Home Left

ରାଜ୍ୟରେ ଧାର୍ମିକସ୍ଥଳ ଖୋଲିବା ପ୍ରସଙ୍ଗ: ଶ୍ରୀମନ୍ଦିରକୁ ଅନ୍ୟ ସହ ତୁଳନା କରା ନ ଯାଉ

ପୁରୀ ଅଫିସ,୯।୧୦: କରୋନା ପାଇଁ ବନ୍ଦ ଥିବା ରାଜ୍ୟର ଧାର୍ମିିକସ୍ଥଳ ଖୁବଶୀଘ୍ର ଖୋଲିପାରେ। ଏଥିଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ସଙ୍କେତ ମିଳିଛି। ଜିଲାର ସ୍ଥିତି ଦେଖି କୋଭିଡ୍‌ ନିୟମ ମାନି ଖୋଲିବାକୁ ପରାମର୍ଶ ଦିଆଯାଇଛି। ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା କରି…

ଅନ୍‌ଲାଇନ୍‌ ପାଠପଢ଼ା ରିପୋର୍ଟ ଶିକ୍ଷକ ଦେବେ

ଭୁବନେଶ୍ୱର,୯।୧୦(ବ୍ୟୁରୋ): ଗତ ୬ମାସ ମଧ୍ୟରେ ହାଇସ୍କୁଲ୍‌ ଶିକ୍ଷୟିତ୍ରୀ, ଶିକ୍ଷକମାନେ ଅନ୍‌ଲାଇନରେ କିଭଳି ଓ କେତେ ପାଠ ପଢାଇଛନ୍ତି ତାହାର ରିପୋର୍ଟ ମାଗିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ। ଏନେଇ ସମସ୍ତ ଜିଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କୁ ଚିଠି…

୧ ନିୟୁତ ଟନ୍‌ ପାଉଁଶ ପରିବହନ କରିବ ପୂର୍ବତଟ ରେଳପଥ

ଭୁବନେଶ୍ୱର,୯।୧୦ (ବ୍ୟୁରୋ): ୨୦୨୦-୨୧ରେ ପଣ୍ୟ ପରିବହନରେ ନିଜର ଅଂଶ ବୃଦ୍ଧି କରିବାକୁ ପୂର୍ବତଟ ରେଳପଥ ଲକ୍ଷ୍ୟ ରଖିଛି। ସଡ଼କ ମାର୍ଗରେ ପରିବହନ ହେଉଥିବା ପଣ୍ୟକୁ ରେଳପଥ ପ୍ରତି କିପରି ଆକୃଷ୍ଟ କରାଯାଇପାରିବ ସେଥିପ୍ରତି ପୂର୍ବତଟ ରେଳପଥ ଗୁରୁତ୍ୱାରୋପ କରୁଛି। ମହାପ୍ରବନ୍ଧକ ବିଦ୍ୟା…

ମା’ ବିରଜାଙ୍କ ରଥଯାତ୍ରାକୁ ଅନୁମତି: ଜିଲାପାଳଙ୍କୁ ଦାୟିତ୍ୱ ଦେଲେ ହାଇକୋର୍ଟ

କଟକ ଅଫିସ/ଯାଜପୁର ଟାଉନ,୯।୧୦: ଯାଜପୁରର ପ୍ରସିଦ୍ଧ ବିରଜା ମନ୍ଦିରର ରଥଯାତ୍ରାକୁ ଅନୁମତି ପ୍ରଦାନ କରିବା ସହ ଏହାର ଆୟୋଜନ ଦାୟିତ୍ୱ ଯାଜପୁର ଜିଲାପାଳଙ୍କ ଉପରେ ହାଇକୋର୍ଟ ନ୍ୟସ୍ତ କରିଛନ୍ତି। କୋଭିଡ୍‌ କଟକଣା ଭିତରେ ସମସ୍ତ କାର୍ଯ୍ୟ କରିବାକୁ ହାଇକୋର୍ଟ ମୁଖ୍ୟ ବିଚାରପତି…

ଶହୀଦ କୋଭିଡ୍‌ ଯୋଦ୍ଧାଙ୍କ ପରିବାରକୁ ସହାୟତା ପ୍ରସଙ୍ଗ: କେନ୍ଦ୍ର ନ ଦେଲେ ରାଜ୍ୟ ଦେବ ୫୦ଲକ୍ଷ

ଭୁବନେଶ୍ୱର,୯।୧୦(ବ୍ୟୁରୋ): ଶହୀଦ ହୋଇଥିବା କୋଭିଡ୍‌ ଯୋଦ୍ଧାଙ୍କ ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିବା ଆର୍ଥିକ ସହାୟତା ନ ଦେଲେ ନିଜେ ପ୍ରଦାନ କରିବେ ରାଜ୍ୟ ସରକାର। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ବୀମା ଯୋଜନାରେ ଶହୀଦଙ୍କ ପରିବାରକୁ ୫୦ଲକ୍ଷ ଟଙ୍କାର ବୀମା ରାଶି…

କଳିଙ୍ଗନଗର ଶିଳ୍ପାଞ୍ଚଳ: ଲାଭ ପଛରେ ଶିଳ୍ପସଂସ୍ଥା, ସ୍ଥାନୀୟ ନିଯୁକ୍ତି ଗୌଣ

ଯାଜପୁର ଅଫିସ,୯।୧୦: ସ୍ଥାନୀୟ ନିଯୁକ୍ତି ଆଶାରେ ଯାଜପୁର ଜିଲାର କଳିଙ୍ଗନଗରବାସୀ ବିଭିନ୍ନ ଶିଳ୍ପାନୁଷ୍ଠାନକୁ ସ୍ବାଗତ କରିଥିଲେ। ଏପରି କି ଶିଳ୍ପାୟନ ଦ୍ୱାରା ପରିବେଶ ପ୍ରଦୂଷଣ ସମେତ ଅନ୍ୟାନ୍ୟ ସମସ୍ୟାକୁ ମଧ୍ୟ ସହିଗଲେ। ଅନ୍ୟପକ୍ଷରେ ଶିଳ୍ପସଂସ୍ଥାଗୁଡ଼ିକ ବିକାଶର ସ୍ବପ୍ନ ଦେଖାଇ ଖଣି, ପାଣି,…

୬୭ ବର୍ଷୀୟ ଭଜନ ସମ୍ରାଟ ଅନୁପ ଜଲୋଟାଙ୍କ ବିବାହ ଫଟୋ ଭାଇରାଲ

ଭଜନ ସମ୍ରାଟ ଅନୁପ ଜଲୋଟା ଏବଂ ମଡେଲ-ଅଭିନେତ୍ରୀ ଜସଲିନ ମଥାରୁଙ୍କ କିଛି ଫଟୋସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋ ଗୁଡ଼ିକରେ ୬୭ ବର୍ଷୀୟ ଅନୁପ ଶେରୱାନୀ ପରିଧାନ କରିଥିବାବେଳେ ଜସଲିନ ମଥାରୁ ଲେହେଙ୍ଗା ପରିଧାନ କରି କନ୍ୟା ବେଶ…

ଅଭିବ୍ୟକ୍ତି ସ୍ବାଧୀନତାର ଅପବ୍ୟବହାର କରାଯାଉଛି

ନୂଆଦିଲ୍ଲୀ,୯।୧୦(ପି.ଟି./ଆଇଏଏନ୍‌ଏସ୍‌):ବାକ୍‌ ଓ ଅଭିବ୍ୟକ୍ତି ସ୍ବାଧୀନତାର ଅପବ୍ୟବହାରକୁ ନେଇ ଗୁରୁବାର ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବର୍ତ୍ତମାନ ସମୟରେ ଏହି ଅଧିକାରର ସବୁଠୁ ବେଶି ଅପବ୍ୟବହାର କରାଯାଉଥିବା କହିଛନ୍ତି। ଏହାସହ ଗତ ମାର୍ଚ୍ଚରେ ଆୟୋଜିତ ତବଲିଘି ଜମାତ୍‌ କାର୍ଯ୍ୟକ୍ରମର ମିଡିଆ କଭରେଜ ସମ୍ପର୍କରେ…

ପୋଲିସ-ଭାଜପା କର୍ମୀ ଖଣ୍ଡଯୁଦ୍ଧ

କୋଲକାତା,୯।୧୦:କୋଲକାତାରେ ଗୁରୁବାର ଭାଜପାର ‘ନବାନ୍ନ ରାଲି’ ବେଳେ ସଂଘର୍ଷ ଦେଖିବାକୁ ମିଳିଛି। ଭାଜପା ସମର୍ଥକମାନେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କାର୍ଯ୍ୟାଳୟ ଅଭିମୁଖେ ରାଲିରେ ବାହାରିଥିବାବେଳେ କେତେଜଣ କର୍ମୀ ବ୍ୟାରିକେଡ୍‌ ଭାଙ୍ଗିବାକୁ ଉଦ୍ୟମ କରିବାରୁ ପୋଲିସ ସେମାନଙ୍କୁ ଅଟକାଇଥିଲା। ଏହାକୁ ଭାଜପା…

ଭିନ୍ନକ୍ଷମ ଲଳିତାଙ୍କୁ ମିଳିନି ଆବାସ ଯୋଜନାରେ ଘର

ଲାଠୋର, ୯ା୧୦ (ଡି.ଏନ.ଏ.) ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ କରୁଆଁଝର ପଞ୍ଚାୟତ ଅନ୍ତର୍ଗତ ଚାଉଲଡିଆ ଗ୍ରାମର ଭିନ୍ନକ୍ଷମ ଲଳିତା ରଣା(୩୫)। ସ୍ବାମୀ ଶୋଭାକର ରଣା(୪୫), ଗୋଟିଏ ଝିଅ ଓ ଗୋଟିଏ ପୁଅକୁ ନେଇ ତାଙ୍କ ସଂସାର। ଜମିବାଡି କିଛି ନାହିଁ। ସ୍ବାମୀ…

୧୦ ବର୍ଷ ପରେ ପୁଣିଥରେ ଫିଲ୍ମକୁ ଫେରୁଛନ୍ତି ଏହି ଲୋକପ୍ରିୟ ଅଭିନେତ୍ରୀ

୧୦ ବର୍ଷ ପରେ ବଡ଼ ପରଦାକୁ ପୁଣିଥରେ ଫେରୁଛନ୍ତି ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ଭାଗ୍ୟଶ୍ରୀ। କଙ୍ଗନା ରଣାଓ୍ବତ୍‌ଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ଥଲାଇଭି’ ଜରିଆରେ ଭାଗ୍ୟଶ୍ରୀ କମ୍‌ବ୍ୟାକ୍‌ କରୁଛନ୍ତି। ଏହି ଫିଲ୍ମରେ ତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ଜଣାପଡ଼ିଛି। ଭାଗ୍ୟଶ୍ରୀ…

ପୂଜାଛୁଟି ପରେ ଖୋଲିପାରେ ସ୍କୁଲ୍‌: ବିଦ୍ୟାଳୟ ପରିସର ସଫା ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୮ା୧୦(ବ୍ୟୁରୋ)-  ରାଜ୍ୟ ସରକାର ପୂଜା ଛୁଟି ପରେ ସ୍କୁଲ୍‌ ଖୋଲିବାକୁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି। ସ୍କୁଲ ପରିସର ସଫେଇ ସହ ସ୍କୁଲ୍‌ ଭିତ୍ତିଭୂମି ସଜାଡ଼ିବା, ଶିକ୍ଷକଙ୍କୁ ମୁଖ୍ୟାଳୟରେ ଉପସ୍ଥିତ ରହିବା ଏବଂ ଏମ୍‌ଡିଏମ୍‌ ରୋଷେୟାଙ୍କ ପାଉଣା ପ୍ରଦାନ ଲାଗି ଗୁରୁବାର ନିର୍ଦ୍ଦେଶ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri