ଯେଉଁ ଅଫିସ୍ରେ ସୁଇପର ଥିଲେ ଏହି ମହିଳା, ଏବେ ସମ୍ଭାଳିବେ ସେହି ଅଫିସ୍ର ଚୌକି
ମସ୍କୋ,୧ା୧୦: କରୋନା ସମୟରେ ଆମ ଦେଶର ବିହାର ବିଧାନସଭା ନିର୍ବାଚନକୁ ନେଇ ଜୋର୍ଦାର ଚର୍ଚ୍ଚା ହେଉଛି। ସେହିପରି ରୁଷିଆରେ ମଧ୍ୟ ଏକ ନିର୍ବାଚନ ଅନୁଷ୍ଠିତ ହୋଇଛି, ଯେଉଁଥିରେ ଜଣେ ମହିଳାଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଯାଇଛି। ଯେଉଁ ଅଫିସରେ ମହିଳା ଜଣକ ଗତ…
କୋକିଶିଆଳିକୁ ଅଧା ଗିଳି ବାହାର କଲା ଅଜଗର
ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଗୋଟିଏ ଅଜଗର ଏକ କୋକିଶିଆଳିକୁ ଗିଳୁଥିବା ଭିଡିଓ ଭାଇରାଲ ହୋଇଛି। ମଧ୍ୟପ୍ରଦେଶର ମାଣ୍ଡଲା ଜିଲାର କାହ୍ନା ଜାତୀୟ ଉଦ୍ୟାନ ନିକଟସ୍ଥ ଅଞ୍ଚଳରେ ଏହି ଘଟଣା ଦେଖିବାକୁ ମିଳିଛି। ଭିଡିଓରେ ଦେଖାଯାଇଛି,…
ଆଜିଠୁ ଲାଗୁହେଲା ନୂଆ ମୋଟରଯାନ ଆଇନ, ଜାଣନ୍ତୁ କ’ଣ ରହିଛି ନିୟମ
ଭୁବନେଶ୍ୱର,୧ା୧୦(ବ୍ୟୁରୋ): ନୂଆ ମୋଟରଯାନ ଆଇନ ଅନୁଯାୟୀ ଗୁରୁବାରଠାରୁ ଲାଗୁ ହୋଇଛି ନୂଆ ନିୟମ। ଏଣିକି ଗାଡ଼ି ଚଳାଇବା ସମୟରେ ଡ୍ରାଇଭିଂ ଲାଇସେନ୍ସ କିମ୍ବା ଗାଡ଼ି କାଗଜପତ୍ରର ମୂଳ କପି ରଖିବା ବାଧ୍ୟତାମୂଳକ ନୁହେଁ। ମୂଳ କପି ରଖି ନ ଥିଲେ ମଧ୍ୟ…
ଅକ୍ଟୋବର ୧୫ରୁ ଖୋଲିବ ସ୍କୁଲ
ନୂଆଦିଲ୍ଲୀ,୧ ।୧୦: କରୋନା ମହାମାରୀ ଯୋଗୁ ପ୍ରାୟ ୬ ମାସ ହେବ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ହେଲେ ଜରୁରୀ ପରୀକ୍ଷା ପାଇଁ କିଛି ଶିକ୍ଷାନୁଷ୍ଠାନକୁ ଖୋଲି ଦିଆଯାଇଛି । ଏବେ ଦେଶରେ କରୋନା ମହାମାରୀ ପିକ୍ରେ ଥିବା ବେଳେ…
ସୁପରଷ୍ଟାର ହେବାକୁ ଚାହୁଁଥିଲେ ଏହି ମଡେଲ, ପରେ ତାଙ୍କ ସହ ଘଟିଲା ଏମିତି କିଛି
ପୋଲାଣ୍ଡ,୧ା୧୦: ସାଡୋସ୍କା ରାପର୍ ପୋପେକଙ୍କ ପରି ସୁପରଷ୍ଟାର ହେବାକୁ ଚାହୁଁଥିଲେ ଜଣେ ମଡେଲ। ଏଥିପାଇଁ ସେ ଆଖିରେ ଟାଟୁ କରିବାକୁ ନିଷ୍ପତ୍ତି ନେଇଥିଲେ। ମାତ୍ର ଟାଟୁ ଡିଜାଇନରଙ୍କ ଭୁଲ୍ ଯୋଗୁ ସବୁଦିନ ପାଇଁ ଆଖି ଦୁଇଟିକୁ ସେ ହରାଇବସିଲେ। ଆଇବଲ ଟାଟୁଗୁଡ଼ିକ…
ଥାନାରେ ହାଜର ହେଲେ ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ
ମୁମ୍ବାଇ,୧।୧୦- ମୁମ୍ବାଇ ଭର୍ସୋଭା ପୋଲିସ ନିକଟରେ ଗୁରୁବାର ହାଜର ହୋଇଛନ୍ତି ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ। ଅଭିନେତ୍ରୀ ପାୟଲ ଘୋଷ ଆଣିଥିବା ଯୌନ ଶୋଷଣ ଅଭିଯୋଗରେ କଶ୍ୟପ ହାଜର ହୋଇଥିବା ଜଣାପଡିଛି। ଗୁରୁବାର ସକାଳେ ପୋଲିସ ଷ୍ଟେସନରେ ପହଞ୍ଚିଥିଲେ। ଏହାପରେ ପୋଲିସ…
ହାଥରସ ଗଣବଳାତ୍କାରକୁ ନେଇ ପୋଲିସର ବଡ ବୟାନ
ଲକ୍ଷ୍ନୌ,୧ ।୧୦: ଉତ୍ତର ପ୍ରଦେଶ ହାଥରସ ଗଣବଳାତ୍କାର ମାମଲା ବେଳକୁ ବେଳ ନୂଆ ମୋଡ ନେଇଛି । ପୀଡ଼ିତାଙ୍କ ମୃତ୍ୟୁ ପରେ ଏହାକୁ ନେଇ ରାଜନୀତି ହୋଇଛି ସରଗରମ । ଗୁରୁବାର ପିଡ଼ିତାଙ୍କ ପରିବାରକୁ ଭେଟିବାକୁ ଯାଇ ଗିରଫ ହୋଇଛନ୍ତି କଂଗ୍ରେସ…
ସୁପରହିରୋ ଶକ୍ତିମାନ ଉପରେ ନିର୍ମାଣ ହେବ ଫିଲ୍ମ!
ମୁମ୍ବାଇ: ପିଲାମାନଙ୍କର ଅତିପ୍ରିୟ ଧରାବାହିକ ଶକ୍ତିମାନ ସେତେବେଳେ ତା’ର ଲୋକ ପ୍ରିୟତାକୁ ବଜାୟ ରଖିଥିଲା । କେହି ଏହାକୁ ଭାରତର ପ୍ରଥମ ସୁପରହିରୋ କୁହନ୍ତି ତ କେହି କୁହନ୍ତି ଏହା ସବୁଠାରୁ ଶକ୍ତିଶାଳୀ । ୯୦ ଦଶକରେ ଏହି ଧାରାବାହିକ ବେଶ୍…
ପ୍ରେମକୁ ନେଇ ରେଖା କହିଲେ ଏମିତି, ଭିଡିଓ ଭାଇରାଲ
ମୁମ୍ବାଇ,୧ା୧୦: ବଲିଉଡ୍ ଅଭିନେତ୍ରୀ ରେଖାଙ୍କ ଯାଦୁ ଆଜି ମଧ୍ୟ ପୂର୍ବପରି ରହିଛି। ବଡ଼ ପରଦା ପରେ ରେଖା ଏବେ ଛୋଟ ପରଦାରେ ଲୋକଙ୍କ ହୃଦୟ ଜିତିପାରିଛନ୍ତି। ପ୍ରକୃତ କଥା ହେଲା ଏକ ଟିଭି ସିରିୟଲ ‘ଗୁମ ହୈ କିସି କେ ପ୍ୟାର୍…
ଫିଲ୍ମ ହଲ୍ ଖୋଲିଲେ ପ୍ରଥମେ ରିଲିଜ୍ ହେବ ଅକ୍ଷୟଙ୍କ ‘ବେଲ୍ ବଟମ’
ମୁମ୍ବାଇ: କରୋନା ମହାମାରୀ ଯୋଗୁ ଦୀର୍ଘ ପ୍ରାୟ ୭ ମାସ ହେବ ବନ୍ଦ ରହିଛି ସାରା ଦେଶର ସିନେମା ହଲ୍ । ଏବେ କିନ୍ତୁ ଅନ୍ଲକ୍ ୦.୫ ଆରମ୍ଭ ହୋଇ ଯାଇଥିବା ବେଳେ କେତେକ ରାଜ୍ୟରେ ଫିଲ୍ମ ହଲ୍ ଖୋଲିବାକୁ ସରକାର…
ଅକ୍ଟୋବର ୩ରେ ଅଟଳ ଟନେଲର ଲୋକାର୍ପଣ
ରୋହତଙ୍ଗ, ୧।୧୦: ଅକ୍ଟୋବର ୩ ପୂର୍ବାହ୍ନ ୧୦ଟାରେ ହିମାଚଳପ୍ରଦେଶର ରୋହତଙ୍ଗଠାରେ ଥିବା ଅଟଳ ଟନେଲର ଲୋକାର୍ପଣ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଲୋକାର୍ପିତ କରିବେ। ଏହି ଟନେଲ୍ ଦ୍ୱାରା ମନାଲିଠାରୁ ଲେହ ମଧ୍ୟରେ ୪୬ କିଲୋମିଟର ଦୂରତା କମିଯିବ ବୋଲି…
ମୃତ୍ୟୁ ପୂର୍ବରୁ ୨୫ ଶହ ପିଲାଙ୍କ ବାପା ହେବାକୁ ଲକ୍ଷ୍ୟ ରଖିଛନ୍ତି ଏହି ବ୍ୟକ୍ତି: ଜାଣିଲେ ହେବେ ଆଶ୍ଚର୍ଯ୍ୟ
ପ୍ରତ୍ୟେକ ବ୍ୟକ୍ତିର କିଛି ନା କିଛି ଲକ୍ଷ୍ୟ ରହିଥାଏ। ଯେମିତିକି, କିଏ ନିଜ ସ୍ବାସ୍ଥ୍ୟକୁ ନେଇ ଲକ୍ଷ୍ୟ ରଖିଥାଏ ତ ଆଉ କିଏ କ୍ୟାରିୟରକୁ ନେଇ। ସବୁ ଲୋକଙ୍କର ଭିନ୍ନ ପ୍ରକାରର ଲକ୍ଷ୍ୟ ରହିଥାଏ। ଏହି ଲକ୍ଷ୍ୟ ଦ୍ୱାରା ସେ ନିଜର…
Archives


