ଥମୁନି କରୋନା ଆକ୍ରାନ୍ତଙ୍କ ସଂଖ୍ୟା,ଦିନକରେ ୭୦ ହଜାରରୁ ଅଧିକ ଚିହ୍ନଟ, ୯୬୪ ମୃତ୍ୟୁ
ନୂଆଦିଲ୍ଲୀ,୨।୧୦: ଦେଶରେ ଲଗାତାର କରୋନା ସଂକ୍ରମଣ ବଢିଚାଲିଛି। ଶୁକ୍ରବାର ପୁଣିଥରେ ଦେଶରେ ସଂକ୍ରମଣ ମାମଲା ପ୍ରାୟ ୭୦ ହଜାରରୁ ଅଧିକ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୭୦ ହଜାର ୪୯୬ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୯୬୪…
ବିସ୍କୁଟ ବିଜ୍ଞାପନ ଉପରେ ଲାଗିଲା ପ୍ରତିବନ୍ଧକ
ଇସଲାମାବାଦ,୯।୧୦: ପାକିସ୍ତାନରେ ଏକ ବିସ୍କୁଟର ବିଜ୍ଞାପନ ଏବେ ବିବାଦ ଘେରରେ ରହିଛି। ଅକ୍ଟୋବର ୪ ତାରିଖରୁ ଟିଭି ଚ୍ୟାନେଲରେ ଏହି ବିଜ୍ଞାପନ ଦେଖାଯାଉଥିଲା । ଏହାକୁ ପାକିସ୍ତାନ ଇଲେକ୍ଟ୍ରୋନିକ ମିଡିଆ ନିୟାମକ ପ୍ରାଧୀକରଣ ଦ୍ୱାରା ନିଷେଧ କରାଯାଇଛି। ବିଜ୍ଞାପନରେ ପାକିସ୍ତାନୀ ଅଭିନେତ୍ରୀ…
ଯୁବକଙ୍କୁ ଅପହରଣ, ହତ୍ୟା ଉଦ୍ୟମ ମାମଲା: ବାଲେଶ୍ୱର ଜେଲରେ ସକିଲ, କଟକରେ ରାଜୁତି
କଟକ ଅଫିସ,୯ା୧୦: କଟକ ମଧୁପାଟଣା ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ଅପହରଣ ଓ ହତ୍ୟା ଉଦ୍ୟମ ଘଟଣାରେ ପୋଲିସ ଗୁରୁବାର ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଜଗତ୍ସିଂହପୁରର ବଣ୍ଟି ଓରଫ ଶିବପ୍ରସାଦ ଖଟୁଆ ଓ…
ଶ୍ରୀମନ୍ଦିର ସୁରକ୍ଷା ବଳୟ ଉନ୍ନତିକରଣ: ଜମି ଅଧିଗ୍ରହଣ ଜନଶୁଣାଣି ଆରମ୍ଭ
ପୁରୀ ଅଫିସ,୯ା୧୦: ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ସୁରକ୍ଷା ବଳୟ ଉନ୍ନତିକରଣ କରାଯିବ। ଏହି ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ ପାଇଁ ଓଡ଼ିଶା ସାମାଜିକ ପ୍ରଭାବ ଆକଳନ ୟୁନିଟ ଏକ ଚିଠା ପ୍ରସ୍ତୁତ କରିଛନ୍ତି। ଏନେଇ ଅତିରିକ୍ତ ଜିଲାପାଳ…
ପାଶ୍ୱାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୋଦି
ନୂଆଦିଲ୍ଲୀ,୯।୧୦: ମୋଦି ସରକାରରେ ମନ୍ତ୍ରୀ ଥିବା ରାମବିଳାଶ ପାଶ୍ୱାନଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ହେଲାଣି ସେ ଅସୁସ୍ଥ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଗୁରୁବାର ସନ୍ଧ୍ୟାରେ ତାଙ୍କ ଦେହାନ୍ତ ହୋଇଛି।…
ନୂଆ ରୂପରେ କଳିଙ୍ଗ ଷ୍ଟୁଡିଓ
ଭୁବନେଶ୍ୱର,୯।୧୦(ବ୍ୟୁରୋ)- ୧୯୯୯ ମହାବାତ୍ୟା ଠାରୁ ସ୍ଥାଣୁ ପାଲଟିଯାଇଥିବା ଓଡ଼ିଶାର ଏକମାତ୍ର ଫିଲ୍ମ ଶୁଟିଂ ଷ୍ଟୁଡିଓ ‘କଳିଙ୍ଗ ଷ୍ଟୁଡିଓ’ ଚଳଚଞ୍ଚଳ ହୋଇଉଠିଛି। ଧାରାବାହିକ ଓ ବିଭିନ୍ନ କାର୍ଯ୍ୟକ୍ରମର ଶୁଟିଂ ସହ ଆଗାମୀଦିନରେ ଫିଲ୍ମ ଶୁଟିଂ ପାଇଁ ନିଜକୁ ପ୍ରସ୍ତୁତ କରିଛି ଷ୍ଟୁଡିଓ। ଅଚଳ…
୬ ମାସର ଗର୍ଭବତୀ ଥିବାବେଳେ ସ୍ତ୍ରୀଙ୍କୁ ଛାଡିପଳାଇଥିଲେ ଏହି ପ୍ରସିଦ୍ଧ ଗାୟକ
ବଲିଉଡ୍ର ପ୍ରସିଦ୍ଧ ଗାୟକ କୁମାର ସାନୁଙ୍କ ପୁଅ ଜାନ କୁମାର ଏବେ ବିଗ୍ ବସ୍ ଘରେ ଅଛନ୍ତି। ସେ ଘରର ସମସ୍ତ କାର୍ଯ୍ୟ ସଠିକ୍ ଭାବେ କରୁଛନ୍ତି। ନିକଟରେ ସେ ଏକ୍ସଟ୍ରା ମସାଲା କାର୍ଯ୍ୟକ୍ରମରେ ଘରର କିଛି ସଦସ୍ୟଙ୍କ ଆଗରେ ନିଜ…
ଅଧାରେ ଅଟକିଛି ମଣିଭଦ୍ରା ପତୁରିଆ ନଦୀବନ୍ଧ
ନୟାଗଡ଼ ଅଫିସ,୯।୧୦: ଜମି ଅଧିଗ୍ରହଣ ସମସ୍ୟା ଯୋଗୁ ନୟାଗଡ଼ ଜିଲା ଗଣିଆର ମଣିଭଦ୍ରା ପତୁରିଆ ନଦୀବନ୍ଧ ଅଧାରେ ଅଟକିଛି। ବନ୍ୟା ସମସ୍ୟାରୁ ମୁକୁଳିବା ପାଇଁ ଅଞ୍ଚଳବାସୀଙ୍କ ବାରମ୍ବାର ଦାବି ପରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ସ୍ଥିର ହୋଇଥିଲା। ହେଲେ ୨୦୧୩ରୁ…
ବରୁଣାଡ଼ିହା ପାନୀୟ ଜଳ ପ୍ରକଳ୍ପ ମାମଲା: ପୁନର୍ବାର କାର୍ଯ୍ୟ ଆରମ୍ଭକୁ ବିରୋଧ
କେନ୍ଦ୍ରାପଡ଼ା ଅଫିସ,୯।୧୦: କେନ୍ଦ୍ରାପଡ଼ା ଜିଲାର ଆଳି ଓ ରାଜକନିକା ବ୍ଲକ ସୀମା ବରୁଣାଡିଆଠାରେ ଖରସ୍ରୋତା ନଦୀରେ ବର୍ଷେ ଧରି ପଡିରହିଥିବା ପାନୀୟ ଜଳ ପ୍ରକଳ୍ପ ଆରମ୍ଭ ହେବା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଠିକା ସଂସ୍ଥା ପୋଲିସ ସାହାଯ୍ୟରେ…
ଫିଲ୍ମ ଇଣ୍ଡଷ୍ଟ୍ରିକୁ ବାଏ ବାଏ କହିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ, ଜାଣନ୍ତୁ କାହିଁକି
ଅଭିନେତ୍ରୀ ସନା ଖାନ ଗ୍ଲାମର ଇଣ୍ଡଷ୍ଟ୍ରି ଛାଡିବାକୁଘୋଷଣା କରିଛନ୍ତି। ସୋସିଆଲ ମିଡିଆରେ ଏକ ଲମ୍ବା ପୋଷ୍ଟ ଲେଖି ସେ ଏହି ସୂଚନା ଦେଇଛନ୍ତି। ସନା କହିଛନ୍ତି ଯେ ବର୍ତ୍ତମାନ ସେ ଫିଲ୍ମ ଇଣ୍ଡଷ୍ଟ୍ରୀ ଦୁନିଆରୁ ଦୂରରେ ରହିବେ। ମୁଁ ଏବେ ଜୀବନର…
ଦିବ୍ୟାଙ୍ଗ, ବୟସ୍କ, କରୋନା ଆକ୍ରାନ୍ତଙ୍କ ଭୋଟିଂକୁ ନେଇ ସମୀକ୍ଷା
ଭୁବନେଶ୍ୱର,୯।୧୦(ବ୍ୟୁରୋ): ବାଲେଶ୍ବର ସଦର ଏବଂ ତିର୍ତ୍ତୋଲ ବିଧାନସଭା ନିର୍ବାଚନମଣ୍ଡଳୀରେ ହେବାକୁ ଥିବା ଉପନିର୍ବାଚନରେ ୮୦ରୁ ଅଧିକ ବୟସ୍କ, ଦିବ୍ୟାଙ୍ଗ ଏବଂ କରୋନାରେ ଆକ୍ରାନ୍ତ କିପରି ଭୋଟ ଦେବେ ସେନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି। ଏହି ଭୋଟରମାନେ ପୋଷ୍ଟାଲ ବାଲାଟ୍ ମାଧ୍ୟମରେ ସୁରୁଖୁରୁରେ…
ଇଶାନ କୁମାର ପାତ୍ର ଆଇଏଏନ୍ଏସ୍ ସଭାପତି
କଟକ ଅଫିସ,୯।୧୦: ରେଭେନ୍ଶା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଇଶାନ କୁମାର ପାତ୍ର ଇଣ୍ଡିଆନ ଏକାଡେମୀ ଅଫ୍ ନ୍ୟୁରୋ ସାଇନ୍ସ (ଆଇଏଏନ୍ଏସ୍)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ୨୦୨୧ରୁ ୨୦୨୩ ମସିହା ପର୍ଯ୍ୟନ୍ତ ସେ ଏହି ସଭାପତି ପଦରେ ରହିବେ। ୪୦ ବର୍ଷର…
Archives


