Home Left

ଷ୍ଟିମ ପାଇପ୍‌ ଫାଟି ଶ୍ରମିକ ଗୁରୁତର ଘଟଣା: ଆଖିବୁଜିଲେ ଶଙ୍କର

ଗଞ୍ଜାମ,୯।୧୦(ଡି.ଏନ୍‌.ଏ.): ଗଞ୍ଜାମ ସହରସ୍ଥିତ ଗ୍ରାସୀମ କମ୍ପାନୀରେ ଗତ ମଙ୍ଗଳବାର ଷ୍ଟିମ୍‌ ପାଇପ୍‌ ଫାଟି ଜଣେ ଇଞ୍ଜିନିୟର ସମେତ ୩ ଜଣ ଗୁରୁତର ହୋଇଥିଲେ। ଏଥିରେ ପୁଇଁତୋଳା ଗ୍ରାମର ଶଙ୍କର ରାଉଳ (୩୨) ଅଧିକ ଗୁରୁତର ହୋଇଥିଲେ l ତାଙ୍କ ଶରୀର ସମ୍ପୂର୍ଣ୍ଣ…

ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୯।୧୦: : ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଶୁକ୍ରବାର ଏହାର ଦ୍ବି-ମାସିକ ମୁଦ୍ରା ନୀତି ସମୀକ୍ଷା ବୈଠକ ପରେ ରେପୋ ରେଟ ଓ ରିଭର୍ସ ରେପୋ ରେଟକୁ ଅପରିବର୍ତ୍ତିତ ରଖିଛି। ଏନେଇ ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି। ଅକ୍ଟୋବର…

ଆମେରିକା ନିର୍ବାଚନ ପୂର୍ବରୁ ନିଜର ଶକ୍ତି ପ୍ରଦର୍ଶନ କରିବେ କିମ୍‌-ଜୋଙ୍ଗ୍‌-ଉନ୍‌, ଟ୍ରମ୍ପଙ୍କ ପାଇଁ ବିପଦ

ପ୍ୟୋଙ୍ଗ୍‌ୟାଙ୍ଗ୍‌,୯ା୧୦: କରୋନା ମହାମାରୀ ସମୟରେ ଉତ୍ତରକୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ ନିଜର ଶକ୍ତି ପ୍ରଦର୍ଶନ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ୧୦ ଅକ୍ଟୋବରରେ ଶାସକ ଦଳର ୭୫ ତମ ପ୍ରତିଷ୍ଠା ଦିବସରେ କିମ୍‌ ଜୋଙ୍ଗ୍‌ ପୁଣି ଥରେ ନିଜର ଶକ୍ତି…

ସୋନୁ ସୁଦଙ୍କ ଉପରେ ସ୍କୁଲ ପ୍ରୋଜେକ୍ଟ ତିଆରିକଲେ ଏହି ଅଭିନେତ୍ରୀଙ୍କ ପୁଅ

ବଲିଉଡ୍‌ ଅଭିନେତା ସୋନୁ ସୁଦ ଏବେ ଲୋକଙ୍କ ପାଇଁ ରିୟଲ ହିରୋ ପାଲଟିଛନ୍ତି। କରୋନା ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ ସମୟରେ ପ୍ରବାସୀ ଶ୍ରମିକଙ୍କୁ ସହାୟତା କରିବା ସେ ଆରମ୍ଭ କରିଥିଲେ। ଆଜି ପର୍ଯ୍ୟନ୍ତ ତାଙ୍କର ଏହି କାମ ଜାରି ରହିଛି।…

ଜନଶୁଣାଣିକୁ ବିରୋଧ: ରାସ୍ତାରୁ ଭାଜପା କର୍ମୀଙ୍କୁ ଉଠାଇନେଲା ପୋଲିସ

ପୁରୀ ଅଫିସ,୯।୧୦: ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ୭୭ ମିଟର ଐତିହ୍ୟ କରିଡର ନିର୍ମାଣ ନିମନ୍ତେ ଜମି ଅଧିଗ୍ରହଣ ପାଇଁ ଶୁକ୍ରବାର ନୀଳାଦ୍ରି ଭକ୍ତ ନିବାସ ପରିସରରେ ଜନଶୁଣାଣି ଚାଲିଛି। ଏହାକୁ ବିରୋଧ କରି ଭାଜପା ପକ୍ଷରୁ ଭକ୍ତ ନିବାସ ସମ୍ମୁଖରେ ଧାରଣା ଦିଆଯିବାକୁ…

ପଞ୍ଜାବ ପାଇଁ ବୋଝ ୧୦.୭୫ କୋଟି ଟଙ୍କାର ଏହି ଷ୍ଟାର୍‌ ଅଲରାଉଣ୍ଡର

ୟୁଏଇରେ ଚାଲିଥିବା ଆଇପିଏଲର ୧୩ତମ ସିଜନରେ ଗୁରୁବାର ପର୍ଯ୍ୟନ୍ତ ୨୨ଟି ମ୍ୟାଚ ଖେଳାଯାଇଛି। ସମସ୍ତ ଦଳ ଅତି କମରେ ୫ଟି ମ୍ୟାଚ ଖେଳିଛନ୍ତି। ଏଥିରେ ମୁମ୍ବାଇ ଇଣ୍ଡିଆନ୍ସ ପଏଣ୍ଟ ଟେବୁଲର ଶୀର୍ଷରେ ଥିବାବେଳେ କିଙ୍ଗସ ଏକାଦଶ ପଞ୍ଜାବ ଦଳ ୬ଟି ମ୍ୟାଚ…

ଲାଲୁଙ୍କୁ ମିଳିଲା ଜାମିନ

ରାଞ୍ଚି,୯।୧୦: ଆଗକୁ ବିହାର ନିର୍ବାଚନ। ଏହାପୂର୍ବରୁ ଆରଜେଡି ପାଇଁ ଏକ ଖୁସି ଖବର ଆସିଛି। ଚାରା ଘୋଟାଲାରେ ଦୋଷୀ ସାବ୍ୟସ୍ତ ହୋଇଥବବା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଚାଇବାସା ଟ୍ରେଜେରି କ୍ରେସ୍‌ରେ ଜାମିନ ମିଳିଛି। ଏବେ କିନ୍ତୁ ଲାଲୁ ଜେଲ୍‌ରୁ…

ରାମ ବାଣ ଭଳି ଏହି ୨ ଗୁଣ: ପାଖରେ ଥିଲେ ଶତ୍ରୁ ବି ହୋଇଯାନ୍ତି ବନ୍ଧୁ

ଜୀବନରେ ଉନ୍ନତି ପାଇଁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ ଅନେକ ଶ୍ଳୋକ ବର୍ଣ୍ଣନା କରିଛନ୍ତି। ଏଥିରେ ଚାଣକ୍ୟ ଜୀବନ, ମୃତ୍ୟୁ , ବନ୍ଧୁ, ଶତ୍ରୁ, ଭଲ ଏବଂ ମନ୍ଦ ସହିତ ଅନେକ ବିଷୟ ସହ ଜଡିତ ସମସ୍ୟାର ସମାଧାନ ବର୍ଣ୍ଣନା…

ଶେଷରେ ମାନିଲେ ନେହା କକ୍କର, କହିଲେ ତୁମେ ମୋର

ବଲିଉଡ୍‌ର ପ୍ରସିଦ୍ଧ ଗାୟିକା ନେହା କକ୍କର ପୁଣି ପ୍ରେମରେ ପଡିଛନ୍ତି। ହିଂମାଶ କୋହଲିଙ୍କଠାରୁ ବ୍ରେକ୍‌ ଅପ୍‌ ହେବାପରେ ନେହା ଏବେ ପିଲାଦିନର ବନ୍ଧୁ ରୋହନପ୍ରୀତ ସିଂଙ୍କ ପ୍ରେମରେ ପଡିଛନ୍ତି। ଏନେଇ ସେ ଇନ୍‌ଷ୍ଟାଗ୍ରାମରେ ଘୋଷଣା କରିଛନ୍ତି। ରୋହନପ୍ରୀତଙ୍କ ସହ ଏକ ଫଟୋ…

ମ୍ୟାଚ୍‌ ଜିତିବା ପରେ ମାଲିକଙ୍କୁ ବଡ ପାଟିରେ ଏମିତି କହିଲେ ଦୀନେଶ କାର୍ତ୍ତିକ

ଆଇପିଏଲ ୨୦୨୦ରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଏକ ନିଶ୍ଚିତ ପରାଜୟ ମ୍ୟାଚ୍‌କୁ ଜିତିଛି କୋଲକାତା ନାଇଟ ରାଇଡର୍ସ। ଏହି ବିଜୟ ପରେ ଦଳର ମନୋବଳ ବୃଦ୍ଧି ପାଇଛି। ଏହି ମ୍ୟାଚରେ କେକେଆରର ଯୁବ ଓପନର୍‌ ରାହୁଲ ତ୍ରିପାଠୀ ବିଜୟର ହିରୋ…

ସମୁଦ୍ର ତଳେ ପୋଷ୍ଟ ଅଫିସ

୧୮୭୪ ମସିହା ଠିକ୍ ଆଜିର ଦିନରେ ୟୁନିଭର୍ସାଲ ପୋଷ୍ଟାଲ ୟୁନିୟନ ପ୍ରତିଷ୍ଠା କରିବାକୁ ୨୨ ଦେଶ ସହମତି ପ୍ରକାଶ କରିଥିଲେ । ଏହାପରେ ୧୯୬୯ରେ ଜାପାନର ଟୋକିଓରେ ଏକ ଆୟୋଜନ କରାଯାଇଥିଲା । ଏଥିରେ ଅକ୍ଟୋବର ୯କୁ ବିଶ୍ୱ ଡାକ ଦିବସ…

ଇସ୍ତଫା ଦେବାକୁ ରାଜି ହେଲେ ରାଷ୍ଟ୍ରପତି

ବିଶକେକ୍‌,୯।୧୦: ପ୍ରବଳ ବିରୋଧ ମଧ୍ୟରେ କିର୍ଗିଜସ୍ଥାନର ରାଷ୍ଟ୍ରପତି ସୁରୋନବେ ଜିନବେକୋଭ ଇସ୍ତଫା ଦେବାକୁ ରାଜି ହୋଇଛନ୍ତି। ତାଙ୍କ କାର୍ଯ୍ୟାଳୟରୁ ଏହି ସୂଚନା ଦିଆଯାଇଛି। ଗତ ରବିବାର କିର୍ଗିଜସ୍ଥାନରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ଫଳାଫଳ ବିରୋଧରେ ବିକ୍ଷୋଭକାରୀମାନେ ସଂସଦ ଭବନରେ ଚଢ଼ାଉ କରିଥିଲେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri