ମା’ଙ୍କୁ ଦୁଇ ନାବାଳକ ପୁଅ ହତ୍ୟା କରିବା ମାମଲା: କାରାମଙ୍ଗଳ ଅଧିକାରୀଙ୍କୁ ଦାୟୀ କଲେ ବିଶେଷଜ୍ଞ
ଭୁବନେଶ୍ୱର, ୨୧ା୯(ବ୍ୟୁରୋ): ଏୟାରଫିଲ୍ଡ ଥାନା ଅନ୍ତର୍ଗତ ସୁନ୍ଦରପଦାରେ ଦୁଇ ନାବାଳକ ପୁଅ ନିଜ ମା’ ବିନୋଦିନୀଙ୍କୁ ପିଟି ପିଟି ହତ୍ୟା କରିଥିଲେ। ଏହି ଘଟଣାକୁ ନେଇ ଏବେ ବି ସମସ୍ତଙ୍କ ମନରେ ଗୋଟିଏ କଥା ଉଙ୍କି ମାରୁଛି। ଯେଉଁ ଦୁଇ ପିଲାଙ୍କ…
ବେଫିକର ବ୍ୟବସାୟୀ, ଅମାନିଆ ଗ୍ରାହକ: ନିର୍ଦ୍ଦେଶକୁ ଫୁ’ କରିଦେଲା ପରିବା ହାଟ
ଭୁବନେଶ୍ୱର, ୨୧।୯ (ବ୍ୟୁରୋ): କାହା ମଧ୍ୟରେ ନ ଥିଲା ସାମାଜିକ ଦୂରତା। ପୁଣି କାହା ମୁହଁରେ ମାସ୍କ ନ ଥିବାବେଳେ ଆଉ କାହାର କାନରୁ ତଳକୁ ଝୁଲି ରହିଥିଲା। ପୂରା ବ୍ୟସ୍ତରେ ଥିଲେ ବ୍ୟବସାୟୀ, ଆଉ ଅମାନିଆ ହୋଇ ପଡ଼ିଥିଲେ ଗ୍ରାହକ।…
ସୋସିଆଲ ମିଡିଆରେ ମା’ ଦୁର୍ଗାଙ୍କୁ ଅଶ୍ଳୀଳ ମନ୍ତବ୍ୟ: ଶହୀଦନଗର ଥାନାରେ ଅଭିଯୋଗ
ଭୁବନେଶ୍ୱର,୨୧ା୯(ବ୍ୟୁରୋ): ମା’ଦୁର୍ଗା ଏବଂ ଲକ୍ଷ୍ମୀଙ୍କ ନାମରେ ଅଶ୍ଳୀଳ ମନ୍ତବ୍ୟ ଥିବା ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାକୁ ନେଇ ଏବେ ସାରା ରାଜ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏପରିକି ଏହି ମାମଲାକୁ ନେଇ କଟକରେ ମଧ୍ୟ ଅଭିଯୋଗ ହୋଇଛି।…
ଦେଶରେ ସାମାନ୍ୟ କମ୍ ହେଲା କରୋନା ସଂକ୍ରମିତଙ୍କ ସଂଖ୍ୟା
ନୂଆଦିଲ୍ଲୀ, ୨୧ ।୯: କରୋନା ସଂକ୍ରମଣ ବେଳକୁ ବେଳ ବୃଦ୍ଧି ପାଉଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ସାମାନ୍ୟ କମ୍ ହୋଇଛି । ଲାଗାତାର ଭାବେ ପ୍ରତି ୨୪ ଘଣ୍ଟାରେ ସଂକ୍ରମିତଙ୍କ ସଂଖ୍ୟା ୯୦ ହଜାର ଅତିକ୍ରମ…
୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଖୋଲିବନି ସ୍କୁଲ
ଲକ୍ଷ୍ନୌ, ୨୧।୯: ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଉତ୍ତରପ୍ରଦେଶରେ କୌଣସି ସ୍କୁଲ କଲେଜ ଖୋଲିବନି। ଏନେଇ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ଡ. ଦିନେଶ ଶର୍ମା ସୂଚନା ଦେଇଛନ୍ତି। ରାଜ୍ୟରେ କରୋନା ସଂକ୍ରମଣ ବଢ଼ିଚାଲିଥିବାରୁ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ସ୍କୁଲ କଲେଜର…
ମା’ଙ୍କୁ ତୀର୍ଥସ୍ଥାନ ବୁଲାଇ ନେବା ପାଇଁ ଚାକିରି ଛାଡିଥିଲେ ପୁଅ
ବୃଦ୍ଧାବସ୍ଥାରେ ମାତାପିତାଙ୍କୁ ବୋଝ ବୋଲି ଭାବି କିଛି ସନ୍ତାନ ସେମାନଙ୍କୁ ବୃଦ୍ଧାଶ୍ରମରେ ଛାଡିଦିଅନ୍ତି। କିନ୍ତୁ କଳିଯୁଗରେ କିଛି ଶ୍ରବଣ କୁମାର ମଧ୍ୟ ଅଛନ୍ତି। ଯେଉଁମାନେ ନିଜ ମାତାପିତାଙ୍କ ପାଇଁ ଜୀବନ ଉତ୍ସର୍ଗ କରିଦେବାକୁ ପଛାନ୍ତି ନାହଁି। ସେମିତି ଏକ ଉଦାହରଣ କର୍ନାଟକର…
କୋଟିଏ ଟଙ୍କାର ରାସ୍ତାରେ ବସୁଛି ହାଟ
ଯାଜପୁର ଅଫିସ/ଯାଜପୁର ରୋଡ୍, ୨୧।୯ (ଡି.ଏନ୍.ଏ.): କର୍ମବର୍ଦ୍ଧିଷ୍ଣୁ ଯାଜପୁର ସହରର ଟ୍ରାଫିକ ସମ୍ଭାଳିବାକୁ ସହରରେ ନୂତନ ବିକଳ୍ପ ରାସ୍ତା ପ୍ରତି ଧ୍ୟାନ ଦିଆଯାଉନାହିଁ। ଜିଲା ପ୍ରଶାସନ, କଳିଙ୍ଗନଗର ଉନ୍ନୟନ ପରିଷଦ ଓ ଯାଜପୁର ମ୍ୟୁନିସିପାଲିଟିର ଏ ଦିଗରେ ସମନ୍ବିତ ଉଦ୍ୟମ ନାହିଁ…
ଚାଇନା ସହ କଥାବାର୍ତ୍ତା ପୂର୍ବରୁ ଶକ୍ତି ଦେଖାଇଲା ବାୟୁସେନା
ନୂଆଦିଲ୍ଲୀ, ୨୧ ।୯: ଭାରତ-ଚାଇନା ସୀମା ବିବାଦ ବେଳକୁ ବେଳ ବଢି ଚାଲିଥିବା ବେଳେ ସୋମବାର ଷଷ୍ଠଥର ଲାଗି କମାଣ୍ଡର ସ୍ତରରର ବୈଠକ ବସିବାର ଅଛି । ଚାଇନାର କୋଲ୍ଡୋ ଅଞ୍ଚଳରେ ହେବାକୁ ଥିବା ଏହି ବୈଠକ ପୂର୍ବରୁ ଭାରତୀୟ ବାୟୁସେନା…
ତିର୍ତ୍ତୋଲ ଉପନିର୍ବାଚନ: ପ୍ରାର୍ଥୀ ଚୟନକୁ ନେଇ ଟଣାଓଟରା
ଜଗତ୍ସିଂହପୁର ଅଫିସ୍, ୨୧।୯: ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ନେଇ ରାଜନୈତିକ ପରିବେଶ ଚଳଚଞ୍ଚଳ ହୋଇପଡିଛି। ବିଶେଷକରି ବିଜେଡି, ଭାଜପା ଓ କଂଗ୍ରେସରୁ କିଏ ପ୍ରାର୍ଥୀ ହେବେ ସେ ନେଇ ଚର୍ଚ୍ଚା ଜୋର ଧରିଛି। ଏଥର ପ୍ରାର୍ଥୀ ଦୌଡ଼ରେ ବହୁ ନୂଆ ମୁହଁ…
ଥାନାରେ ପହଞ୍ଚି ପୋଲିସର କାନ ଧରିଲା ମାଙ୍କଡ, ଆଉ ତା’ପରେ
ସାଧାରଣତଃ ପୋଲିସ ନାଁ ଶୁଣିଲେ ଲୋକେ ଭୟଭୀତ ହୋଇଯାନ୍ତି। କିନ୍ତୁ ମଧ୍ୟ ପ୍ରଦେଶରର ବୈତୁଲର ଏକ ଥାନାରେ ମାଙ୍ଗଡ ପୋଲିସକୁ ଭୟଭୀତ କରିଦେଇଛି। ଗତ ୧୦ ଦିନ ହେବ ଏକ ମାଙ୍ଗଡ ପୋଲିସ ଅସୁବିଧାରେ ପକାଇଛି। ବାରମ୍ବାର ଥାନା ଭିତରେ ପଶିଯାଇ…
କାନାଗାଁରୁ କଟକ ଷ୍ଟୁଡିଓ
କଟକ ଅଫିସ,୨୧।୯: ବଣମଲ୍ଲୀ, ବଣରେ ମଉଳି ଯାଇନି। ଅପହଞ୍ଚ ଦୁର୍ଗମ ପାହାଡ଼ି ଇଲାକାର ପ୍ରତିଭା ମୁଖ୍ୟସ୍ରୋତକୁ ଆସିଛି। ସୁଦୂର କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ କାନାଗାଁ ପଞ୍ଚାୟତ ଚିନ୍ତାଗୁଡ଼ା ଗ୍ରାମର ଆଦିବାସୀ ଝିଅ ନମିତା ମେଲକା ଏବେ କଟକ ସିଡିଏସ୍ଥିତ ନ୍ୟୁ…
ସ୍କୁଲ ଫିସ୍ ଦେବା ପାଇଁ ବାସନ ବିକୁଥିଲେ ଏହି ପ୍ରସିଦ୍ଧ ଅଭିନେତା
ବଲିଉଡର ବ୍ୟାଡ୍ମ୍ୟାନ୍ ଗୁଲଶନ ଗ୍ରୋଭରଙ୍କୁ ଆଜି ୬୫ ବର୍ଷ ହୋଇଛି। ପିଲାଦିନକୁ ଦାରିଦ୍ର୍ୟରେ ବିତାଇଥିବା ଗୁଲଶାନ କେବଳ ବଲିଉଡରେ ନୁହେଁ, ହଲିଉଡ, ଜର୍ମାନ, ଅଷ୍ଟ୍ରେଲିୟ, ପୋଲାଣ୍ଡ, କାନାଡିୟ, ଇରାନ, ମାଲେସିଆ, ବ୍ରିଟେନ ଏବଂ ନେପାଳୀ ଚଳଚ୍ଚିତ୍ର ସମେତ ଭାରତର ବିଭିନ୍ନ ଭାଷାରେ…
Archives


