Home Left

ନେପାଳ ପ୍ରଧାନମନ୍ତ୍ରୀ କରୋନା ପଜିଟିଭ୍‌

କାଠମାଣ୍ଡୁ, ୪।୧୦: ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଓଲିଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏହା ସହିତ ତାଙ୍କ ବ୍ୟକ୍ତିଗତ ପରାମର୍ଶ ଦାତା ଏବଂ ଡାକ୍ତର ମଧ୍ୟ କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ଓଲିଙ୍କ ସରକାରୀ ବାସଭବନକୁ…

ବଲିଉଡ୍‌ରେ ଡେବ୍ୟୁ କରିବେ ସୁସ୍ମିତାଙ୍କ ଝିଅ ରିନି

ମୁମ୍ବାଇ: ଗତବର୍ଷ ଓ ଚଳିତ ବର୍ଷ ବଲିଉଡ୍‌ରେ କେତେଜଣ ଷ୍ଟାର କିଡ୍ସ ଡେବ୍ୟୁ କରିଥିବା ବେଳେ ଏବେ ଏହି କ୍ରମରେ ସାମିଲ ହେବାକୁ ଯାଉଛନ୍ତି ବଲିଉଡ୍ ନାୟିକା ସୁସ୍ମିତା ସେନ୍‌ଙ୍କ ବଡ ଝି ରିନି । ଚଳିତ ବର୍ଷ ସେ ଫିଲ୍ମ…

ଡ୍ରଗ୍ସ ମାମଲାରେ ବଲିଉଡ୍ ସେଲିବ୍ରିଟିଙ୍କୁ ଜେରା କରିଥିବା ଏନ୍‌ସିବି ଉପ ନିର୍ଦ୍ଦେଶକ କରୋନା ପଜିଟିଭ

ମୁମ୍ବାଇ,୪ ।୧୦: ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ(ଏନ୍‌ସିବି)ର ଉପନିର୍ଦ୍ଦେଶକ କେପିଏସ୍ ମାଲହୋତ୍ରା କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡିଛି । ସେ ବଲିଉଡ୍ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ସହ ଜଡିତ ଥିବା ଡ୍ରଗ୍ସ ମାମଲାର ଯାଞ୍ଚ କରୁଥିଲେ…

ନୌସେନା ଗ୍ଲାଇଡର ଦୁର୍ଘଟଣା: ୨ ଅଧିକାରୀ ମୃତ

କୋଚି, ୪।୧୦: କେରଳର କୋଚିଠାରେ ଏକ ନୌସେନା ଗ୍ଲାଇଡର ଦୁର୍ଘଟଣା ଗ୍ରସ୍ତ ହୋଇଛି। ରବିବାର ସକାଳ ୭ଟାରେ ଗ୍ଲାଇଡ ନିୟନ୍ତ୍ରଣ ହରାଇ ସ୍ଥାନୀୟ ଥୋପୁପାଡ଼ି ପୋଲ ନିକଟରେ ଖସି ପଡ଼ିଛି। ଏଥିରେ ଦୁଇ ଅଧିକାରୀଙ୍କ ମୃତ୍ୟୁ ଘଟିଛି। ଅଧିକାରୀ ଦ୍ୱୟଙ୍କୁ ଲ୍ୟୁଟନାଟ୍‌…

୯ ମାସରେ ୭ କୋଟି ୮୯ ଲକ୍ଷରୁ ଅଧିକ ନମୁନା ପରୀକ୍ଷା: ବଢୁଛି କରୋନା ଆକ୍ରାନ୍ତଙ୍କ ସୁସ୍ଥ ହେବା ସଂଖ୍ୟା

ନୂଆଦିଲ୍ଲୀ, ୪।୧୦: ଗଗତ ୯ ମାସ ମଧ୍ୟରେ ଦେଶରେ ୭କୋଟି ୮୯ ଲକ୍ଷ ୯୨ ହଜାର ୫୩୪ ଜଣଙ୍କର ନମୁନା ପରୀକ୍ଷା କରାଯାଇଛି। ଜାନୁୟାରୀ ୧ରୁ ଅକ୍ଟୋବର ୩ ମଧ୍ୟରେ ଏସବୁ ନମୁନା ପରୀକ୍ଷା କରାଯାଇଥିବା ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ…

ବୁଢା ବୟସରେ ୱେଡିଂ ଫଟୋ ଶୁଟ୍ ହେଲା ଭାଇରାଲ

ଥିରୁଭାନନ୍ତପୁରମ,୪ ।୧୦: କୁହାଯାଏ ପ୍ରେମ ସ୍ୱର୍ଗୀୟ । ଏହା କୌଣସି ବୟସ ବା ବାଧା ବନ୍ଧନକୁ ମାନେ ନାହିଁ । ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେରଳରେ । ବିବାହର ୫୮ ବର୍ଷ ପରେ ବୃଦ୍ଧ ଦମ୍ପତି ତାଙ୍କର…

ଭୋର୍‌ ସମୟରେ ମନକୋଟ ସେକ୍ଟରରେ ମୋର୍ଟାର ମାଡ଼ କଲା ପାକିସ୍ତାନ

ଶ୍ରୀନଗର, ୪।୧୦: ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ପାକିସ୍ତାନ ରବିବାର ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଭୋର ୩ଟା ୨୦ରେ ପୁଞ୍ଚ୍‌ ଜିଲାରୀ ମନକୋଟ ସେକ୍ଟରରେ ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟ ଗୁଡ଼ିକରୁ ଭାରତୀୟ ପୋଷ୍ଟକୁ ଲକ୍ଷ୍ୟ କରି ହଠାତ୍‌ ମୋର୍ଟାର ଶେଲିଂ…

ବିଗୁଡୁଛି ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା: ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ!

ୱାଶିଂଟନ,୪ ।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା ଚିନ୍ତାଜନକ ଥିବା ଜଣାପଡିଛି । ହ୍ୱାଇଟ୍ ହାଉସର ଚିଫ୍ ଅଫ୍ ଷ୍ଟାଫ୍ ମାର୍କ ମୋଡେଜ ଶନିବାର କହିଛନ୍ତି ଏବେ ଟ୍ରମ୍ପଙ୍କ ସ୍ୱାସ୍ଥ୍ରବସ୍ଥା ଚିନ୍ତାଜନକ ରହିଛି । ଶୁକ୍ରବାର ତାଙ୍କ ସ୍ୱାସ୍ଥ୍ୟ ଅଧିକ…

ଆଇଏସ୍‌ଆଇ ଏଜେଣ୍ଟ୍‌ ଗିରଫ

କୋଟା, ୪।୧୦: ରାଜସ୍ଥାନର କୋଟା ଜିଲାରେ ଜଣେ ପାକିସ୍ତାନ ଗୁପ୍ତଚରୀ ସଂସ୍ଥା ଆଇଏସ୍‌ଆଇ ଏଜେଣ୍ଟ୍‌ଙ୍କୁ ଗିରଫ କରାଯାଇଛି। ସମ୍ପୃକ୍ତ ଗୁପ୍ତଚରଙ୍କୁ ସ୍ଥାନୀୟ ଭାରତୀୟ ସେନା ଶିବିର ଅଞ୍ଚଳରୁ ଗିରଫ କରାଯାଇଛି। ସେ ସେନାର ଗୁପ୍ତତଥ୍ୟ ପାକିସ୍ତାନ ଗୁପ୍ତଚରୀ ସଂସ୍ଥା ଆଇଏସ୍‌ଆଇ ଯୋଗାଇ…

ଏସ୍‌ଏଫ୍‌ଜେର ନୂଆ ଷଡ଼ଯନ୍ତ୍ର: ଖଲିସ୍ତାନ ପତାକା ଉଡ଼ାଇଲେ ମିଳିବ ୧୦ ହଜାର ଡଲାର ପୁରସ୍କାର

ନୂଆଦିଲ୍ଲୀ, ୪।୧୦: କେନ୍ଦ୍ର ସରକାରଙ୍କ କୃଷି ଆଇନ ନେଇ ଦେଶବ୍ୟାପି ପ୍ରଦର୍ଶନ ଜାରି ରହିଛି। ଏପରିସ୍ଥଳେ ଶିଖ୍‌ ଫର ଜଷ୍ଟିସ୍‌(ଏସ୍‌ଏଫ୍‌ଜେ) ବିଚ୍ଛିନ୍ନତାବାଦୀ ସଂଗଠନ ପକ୍ଷରୁ ନୂଆ ଷଡ଼ଯନ୍ତ୍ର କରାଯାଇଛି। ରବିବାର ପଞ୍ଜାବ-ହରିୟାଣା ସୀମାରେ ଥିବା ଶମ୍ଭୁ ଟୋଲ୍‌ ପ୍ଲାଜାଠାରେ କୃଷକମାନଙ୍କ ପ୍ରଦର୍ଶନ…

ରାମ ବିଳାସ ପାଶୱାନଙ୍କର ହେଲା ହାର୍ଟ ସର୍ଜରୀ

ନୂଆଦିଲ୍ଲୀ/ପାଟନା,୪ ।୧୦: ଗତ କିଛିଦିନ ହେବ ଅସୁସ୍ଥ ଥିବା କେନ୍ଦ୍ରମନ୍ତ୍ରୀ ରାମ ବିଳାସ ପାୱାନଙ୍କର ଶନିବାର ବିଳମ୍ବିତ ରାତ୍ରିରେ ହାର୍ଟ ସର୍ଜରୀ କରାଯାଇଛି । ରାମ ବିଳାସଙ୍କ ପୁଅ ତଥା ଏଲ୍‌ଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିରାଗ ପାଶୱାନ ଟୁଇଟ୍ କରି ଏହି…

ଭାଜପା-ଜେଡିୟୁ ଆସନ ବୁଝାମଣା: ୫୦-୫୦ ଫର୍ମୂଲା ଉପରେ ନୀତିଶ ରାଜି !

ପାଟନା, ୪।୧୦: ବିହାର ବିଧାନ ସଭା ନିର୍ବାଚନ ପାଇଁ ଭାଜପା ଏବଂ ଜେଡିୟୁ ମଧ୍ୟରେ ଆସନ ବୁଝାମଣାରେ ସହମତି ପ୍ରକାଶ ପାଇଥିବା କୁହାଯାଉଛିି। ୫୦-୫୦ ଫର୍ମୂଲା ଉପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜି ଅଛନ୍ତି। ରାଜ୍ୟରେ ମୋଟ ୨୪୩ ବିଧାନସଭା ଆସନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri