିଙ୍ଗ୍ସ ମୁମ୍ବାଇ ଇଣ୍ଡିଆନ୍ସକୁ ୫ ଉଇକେଟ୍‌ରେ ପରାସ୍ତ କରିଥିଲା। ଏହି ମ୍ୟାଚ୍‌ରେ ଧୋନୀ ନୂଆ ଅବତାରରେ…

ସୋମବାର କୋରାପୁଟ ଏସ୍‌ଏଲ୍‌ଏନ୍‌ଏମ୍‌ସିଏଚ୍‌ରେ ହେବ ୭୦ ଶର୍ଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଉଦ୍‌ଘାଟନ

କୋରାପୁଟ,୨୦।୯(ସ୍ବ.ପ୍ର): କୋରାପୁଟ ଜିଲାର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ(ଏସ୍‌ଏଲ୍‌ଏନ୍‌ଏମ୍‌ସିଏଚ୍‌)ରେ ସୋମବାର ୭୦ ଶର୍ଯ୍ୟା ବିଶିଷ୍ଟ ଏକ କୋଭିଡ ହସ୍ପିଟାଲ ଉଦ୍‌ଘାଟନ୍‌ ହେବ। ଏ ନେଇ ଜିଲାପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ଜିଲାପାଳ ମଧୁସୂଧନ ମିଶ୍ର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri