Home Left

ହାଥରସ ଗଣ ବଳାତ୍କାର ମାମଲା: ପୀଡ଼ିତା ପରିବାରଙ୍କୁ ଭେଟିବେ ରାହୁଲ-ପ୍ରିୟଙ୍କା

ଲକ୍ଷ୍ନୌ,୧ ।୧୦: ଉତ୍ତର ପ୍ରଦେଶ ହାଥରସରେ ଗଣବଳାତ୍କାରର ଶିକାର ହୋଇଥିବା ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ଏବେ ସାରା ଦେଶରେ ପ୍ରଦର୍ଶନ ଜାରି ରହିଛି । ପୀଡ଼ିତାଙ୍କ ମୃତ୍ୟୁ ପରେ ତାଙ୍କର ମୃତଦେହକୁ ଜବରଦସ୍ତ ସଂସ୍କାର କରାଯାଇଥିବା କୁହାଯାଉଥିବା ବେଳେ ଏବେ…

ମହିଳାଙ୍କୁ ଏସିଡ୍‌ ଫିଙ୍ଗିବା ମାମଲା: ୨ ଗିରଫ

କଟକ ସଦର, ୧ା୧୦ (ଡି.ଏନ୍‌.ଏ.):କଟକ ସଦର ଥାନା ଅଧୀନ ଶ୍ରୀରାମ ଗ୍ରାମର ଜଣେ ମହିଳାଙ୍କ ଉପରକୁ ଏସିଡ୍‌ ଫିଙ୍ଗିବା ମାମଲାରେ ୪୨ମୌଜା ଫାଣ୍ଡି ପୋଲିସ ବୁଧବାର ୨ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଉକ୍ତ ଗ୍ରାମର ସୁକାନ୍ତି…

ତିର୍ତ୍ତୋଲ, ବାଲେଶ୍ୱର ଉପନିର୍ବାଚନ ଲାଗି ଭାଜପାର ଦାୟିତ୍ୱ ବଣ୍ଟନ

ଭୁବନେଶ୍ୱର, ୧ା୧୦(ବ୍ୟୁରୋ):ରାଜ୍ୟରେ ଖାଲି ହୋଇଥିବା ଦୁଇଟି ବିଧାନସଭା ଆସନ ତିର୍ତ୍ତୋଲ ଏବଂ ବାଲେଶ୍ୱର ଆସନରେ ଉପନିର୍ବାଚନ ନେଇ ନିର୍ବାଚନ ତାରିଖ ଘୋଷଣା ସରିଛି। ଆସନ୍ତା ନଭେମ୍ବର ୩ ତାରିଖରେ ନିର୍ବାଚନ ହେବାକୁ ଥିବାବେଳେ ବର୍ତ୍ତମାନଠାରୁ ସବୁ ରାଜନୈତିକ ଦଳଗୁଡ଼ିକ ଜୋରଦାର ପ୍ରସ୍ତୁତି…

ବିହାର ନିର୍ବାଚନ: ପ୍ରଥମ ପର୍ଯ୍ୟାୟ ପ୍ରାର୍ଥିପତ ଦାଖଲ ଆରମ୍ଭ

ପାଟନା,୧ ।୧୦: ବିହାର ବିଧାନସଭା ନିର୍ବାଚନ ପାଇଁ ବାଜି ସାରିଛି ବିଗୁଲ । ଅକ୍ଟୋବର ୨୮ରେ ଏଠାରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯିବ । ଏଥିପାଇଁ ଗୁରୁବାର ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥିପତ୍ର ଦାଖଲ । କରୋନା ସମୟରେ…

ମୁଖ୍ୟମନ୍ତ୍ରୀ ଘରୁ ବାହାରନ୍ତୁ: ସୁର

ଭୁବନେଶ୍ୱର, ୧ା୧୦ (ବ୍ୟୁରୋ):ରାଜ୍ୟରେ କରୋନା ପରିସ୍ଥିତି ମେ’ ପର୍ଯ୍ୟନ୍ତ ଠିକ୍‌ଠାକ୍‌ ଚାଲିଥିଲା। ହେଲେ ରାଜ୍ୟ ସରକାର ପ୍ରବାସୀ ଓଡ଼ିଆଙ୍କୁ ଆଣି ଭୁଲ୍‌ କଲେ। ବିଭିନ୍ନ ଷ୍ଟେଶନରେ ସେମାନେ ଓହ୍ଲାଇବା ଫଳରେ ରାଜ୍ୟ ସାରା ସଂକ୍ରମଣ ବ୍ୟାପିଲା। ଗଞ୍ଜାମ ଓ ଖୋର୍ଦ୍ଧା ଜିଲା…

ଯୁକ୍ତିଯୁକ୍ତ ଉପସଂହାର: ଜଷ୍ଟିସ ଯାଦବ

ନୂଆଦିଲ୍ଲୀ, ୧।୧୦:ବାବ୍ରି ମସ୍‌ଜିଦ୍‌ ଭଙ୍ଗ ମାମଲାର ରାୟ ପ୍ରକାଶ ପାଇବା ପରେ ଚର୍ଚ୍ଚାର ପରିଧିକୁ ଆସିଛନ୍ତି ସ୍ବତନ୍ତ୍ର ସିବିଆଇ ଜଜ୍‌ ସୁରେନ୍ଦ୍ର କୁମାର ଯାଦବ। ଜଷ୍ଟିସ୍‌ ଯାଦବ ୨୦୧୯ରେ ଅବସର ଗ୍ରହଣ କରିବାର ଥିଲା। ହେଲେ ମାମଲାର ଗୁରୁତ୍ୱକୁ ଉପଲବ୍ଧି କରି…

ଓଡ଼ିଶାରେ କୋଭିଡ୍‌ ସ୍ଥିତି ନିୟନ୍ତ୍ରଣରେ ଅଛି

ଭୁବନେଶ୍ୱର, ୧ା୧୦ (ବ୍ୟୁରୋ):ମହାମାରୀ ପରିଚାଳନାରେ ରାଜ୍ୟ ସରକାର ଉତ୍କୃଷ୍ଟ ପଦକ୍ଷେପ ନେଇଥିବାରୁ ଅନ୍ୟରାଜ୍ୟ ତୁଳନାରେ ଓଡ଼ିଶାରେ କୋଭିଡ୍‌ ସ୍ଥିତି ନିୟନ୍ତ୍ରଣରେ ରହିଛି। ବୁଧବାର ବିଧାନସଭାରେ ବିରୋଧୀଙ୍କ କୋଭିଡ୍‌ ସଂକ୍ରାନ୍ତ ମୁଲତବୀ ନୋଟିସ୍‌ ପରେ ବୁଧବାର ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ନିଜ ବିବୃତିରେ…

ଅକ୍ଟୋବର ୧୫ରୁ ଖୋଲିବ ସିନେମା ହଲ୍‌

ନୂଆଦିଲ୍ଲୀ,୧।୧୦: ଅନ୍‌ଲକ୍‌ ୫.୦ ଲାଗି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ଅକ୍ଟୋବର ୧୫ରୁ ସର୍ତ୍ତମୂଳକ ଭାବେ ସିନେମା ହଲ୍‌ ଓ ଥିଏଟର ଖୋଲିବା ଲାଗି ଅନୁମତି ପ୍ରଦାନ କରାଯାଇଛି। ଅଧା ଦର୍ଶକଙ୍କୁ ନେଇ ସିନେମା, ଥିଏଟର ଚଲାଇବାକୁ…

ପ୍ରକାଶ ପାଇଲା ପ୍ରଥମ ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କ

କଟକ ଅଫିସ, ୧ା୧୦:ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷ ପାଇଁ ଯୁକ୍ତ ୩ ନାମଲେଖାର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କ ପ୍ରକାଶ ପାଇଥିବାବେଳେ ଚଳିତବର୍ଷ ଅନ୍‌ଲାଇନ ମାଧ୍ୟମରେ ନାମଲେଖା ପ୍ରକ୍ରିୟା ହେବ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ…

‘ମସ୍‌ଜିଦ୍‌ ଭଙ୍ଗା ମ୍ୟାଜିକ୍‌ ଥିଲା କି’

ହାଇଦ୍ରାବାଦ,୧ା୧୦: ବାବ୍ରି ମସ୍‌ଜିଦ ଧ୍ୱଂସ ମାମଲାରେ ସ୍ବତନ୍ତ୍ର ସିବିଆଇ କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ମସ୍‌ଜିଦ ଭଙ୍ଗା ଘଟଣା ଯୋଜନାବଦ୍ଧ ନ ଥିଲା, ଆକସ୍ମିକ ଥିଲା ବୋଲି କୋର୍ଟ କହିଛନ୍ତି। ଏହାକୁ ନେଇ ହାଇଦ୍ରାବାଦ ଏମ୍‌ପି ତଥା ଏଆଇଏମ୍‌ଆଇଏମ୍‌…

ଏସ୍‌ସିବି ଆଇସୋଲେଶନ ଓ୍ବାର୍ଡ ପାଇଁ ଏସ୍‌ଓପି

କଟକ ଅଫିସ, ୧ା୧୦: ଏସ୍‌ସିବିର କୋଭିଡ ଆଇସୋଲେଶନ ୱାର୍ଡ ଓ ପ୍ରସ୍ତାବିତ କୋଭିଡ ହସ୍ପିଟାଲ ପାଇଁ ନୂଆ ଏସ୍‌ଓପି ଜାରି କରାଯାଇଛି। ତ୍ରୁଟି ବିହୀନ ସେବା ଯୋଗାଇବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି। ନୂଆ ଏସ୍‌ଓପି ଅନୁଯାୟୀ, ପ୍ରତ୍ୟେକ ଫ୍ଲୋର ପାଇଁ…

ନାରୀ ନିର୍ଯାତନାରେ ଓଡ଼ିଶା ଦେଶରେ ପ୍ରଥମ

ଭୁବନେଶ୍ୱର, ୧ା୧୦ (ବ୍ୟୁରୋ):ରାଜ୍ୟ ସରକାର ମହିଳାଙ୍କୁ ସମ୍ମାନ ଦେବା ସହ  ସେମାନଙ୍କ ସୁରକ୍ଷା ଉପରେ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ଏହା ସତ୍ତ୍ୱେ ମହିଳାଙ୍କ ଉପରେ ନିର୍ଯାତନା ବଢ଼ିବାରେ ଲାଗିଛି। ଏକ୍ଷେତ୍ରରେ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନକୁ ଚାଲି ଆସିଥିବା ସଦ୍ୟ ପ୍ରକାଶି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri