ଓସ୍କାର ଦୌଡ଼ରେ ବିଦ୍ୟା ବାଲନଙ୍କ ଫିଲ୍ମ

ନୂଆଦିଲ୍ଲୀ, ୪ା୨- ବଲିଉଡ୍‌ ଅଭିନେତ୍ରୀ ବିଦ୍ୟା ବାଲନଙ୍କ ଶର୍ଟ ଫିଲ୍ମ ‘ନଟଖଟ’ ଓସ୍କାର ୨୦୨୧ ବେଷ୍ଟ ଶର୍ଟ ଫିଲ୍ମ କ୍ୟାଟେଗୋରୀରେ ସାମିଲ ହୋଇଛି। ଏହି ଶର୍ଟ ଫିଲ୍ମରେ ବିଦ୍ୟା ପ୍ରଡ୍ୟୁସର ଭାବେ ପଦାର୍ପଣ କରିଛନ୍ତି। ନଟଖଟ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ମସାନ ଓ ଜୁବାନ ଭଳି ଫିଲ୍ମର ଡିରେକ୍ଟ କରିଥିବା ଶାନ ଭ୍ୟାସ। ଓସ୍କାର ଦୌଡ଼ରେ ଏହି ଫିଲ୍ମ ସାମିଲ ହୋଇଥିବା ଟୁଇଟର ଯୋଗେ ସୂଚନା ଦେଇଛନ୍ତି ବିଦ୍ୟା।

”ଖୁବ୍‌ ଉତ୍ସାହିତ ଅଛି। ଓସ୍କାର ୨୦୨୧ ବେଷ୍ଟ ଶର୍ଟ ଫିଲ୍ମ ଦୌଡ଼ରେ ସାମିଲ ହୋଇଛି ଆମ ଫିଲ୍ମ ନଟଖଟ। ଅନ୍ତର୍ଜାତୀୟ ପୁରସ୍କାରରେ ଭରି ରହିଥିଲା ୨୦୨୦ ବର୍ଷ“ ବୋଲି ଟୁଇଟ୍‌ କରିଛନ୍ତି ବିଦ୍ୟା।


Enter your email to get our daily news in your inbox.

All Right Reserved By Dharitri.Com

କୋଳକାତା ରାଜା ବଜାରରେ ଦୁଇ ମହଲା ଘରେ ଲାଗିଲା ନିଆଁ

କୋଲକାତା,୧୬।୨: ପଶ୍ଚିମବଙ୍ଗ ନାରକେଲଦାଙ୍ଗ ଅଞ୍ଚଳରେ ଥିବା ରାଜା ବଜାରରେ ଏକ ଦୁଇ ମହଲା ଘରେ ରବିବାର ଅପରାହ୍ନରେ ନିଆଁ ଲାଗିଯାଇଥିବା ଜଣାପଡିଛି। ଖବର ପାଇଁ ୧୨ଟି...

‘କରୋନା ଏକ ଜୀବ, ତା’ର ବି ବଞ୍ଚିବାର ଅଧିକାର ରହିଛି’

ଲକ୍ଷ୍ନୌ,୧୪।୫: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ଏବେ ଚର୍ଚ୍ଚାରେ ଅଛନ୍ତି। କରୋନା ଜୀବାଣୁ ଏକ ଜୀବ, ତାର ମଧ୍ୟ ବଞ୍ଚିବାର ମଧ୍ୟ ଅଧିକାର...

ଆତଙ୍କବାଦୀଙ୍କ ଗୁଳିରେ ଯବାନ ଶହୀଦ

ଶ୍ରୀନଗର,୫।୪: ଆତଙ୍କବାଦୀଙ୍କ ଆକ୍ରମଣରେ ସୋମବାର ଜମ୍ମୁ-କଶ୍ମୀରର ଶ୍ରୀନଗରରେ ଜଣେ ସିଆର୍‌ପିଏଫ୍‌ ଯବାନ ଶହୀଦ ହୋଇଛନ୍ତି। ଅନ୍ୟଜଣେ ଯବାନ ଆହତ ହୋଇଛନ୍ତି। ଆତଙ୍କବାଦୀ ଘଟଣା ସ୍ଥଳରୁ ଫେରାର୍‌...

ପଚରାଉଚରା ପାଇଁ ସମୟ ମାଗିଲେ ସୋନିଆ

ନୂଆଦିଲ୍ଲୀ,୨୨।୬: କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ବୁଧବାର ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି)କୁ ଚିଠି ଲେଖିଛନ୍ତି। ଇଡି ନିକଟରେ ହାଜର ହେବାକୁ କିଛି ସପ୍ତାହ ସମୟ ମାଗିଛନ୍ତି।...

ଦ୍ୱିତୀୟ ଥର ବାପା ହେବା ପରେ ଟ୍ରୋଲ ହେଉଛନ୍ତି କପିଲ: ଲୋକେ କହୁଛନ୍ତି ଏପରି…

କମେଡି କିଙ୍ଗ୍‌ କପିଲ ଶର୍ମା ପୁଣି ଥରେ ବାପା ହୋଇଛନ୍ତି। ସ୍ତ୍ରୀ ଗିନ୍ନୀ ଚତରଥ ଆଜି ଅର୍ଥାତ୍‌ ଫେବୃଆରୀ ୧ରେ ଏକ ପୁତ୍ର ସନ୍ତାନକୁ ଜନ୍ମ...

ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଫଣ୍ଡକୁ ସହଯୋଗର ହାତ ବଢାଇ ନାନା ପାଟେକର ଦେଲେ ଭଲ ଉପଦେଶ

ମୁମ୍ବାଇ,୩୧।୩: କରୋନା ଭାଇରସକୁ ନେଇ ଏବେ ସାରା ବିଶ୍ୱ ଚିନ୍ତାରେ। ଭାରତରେ ବି ବେଳକୁ ବେଳ କରୋନା ସ୍ଥିତି ସାଙ୍ଘାତିକ ହେବାରେ ଲାଗିଛି। ଏକେ କରୋନା...

ସୋନଭଦ୍ରା ପୀଡିତଙ୍କ ପାଇଁ ସାହାଯ୍ୟର ହାତ ବଢାଇଲେ ଯୋଗୀ

ସୋନଭଦ୍ରା,୨୧।୭: ଜମି ବିବାଦକୁ ନେଇ ଉତ୍ତର ପ୍ରଦେଶର ସୋନଭଦ୍ରାରେ ୧୦ ଜଣଙ୍କୁ ଗୁଳିକରି ହତ୍ୟା କରାଯିବା ପରେ ରାଜନୀତି ହୋଇଛି ଉଷ୍ମ। ଏହି ଘଟଣାକୁ ନେଇ...

ଅଭିଯୁକ୍ତଙ୍କୁ ଦିଲ୍ଲୀ ଆଣିବ ଏନ୍‌ଆଇଏ

ନୂଆଦିଲ୍ଲୀ, ୩୦ା୬: ରାଜସ୍ଥାନ ଉଦୟପୁରର ଦରଜି କହ୍ନେୟାଲାଲ ତେଲିଙ୍କ ହତ୍ୟା ଅଭିଯୁକ୍ତ ରିଆଜ୍‌ ଅଖତାରୀ ଏବଂ ଗୋସ୍‌ ମହମ୍ମଦଙ୍କୁ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନ୍‌ଆଇଏ) ଦିଲ୍ଲୀ...

Advertisement
Archives

Model This Week