ଗବେଷଣା କ୍ଷେତ୍ରରେ ଉତ୍ସାହ ସୃଷ୍ଟି କରିବ ନୂଆ ଶିକ୍ଷାନୀତି : ଧର୍ମେନ୍ଦ୍ର
ଭୁବନେଶ୍ୱର, ୧ା୧୦ (ବ୍ୟୁରୋ):ନୂଆ ଶିକ୍ଷାନୀତି ଦେଶରେ ବିଶ୍ୱସ୍ତରୀୟ ଶିକ୍ଷା ତିଆରି କରିବ। ସମସ୍ତଙ୍କୁ ଗୁଣାତ୍ମକ ଶିକ୍ଷା ମିଳିବା ସହ ଶିକ୍ଷାର ସ୍ବାଧୀନତା ଓ ସ୍ବାୟତ୍ତତା ବଢ଼ିବ। ଏହା ଗବେଷଣା କ୍ଷେତ୍ରରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ନୂଆ ଉତ୍ସାହ ସୃଷ୍ଟି କରିବ। ତେବେ ଶିକ୍ଷାବିତ୍,…
କୋଭିଡ୍ ପରିଚାଳନା:ଓଡ଼ିଶାକୁ ଡବ୍ଲ୍ୟୁଏଚ୍ଓର ପ୍ରଶଂସା
ଭୁବନେଶ୍ୱର, ୧ା୧୦ (ବ୍ୟୁରୋ):କୋଭିଡ୍ ପରିଚାଳନାରେ ଭଲ ପ୍ରଦର୍ଶନ ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍ଓ) ଓଡ଼ିଶାକୁ ପ୍ରଶଂସା କରିଛି। ଡବ୍ଲ୍ୟୁଏଚ୍ଓ କହିଛି, ଓଡ଼ିଶା ଠିକ୍ ଭାବେ କୋଭିଡ୍ ମୁକାବିଲା କରିପାରିଛି। ଠିକ୍ ପରିଚାଳନା ଯୋଗୁ ରାଜ୍ୟରେ ମୃତ୍ୟୁ ହାର କମ୍ ଓ…
ବଲିଉଡ୍ର ଏହି ସୁପରଷ୍ଟାରଙ୍କୁ ଡ୍ରଗ୍ସ ଯୋଗାଉଥିଲେ ଅର୍ଜୁନ ରାମପାଲ!
ବଲିଉଡ୍ରେ ଡ୍ରଗ୍ସ ମାମଲାର ଆଉ ଏକ ବଡ଼ କଥା ସାମ୍ମାକୁ ଆସିଛି। ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ଅଭିନେତ୍ରୀଙ୍କ ନାମ ସମ୍ମୁଖକୁ ଆସୁଥିବା ବେଳେ ଗତ ୨ ଦିନ ହେବ ଅଭିନେତା ମାନେ ମଧ୍ୟ ଏଥିରେ ସାମିଲ ଥିବା ଜଣାପଡ଼ିଥିଲା। ତେବେ ଅଭିନେତାଙ୍କ…
ରାଷ୍ଟ୍ରପତିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୧।୧୦: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ଟୁଇଟ୍ ଯୋଗେ କହିଛନ୍ତି ଯେ, ରାଷ୍ଟ୍ରପତି ଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା। ତାଙ୍କର ସମୃଦ୍ଧ ଜ୍ଞାନ ଏବଂ ନୀତି ସମ୍ବନ୍ଧୀୟ ବୁଝାମଣା ଆମ ଦେଶ ପାଇଁ ମହତ୍ୱପୂର୍ଣ।…
ଜିଏସ୍ଟି ଫାଇଲିଂ ଅବଧି ମାସେ ବୃଦ୍ଧି
ନୂଆଦିଲ୍ଲୀ: ସାମଗ୍ରୀ ଓ ସେବା ଟିକସ(ଜିଏସ୍ଟି)ର ବାର୍ଷିକ ରିଟନର୍ର୍ ଏବଂ ଅଡିଟ ରିପୋର୍ଟ ଫାଇଲିଂ କରିବା ଅବଧିକୁ ସରକାର ଗୋଟିଏ ମାସ ବଢ଼ାଇଛନ୍ତି। ପୂର୍ବରୁ ଏହି ଅବଧି ସେପ୍ଟେମ୍ବର ଶେଷ ଯାଏ ରହିଥିବା ବେଳେ ଏହାକୁ ବର୍ତ୍ତମାନ ଅକ୍ଟୋବର ୩୧ ଯାଏ…
ଆଇଟିଆର୍ ଫାଇଲିଂ ଅବଧି ବଢ଼ିଲା
ନୂଆଦିଲ୍ଲୀ: ଆୟକର ବିଭାଗ ପକ୍ଷରୁ ଆସେସ୍ମେଣ୍ଟ ବର୍ଷ ୨୦୧୯-୨୦ (ଆର୍ଥତ୍କ ବର୍ଷ ୨୦୧୮-୧୯) ଲାଗି ଆୟକର ରିଟର୍ନ (ଆଇଟିଆର୍) ଫାଇଲିଂ କରିବାର ସୀମାକୁ ବୁଧବାର ବୃଦ୍ଧି କରାଯାଇଛି। ଏଥିଲାଗି ଅବଧି ସେପ୍ଟେମ୍ବର ୩୦ ଯାଏ ରହିଥିବା ବେଳେ ଏହାକୁ ନଭେମ୍ବର ୩୦…
କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ହେଲେ ଏହି ଚର୍ଚ୍ଚିତ ଅଭିନେତ୍ରୀ
ପଞ୍ଜାବର ଚର୍ଚ୍ଚିତ ଅଭିନେତ୍ରୀ ହିମାଂଶୀ ଖୁରାନା କରୋନାରେ ଆକ୍ରାନ୍ତ ହେବା ପରେ ଏବେ ସେ ଗୁରୁତର ହୋଇପଡ଼ିଛନ୍ତି। ତାଙ୍କୁ ଜ୍ୱର ଆସିବା ସହ ଶ୍ୱାସ ନେବାରେ ଅସୁବିଧା ହେଲା। ତେଣୁ ହିମାଂଶୀଙ୍କୁ ଲୁଧିୟାନାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହା ଜଣାପଡ଼ିବା…
ଶିଳ୍ପସଂସ୍ଥାକୁ ଜଳକର ଅନୁକମ୍ପା
ଯାଜପୁର ଅଫିସ୍, ୧ା୧୦:ରାଜ୍ୟର ୫୫ ସରକାରୀ ଓ ବେସରକାରୀ ସଂସ୍ଥା ପାଖରେ ମାର୍ଚ୍ଚ ୩୧ ସୁଦ୍ଧା ୩୩୬୫.୭୫୧ କୋଟି ଟଙ୍କା ଜଳ କର ବାକି ପଡ଼ିଛି। ଏଥିରୁ ୩୨ଟି ବେସରକାରୀ ଶିଳ୍ପାନୁଷ୍ଠାନ ପାଖରେ ୨୬୯୪.୧୮୬ କୋଟି, ଗୋଟିଏ ରାଜ୍ୟ ଓ କେନ୍ଦ୍ରର…
ସେପ୍ଟେମ୍ବରରେ ଲକ୍ଷେରୁ ଊର୍ଦ୍ଧ୍ୱ ଆକ୍ରାନ୍ତ, ୩୫୦ ମୃତ
ଭୁବନେଶ୍ୱର, ୧ା୧୦ (ବ୍ୟୁରୋ):ପୂର୍ବ ଅପେକ୍ଷା ସେପ୍ଟେମ୍ବରରେ କୋଭିଡ୍-୧୯ ଭୂତାଣୁ ଅଧିକ ସକ୍ରିୟ ରହିଛି। ବର୍ତ୍ତମାନ ରାଜ୍ୟରେ ସଂକ୍ରମଣ ୨,୧୯,୧୧୯ରେ ପହଞ୍ଚତ୍ଥିବାବେଳେ ଅଧାରୁ ଅଧିକ କେବଳ ଏହି ମାସରେ ଆକ୍ରାନ୍ତ ହୋଇଛନ୍ତି। ପୂର୍ବରୁ ଜୁନ୍ ଓ ଜୁଲାଇକୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ସମୟ ବୋଲି…
ଗୃହରେ କରୋନା ଝଡ଼
ଭୁବନେଶ୍ୱର,୧ା୧୦(ବ୍ୟୁରୋ):ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ସରକାରଙ୍କୁ ଘେରିଥିଲେ ବିରୋଧୀ। କରୋନା ମହାମାରୀ ପରିଚାଳନାରେ ସମ୍ପୂର୍ଣ୍ଣ ବିଫଳତା ନେଇ ବିରୋଧୀ ଆଣିଥିବା ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରିବା ପରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ ପ୍ରଥମ ଘଣ୍ଟା ପ୍ରଶ୍ନକାଳ ବାତିଲକୁ କଂଗ୍ରେସ…
୩ରୁ ୬ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର,୧ା୧୦(ବ୍ୟୁରୋ):ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଆନ୍ଧ୍ର ଉପକୂଳରେ ଏକ ଘୂର୍ଣ୍ଣି ବଳୟ ସୃଷ୍ଟି ହୋଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଓଡ଼ିଶା ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଅକ୍ଟୋବର ୩ରୁ…
ଜଣେ ଗର୍ଭବତୀ ମହିଳା ପାଇଁ ଏହା ସବୁଠାରୁ ରୋମାଞ୍ଚକ ଖେଳ: କାହିଁକି ଏପରି କହିଲେ ଅନୁଷ୍କା
ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବିଆର)ର ବିଜୟକୁ ନେଇ ବିରାଟ କୋହଲିଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ବହୁତ ଖୁସି ଅଛନ୍ତି। ଏହି ସଫଳତା ଯୋଗୁ ଖୁସିରେ ଅନୁଷ୍ମାଙ୍କ ପାଦ ଆଉ ତଳେ ଲାଗୁ ନାହିଁ। ସେ…
Archives


