ମିନି ପ୍ରିଣ୍ଟର

ଏଣିକି ଆପଣ ଯୁଆଡ଼େ ଗଲେ ସାଙ୍ଗରେ ପ୍ରିଣ୍ଟର ନେଇ ଯାଇପାରିବେ। କାରଣ କୌଣସି ଜିନିଷର ପ୍ରିଣ୍ଟ ବାହାର କରିବାକୁ ଆମକୁ ଜେରକ୍ସ କିମ୍ବା ପ୍ରିଣ୍ଟର ଥିବା ଦୋକାନକୁ ଯିବାକୁ ପଡିଥାଏ। ହେଲେ ଏଣିକି ଆପଣ ଯେତେବେଳେ ଚାହିଁବେ ସାଙ୍ଗେ ସାଙ୍ଗେ ପ୍ରିଣ୍ଟ ବାହାର କରିପାରିବେ। ହଁ, ଏପରି ଏକ ମିନି ପ୍ରିଣ୍ଟର ନିକଟରେ ପ୍ରସ୍ତୁତ ହୋଇଛି। ଜାପାନର ବୈଜ୍ଞାନିକମାନେ ଦୀର୍ଘ ପାଞ୍ଚବର୍ଷ ଚେଷ୍ଟା କରି ଏଥିରେ ସଫଳ ହୋଇଛନ୍ତି। ଉକ୍ତ ମୋବାଇଲ୍‌ ରୋବୋଟିକ୍‌ ପ୍ରିଣ୍ଟରର ନାମ ରଖାଯାଇଛି ‘ଜୁଟା’। ତାରବିହୀନ ଏହି ପ୍ରିଣ୍ଟରର ଓଜନ ହେଉଛି ମାତ୍ର ୩୫୦ ଗ୍ରାମ। ଏହାକୁ ସ୍ମାର୍ଟଫୋନ୍‌, ଲାପ୍‌ଟପ୍‌ ଏପରି କି କମ୍ପ୍ୟୁଟରରେ ସଂଯୋଗ କରି ପ୍ରିଣ୍ଟ ବାହାର କରିହେବ। ଏଥିରେ ପ୍ରିଣ୍ଟ ବାହାର କରିବାକୁ ଏକ ମିନିଟ୍‌ରୁ କମ୍‌ ସମୟ ଲାଗିବ ବୋଲି ପ୍ରସ୍ତୁତକାରୀ ସଂସ୍ଥା ଜୁଟା ଲାବ୍‌ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜ୍‌ମାରୁ ଦୂରେଇ ରହିବା ପାଇଁ ସପ୍ତାହରେ ୨ ଥର କରନ୍ତୁ ଏପରି…

ସଜନା ଛୁଇଁ ଖାଇଲେ ଶରୀରର ଅନେକ ଉପକାର ହୋଇଥାଏ। ଏହା ଶରୀରକୁ ରଖିଥାଏ ସୁସ୍ଥ। ସଜନା ଛୁଇଁରେ ପ୍ରଚୁର ମାତ୍ରାରେ ଭିଟାମିନ୍‌ ଏବଂ ପ୍ରୋଟିନ୍‌ ରହିଛି।...

ଦିନକୁ ୨ଟି ଆସ୍ପ୍ରିନ୍‌ କ୍ୟାନସରରୁ ରଖେ ଦୂରେଇ !

ଅହମଦାବାଦ, ୧୪।୬: ଦିନରେ ୨ଟି ଆସ୍ପ୍ରିନ୍‌ ଔଷଧ ସେବନ କରୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ କ୍ୟାନସର ହେବାର ଆଶଙ୍କା ଯଥେଷ୍ଟ କମ୍‌ ହୋଇଥାଏ ବୋଲି ଏକ ଗବେଷଣା...

ଏମାନଙ୍କୁ ହୃଦ୍‌ଘାତ ଆଶଙ୍କା ଅଧିକ

ୟୁନିଭର୍ସିଟି ଅଫ୍‌ କାଲିଫର୍ନିଆର ବିଶେଷଜ୍ଞମାନେ ଏକ ସର୍ଭେ କରିଥିଲେ। ଏହି ସର୍ଭେରେ ଡାଇବେଟିସ୍‌ କିମ୍ବା ଉଚ୍ଚ ରକ୍ତଚାପ ଥିବା ବ୍ୟକ୍ତିମାନେ ଅଧିକ ହୃଦ୍‌ଘାତର ଶିକାର ହୋଇଥାନ୍ତି...

ଜିମ୍‌ ଯିବା ପୂର୍ବରୁ ପିଉଛନ୍ତି କି ଏହି ୫ ପାନୀୟ

ବର୍ତ୍ତମାନ ସମୟରେ ଯୁବପିଢ଼ି ଫିଟ ରହିବା ପାଇଁ ଜିମ୍‌ ଯାଉଛନ୍ତି। ଏ ନେଇ ସେମାନେ ଖାଦ୍ୟପେୟ ଉପରେ ଅଧିକ ଧ୍ୟାନ ଦେଉଛନ୍ତି। ଜିମ୍‌ ଯିବା ପୂର୍ବରୁ...

ରାସ୍ତାରେ ପଡ଼ିଥିବା ଟଙ୍କା କେବେ ଉଠାଇଛନ୍ତି, ଜାଣନ୍ତୁ ଏହି ଗଭୀର ରହସ୍ୟ

ପାଖରେ ଯେତେ ଧନ ଥାଉନା କାହିଁକି, ଯଦି ରାସ୍ତାରୁ ଟଙ୍କାଟିଏ ମିଳିଯାଏ ତେବେ ମନ ବହୁତ ଖୁସି ହୋଇଯାଏ।ରାସ୍ତାରେ ଟଙ୍କା ପାଇବା ମଧ୍ୟ ଏକ ଗଭୀର...

ଏହି ପାଣି କିଡ୍‌ନୀ ଷ୍ଟୋନ୍‌ରୁ ରଖେ ଦୂରେଇ…

ପରିବର୍ତ୍ତିତ ଜୀବନ ଶୈଳୀ ତଥା ଖାଦ୍ୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ କିଡ୍‌ନୀ ଷ୍ଟୋନ୍‌ ସମସ୍ୟା ଦେଖାଦେଇଥାଏ। ସପ୍ତାହରେ ୨-୩ଥର ପଇଡ଼ ପାଣି ପିଇଲେ ଏହି ସମସ୍ୟା...

ଏମିତି କିଛି ଅଭ୍ୟାସ ବଦଳାଇ ବଞ୍ଚାନ୍ତୁ ଟଙ୍କା

ଆପଣ ଜାଣନ୍ତି କି ଆପଣ ଜାଣିଶୁଣି ହେଉ ଅବା ଅଜଣାତରେ ପ୍ରତ୍ୟେକ ମାସରେ ଖାଦ୍ୟ ସାମଗ୍ରୀର ୩୦ ପ୍ରତିଶତ ନଷ୍ଟ କରନ୍ତି। ଏହା କେବଳ ଆପଣଙ୍କ...

ଅଷ୍ଟ୍ରେଲିଆରେ ମନୁଷ୍ୟଙ୍କ ଉପରେ କରୋନା ପ୍ରତିଷେଧକ ଟୀକାର ପରୀକ୍ଷା ଆରମ୍ଭ କରିବ ଆମେରିକା

କାନବେରା,୨୬।୫: କରୋନା ସଂକ୍ରମଣ ନେଇ ପୃଥିବୀରେ ଅଚଳାବସ୍ଥା ଜାରି ରହିଛି। ଏପରିସ୍ଥଳେ ପ୍ରତିଷେଧକ ଟୀକା ପ୍ରସ୍ତୁତି ପାଇଁ ବିଭିନ୍ନ ଦେଶରେ ଉଦ୍ୟମ ଅବ୍ୟାହତ ରହିଛି। ଆମେରିକାର...

Advertisement
Archives

Model This Week