ବିଗ୍‌ ବିଙ୍କ ପୁଅ ହୋଇ ବି କରିଥିଲେ ସଂଘର୍ଷ…

ମୁମ୍ବାଇ,୫।୨: ବଲିଉଡ ଷ୍ଟାର ଅଭିଷେକ ବଚ୍ଚନଙ୍କୁ ଶୁକ୍ରବାର ୪୫ ବର୍ଷ ପୂରଣ ହୋଇଛି। ରେ ପଦାର୍ପଣ କରିଛନ୍ତି। ୧୯୭୬ ଫେବୃୟାରୀ ୫ରେ ସେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ପୁଅ ହେଲେ ମଧ୍ୟ ତାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ସଫଳତା ପାଇଁ ଅନେକ ସଂଘର୍ଷ କରିବାକୁ ପଡ଼ିଥିଲା। ୨୦୦୦ରେ ସେ ଜେପି ଦତ୍ତାଙ୍କ ଫିଲ୍ମ ରିଫ୍ୟୁଜିରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ତେବେ ୨୦୦୪ରେ ଆକ୍ସନ ଫିଲ୍ମ ଧୁମ୍‌ ଏବଂ ରନ୍‌ରେ ତାଙ୍କୁ ବ୍ୟବସାୟିକ ସଫଳତା ମିଳିଥିଲା। ୨୦୧୪ରେ ତାଙ୍କ ଅଭିନୀତ ହାପି ନ୍ୟୁ ଇୟରକୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ। ୨୦୦୭ରେ ଫିଲ୍ମ ଗୁରୁରେ ଅଭିଷେକଙ୍କ ସହିତ ଐଶ୍ଚର୍ଯ୍ୟା ରାୟ ବଚ୍ଚନ ସ୍କ୍ରିନ ଶେୟାର କରିଥିଲେ। ଏହି ଫିଲ୍ମର ଶୁଟିଂ ସେଟରୁ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ଅଭିଷେକ ଐଶ୍ଚର୍ଯ୍ୟାଙ୍କୁ ଏକ ନକଲି ହୀରା ମୁଦି ଦେଇ ପ୍ରପୋଜ କରି କହି ଥିଲେ ‘ମୁଝେ୍‌ସେ ଶାଦି କରୋଗୀ’। ଏହାପରେ ଦୁହିଁଙ୍କ ବିବାହ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏହି ସର୍ତ୍ତରେ ଅମିତାଭ ବଚ୍ଚନଙ୍କୁ ବିବାହ କରିଥିଲେ ଜୟା

ବଲିଉଡ୍‌ର ପ୍ରସିଦ୍ଧ ଅଭିନେତ୍ରୀ ଜୟା ବଚ୍ଚନ ଆଜି ୭୩ ବର୍ଷରେ ପଦାର୍ପଣ କରିଛନ୍ତି। ହିନ୍ଦୀ ସିନେମାର ଜଣେ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ କାର୍ଯ୍ୟ କରିଥିଲେ ଜୟା...

ରାଜ କପୁର, ଦିଲ୍ଲିପ କୁମାରଙ୍କ ପୈତୃକ ଘର କିଣିବେ ପାକିସ୍ତାନ ସରକାର

ଇସଲାମାବାଦ,୨୮ ।୯: ପାକିସ୍ତାନର ଖେବର-ପଖତନୱା ଅଞ୍ଚଳରେ ଐତିହାସିକ ସ୍ମାରକର ସଂରକ୍ଷଣ କରିବାକୁ ଯାଇ ସରକାର ଏବେ ବଲିଉଡ୍‌ର ନାମୀ କଳାକାର ଅଭିନେତା ରାଜ କପୁର ଓ...

କିନ୍ନର ଲୁକ୍‌ରେ ମିଲିନ୍ଦ: ଚମକାଇଲା ‘ପୌରାଶପୁର’ର ଟିଜର୍‌

ବମ୍ବେ: ରିଲିଜ ହୋଇଛି ଏକତା କପୁରଙ୍କ ଓ୍ବେବ୍‌ ସିରିଜ୍‌ ‘ପୌରାଶପୁର’ର ଟିଜର। ଏଥିରେ ମଡେଲ ତଥା ଅଭିନେତା ମିଲିନ୍ଦ ସୋମନ କିନ୍ନର ଭୂମିକାରେ ନଜର ଆସିଛନ୍ତି।...

କରୋନା ଭୟରେ ଟ୍ରେନ୍‌ ସିଟ୍‌ ସଫା କଲେ ରବୀନା

କରୋନାକୁ ନେଇ ସମସ୍ତଙ୍କ ମନରେ ଭୟ। ଏ ନେଇ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଲିଉଡ୍‌ କଳାକାର ପର୍ଯ୍ୟନ୍ତ କେହି ହେଲେ ଘରୁ ବାହାରକୁ ବାହାରୁ...

‘ଛପାକ’ ଫିଲ୍ମ ସହ ଶିରୋଜ କ୍ୟାଫେର କ’ଣ ରହିଛି ସମ୍ପର୍କ

ଲକ୍ଷ୍ନୌ: ଦୀପିକା ପାଦୁକୋନଙ୍କ ଅଭିନୀତ ଓ ମେଘନା ଗୁଲଜାରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଛପାକ’ ବହୁ ବାଦ ବିବାଦ ପରେ ରିଲିଜ୍‌ ହୋଇସାରିଛି। ଏହା ଏସିଡ୍‌ ଆଟାକ୍‌...

ସନ୍ତାନ ସୁଖ ନାହିଁ, ତଥାପି ଖୁସିରେ ବୈବାହିକ ଜୀବନ ବିତାଉଛନ୍ତି ଏସବୁ ଲୋକପ୍ରିୟ ନାୟିକା,କେବେହେଲେ…

ବମ୍ବେ: ବିବାହ ପରେ ସନ୍ତାନ ନହେଲେ ଅନେକ ଘର ଭାଙ୍ଗିଯିବାର ନଜିର ରହିଛି। ହେଲେ ବଲିଉଡ୍‌ରେ କିଛି ଅଭିନେତ୍ରୀ ନିସନ୍ତାନ ଥିବା ସତ୍ତ୍ୱେ ସୁଖୀ ବୈବାହିକ...

ରାହୁଲଙ୍କ ବଧୂ ପାଲଟିଲେ ଦିଶା! ବିବାହ ବେଳର ଫଟୋ ଭାଇରାଲ

ବମ୍ବେ: ଚର୍ଚ୍ଚାରେ ବିଗ୍‌ବସ୍‌ ଫେମ୍‌ ରାହୁଲ ବୈଦ୍ୟ। ପ୍ରେମିକା ଦିଶା ପରମାରଙ୍କ ସହ ତାଙ୍କର କିଛି ଫଟୋ ଏବେ ପ୍ରଶଂସକଙ୍କୁ ଚିନ୍ତାରେ ପକାଇଛି। କାରଣ ଫଟୋରେ...

‘ଇଣ୍ଡିଆନ୍‌ ଆଇଡଲ’ରେ ଅନୁଙ୍କ ସ୍ଥାନ ନେଲେ ହିମେଶ

ବମ୍ବେ: ଖ୍ୟାତନାମା ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକଙ୍କ ସ୍ଥାନ ନେଲେ ହିମେଶ ରେଶମିୟା। ଲୋକପ୍ରିୟ ସିଙ୍ଗିଙ୍ଗ୍‌ ରିଆଲିଟି ଶୋ’ ‘ଇଣ୍ଡିଆନ୍‌ ଆଇଡଲ୍‌’ ଜଜ୍‌(ବିଚାରପତି) ଆସନ ଅନୁ...

Advertisement
Archives

Model This Week