Home Left

ପୋଲିସ ଘରୁ ଚୋରି: ସୁନା,ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଜୁନାଗଡ଼,୪।୯(ଡିଏନଏ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ମଥୁରା ଗ୍ରାମର ସନ୍ତୋଷ ପଣ୍ଡାଙ୍କ ଘରୁ ଶନିବାର ବିଳମ୍ବିତ ରାତିରେ ଚୋରି ହୋଇଛି। ତେବେ ସନ୍ତୋଷ ଜିଲାର ଆମପାଣି ଥାନାରେ ପୋଲିସ ହାବିଲଦାର ଭାବେ ଦାୟିତ୍ୱ ତୁଲାଉଥିବାରୁ ପୋଲସ ଘରୁ ଚୋରି ନେଇ ଅଞ୍ଚଳରେ…

ପାଠ ପଢ଼ାଇବେ ୟାମି

କି କଥା, ୟାମି ପାଠ ପଢ଼ାଇବେ ! ତା’ ଅର୍ଥ କ’ଣ ଯେ ସେ ଅଭିନୟ ଛାଡି ଶିକ୍ଷକତା ଲାଇନ୍‌କୁ ଆପଣେଇବାକୁ ଯାଉଛନ୍ତି ? ହେଲେ ଅସଲ କଥା ସେଇଆ ନୁହେଁ। ନିର୍ମିତ ହେବାକୁ ଯାଉଥିବା ଏକ ସସପେନ୍ସ ଥ୍ରୀଲର୍‌ରେ ୟାମି…

ଦାଢିରେ ଉଠାଉଛନ୍ତି ଯୁବତୀ

ସାଧାରଣତଃ ଶିଖ୍‌ମାନଙ୍କ ପାଇଁ ନିଶ ଦାଢି ହେଉଛି ଗର୍ବ ଓ ଗୌରବର ପ୍ରତୀକ।ତେବେ ପାବ, ଲୁଧିଆନାର ରଞ୍ଜିତ ସିଂଙ୍କ ପାଇଁ ତାଙ୍କ ଦାଢି ପାଲଟିଛି ଏକ ସ୍ବତନ୍ତ୍ର ପରିଚୟ। କାରଣ ତାଙ୍କ ଦାଢି ସାଧାରଣ ନୁହେଁ, ବରଂ ଲୁହା ପରି ଶକ୍ତ…

ଘରେ କେଉଁଠି ରଖିବେ ହାତୀ ମୂର୍ତ୍ତି

ବାସ୍ତୁ ହେଉ ଅବା ଜ୍ୟୋତିଷ ଶାସ୍ତ୍ର ସବୁଥିରେ ହାତୀକୁ ବହୁତ ଶୁଭ ମଣାଯାଏ। ଶାସ୍ତ୍ରରେ ଏହାର ସମ୍ବନ୍ଧ ବିଘ୍ନହର୍ତ୍ତା ପ୍ରଭୁ ଶ୍ରୀ ଗଣେଶ ଓ ଧନରଦେବୀ ମା’ ଲକ୍ଷ୍ମୀଙ୍କ ସହ ରହିଛି। ତେଣୁ ହାତୀର ପ୍ରତିମା ଘରେ ରଖିବା ଶୁଭ ବୋଲି…

ଉଦ୍ଭାବନର ଦେଶ ଭାରତ

ଶୂନରୁ ମହାଶୂନ୍ୟ, ଯୋଗରୁ ଯନ୍ତ୍ର, ବେଦରୁ ବିଜ୍ଞାନ ପର୍ଯ୍ୟନ୍ତ ସବୁକିଛିରେ ରହିଛି ଭାରତର ବିଶ୍ୱକୁ ଅବଦାନ। ଅନେକ ଉଦ୍ଭାବନ ଓ ଆବିଷ୍କାରର ଦେଶ ହେଉଛି ଭାରତ। ସେଥିପାଇଁ ତ ସାରା ପୃଥିବୀ ସମ୍ମାନ ଦେଇ ଆସିଛି ଏଇ ମାଟିକୁ… ଶୂନରୁ ମହାଶୂନ୍ୟ,…

କଂଗ୍ରେସ କ୍ଷମତାକୁ ଆସିଲେ ହଟାଇ ଦେବ ସମସ୍ତ କୃଷି ନିୟମ: ରାହୁଲ

ନୂଆଦିଲ୍ଲୀ,୪ ।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀ ନୂଆ କୃଷି ନୀତିକୁ ନେଇ ପୁଣିଥରେ କେନ୍ଦ୍ରର ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି । ରବିବାର ପଞ୍ଜାବର ମୋଗାରେ ଏକ ମେଗା ରାଲିରେ ସମ୍ବୋଧନ ଦେବା ଅବସରରେ ରାହୁଲ କହିଛନ୍ତି ଯଦି ସରକାର…

ଏଲ୍‌ଏସିରେ ଉତ୍ତେଜନା: ଅକ୍ଟୋବର ୧୨ରେ କମାଣ୍ଡରସ୍ତରୀୟ ବୈଠକ

ନୂଆଦିଲ୍ଲୀ, ୪।୧୦: ଭାରତ ଚାଇନା ମଧ୍ୟରେ ଏଲ୍‌ଏସିରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି। ପୂର୍ବ ଲଦାଖରେ ସ୍ଥିତି କ୍ରମଶଃ ଉତ୍ତେଜନାପୂର୍ଣ୍ଣ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଦୁଇପକ୍ଷଙ୍କ ମଧ୍ୟରେ ଅକ୍ଟୋବର ୧୨ରେ କମାଣ୍ଡରସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଇତିମଧ୍ୟରେ ୬…

ଅକ୍ଟୋବର ଶେଷ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ

ନୂଆଦିଲ୍ଲୀ,୪ ।୧୦: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ପୁଣିଥରେ ସ୍କୁଲ ବନ୍ଦର ଅବଧିକୁ ବୃଦ୍ଧି କରାଯାଇଛି । ରବିବାର ଶିକ୍ଷାମନ୍ତ୍ରୀ ମନିଷ ସିସୋଡିଆ କହିଛନ୍ତି ଅକ୍ଟୋବର ଶେଷ ପର୍ଯ୍ୟନ୍ତ ଦିଲ୍ଲୀରେ ସମସ୍ତ ସ୍କୁଲ ବନ୍ଦ ରହିବ । ରାଜଧାନୀ…

ଗାଡ଼ିରେ ବାନ୍ତି ହେଉଥିଲେ…

ବାଇକ୍‌ ଭଳି ଖୋଲା ଗାଡ଼ିକୁ ବାଦ୍‌ ଦେଲେ କାର୍‌, ବସ୍‌ ଆଦିି ଗାଡ଼ିରେ ଯାତ୍ରା କରିବା ସମୟରେ ଅନେକଙ୍କ ଠାରେ ହଠାତ୍‌ ଦେହ ଖରାପ ଲାଗିବା, ମୁଣ୍ଡ ବୁଲାଇବା ଏବଂ ବାନ୍ତି ଭଳି ସମସ୍ୟା ଦେଖା ଦେଇଥାଏ। ଯାହାକୁ ମୋସନ୍‌ ସିକ୍‌ନେସ୍‌…

ଫ୍ୟୁଜନ୍‌ ଫ୍ୟାଶନ

ବିଭିନ୍ନ ଓ୍ବେଷ୍ଟର୍ନ ସହିତ ଇଣ୍ଡିଆନ୍‌ ପୋଷାକର ଫ୍ୟୁଜନ୍‌ ବର୍ତ୍ତମାନ ପାଲଟିଛି ଲାଟେଷ୍ଟ ଟ୍ରେଣ୍ଡ। ଆଉ ଏହି ଫ୍ୟାଶନକୁ ନେଇ ଏକ୍ସପେରିମେଣ୍ଟ କରିବାରେ ସବୁଠୁ ଆଗରେ ଅଛନ୍ତି  ଯୁବପିଢ଼ି… ଦିନକୁ ଦିନ ଫ୍ୟୁଜନ୍‌ ଫ୍ୟାଶନ ଲାଟେଷ୍ଟ ଟ୍ରେଣ୍ଡ ପାଲଟିଛି। ଏହାର ବଢୁଥିବା ଡିମାଣ୍ଡକୁ…

୩ ଘଣ୍ଟା ବର୍ଷାରେ ଜଳାର୍ଣ୍ଣବ ଭୁବନେଶ୍ୱର

ଭୁବନେଶ୍ୱର,୪।୧୦(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେଉଛି। ହେଲେ ଶନିବାର ରାଜଧାନୀ ଭୁବନେଶ୍ୱରରେ ଅପରାହ୍ନ ୧ଟାଠାରୁ ୪ଟା ପର୍ଯ୍ୟନ୍ତ ଘଡ଼ଘଡି ସହ ପ୍ରବଳ ବର୍ଷା ହୋଇଥିଲା। ଏହି ୩ ଘଣ୍ଟାର ବର୍ଷାରେ ଭୁବନେଶ୍ୱରବାସୀ ଅସ୍ତବ୍ୟସ୍ତ…

କୋଟିଏ ଟଙ୍କାର ଡ୍ରଗ୍ସ ଜବତ

ଭୁବନେଶ୍ୱର, ୪।୧୦ (ବ୍ୟୁରୋ)/ ବାଲିଅନ୍ତା (ଡି.ଏନ୍‌.ଏ.): ଓଡ଼ିଶା ଏବେ ଡ୍ରଗ୍ସ କାରବାରର ହବ୍‌ ପାଲଟିଛି। କେତେବେଳେ ରାଜ୍ୟରୁ ବାହାରକୁ ଗଞ୍ଜେଇ ଚୋରା ଚାଲାଣ ହେଉଛି ତ ପୁଣି ଆଉ କେତେବେଳେ ବାହାର ଦେଶରୁ ବ୍ରାଉନସୁଗାର ଓ ଅନ୍ୟ ନିଶାଦ୍ରବ୍ୟ ରାଜ୍ୟକୁ ଆସୁଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri