ବ୍ୟାଙ୍କ ଲୁଟିବାକୁ ଆସିଥିଲେ ଏହି ଲୁଟେରା, ଏମିତି ପଡ଼ିଲେ ଧରା
ଜୟପୁର,୯ା୧୦: ରାଜସ୍ଥାନର ସିକରରେ ଥିବା ବ୍ୟାଙ୍କ ଲୁଟିବା ପାଇଁ ଜଣେ ଦୁର୍ବୃତ୍ତ ଆସିଥିବା ବେଳେ ପୋଲିସ ହାତରେ ଧରା ପଡ଼ିଛନ୍ତି। ଫଳରେ ଡକାୟତି ଉଦ୍ୟମ ପଣ୍ଡ ହୋଇଛି। ସିକର ଉଦ୍ୟୋଗ ନଗର ଥାନା ଅନ୍ତର୍ଗତ କାନାଡା ବ୍ୟାଙ୍କକୁ ଜଣେ ଅପରାଧୀ ଲୁଟିବା…
ସାଇକେଲରେ ଆସି ପ୍ରାର୍ଥିପତ୍ର ଦାଖଲ କଲେ ଦର୍ଜି, କହିଲେ ବିଧାୟକ ହେଲେ ପ୍ରଥମେ ନିଜର ବିକାଶ କରିବି
ଶେଖପୁରା,୯ ।୧୦: ବିଧାୟକ ହେଲେ ପ୍ରଥମେ ଜନତାଙ୍କ ପାଇଁ କାମ କରିବି । ଏଭଳି କଥା ପ୍ରାୟ ସବୁ ରାଜନେତା ନିର୍ବାଚନ ପୂର୍ବରୁ କହିଥିବା ସମସ୍ତେ ଜାଣନ୍ତି । ହେଲେ ଶେଖପୁରାର ବରବିଘା ବିଧାନସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଥିବା ଜଣେ…
କ୍ୟାନ୍ସର ଠାରୁ ଦୂରେଇ ରଖିବ ବ୍ରୋକୋଲି
ବ୍ରୋକୋଲିକୁ ପରିବା ଭାବରେ ବ୍ୟବହାର କରାଯାଏ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଓ ପଲିଫେନଲ ଥିବାରୁ ଏହା କ୍ୟାନସର ବିରୋଧୀ ଅଟେ। ଏହାବ୍ୟତିତ ଏଥିରେ ଜଣେ ବୟସ୍କ ଲୋକଙ୍କ ଆବଶ୍ୟକତା ଅନୁସାରେ ଅନ୍ୟ ପୁଷ୍ଟିକାରକ ଦ୍ରବ୍ୟ ମଧ୍ୟ ମହଜୁଦ ରହିଛି। ବ୍ରୋକୋଲିରେ ଡ୍ରାଇଲଣ୍ଡ୍ରୋଲିଲ ମିଥେନ୍…
ମେଡ ଇନ୍ ଇଣ୍ଡିଆର ଦମ୍ : ଆଣ୍ଟି ବିକିରଣ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
ନୂଆଦିଲ୍ଲୀ, ୯ ।୧୦: ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ ବା ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେଶନ(ଡିଆର୍ଡିଓ) ପୁଣିଥରେ ଇତିହାସ ରଚିଛି । ଭାରତ ଶୁକ୍ରବାର ଆଣ୍ଟି ରେଡିଏଶନ ମିଶାଇଲ ‘ରୁଦ୍ରମ’ର ସଫଳ ପରୀକ୍ଷଣ କରିଛି । ଏହି କ୍ଷେପଣାସ୍ତ୍ରକୁ…
ବରଗଡ଼ରେ କମୁନି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୮୬ ପଜିଟିଭ୍ ଚିହ୍ନଟ
ବରଗଡ଼ ଅଫିସ,୯ା୧୦: ବରଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାର ନାଁ ନେଉନି। ଶୁକ୍ରବାର ଜିଲାରେ ପୁଣି ୮୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସୋହେଲା ବ୍ଲକର ସର୍ବାଧିକ ୧୪ଜଣ ରହିଥିବା ବେଳେ ଭେଡେନ ବ୍ଲକର ୧୨,…
ଦୁର୍ନୀତି ବିରୋଧରେ ଭାଜପାର ବିକ୍ଷୋଭ
ବନ୍ତ,୯।୧୦(ସ୍ବ.ପ୍ର.): ଭଦ୍ରକ ଜିଲା ବନ୍ତ ବ୍ଲକ ଭାଜପା ପକ୍ଷରୁ ବିଭିନ୍ନ ଦୁର୍ନୀତି ବିରୋଧରେ ଶୁକ୍ରବାର ବିକ୍ଷୋଭ ଓ ପ୍ରତିବାଦ ସଭା କରାଯାଇଛି। ଭାଜପା ନେତା ବଦ୍ରି ନାରାୟଣ ଧଳ ଓ ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଜଳସେଚନ…
ପାଶୱାନଙ୍କ କାର୍ଯ୍ୟ ସମ୍ଭାଳିବେ ଗୋୟଲ
ନୂଆଦିଲ୍ଲୀ,୯ ।୧୦: ଗୁରୁବାର ବିଳମ୍ବିତ ସନ୍ଧ୍ୟାରେ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶୱାନଙ୍କ ମୃତ୍ୟୁ ହୋଇଯାଇଛି । ତେବେ ସେ ଯେଉଁ ଦାୟିତ୍ୱରେ ଥିଲେ ଏବେ ସେହି ଦାୟିତ୍ୱ ସମ୍ଭାଳିବେ ପିୟୁଷ ଗୋୟଲ । ଗୋୟଲଙ୍କୁ ଏବେ ଅତିରିକ୍ତ ଭାବେ ଉପଭୋକ୍ତା ବ୍ୟାପାର, ଖାଦ୍ୟ…
ଭିପି ସିଂଙ୍କଠାରୁ ମୋଦିଙ୍କ ପର୍ଯ୍ୟନ୍ତ ୬ ଜଣ ପ୍ରଧାନମନ୍ତ୍ରୀଙ୍କ ସହ କାମ କରିଛନ୍ତି ପାଶୱାନ
ନୂଆଦିଲ୍ଲୀ,୯ ।୧୦: ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଗୁରୁବାର ବିଳମ୍ବିତ ସନ୍ଧ୍ୟାରେ ଦଳିତ ନେତା ରାମବିଳାସ ପାଶୱାନଙ୍କ ଦେହାନ୍ତ ହେବା ତାଙ୍କ ଦଳ ପାଇଁ ଏକ ବଡ ଝଟକା । ତେବେ ବିହାରରେ ପାଶୱାନ ଏକ ମାତ୍ର ନେତା…
ପ୍ରେମ ନିବେଦନ ପାଇଁ ୯ ଲକ୍ଷ ଟଙ୍କା ଖର୍ଚ୍ଚକଲେ ଏହି ବ୍ୟକ୍ତି: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ପ୍ରେମିକାକୁ ଗୋଲାପ ଫୁଲ ଦେଇ ଅଧିକାଂଶ ଲୋକ ପ୍ରେମ ନିବେଦନ କରିଥାନ୍ତି। ଆଉ କେତେକ ଲୋକ ଏହାଠାରୁ କିଛି ଭିନ୍ନ କରିବାକୁ ଚାହିଁଥାନ୍ତି। ସେମିତି ଜଣେ ବ୍ୟକ୍ତି ହେଲେ ଲଣ୍ଡନର ଜୋସ।ଜୋସ୍ ସାରା ନାମକ ଝିଅକୁ ପ୍ରେମ ନିବେଦନ କରିବା ନିମନ୍ତେ…
ବର୍ଷକୁ ୨୦ କୋଟି ଟଙ୍କାର ମଦ ପିଅନ୍ତି ଏହି ଦେଶର ଶାସକ
ପ୍ୟୋଙ୍ଗୟାଙ୍ଗ,୯ା୧୦: ବିଶ୍ୱରେ ଏମିତି କେହି ନାହିଁ, ଯିଏ କି ଉତ୍ତରକୋରିଆର ଶାସକ କିମ୍-ଜୋଙ୍ଗ୍-ଉନ୍ଙ୍କୁ ନ ଜାଣିଛି। କିମ୍ ନିଜର ଏକଛତ୍ରବାଦ ଶାସନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏମିତିରେ ଉତ୍ତରକୋରିଆକୁ ‘ଗୁପ୍ତ ଦେଶ’ ବୋଲି କୁହାଯାଏ। କାରଣ ଏଠାକାର କଥା ବାହାର…
ଖିଲାଡି ହିରୋଙ୍କ ‘ଲକ୍ଷ୍ମୀ ବମ୍’ର ଟ୍ରେଲର ରିଲିଜ୍
ବଲିଉଡ୍ ଖିଲାଡି ଅକ୍ଷୟ କୁମାରଙ୍କ ଫିଲ୍ମ ‘ଲକ୍ଷ୍ମୀ ବମ୍’କୁ ଦେଖିବା ପାଇଁ ପ୍ରଶଂସକ ଚାହିଁ ବସିଛନ୍ତି। କାରଣ ଫିଲ୍ମରେ ଅକ୍ଷୟ ଏକ ଭିନ୍ନ ଶୈଳୀରେ ଜନର ଆସିବାକୁ ଥିବାରୁ ସେମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଅନ୍ୟପଟେ ଫିଲ୍ମର ଟ୍ରେଲର ରିଲିଜ୍…
ଲିବ୍ୟାରେ ଅପହରଣର ଶିକାର ହେଲେ ୭ ଭାରତୀୟ
ନୂଆଦିଲ୍ଲୀ,୯।୧୦: ୭ ଭାରତୀୟଙ୍କୁ ଲିବ୍ୟାରୁ କିଛି ଦୁର୍ବୃତ୍ତ ଅପହରଣ କରି ନେଇଛନ୍ତି। ଏନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଅପହୃତଙ୍କୁ ମୁକୁଳାଇବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି। ଅପହରଣର ଶିକାର ହୋଇଥିବା ୭ ଭାରତୀୟ ବିହାର,…
Archives


