ବୁର୍ଜ ଖଲିଫାରେ ଶୁଟିଂ ହେବ ଶାହାରୁଖଙ୍କ ଫିଲ୍ମ

ବଲିଉଡ୍‌ ସୁପରଷ୍ଟାର ଶାହାରୁଖ ଖାନଙ୍କ ଅପ୍‌ କମିଂ ଫିଲ୍ମ ‘ପଠାନ’ର କିଛି ଦୃଶ୍ୟ ବିଶ୍ୱର ଉଚ୍ଚତମ କୋଠା ବୁର୍ଜ ଖଲିଫାରେ ଶୁଟିଂ ହେବ। କିଙ୍ଗ୍‌ ଖାନ ଓ କୋ ଷ୍ଟାର ଜନ ଆବ୍ରାହମଙ୍କ ଷ୍ଟଣ୍ଟ ମ୍ୟାନ  ବୁର୍ଜ  ଖଲିଫାରେ ଆକ୍ସନ ସିନ ଶୁଟ୍‌ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଗତ ସପ୍ତାହରେ କୋକା କୋଲା ଏରିନାରେ କାର ଚେଜର କିଛି ଦୃଶ୍ୟ ଶୁଟ୍‌ ହୋଇଛି। ଏବେ  ବୁର୍ଜ  ଖଲିଫାରେ ପହଞ୍ଚିଛି ଫିଲ୍ମର ପୂରା କାଷ୍ଟ। ଟମ କ୍ରୁଜଙ୍କ ହଲିଉଡ୍‌ ଫିଲ୍ମ ‘ମିସନ ଇମପସିବୁଲ : ଘୋଷ୍ଟ ପ୍ରୋଟାକଲ’ ଭଳି ଦୃଶ୍ୟ ଦେଖିବାକୁ ମିଳିପାରେ ବୋଲି ଆଶା କରାଯାଉଛି। ବଲିଉଡ୍‌ର ଫ୍ରାୟତଃ ଫିଲ୍ମ ବିଶ୍ୱର ଉଚ୍ଚତମ କୋଠା ବାହାରେ ଶୁଟିଂ ହୁଏ।

ଫିଲ୍ମ ‘ପଠାନ’ରେ ଶାହାରୁଖ ଓ ଦୀପିକା ର’ ଏଜେଣ୍ଟ ଭୂମିକାରେ ନଜର ଆସିବେ। ର’ ବିଭାଗର ମୁଖ୍ୟ ଭାବେ ଅଭିନୟ କରୁଛନ୍ତି ଡିମ୍ପଲ କପାଡିଆ। ଉଲ୍ଲେଖଥାଉ କି, ଫିଲ୍ମ ‘ଜିରୋ’ ରିଲିଜ ହେବାର ୩ ବର୍ଷ ପରେ ଶାହାରୁଖଙ୍କୁ ବଡ଼ ସ୍କ୍ରିନରେ ଦେଖିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ସୋନୁ ନିଗମଙ୍କ ଘରୁ ଚୋରି

ବଲିଉଡ୍‌ର ପ୍ରସିଦ୍ଧ ଗାୟକ ସୋନୁ ନିଗମଙ୍କ ଘରୁ ଚୋରି ହୋଇଛି। ତାଙ୍କ ବାପା ଅଗମ କୁମାର ନିଗମ ଏନେଇ ପୋଲିସରେ ଅଭିଯୋଗ କରିଛନ୍ତି। ସୋନୁଙ୍କ ଘରୁ...

ଛୋଟ ପରଦାକୁ ଫେରିଲେ କରଣ, ଏକ୍‌ତାଙ୍କ ସାମ୍ନାରେ ରଖିଥିଲେ ସର୍ତ୍ତ

୬ ବର୍ଷର ଲମ୍ବା ବ୍ୟବଧାନ ପରେ ପୁଣି ଥରେ ଛୋଟ ପରଦାକୁ ଫେରୁଛନ୍ତି ଅଭିନେତା କରଣ ସିଂହ ଗ୍ରୋଭର। ଏକ୍‌ତା କପୁରଙ୍କ ଟିଭି ଶୋ ‘କସୌଟି...

ସୀତା ନବମୀରେ ଶେଷ ହେଉଛି ଉତ୍ତର ରାମାୟଣ: ୧୪ ଦିନରେ ପ୍ରସାରିତ ହୋଇଛି ୪୪ ଏପିସୋଡ୍‌

ନୂଆଦିଲ୍ଲୀ,୨।୫: ଲକ୍‌ଡାଉନ୍‌ରେ ଦୂରଦର୍ଶନ ପକ୍ଷରୁ ରାମାନନ୍ଦ ସାଗରଙ୍କ ଦ୍ୱାରା ନିର୍ମିତ ରାମାୟଣର ପ୍ରସାରଣ ଆରମ୍ଭ ହୋଇଥିଲା। ଏବେ ଉତ୍ତର ରାମାୟଣ ପ୍ରସାରିତ ହେଉଥିବାବେଳେ ଏହାର ଶେଷ...

ସୁନୀଲ ସେଟ୍ଟୀଙ୍କ ବିଲ୍ଡିଂ ସିଲ୍‌

ମୁମ୍ବାଇ,୧୨।୭: ପୁଣି ଥରେ ମୁମ୍ବାଇରେ କରୋନା କାୟା ମେଲାଇଲାଣି। ଗତ କିଛି ଦିନ ପୂର୍ବରୁ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଥିବା ବେଳେ ଗତ ସପ୍ତାହରୁ ପୁଣି...

ବିବାହର ପ୍ରଥମ ରାତିରୁ ସ୍ତ୍ରୀ ଟ୍ବିଙ୍କଲଙ୍କ ବିଷୟରେ ଏହି କଥା ଜାଣିପାରିଥିଲେ ଅକ୍ଷୟ କୁମାର

ମହାମାରୀ କରୋନା ସମୟରେ ବଲିଉଡ୍‌ କଳାକାରଙ୍କ ଫଟୋ, ଭିଡିଓ ଏବଂ କାହାଣୀ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାରି ମଧ୍ୟରେ ଖିଲାଡି ହିରୋ ଅକ୍ଷୟ...

ରିଚାଙ୍କ ହାତରେ ଲାଗିଲା ଅଲିଙ୍କ ନାଁରେ ମେହେନ୍ଦୀ

ମୁମ୍ବାଇ: ଅଭିନେତ୍ରୀ ରିଚା ଚଢା-ଅଲି ଫାଜଲ ଆଉ ଦିନ କେଇଟା ପରେ ବିବାହ ବନ୍ଧନରେ ବାନ୍ଧି ହେବେ। ଏଥିପାଇଁ ବିବାହର ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।...

‘ଜୀବନରେ କେବେ ବି ତାଙ୍କ ମୁହଁ ଦେଖିବାକୁ ଚାହେଁନା’

ବମ୍ବେ: ଜୀବନରେ ଆଉ କେବେ ବି ତେଜସ୍ବୀ ପ୍ରକାଶଙ୍କ ମୁହଁ ଦେଖିବି ନାହିଁ। କିଛି ଏଭଳି କହିଛନ୍ତି ଅଭିନେତ୍ରୀ ସମିତା ସେଟ୍ଟୀ। ନିକଟରେ ଶେଷ ହୋଇଥିବା...

୫ ଥର ପ୍ରେମରେ ହୋଇଥିଲେ ବିଫଳ, ଏବେ ଏହି ବ୍ୟକ୍ତିଙ୍କୁ କରିବେ ବିବାହ

ବମ୍ବେ: ଥରେ କି ଦୁଇଥର ନୁହେଁ ପାଞ୍ଚଥର ପ୍ରେମରେ ବିଫଳ ହେବା ପରେ ନିର୍ବନ୍ଧ କରି ଚର୍ଚ୍ଚାରେ ଅଭିନେତ୍ରୀ ମୃଣାଳ ଦେଶରାଜ। ଲୋକପ୍ରିୟ ଧାରାବାହିକ ‘ଇସ୍କବାଜ୍‌’ରେ...

Advertisement
Archives

Model This Week