Home Left

ମାଓବାଦୀ ଦମନ ପାଇଁ ନୂଆ ରଣନୀତି

ଭୁବନେଶ୍ୱର,୪।୧୦ (ବ୍ୟୁରୋ): ମାଓବାଦୀଙ୍କୁ ନିପାତ କରିବା ପାଇଁ ପ୍ରସ୍ତୁତ ହେଉଛି ନୂଆ ରଣନୀତି। ଏଥିପାଇଁ ଆବଶ୍ୟକ ସମସ୍ତ ସହଯୋଗ କେନ୍ଦ୍ର ସରକାର ଯୋଗାଇ ଦେବେ। ଶନିବାର ଭୁବନେଶ୍ୱରଠାରେ ଓଡ଼ିଶାର ମାଓବାଦୀ ମୁକାବିଲା ରଣନୀତିର ସମୀକ୍ଷା କରିବାବେଳେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ବରିଷ୍ଠ ସୁରକ୍ଷା…

ବିଭ୍ରାନ୍ତିକର ତଥ୍ୟ ପ୍ରକାଶ କରନାହିଁ: ଗଣମାଧ୍ୟମକୁ ବାଚସ୍ପତିଙ୍କ ତାଗିଦ୍‌

ଭୁବନେଶ୍ୱର,୪।୧୦(ବ୍ୟୁରୋ): ବିଧାନସଭାରେ ବିଧାୟକମାନେ ଉଠାଉଥିବା ପ୍ରସଙ୍ଗ ଏବଂ ସେମାନଙ୍କ କଥାକୁ ଗଣମାଧ୍ୟମରେ ବିଭ୍ରାନ୍ତିକର କରି ପ୍ରକାଶ ନ କରିବାକୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି। ବିଧାନସଭା ମୌସୁମୀ ଅଧିବେଶନର ୪ର୍ଥ ଦିବସରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର…

ସିଭିଲ୍‌ ସର୍ଭିସ ପରୀକ୍ଷାର୍ଥୀଙ୍କୁ ସେବା ଯୋଗାଇବ ‘ମୋ ବସ୍‌’

ଭୁବନେଶ୍ୱର, ୪।୧୦(ବ୍ୟୁରୋ): ୟୁପିଏସ୍‌ସି ଦ୍ୱାରା ପରିଚାଳିତ ସିଭିଲ୍‌ ସର୍ଭିସେସ୍‌ ପରୀକ୍ଷାର ପ୍ରିଲିମ ରବିବାର ଅନୁଷ୍ଠିତ ହେବ। ବର୍ତ୍ତମାନ ସୁଦ୍ଧା କରୋନା ମହାମାରୀ ଯୋଗୁ ଯାତାୟାତ ସ୍ଥିତି ସ୍ବାଭାବିକ ହୋଇପାରିନି। ତେଣୁ ଛାତ୍ରୀଛାତ୍ରମାନେ ପରୀକ୍ଷା କେନ୍ଦ୍ରକୁ ସୁବିଧାରେ ଯିବା ପାଇଁ କଟକ ଓ…

ଫାଭିପିରାଭିର୍‌ ପାଇଁ ଏସ୍‌ଓପି

ଭୁବନେଶ୍ୱର,୪।୧୦(ବ୍ୟୁରୋ): ରାଜ୍ୟରେ କୋଭିଡ୍‌ ମହାମାରୀ ରୂପ ଧାରଣ କରିଛି। ଆଂଶିକ ଲକ୍ଷଣ ଥିବା ଅଧିକାଂଶ ସଂକ୍ରମିତଙ୍କୁ ନିଜ ଘରେ ସଙ୍ଗରୋଧରେ ରହିବାକୁ ଅନୁମତି ଦିଆଯାଇଛି। ତେବେ ଏହି ରୋଗୀମାନଙ୍କୁ ରୋଗ ପ୍ରତିରୋଧ ପାଇଁ ଫାଭିପିରାଭିର୍‌ ଟାବ୍‌ଲେଟ ଖାଇବାକୁ ସ୍ବାସ୍ଥ୍ୟ ଓ ପରିବାର…

ବିହାର ବିଧାନସଭା ନିର୍ବାଚନୀ ପ୍ରଚାର: ପାଟନାରେ ବ୍ୟବହୃତ ହେବ ୪୭ ପଡ଼ିଆ, ୧୯ ହଲ୍‌

ପାଟନା, ୪।୧୦: ଆଗକୁ ବିହାରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନୀ ପ୍ରଚାରରେ ରାଜଧାନୀ ପାଟନାରେ ୪୭ ଟି ଖୋଲା ପଡ଼ିଆ ଏବଂ ୧୯ଟି ହଲ୍‌ ବ୍ୟବହାର କରାଯିବ। ଏନେଇ ପାଟନା ଜିଲାପାଳ କୁମାର ରବି ସୂଚନା ଦେଇଛନ୍ତି। ନିର୍ବାଚନୀ ରାଲିରେ…

ବରଗଡ଼ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୭୬୯କୁ ବୃଦ୍ଧି, ଆଜି ୯୪ ଚିହ୍ନଟ

ବରଗଡ଼ ଅଫିସ,୪ା୧୦: ବରଗଡ଼ରେ କରୋନା ସଂକ୍ରମଣ ଅଣାୟତ୍ତ ହୋଇପଡ଼ିଛି। ପ୍ରତିଦିନ ଜିଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ରବିବାର ପୁଣି ୯୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୩୨ ମହିଳା ଏବଂ ୬୨ ପୁରୁଷ ଅଛନ୍ତି। ଏହାକୁ ମିଶାଇ…

ବିଧାନସଭାରେ ହାଥ୍‌ରସ ଝଡ଼

ଭୁବନେଶ୍ୱର,୪।୧୦(ବ୍ୟୁରୋ): ଉତ୍ତରପ୍ରଦେଶ ହାଥ୍‌ରସ ଗଣବଳାତ୍କାର ଓ ହତ୍ୟା ଘଟଣାକୁ ନେଇ ବିଧାନସଭା ହୁଲସ୍ଥୂଲ। ଶନିବାର କଂଗ୍ରେସ ସଭ୍ୟମାନେ ଏହି ପ୍ରସଙ୍ଗକୁ ନେଇ ଗୃହରେ ପ୍ରବଳ ହୋ ହଲ୍ଲା କରିଛନ୍ତି । ଏଥିସହ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମାଡ଼ ମରାଯିବା ଓ…

ମାନିଲେ ମମତା

କୋଲକାତା,୪ ।୧୦: କରୋନା ମହାମାରୀ ଦେଶରେ ଦ୍ରୁତ ଗତିରେ ବଢି ଚାଲିଥିବା ବେଳେ ଏବେ ଏହା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟି ଯାଇଛି । ପଶ୍ଚିମବଙ୍ଗରେ କରୋନା ଭାଇରସର ସଂକ୍ରମଣକୁ ନେଇ ବହୁ ସମୟରେ ପ୍ରଶ୍ନ…

ଲଘୁଚାପ: ୭ ଯାଏ ବର୍ଷା

ଭୁବନେଶ୍ୱର,୪।୧୦(ବ୍ୟୁରୋ):  ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇଛି। ଏଥିସହିତ ଛତିଶଗଡ଼ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଶନିବାର ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା…

ଲକ୍‌ଡାଉନର ସଦୁପଯୋଗ କରି ଚର୍ଚ୍ଚାରେ ସୁଧନ୍ୟା

ଭୁବନେଶ୍ୱର, ୪।୧୦(ବ୍ୟୁରୋ): କରୋନା ପାଇଁ ସାରା ଦେଶରେ ଦୀର୍ଘଦିନ ଧରି ଲକ୍‌ଡାଉନ୍‌ ଜାରି ରହିଥିଲା। ସ୍କୁଲ୍‌, କଲେଜଠାରୁ ଆରମ୍ଭ କରି କଳକାରଖାନା ସବୁକିଛି ବନ୍ଦ ହୋଇଯାଇଥିଲା। ଛାତ୍ରୀଛାତ୍ରମାନେ ପାଠପଢ଼ା ଛାଡ଼ି ଘରେ ରହିବାରୁ ବହୁ ମୂଲ୍ୟବାନ ସମୟ ନଷ୍ଟ ହୋଇଥିଲା। ହେଲେ…

ଆଜିଠୁ ଖୋଲିଲା ନନ୍ଦନକାନନ, କରୋନା କଟକଣା ମାନିବାକୁ ପର୍ଯ୍ୟଟକ ବାଧ୍ୟ

ଭୁବନେଶ୍ୱର,୪ା୧୦(ବ୍ୟୁରୋ): ଦୀର୍ଘ ୬ରୁ ୭ ମାସ ଧରି ବନ୍ଦ ରହିଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ରବିବାର ପର୍ଯ୍ୟଟକଙ୍କ ପାଇଁ ଖୋଲିଛି। ନନ୍ଦନକାନନ ପରିସରରେ କରୋନା କଟକଣା ପାଳନ କରାଯାଇଛି। ବିନା ମାସ୍କରେ ପ୍ରାଣୀ ଉଦ୍ୟାନ ମଧ୍ୟକୁ ପ୍ରବେଶ ନିଷେଧ ବୋଲି ନନ୍ଦନକାନନ…

ଅଯୋଧ୍ୟାରେ ମସଜିଦ୍‌ ନିର୍ମାଣ: ପ୍ରଥମ ଦାନ ଦେଲେ ଜଣେ ହିନ୍ଦୁ

ଲକ୍ଷ୍ନୌ, ୪।୧୦: ଅଯୋଧ୍ୟାରେ ୫ ଏକର ଜମିରେ ମସଜିଦ୍‌ ନିର୍ମାଣ କରାଯିବ। ଏନେଇ ପ୍ରଥମେ ଜଣେ ହିନ୍ଦୁ ଇଣ୍ଡୋ-ଇସଲାମିକ୍‌ କଲଚାରଲ୍‌ ଫାଉଣ୍ଡେଶନକୁ ଦାନ ଦେଇଛନ୍ତି। ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର ଆଇନ ପ୍ରଫେସର ରୋହିତ ଶ୍ରୀବାସ୍ତବ ଏହି ଦାନ ଦେଇଥିବା ଇଣ୍ଡୋ-ଇସଲାମିକ୍‌ କଲଚାରଲ୍‌ ଫାଉଣ୍ଡେଶନର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri