Home Left

କାନ୍ଥ ନୁହେଁ ସମ୍ପର୍କର ସେତୁ ସ୍ଥାପନ କରନ୍ତୁ ସରକାର: ରାହୁଲ

ନୂଆଦିଲ୍ଲୀ, ୨।୨: କୃଷି ଆଇନ ନେଇ ଚାଷୀ ସଂଗଠନ ଗୁଡ଼ିକ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ଆନ୍ଦୋଳନକାରୀ ଯେଭଳି ଦିଲ୍ଲୀରେ ପ୍ରବେଶ ନ କରିପାରିବେ ସେଥି ପାଇଁ ଗାଜିପୁର ଏବଂ ଟିକିରି ସୀମାରେ ବ୍ୟାରିକେଡିଂ କରାଯିବା ସହିତ ରାସ୍ତାରେ ଲୁହା ଛଡ଼…

ପୋଲିଓ ବୁନ୍ଦା ବଦଳରେ ୧୨ ଶିଶୁଙ୍କ ପାଟିରେ ଦିଆଗଲା ସାନିଟାଇଜର

ୟାଭଟାମାଲ,୨।୨: ମହାରାଷ୍ଟ୍ରର ୟାଭଟାମାଲ ଜିଲାରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ୫ ବର୍ଷରୁ କମ୍‌ ବୟସ୍କ ୧୨ ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ବଦଳରେ ଭୁଲ୍‌ରେ ସାନିଟାଇଜର ଖାଇବାକୁ ଦିଆଯାଇଛି। ସାନିଟାଇଜର ଖାଇବା ପରେ ଶିଶୁମାନେ ଅସୁସ୍ଥ ହେବା…

ଫିଟ୍‌ନେସ୍‌ ପାଇଁ

ବର୍ତ୍ତମାନ ମେଦବହୁଳତା ଅନେକଙ୍କ ଠାରେ ବିଶେଷ କରି ମହିଳାଙ୍କ ଠାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜୁଛି। ଯାହାକୁ ଦୂର କରି ନିଜକୁ ଫିଟ୍‌ ରଖିବା ଲାଗି ଏକ୍ସରସାଇଜ୍‌ର ଭୂମିକା ଗୁରୁତ୍ୱପୂର୍ଣ୍ଣ। ତେବେ ଏକ୍ସରସାଇଜ୍‌ କରୁଥିଲେ କେଉଁସବୁ ଦିଗ ପ୍ରତି ଧ୍ୟାନ…

ଅବକାରୀ ଏସ୍‌ଆଇଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ସମ୍ବଲପୁର,୨।୨(ବ୍ୟୁରୋ): ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଝାରସୁଗୁଡା ଜିଲା ବେଲପାହାଡ ଅବକାରୀ ବିଭାଗରେ କାର୍ଯ୍ୟରତ ଏସ୍‌ଆଇ ଦେବେନ୍ଦ୍ର ପ୍ରହରାଜଙ୍କ ଘରେ ସୋମବାର ଭିଜିଲାନ୍ସ ଚଢାଉ କରିଛି। ଏକସମୟରେ ବେଲପାହଡସ୍ଥିତ କାର୍ଯ୍ୟାଳୟ ସମେତ ସମ୍ବଲପୁର ଏସ୍‌ଆର୍‌ଆଇଟି କଲୋନୀ କଲ୍ୟାଣ ନଗରର ନିଜସ୍ବ ବାସଭବନ,…

ଭିଜିଲାନ୍ସ ଜାଲରେ ସିଆର୍‌ସିସିି

ବାରିପଦା ଅଫିସ/ ଠାକୁରମୁଣ୍ଡା(ଡି.ଏନ୍‌.ଏ.),୨।୨: ଦରମା ବିଲ୍‌ କରାଇ ଦେବାକୁ ଜଣେ ଶିକ୍ଷକଙ୍କଠାରୁ ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମୟୂରଭଞ୍ଜ ଜିଲା ରରୁଆଁ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ସିଆରସିସି ମଧୁସୂଦନ ନାଏକ ସୋମବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।…

ଆଇଟିଆଇରେ ୩୦ଫୁଟ୍‌ର ଭାରତ ମାନଚିତ୍ର ଉଦ୍‌ଘାଟିତ

ବ୍ରହ୍ମପୁର ଅଫିସ,୨।୨: ବ୍ରହ୍ମପୁର ଶିଳ୍ପ ତାଲିମ ଅନୁଷ୍ଠାନ (ଆଇଟିଆଇ) ସହିତ ଯୋଡ଼ି ହୋଇଛି ପୁଣି ଏକ କୀର୍ତ୍ତି ା ଏହାର କ୍ୟାମ୍ପସରେ ଥିବା ଏସିଆର ସର୍ବବୃହତ ସ୍କ୍ରାପ୍‌ ପାର୍କରେ ଅଦରକାରୀ ଲୁହାରେ ୩୦ ଫୁଟ ଉଚ୍ଚତା ବିଶିଷ୍ଟ ଭାରତ ମାନଚିତ୍ରକୁ ସୋମବାର…

୨୯ ଶିଳ୍ପସଂସ୍ଥା ବନ୍ଦ, ୧୧କୁ କାରଣ ଦର୍ଶାଅ ନୋଟିସ

ଭୁବନେଶ୍ୱର,୨।୨(ବ୍ୟୁରୋ): ପରିବେଶ ସଂକ୍ରାନ୍ତୀୟ ଗୃହ କମିଟି ବୈଠକ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ସୋମବାର ବିଧାନସଭାର ନୂତନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଜଙ୍ଗଲ ଓ ପରିବେଶ, ଗୃହ ଓ ନଗର ଉନ୍ନୟନ ବିଭାଗ ଶାସନ ସଚିବଙ୍କ ସହ…

୫୪ ଦିନ ପରେ ଗାଁକୁ ଫେରିଲା ମୃତଦେହ

ବାଣପୁର, ୨।୨(ଡି.ଏନ୍‌.ଏ): ପରିବାର ପ୍ରତିପୋଷଣ ପାଇଁ ଅଧିକ ରୋଜଗାର ଆଶାରେ ସୁଦୂର ସାଉଦି ଆରବକୁ ଯାଇଥିବା ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ ବାଁଳେଇ ଗ୍ରାମର ଜଣେ ଓଡ଼ିଆ ଶ୍ରମିକଙ୍କର ସେଠାରେ ମୃତ୍ୟୁ ହୋଇଯାଇଛି। ମୃତ୍ୟୁର ୫୪ ଦିନ ପରେ ସୋମବାର ତାଙ୍କ…

ଶେଷ ଦିନରେ ୩ଜଣଙ୍କ ନାମାଙ୍କନ ଦାଖଲ

ପିପିଲି,୨।୨(ସ୍ବ.ପ୍ର.): ପିପିଲି ବ୍ଲକ ନୂଆଶାସନ ପଞ୍ଚାୟତର ସରପଞ୍ଚ ଉପନିର୍ବାଚନ ପାଇଁ ସୋମବାର ନାମାଙ୍କନ ଦାଖଲର ଶେଷ ଦିନ ଥିଲା। ତେବେ ଶେଷଦିନରେ ୩ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ଭାଜପା ସମର୍ଥିତ ପ୍ରାର୍ଥୀ ସୌମ୍ୟକାନ୍ତ ଦାଶ, କଂଗ୍ରେସ ସମର୍ଥିତ ପ୍ରାର୍ଥୀ ପ୍ରଶାନ୍ତ…

ମୁଖ୍ୟ ଚିକିତ୍ସାଳୟ ବୁଲିଲେ ଜିଲାପାଳ

ପୁରୀ ଅଫିସ,୨।୨: ପୁରୀ ଜିଲାପାଳ ସମର୍ଥ ବର୍ମା ସୋମବାର ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ଓପିଡି, ରେଜିଷ୍ଟ୍ରେଶନ କାଉଣ୍ଟର, ଏକ୍ସରେ, ଆଇପିଡି, ନିରାମୟ ସେଣ୍ଟର ବୁଲି ସ୍ଥିତି ପରଖିଛନ୍ତି। ସ୍ବାସ୍ଥ୍ୟ ଭିତ୍ତିଭୂମିର ସମୀକ୍ଷା କରିବା ସହ…

ପୁରୀରେ ପର୍ଯ୍ୟଟକ ଦମ୍ପତିଙ୍କୁ ମାଡ଼

ପୁରୀ ଅଫିସ,୨।୨: ପଶ୍ଚିମବଙ୍ଗରୁ ପୁରୀ ଆସିଥିବା ପର୍ଯ୍ୟଟକ ଦମ୍ପତିଙ୍କୁ ସୋମବାର ମାଡ଼ ମରାଯାଇଛି। ଏ ନେଇ ସମୁଦ୍ରକୂଳ ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୋଲିସ ଏହି ଘଟଣାର ତଦନ୍ତ ଚଳାଇଥିଲେ ବି ଅଭିଯୁକ୍ତଙ୍କୁ ଗିରଫ କରିପାରିନାହିଁ। ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗ ଆସାନସୋଲ୍‌ର…

ବଜେଟ ପ୍ରତିକ୍ରିୟା: ଏହା ଦେଶ ପାଇଁ ଐତିହାସିକ ବିପତ୍ତି ଆଣିଦେବ

ସବୁ ବର୍ଗର ଲୋକ ଉପକୃତ ହେବେ ଚଳିତ ବଜେଟର ବିଭିନ୍ନ କ୍ଷେତ୍ରରୁ ଓଡ଼ିଶା ସିଂହଭାଗ ଲାଭ ପାଇବ ସହ ରାଜ୍ୟର ସବୁ ବର୍ଗର ଲୋକ ବିଶେଷ ଉପକୃତ ହୋଇପାରିବେ। ବଜେଟରେ କ୍ରୟ ଏବଂ ଖର୍ଚ୍ଚର ପୁନରୁଦ୍ଧାର ସହ ପୁଞ୍ଜିନିବେଶ, ନିର୍ମାଣକୁ ଗତିଦେବା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?