୫୭ ଆସନରେ ଉପନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ
ନୂଆଦିଲ୍ଲୀ,୨୯ ।୯: ନିବାଚନ କମିଶନ ମଧ୍ୟପ୍ରଦେଶ, ଗୁଜରାଟ, ଓଡ଼ିଶା, ନାଗାଲାଣ୍ଡ, ମଣିପୁର ସମେତ ୫୬ ବିଧାନସଭା ଆସନ ଓ ଗୋଟିଏ ଲୋକ ସଭା ଆସନ ପାଇଁ ହେବାକୁ ଥିବା ଉପନିର୍ବାଚନ ଲାଗି ତାରିଖ ଘୋଷଣା କରିଛନ୍ତି । ଏହି ଆସନରେ ନଭେମ୍ବର…
କମ୍ପାନୀରୁ ଡକରା: ବିମାନରେ ସୁରଟ ଫେରୁଛନ୍ତି ପ୍ରବାସୀ ଶ୍ରମିକ !
ସୁରଟ, ୨୯।୯: କରୋନା ମହାମାରୀ ସଙ୍କଟ ଯୋଗୁ ଦେଶରେ ଲକ୍ଡାଉନ୍ ଘୋଷଣା ହୋଇଥିଲା। ସେତେବେଳେ ସୁରାଟରେ ବାସ କରୁଥିବା ପ୍ରବାସୀ ଶ୍ରମିକ ଘରକୁ ଫେରି ଆସିଥିଲେ। ତେବେ ଇତିମଧ୍ୟରେ ପରିସ୍ଥିିତିର ସୁଧାର ଆସିଛି। ସୁରଟରେ ଶିଳ୍ପସଂସ୍ଥାଗୁଡ଼ିକ ଖୋଲିଛି। ଶିଳ୍ପସଂସ୍ଥାରେ ଶ୍ରମିକଙ୍କ ଅଭାବ…
ଡ୍ରଗ୍ସ ମାମଲା: ଅଭିନେତ୍ରୀଙ୍କ ପରେ ଏନ୍ସିବି ରାଡାରରେ ଆସିପାରନ୍ତି ବଲିଉଡ୍ର ଆଗଧାଡିର ଅଭିନେତା
ମୁମ୍ବାଇ,୨୯ ।୯: ବଲିଉଡ୍ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ସହ ଯୋଡି ହୋଇଥିବା ଡ୍ରଗ୍ସ ମାମଲାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏହି ମାଲଲାରେ ଦୀପିକା ପାଦୁକୋନ, ସାରା ଅଲ୍ଲି ଖାଁ, ଶ୍ରଦ୍ଧା କପୁର ଓ…
ଦେବୀ ଦୁର୍ଗା ସାଜି ଫଟୋଶୁଟ୍ କଲେ ଏହି ସୁନ୍ଦରୀ ରାଜନେତ୍ରୀ
ଲୋକସଭା ସଦସ୍ୟା ତଥା ଅଭିନେତ୍ରୀ ନୁସରତ ଜାହାନ କୌଣସି ନା କୌଣସି କଥାକୁ ନେଇ ସବୁ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ସେ କ୍ରମାଗତ ଭାବେ ନିଜର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଥାନ୍ତି। ତାକୁ ପ୍ରଶଂସକମାନେ ପସନ୍ଦ ମଧ୍ୟ…
ବରଗଡ଼ରୁ ୬୯ ନୂଆ କରୋନା ପଜିଟିଭ୍: ଆକ୍ରାନ୍ତଙ୍କ ସଂଖ୍ୟା ୬୨୭୪ରେ ପହଞ୍ଚିଲା
ବରଗଡ଼ ଅଫିସ,୨୯।୯: ବରଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ମଙ୍ଗଳବାର ଜିଲାରେ ପୁଣି ୬୯ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଭେଡେନ ବ୍ଲକର ୫, ବରଗଡ଼ ବ୍ଲକର ୩, ବରଗଡ଼ ପୌରାଞ୍ଚଳର ୭, ଅତାବିରା ବ୍ଳକର…
୨୪ ଘଣ୍ଟାରେ ଲକ୍ଷାଧିକ ଟଙ୍କା ଜୋରିମାନା ଆଦାୟ
ବରଗଡ଼ ଅଫିସ,୨୯।୯: ବରଗଡ଼ ଜିଲା ପୋଲିସ କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ଗତ ୨୪ ଘଣ୍ଟାରେ ୧ଲକ୍ଷ ୩ହଜାର ୫ଶହ ଟଙ୍କା ଜୋରିମାନା ଆଦାୟ କରିଛି। ସେଥିମଧ୍ୟରୁ ମାସ୍କ ପିନ୍ଧି ନ ଥିବାରୁ ୧୧ହଜାର ୫ଶହ, ସାମାଜିକ ଦୂରତ୍ୱ ଅବମାନନା ଯୋଗୁ…
ଗ୍ରାମବାସୀଙ୍କୁ ନ ଜଣାଇ ପଲ୍ଲୀସଭା ଡାକିଥିଲେ ସରପଞ୍ଚ: ପ୍ରତିବାଦ କରିବାରୁ ପକାଇଲେ ଚାପୁଡାଏ
ଚିତ୍ରଡ଼ା,୨୯।୯(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲାର ମୋରଡା ବ୍ଲକ ଅଧୀନ ବରକନ୍ଦ ପଞ୍ଚାୟତର ଝିଙ୍କିରିଆ ଉଚ୍ଚ ବିଦ୍ୟାଳୟରେ ପଞ୍ଚାୟତର ସରପଞ୍ଚ ଏବଂ ପିଇଓ ପଲ୍ଲୀସଭା କରୁଥିବା ବେଳେ ତାଙ୍କୁ ଅଟକ ରଖାଯାଇଛି। ସୂଚନାଯୋଗ୍ୟ, ସରପଞ୍ଚ ଓ ପିଓ ପଲ୍ଲୀସଭା ନେଇ ଗ୍ରାମବାସୀଙ୍କୁ ଅବଗତ ନ…
ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ : ମାନକୋଟ ସେକ୍ଟରରେ ମୋର୍ଟାର ଶେଲିଂ ମାଡ଼, ୨୯ ଦିନରେ ୪୫ ଥର
ଶ୍ରୀନଗର, ୨୯।୯: ଜମ୍ମୁ-କଶ୍ମୀରର ନିୟନ୍ତ୍ରଣ ରେଖାର ପୁଞ୍ଚ୍ ଜିଲାରେ ମଙ୍ଗଳବାର ଭୋର୍ ୪ଟା ୩୦ରେ ପୁଣି ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟ ଗୁଡ଼ିକରୁ ଭାରତୀୟ ପୋଷ୍ଟକୁ ଲକ୍ଷ୍ୟ କରି ମୋର୍ଟାର ଶେଲିଂ ମାଡ଼ କରାଯାଇଛି। ମାନକୋଟ ସେକ୍ଟରରେ…
ଚାଇନା ସହ ନା ରହିଛି ଯୁଦ୍ଧର ସ୍ଥିତି ନା ରହିଛି ଶାନ୍ତିର ସ୍ଥିତିି: ବାୟୁସେନା ମୁଖ୍ୟ
ନୂଆଦିଲ୍ଲୀ,୨୯ ।୯: ଚାଇନା ସହ ଲାଗି ରହିଥିବା ସୀମା ବିବାଦ ମଧ୍ୟରେ ଉତ୍ତର ସୀମାରେ ଲାଗି ରହିଥିବା ଉତ୍ତେଜନା କମିବାର ନାଁ ନେଉନି । ଏହାକୁ ନେଇ ଭାରତୀୟ ବାୟୁସେନାର ମୁଖ୍ୟ ଆର୍କେଏସ୍ ଭଦୁରିଆ କହିଛନ୍ତି ଏବେ ପରିବେଶ ଓ ସାମ୍ପ୍ରତିକ…
ତପ୍ତପାଣି ଘାଟିରେ ଓଲଟିଲା ପେପର ବୋଝେଇ ଟ୍ରକ୍
ପାଟପୁର,୨୯।୯(ଡି.ଏନ୍.ଏ.): ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ନିକଟ ପାଳୁଖୋଳା ଘାଟିରେ ମଙ୍ଗଳବାର ଭୋରୁ ଏକ ପେପର ବୋଝେଇ ଟ୍ରକ୍ (ଓଡି୧୮ଏ୭୨୯୨) ଓଲଟିପଡ଼ିଛି। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି । ବ୍ରେକ୍ ଫେଲ ହେବାରୁ ଗାଡ଼ିଟି ଘାଟି ତଳକୁ ଓଲଟି ପଡିଥିବା ଜଣାପଡ଼ିଛି।…
କେତେ ଦିନ ଅଟକ ରହିବେ ମେହବୁବା: ସପ୍ତାହେ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ, ୨୯।୯: ପିଡ଼ିପି ସଦସ୍ୟା ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମନ୍ତ୍ରୀ ମେହବୁବା ମୁଫ୍ତିଙ୍କୁ ଆଉ କେତେ ଦିନ ଅଟକ ରଖାଯିବ। ଏନେଇ ମଙ୍ଗଳବାର ସୁପ୍ରିମ୍କୋର୍ଟ(ଏସ୍ସି)ଙ୍କ ପକ୍ଷରୁ ପ୍ରଶ୍ନ କରାଯାଇଛି। ଏସମ୍ପର୍କରେ ଖଣ୍ଡପୀଠ ପକ୍ଷରୁ ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟାକୁ ପଚରା ଯାଇଛି।…
ଶତକ ହାସଲରୁ ବଞ୍ଚିତ ହେଲେ ଏହି କ୍ରିକେଟର୍, ଗର୍ଲଫ୍ରେଣ୍ଡ୍ କହିଲେ ଏମିତି
ରୟାଲ ଚ୍ୟାଲେଞ୍ଜର୍ସ ବିପକ୍ଷ ମ୍ୟାଚ ଯଦିଓ ମୁମ୍ବାଇ ଇଣ୍ଡିଆନ୍ସ ହାରିଯାଇଛି, କିନ୍ତୁ ଦଳର ଯୁବ ବ୍ୟାଟ୍ସମ୍ୟାନ ଇଶାନ କିଶନ ତାଙ୍କ ଚମତ୍କାର ଇନିଂସରେ ସମସ୍ତଙ୍କ ହୃଦୟ ଜିତିଥିଲେ। ଇଶାନ ମୁମ୍ବାଇ ଇଣ୍ଡିଆନ୍ସର ଇନିଂସକୁ କଠିନ ସମୟରେ ରକ୍ଷା କରିଥିଲେ। ୫୮ ବଲରେ…
Archives


