Home Left

ଅଧଘଣ୍ଟା ପୂର୍ବରୁ କରିହେବ ରିଜର୍ଭେଶନ ଟିକେଟ

ଭୁବନେଶ୍ୱର, ୮ା୧୦(ବ୍ୟୁରୋ):ରେଳ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଟିକେଟ ସଂରକ୍ଷଣ ନିୟମରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ସାଧାରଣତଃ ଟ୍ରେନ୍‌ ଷ୍ଟେଶନ ଛାଡିବାର ୪ ଘଣ୍ଟା ପୂର୍ବରୁ ସିଟ୍‌ ରିଜର୍ଭେଶନର ପ୍ରଥମ ଚାର୍ଟ ପ୍ରକାଶ ପାଇଥାଏ। ବର୍ତ୍ତମାନ ଅଧଘଣ୍ଟା ପୂର୍ବରୁ ଦ୍ୱିତୀୟ…

ମନ୍ଥର ବୋଲିଂ: ସ୍ମିଥ୍‌ଙ୍କୁ ୧୨ ଲକ୍ଷ ଜରିମାନା

ଆବୁଧାବି,୮।୧୦(ପି.ଟି.): ମନ୍ଥର ବୋଲିଂ ପାଇଁ ରାଜସ୍ଥାନ ରୟାଲ୍ସ ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌ ଜରିମାନାର ସମ୍ମୁଖୀନ ହୋଇଛନ୍ତି। ମଙ୍ଗଳବାର ଅନୁଷ୍ଠିତ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ମ୍ୟାଚ୍‌ରେ ରାଜସ୍ଥାନ ବେଶ୍‌ ମନ୍ଥର ବୋଲିଂ କରିଥିଲା। ଏଥିରେ ଗତଥରର ଚାମ୍ପିୟନଠାରୁ…

ହାତୀ-ମଣିଷ ସଂଘର୍ଷରେ ଢେଙ୍କାନାଳ ଆଗରେ

ଢେଙ୍କାନାଳ ଅଫିସ,୮ା୧୦: ପ୍ରତିବର୍ଷ ଅକ୍ଟୋବର ପ୍ରଥମ ସପ୍ତାହରେ ବନ୍ୟପ୍ରାଣୀ ସପ୍ତାହ ପାଳନ କରାଯାଇ ବିଭିନ୍ନ କାର୍ଯ୍ୟକ୍ରମ କରାଯାଏ। କିନ୍ତୁ ସ୍ଥାୟୀ ପ୍ରତିକାର ବାହାରିପାରେ ନାହିଁ। ରାଜ୍ୟରେ ଚାଲିଥିବା ହାତୀ-ମଣିଷ ସଂଘର୍ଷରେ ପ୍ରତିବର୍ଷ ଅନେକ ହାତୀ ଓ ମଣିଷଙ୍କ ଜୀବନହାନି ହେଉଥିଲେ ମଧ୍ୟ ସମାଧାନ…

କାମ ଦେଉନି ଅକ୍ଷୟ ଶକ୍ତି ନୀତି

ଭୁବନେଶ୍ୱର, ୮ା୧୦(ବ୍ୟୁରୋ):ଦେଶ ତଥା ରାଜ୍ୟରେ ଶକ୍ତି ଚାହିଦା ବେଳକୁ ବେଳ ବୃଦ୍ଧି ପାଇବାରେ ଲାଗିଛି। ପାରମ୍ପରିକ ଶକ୍ତିଗୁଡ଼ିକ ଉପରେ ଚାପ ବୃଦ୍ଧି ପାଇବା ସହ ଉତ୍ପାଦନ ଖର୍ଚ୍ଚ ବଢୁଥିବାରୁ ବିକଳ୍ପ ଭାବେ କ୍ଷୁଦ୍ର ଜଳ ବିଦ୍ୟୁତ୍‌ ଶକ୍ତି, ସୌର, ପବନ, ବାୟୋଗ୍ୟାସ୍‌…

ଏଚ୍‌-୧ ବି ଭିଜା ନିୟମରେ ପରିବର୍ତ୍ତନ କଲା ୟୁଏସ୍‌; ପ୍ରଭାବିତ ହେବେ ଭାରତୀୟ ପ୍ରଫେଶନାଲ

ନୂଆଦିଲ୍ଲୀ: ଆମେରିକାର ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ପକ୍ଷରୁ ଏଚ୍‌-୧ ବି ଭିଜାକୁ ନେଇ ନୂଆ ନିୟମ ଜାରି କରାଯାଇଛି। ଏହି ନିୟମ ଅନ୍ତର୍ଗତ ୟୁଏସ୍‌ କର୍ମଚାରୀଙ୍କୁ ରୋଜଗାର କ୍ଷେତ୍ରରେ ଅଧିକ ସୁଯୋଗ ମିଳିବ। ଟ୍ରମ୍ପ ସରକାର ବିଦେଶରୁ ୟୁଏସ୍‌ ଯାଉଥିବା କର୍ମଚାରୀଙ୍କ…

୨ କନଷ୍ଟେବଳ ନିଲମ୍ବିତ

ବାରିପଦା ଅଫିସ, ୮ା୧୦- ମୟୂରଭଞ୍ଜ ଜିଲା ବଡ଼ସାହି ଥାନାର ଦୁଇ ନିଶାଗ୍ରସ୍ତ କନଷ୍ଟେବଳଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଘଟଣାରେ ଏସ୍‌ପି ପରମାର ସ୍ମିଥ ପୁରୁଷୋତ୍ତମ ଦାସ ଦୁଇ କନଷ୍ଟେବଳ କାର୍ତ୍ତିକ ଚନ୍ଦ୍ର ପାତ୍ର ଓ କମଲ ମହାନ୍ତଙ୍କୁ…

ଫ୍ରେଞ୍ଚ୍‌ ଓପନ୍‌ ଟେନିସ୍‌: ନାଡାଲ- ସ୍ବାର୍ଜମ୍ୟାନ ସେମିଫାଇନାଲ

ପ୍ୟାରିସ୍‌,୮।୧୦(ଏପି): କ୍ଲେ କୋର୍ଟର ରାଜା କୁହାଯାଉଥିବା ସ୍ପେନ ଅଭିଜ୍ଞ ଟେନିସ ଖେଳାଳି ରାଫାଲ ନାଡାଲ ଫ୍ରେଞ୍ଚ୍‌ ଓପନ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ମଙ୍ଗଳବାର ମଧ୍ୟରାତ୍ରି ପରେ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ୧୨ଥର ଫ୍ରେଞ୍ଚ୍‌ ଓପନ ଟାଇଟଲ ହାସଲ କରିଥିବା ନାଡାଲ ଇଟାଲୀର…

ଟ୍ୟାକ୍ସ ଫାଙ୍କିବା ଅଭିଯୋଗ: ଜର୍ମାନ ଫୁଟ୍‌ବଲ ଫେଡେରେଶନ ଉପରେ ଚଢ଼ାଉ

ଫ୍ରାଙ୍କଫର୍ଟ,୮।୧୦(ଏପି): ଟ୍ୟାକ୍ସ ଫାଙ୍କିବା ଅଭିଯୋଗରେ ଜର୍ମାନ ଫୁଟବଲ ଫେଡେରେଶନ ଓ ତା’ର କେତେଜଣ କର୍ମକର୍ତ୍ତାଙ୍କ ଘର ଉପରେ ଆୟକର ବିଭାଗ ଚଢ଼ାଉ କରିଛି। ଚଢ଼ାଉର ଏହି ପ୍ରକ୍ରିୟାରେ ୨୦୦ଜଣ ଅଧିକାରୀ ଅଂଶଗ୍ରହଣ କରିଥିଲେ ବୋଲି ଫ୍ରାଙ୍କଫର୍ଟର ପବ୍ଲିକ ପ୍ରସେକ୍ୟୁଟର କହିଛନ୍ତି। ଜର୍ମାନୀର…

ପୁଅକୁ ଶୁଆଇବା ପରେ ଏମିତି କାମ କଲେ ଏହି କ୍ରିକେଟରଙ୍କ ସ୍ତ୍ରୀ

ଟିମ୍‌ ଇଣ୍ଡିଆ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବେ ଆଇପିଏଲ୍‌ ୨୦୨୦ ପାଇଁ ଦୁବାଇରେ ଅଛନ୍ତି। ଏହି ସମୟରେ ସ୍ତ୍ରୀ ନତାଶା ଷ୍ଟେନକୋଭିଚ ଘରେ ଏକାକି ପୁଅର ଅଗସ୍ତ୍ୟଙ୍କ ଦେଖାଶୁଣା କରୁଛନ୍ତି। ଏଥିସହ ନିଜର ମଧ୍ୟ ସେ ଧ୍ୟାନ…

ଛୋଟ ବିରାଟ-ଅନୁଷ୍କାଙ୍କ ଫଟୋ ସୋସିଆଲ ମିଡିଆରେ ହେଉଛି ଭାଇରାଲ

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ନିଜର ପ୍ରେଗ୍‌ନେନ୍ସି ପିରିୟଡକୁ ଉପଭୋଗ କରୁଛନ୍ତି। ଏଥିସହ ସ୍ବାମୀ ବିରାଟ କୋହଲିଙ୍କ ସହ ଦୁବାଇରେ ସମୟ ବିତାଉଛନ୍ତି। ଏବେ ସ୍ବାମୀ ବିରାଟ ଆଇପିଏଲ୍‌ ପାଇଁ ୟୁଏଇରେ ଅଛନ୍ତି। ଏହି ଦୁଇଜଣଙ୍କ ଫଟୋ ଏବଂ ଭିଡିଓ…

ମ.ରାମପୁରକୁ ରାଜସ୍ବ ସବ୍‌ଡିଭିଜନ ମାନ୍ୟତା ଦାବି ତେଜିଲା

କର୍ଲାମୁଣ୍ଡା, ୮ା୧୦(ଡି.ଏନ.ଏ.) କଳାହାଣ୍ଡି ଜିଲା ମ.ରାମପୁର ବ୍ଲକକୁ ରାଜସ୍ବ ସବ୍‌ଡିଭିଜନ ମାନ୍ୟତା ଦାବି କରିଛି ମିଳିତ ଆଦିବାସୀ ସଂଗ୍ରାମ ମଞ୍ଚ ମଦନପୁର-ରାମପୁର। ମଞ୍ଚ କର୍ମକର୍ତ୍ତା କର୍ଲାମୁଣ୍ଡା ବ୍ଲକ ସଦର ଶିବ ମନ୍ଦିରଠାରୁ ଏକ ଶୋଭାଯାତ୍ରାରେ ବାହାରି ତହସିଲ କାର୍ଯ୍ୟାଳୟ ନିକଟରେ ପହଞ୍ଚତ୍ଥିଲେ।…

ବେଲି ଡ୍ୟାନ୍ସ କଲେ ଜାନ୍‌ଭି

ବଲିଉଡ୍‌ ଅଭିନେତ୍ରୀ ଜାନଭି କପୁର ନିଜର ଷ୍ଟାଇଲ୍‌ ପାଇଁ ବେଶ୍‌ ଜଣାଶୁଣା। ଫିଲ୍ମ ବ୍ୟତିତ ନିଜର ଫଟୋ ଏବଂ ଭିଡିଓ ପାଇଁ ସେ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ତାଙ୍କର ଏଭ ପୁରୁଣା ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri