Home Left

ବିଶ୍ୱ ଯୁଦ୍ଧକୁ ନେଇ ବାଜିବ ସତର୍କ ଘଣ୍ଟି!

ନୂଆଦିଲ୍ଲୀ,୧ ।୧୦: କରୋନା ମହାମାରୀ ସମୟରେ ଯେ କୌଣସି ସମୟରେ ବିଶ୍ୱ ଯୁଦ୍ଧପାଇଁ ସତର୍କ ଘଣ୍ଟି ବାଜିପାରେ ବୋଲି ଆଲୋଚନା ହେଉଛି । କାରଣ ବିଶ୍ୱର ପାଖାପାଖି ୪ଟି ସ୍ଥାନରେ ପଡୋଶୀ ଦେଶ ମଧ୍ୟରେ ସଂଘର୍ଜ ଜାରି ରହିଛି । ସବୁଠାରୁ…

୧୭ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୧।୧୦(ବ୍ୟୁରୋ): ରାଜ୍ୟରେ ଗୁରୁବାର କରୋନା ଆଉ ୧୭ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮୫୯କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। Regret…

ଦିଲ୍‌ କହେ ଲଭ୍‌ ୟୁ ଲଭ୍‌ ୟୁ

ଏକ ଭିନ୍ନ ଧରଣର ପ୍ରେମ କାହାଣୀକୁ ଆଧାର କରି ନିର୍ମିତ ହେବାକୁ ଯାଉଛି ନୂଆ ଓଡ଼ିଆ ସିନେମା ‘ଦିଲ୍‌ କହେ ଲଭ୍‌ ୟୁ ଲଭ୍‌ ୟୁ’। ନବାଗତ ପ୍ରଯୋଜକ ଆଶିଷ ପ୍ରତାପ ସାମଲ ଏହାର ପ୍ରଯୋଜନା କରୁଛନ୍ତି। ନିର୍ଦ୍ଦେଶନା ଦାୟତ୍ୱ ତୁଲାଇବେ…

ଲକ୍‌ଡାଉନ୍‌ ସମୟରେ ବିମାନ ଉଡ଼ାଣ ବାତିଲ: ଯାତ୍ରୀଙ୍କ ଟିକଟ ଟଙ୍କା ଫେରାଇବାକୁ ଏସ୍‌ସିଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୧।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଲାଗି ଲକ୍‌ଡାଉନ୍‌ ଜାରି କରାଯାଇଥିଲା। ଏହି ସମୟରେ ବିମାନ ଯାତ୍ରାକୁ ବାତିଲ କରାଯାଇଥିଲା। ତେବେ ଯାତ୍ରୀଙ୍କ ଟିକଟ ବୁକିଂ ଟଙ୍କା ଶୀଘ୍ର ଫେରାଇବାକୁ ସୁପ୍ରିମ୍‌କୋର୍ଟ(ଏସ୍‌ସି) ନିର୍ଦ୍ଦେଶ ଦେଇଛନ୍ତି। ଏସମ୍ପର୍କରେ ଏୟାରଲାଇନ୍ସ୍‌ କମ୍ପାନୀଗୁଡ଼ିକୁ ସୂଚିତ…

ପୁଣି ଥରେ ଅମ୍ଳାନ-ରିୟା

ଷ୍ଟାର କିଡ୍‌ ଅମ୍ଳାନ କୁମାରଙ୍କ ଓଲିଉଡ୍‌ କ୍ୟାରିୟର ଆରମ୍ଭ ହୋଇଥିଲା ‘ଟାର୍ଗେଟ’ରୁ। ଏହାସହ ସୁଧାକର ବସନ୍ତଙ୍କ ନିର୍ଦ୍ଦେଶିତ ‘ପ୍ରେମ ଅଢ଼େଇ ଅକ୍ଷର’ରୁ ବାବୁସାନ୍‌ଙ୍କ ଅପୋଜିଟ୍‌ରେ ଡେବ୍ୟୁ କରିଥିଲେ ରିୟା। ପରବର୍ତ୍ତୀ ସମୟରେ ଅମ୍ଳାନ ଏବଂ ରିୟାଙ୍କୁ ‘ଗୋଲାପି ଗୋଲାପି’, ‘ତୁ ମୋ…

ରାଇସ୍ ଏଟିଏମ୍ ଖୋଲି ଗରିବଙ୍କ ପେଟକୁ ଦାନା ଯୋଗାଉଛନ୍ତି ଯୁବକ

ହାଇଦ୍ରାବାଦ,୧ ।୧୦: କରୋନା ଭାଇରସ ମହାମାରୀ ଅନେକଙ୍କ ଜୀବନ ଜୀବିକାକୁ ବଦଳାଇ ଦେଇଛି । ଅନେକ ଲୋକ ଏହି ସମୟରେ ରାଜଗାର ହରାଇଥିବା ବେଳେ ପେଟକୁ ଦୁଇବେଳା ଦାନା ଯୋଗାଡ କରିବାକୁ ବହୁ କଷ୍ଟ କରୁଛନ୍ତି । ଏହି ସମୟରେ ଖାଦ୍ୟ…

ମହିଳା ଏମ୍‌ପିଙ୍କୁ ହତ୍ୟା ଧମକ: ଲୋଡିଲେ ସହାୟତା

କୋଲକତା,୧।୧୦: ତୃଣମୂଳ କଂଗ୍ରେସ ଏମ୍‌ପି ତଥା ଅଭିନେତ୍ରୀ ନୁଶରତ ଜାହାଁ ଜୀବନରୁ ମାରିଦେବାକୁ ଧମକ ମିଳିଛି। ଏବେ ସେ ଲଣ୍ଡନରେ ଥିବା ଭାରତୀୟ ହାଇ କମିଶନଙ୍କଠାରୁ ସୁରକ୍ଷା ଲୋଡିଛନ୍ତି। ନୁଶରତ ଏକ ବଙ୍ଗଳା ଚଳଚ୍ଚିତ୍ରର ଶୁଟିଂ ପାଇଁ ଲଣ୍ଡରେ ଅଛନ୍ତି। ତାଙ୍କର…

ଉତ୍ତରପ୍ରଦେଶରେ ଚାଲିଛି ଗୁଣ୍ଡାରାଜ: ମାୟାବତୀ

ଲକ୍ଷ୍ନୌ, ୧।୧୦: ହାତରସ୍‌ ଗଣ ବଳାତ୍କାର ମାମଲା ନେଇ ନେଇ ଦେଶବ୍ୟାପି ଚର୍ଚ୍ଚା ଜାରି ରହିଛି। ଏହାକୁ ନେଇ ବିଏସ୍‌ପି ଅଧ୍ୟକ୍ଷା ମାୟାବତୀ ରାଜ୍ୟରେ ଆଇନର ଶାସନ ନୁହେଁ ଗୁଣ୍ଡାରାଜ ଚାଲିଛି ବୋଲି ଅଭିଯୋଗ କରିଛନ୍ତି। ରାଜ୍ୟର ଭାଜପା ସରକାର ବୋହୂ…

୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ଆଳି, ୧।୧୦(ଡି.ଏନ.ଏ )-ବଲିଉଡ ଅଭିନେତ୍ରୀଙ୍କ ଡ୍ରଗ୍ସ କାରବାର୍‌କୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଳିରୁ ବ୍ରାଉନସୁଗାର ଜବତ ହେବା ଘଟଣା ସମଗ୍ର କେନ୍ଦ୍ରାପଡ଼ା ଜିଲାରେ ହଇଚଇ ସୃଷ୍ଟି କରିଛି। ଆଳି ପୋଲିସ ବୁଧବାର ରାତିରେ ପତ୍ରପୁର ସେତୁ ନିକଟରେ ଜଣେ…

ଗର୍ଭାବସ୍ଥାରେ ପତଳା ଦେଖାଯିବାକୁ ନେଇ ଟ୍ରୋଲ ହେଲେ ଏହି ଲୋକପ୍ରିୟ ଅଭିନେତ୍ରୀ

ଆଜିକାଲି ଅଭିନେତ୍ରୀଅଭିନେତାମାନେ ସୋସିଆଲ ମିଡିଆରେ ଟ୍ରୋଲ ହେବା ସାଧାରଣ କଥା ହୋଇଗଲାଣି। ନିକଟରେ ଛୋଟ ପରଦା ଲୋକପ୍ରିୟ ଅଭିନେତା କରଣଭୀର ବୋହ୍‌ରାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଟିଜେ ସିଦ୍ଧୁ ଟ୍ରୋଲ ହୋଇଛନ୍ତି। ଟିଜେ ଖୁବ୍‌ଶୀଘ୍ର ତୃତୀୟ ସନ୍ତାନର ମା’ ହେବାକୁ ଯାଉଛନ୍ତି।…

କରୋନାରୁ ଦୂରେଇ ରହିବା ପାଇଁ ଖୋଲା ପବନ, ସ୍ବଚ୍ଛତା ଅପରିହାର୍ଯ୍ୟ: ସର୍ଭେ

ତିବିଲିସି, ୧।୧୦: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଥମିବାର ନା ଧରୁନି। କେତେକ ଦେଶରେ କରୋନା ସଂକ୍ରମଣର ଦୋହରା ମାଡ଼ ମଧ୍ୟ ଆରମ୍ଭ ହୋଇଛି। ତେବେ କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଖୋଲା ପବନ ଏବଂ ସ୍ବଚ୍ଛତା ଅପରିହାର୍ଯ୍ୟ ବୋଲି…

କ୍ରିକେଟର ସ୍ତ୍ରୀଙ୍କ ପାଠପଢା କଥା ଶୁଣି ହେବେ ଆଶ୍ଚର୍ଯ୍ୟ

ଭାରତୀୟ କ୍ରିକେଟ ଦଳର ଖେଳାଳିମାନେ ଖେଳ ମାଧ୍ୟମରେ ସାରା ବିଶ୍ୱରେ ନାଁ କମାଇଛନ୍ତି। ଖେଳରେ ପ୍ରଭାବ ବିସ୍ତାର କରିଥିବା ଖେଳାଳିଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। କେତେକ ଖେଳାଳିଙ୍କ ସ୍ତ୍ରୀ ସେମାନଙ୍କଠାରୁ ଅଧିକ ପାଠ ପଢିଥିବା ଦେଖାଯାଇଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri