Home Left

ଏପରି ବୁଦ୍ଧି ପ୍ରୟୋଗ କରି କଇଁଛକୁ ଉଦ୍ଧାର କଲେ ଯୁବକ: ଦେଖନ୍ତୁ ଭିଡିଓ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ପଥର ଫାନ୍ଦରେ ଫଶି ରହିଥିବା ଗୋଟିଏ କଇଁଛକୁ ଜଣେ ଯୁବକ ଉଦ୍ଧାର କରୁଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଯାଇଛି, ସମୁଦ୍ର କୂଳରେ ଥିବା ପଥର ଫାନ୍ଦରେ ଗୋଟିଏ…

ରାଜ୍ୟ ସଭା ଉପାଧ୍ୟକ୍ଷଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଣିଲେ ବିରୋଧୀ

ନୂଆଦିଲ୍ଲୀ,୨୦।୯: ରାଜ୍ୟ ସଭାରେ ଉତ୍ତେଜନା ମଧ୍ୟରେ ରବିବାର ଦୁଇଟି କୃଷି ବିଲ ପାରିତ ହୋଇଛି। ଏହାକୁ ବିରୋଧ କରି ବିରୋଧୀ ଏମ୍‌ପିମାନେ ରାଜ୍ୟ ସଭାର ଉପାଧ୍ୟକ୍ଷ ହରିବଂଶ ନାରାୟଣଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଗତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସଭା…

ପ୍ରଥମ ଅଧିନାୟକ ଭାବେ ଆଇପିଏଲ୍‌ରେ ଏହି ସଫଳତା ପାଇଲେ ଧୋନୀ

ଆବୁଧାବି, ୨୦।୯: ଦୀର୍ଘ ଦିନର ଅପେକ୍ଷାର ଅନ୍ତ ଘଟିଛି। ଶନିବାରଠାରୁ ଆରମ୍ଭ ହୋଇଛି ଆଇପିଏଲ୍‌ର ୧୩ତମ ସଂସ୍କରଣ। ଉଦ୍‌ଘାଟନୀ ମ୍ୟାଚ୍‌ରେ ଗତଥରର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସକୁ ୫ ଉଇକେଟ୍‌ରେ ପରାସ୍ତ କରି ଚେନ୍ନାଇ ସୁପର୍‌ କିଙ୍ଗ୍ସ (ସିଏସ୍‌କେ) ଅଭିଯାନ ଆରମ୍ଭ କରିଛି।…

ଘରେ ରହି ସ୍ବାମୀଙ୍କୁ ଏମିତି ଚିୟର କରୁଛନ୍ତି ନତାଶା

ଅଭିନେତ୍ରୀ ନତାଶା ଷ୍ଟାନକୋଭିକ ନିକଟରେ ମା’ ହେବା ସୌଭାଗ୍ୟ ଲାଭ କରିଛନ୍ତି। ସେ ଏବେ ପୁଅ ସହ ଘରେ ଥିବାବେଳେ ତାଙ୍କ ସ୍ବାମୀ ତଥା କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲ ଖେଳିବା ପାଇଁ ଦୁବାଇ ଯାଇଛନ୍ତି। ଦୁହେଁ ପରସ୍ପରଠାରୁ ବହୁତ ଦୂରରେ…

ଓ୍ବାର୍ନରଙ୍କ ପରେ ଦ୍ୱିତୀୟ ବିଦେଶୀ ଖେଳାଳି ଭାବେ ଏହି କ୍ଲବରେ ସାମିଲ ହେବେ ଗେଲ୍‌

ଦୁବାଇ, ୨୦।୯: ଆଇପିଏଲ୍‌ର ୧୩ତମ ସଂସ୍କରଣର ୨ୟ ମୁକାବିଲାରେ ରବିବାର କିଙ୍ଗ୍ସ ଇଲେଭେନ ପଞ୍ଜାବ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍‌ରେ ପଞ୍ଜାବର ବିସ୍ଫୋରକ ଓପନର୍‌ କ୍ରିସ୍‌ ଗେଲ୍‌ ଯଦି ଆଉ ୧୬ ରନ୍‌ ସଂଗ୍ରହ କରନ୍ତି ତେବେ…

କରୋନାକୁ ହରାଇଲେ ମହାରାଷ୍ଟ୍ରର ଶତାୟୁ ମହିଳା

ନୂଆଦିଲ୍ଲୀ,୨୦।୯-ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଏପରିସ୍ଥିତିରେ ମହାରାଷ୍ଟ୍ରର ଜଣେ ୧୦୬ ବର୍ଷୀୟ ବୃଦ୍ଧା କରୋନା ଲଢ଼େଇରେ ବିଜୟୀ ହୋଇଛନ୍ତି। ସେ ହେଲେ ଆନନ୍ଦିବାଇ ପାଟିଲ। ମହାମାରୀ କରୋନାକୁ ହରାଇବା ପରେ ଆନନ୍ଦିବାଇ ହସ ହସ ମୁହଁରେ…

୨୫୦ ଡିସ୍‌ମିସ୍‌ କରିବାରେ ଧୋନୀ ବିଶ୍ୱର ପ୍ରଥମ ଉଇକେଟ୍‌କିପର

ଆବୁଧାବି, ୨୦।୯: ଆଇପିଏଲ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଚେନ୍ନାଇ ସୁପର୍‌ କିଙ୍ଗ୍ସ ୫ ଉଇକେଟ୍‌ରେ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଏହି ମ୍ୟାଚ୍‌ ଅବସରରେ ଚେନ୍ନାଇ ସୁପର୍‌ କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏକ ବିରଳ ରେକର୍ଡର ଅଧିକାରୀ…

ପାଲଲହଡା ବିଧାୟକ ମୁକେଶ ପାଲଙ୍କୁ କରୋନା

ଭୁବନେଶ୍ୱର,୨୦।୯(ବ୍ୟୁରୋ)-ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ପାଲଲହଡା ବିଧାୟକ ମୁକେଶ କୁମାର ପାଲ। ଏ ନେଇ ସୋସିଆଲ ମିଡିଆରେ ସେ ସୂଚନା ଦେଇଛନ୍ତି। କୌଣସି ଲକ୍ଷଣ ନ ଥାଇ ମୋର ରିପୋର୍ଟ ପଜିଟିଭ ଆସିଛି। ବର୍ତ୍ତମାନ ଆସୋଲେଶନରେ ରହିଛି। ନିକଟରେ ତାଙ୍କ ସଂସ୍ପର୍ଶରେ…

ଭାରତୀୟ କୂଟନୀତିଜ୍ଞଙ୍କୁ ଭିସା ଦେବାକୁ ମନା କଲା ପାକିସ୍ତାନ

ଇସଲମାବାଦ,୨୦।୯: ଭାରତ ସହ ସମ୍ପର୍କ ବିଗାଡିବା ପାଇଁ ପାକିସ୍ତାନ ଆଉ ଏକ ପଦକ୍ଷେପ ନେଇଛି। ଭାରତୀୟ ହାଇକମିଶନର ଅଜୟ ବିସାରିଆଙ୍କୁ ବହିଷ୍କାର କରିବାର ମାସେ ପରେ ପାକିସ୍ତାନ ରବିବାର କୂଟନୀତିଜ୍ଞ ଜୟନ୍ତ ଖୋବରାଗଡେଙ୍କୁ ଭିସା ଦେବାକୁ ମନା କରିଦେଇଛି। ଇସଲାମାବାଦରେ ଭାରତ…

ମ୍ୟାଚ୍‌ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ଝଟ୍‌କା; ଆହତ ହେଲେ ଏହି ଖେଳାଳି

ଦୁବାଇ, ୨୦।୯: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୩ତମ ସଂସ୍କରଣ ଆରମ୍ଭ ହୋଇଯାଇଛି। ଉଦ୍‌ଘାଟନୀ ମୁକାବିଲାରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର୍‌ କିଙ୍ଗ୍ସ ୫ ଉଇକେଟ୍‌ରେ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଲିଗ୍‌ର ୨ୟ ମ୍ୟାଚ୍‌ରେ…

ପ୍ରଶଂସକଙ୍କୁ ଖୁସିଖବର ଦେଲେ ମଲାଇକା

ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା କିଛି ଦିନ ପୂର୍ବରୁ କରୋନା ସଂକ୍ରମିତ ହୋଇ ହୋମ ଆଇସୋଲେସନରେ ଥିଲେ। ଏବେ ସେ କରୋନାରୁ ସୁସ୍ଥ ହୋଇଛନ୍ତି। ଏହି ଖୁସି ଖବର ପ୍ରଶସଂକଙ୍କ ସହ ଶେୟାର କରି ମଲାଇକା କହିଛନ୍ତି ମୁଁ ଅନେକ ଦିନ…

ବ୍ରେକ୍‌ଅପ ପରେ ମନକୁ ଆସିଥାଏ ଏପରି କଥା

ଯେପରି ଭାବେ କ୍ୟାରିଅର୍‌, ପାଠପଢ଼ାରେ କିଛି ତ୍ରୁଟି ନେଇ ଆମେ ଭାବିଥାଉ ପରେ କିଛି ଜିନିଷକୁ ଭଲ ଭାବରେ ବୁଝିଥାଉ। ସେହିଭଳି ଯେତେବେଳେ କେହି ଜଣେ କାହା ସହିତ ସମ୍ପର୍କ ଗଢ଼ିଥାନ୍ତି ତାଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିଥାଏ । ଜୀବନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri