Posted inଫୁରସତ

ବିବାହରେ ନବଦମ୍ପତିଙ୍କୁ ସାଙ୍ଗମାନେ ଦେଲେ ଏମିତି ଉପହାର, ହସିହସି ଗଡ଼ିଲେ ସମସ୍ତେ

ତାମିଲନାଡୁରେ ଏକ ବିବାହ ଉତ୍ସବରେ ନବଦମ୍ପତିଙ୍କୁ ତାଙ୍କ ସାଙ୍ଗମାନେ ଏକ ନିଆରା ଉପହାର ଦେଇଛନ୍ତି। ଯାହାକୁ ଦେଖି ନବଦମ୍ପତି ହସି ହସି ବେଦମ ହୋଇଯାଇଛନ୍ତି। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳିଛି କିଛି ବନ୍ଧୁ ନବଦମ୍ପତିଙ୍କୁ ପେଟ୍ରୋଲ ଭର୍ତ୍ତି କ୍ୟାନ୍‌, ଆଉ କେତେଜଣ ଗ୍ୟାସ ସିଲିଣ୍ଡର ଏବଂ କେହି କେହି ପିଆଜ ମଧ୍ୟ ଉପହାର ଦେଇଥିଲେ।

ବର୍ତ୍ତମାନ ସମୟରେ ପେଟ୍ରୋଲ, ଡିଜେଲ, ପିଆଜ ଦର ବୃଦ୍ଧି ପାଉଥିବାରୁ ସାଙ୍ଗମାନେ ମିଶି ନବଦମ୍ପତିଙ୍କୁ ଏପରି ସବୁ ଉପହାର ଦେଇଛନ୍ତି। ଭିଡଓରେ ନବଦମ୍ପତି ଠିଆ ହୋଇଥିବା ବେଳେ ତାଙ୍କ ସହ କିଛି ଅତିଥି ମଧ୍ୟ ଠିଆ ହୋଇଥିବା ଦେଖିବାକୁ ମିଳିଛି। ସମସ୍ତେ ଏକାଠି ମିଶି ସେଲ୍‌ଫି ବି ନେଉଛନ୍ତି। ଭିଡିଓରେ ଦେଖିବେ ଉପହାର ଦେଖି ନବଦମ୍ପତିଙ୍କ ସହ ଉପସ୍ଥିତ ଅତିଥିମାନେ ହସ ସମ୍ଭାଳି ପାରୁନାହାନ୍ତି। ଆପଣ ବି ଏହି ଭିଡିଓ ଦେଖିଲେ ହସି ହସି ଗଡ଼ିବେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ହୋଟେଲରେ ଗ୍ରାହକଙ୍କୁ ମିଳେ ସୁନା ବାଥ୍‌ଟବ୍‌ର ସୁବିଧା

ଜାପାନର ଏକ ହୋଟେଲରେ ଗ୍ରାହକଙ୍କ ପାଇଁ ରହିଛି ସୁନାର ବାଥ୍‌ଟବ୍‌। ୧୩୦ ସେଣ୍ଟିମିଟର ଚଉଡା ଓ ୫୫ ସେଣ୍ଟିମିଟର ଗଭୀର ଏହି ବାଥ୍‌ଟବ୍‌ର ମଜା ନେବାକୁ...

୮୧ବର୍ଷରେ ସ୍ବପ୍ନ ସାକାର

ମୁମ୍ବାଇ: ନିଜ ସ୍ବପ୍ନ ପୂରଣ କରିବାକୁ ଅନେକେ ଅକ୍ଳାନ୍ତ ପ୍ରଚେଷ୍ଟା କରନ୍ତି। କୁହାଯାଏ, ସ୍ବପ୍ନ ପଛରେ ଦୌଡ଼ିବାର କିଛି ବୟସ ନ ଥାଏ। କିନ୍ତୁ ବହୁତ...

ବାହାରୁ ଅତି ସାଧାରଣ ମମତା ବାନାର୍ଜୀଙ୍କ ଟାଇଲ୍‌ ଛପର ଘର: ଅତିଥି ଭାବେ ଶାହାରୁଖଙ୍କଠାରୁ ଆରମ୍ଭ କରି ବାଜପେୟୀ ବିତାଇଛନ୍ତି ସମୟ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜନୀତିଠାରୁ ଆରମ୍ଭ କରି ନିଜର ସାଧାରଣ ପରିଧାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ୨୦୧୧ରେ ସେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ...

କରୋନା ପଜିଟିଭ୍ ଚିହ୍ନଟ ପାଇଁ ଭାରତୀୟ ବୈଜ୍ଞାନିକ ତିଆରି କଲେ ପେପର ଷ୍ଟ୍ରିପ୍ କିଟ୍‌: ମାତ୍ର ୫୦୦ ଟଙ୍କାରେ ହେବ ପରୀକ୍ଷା

ନୂଆଦିଲ୍ଲୀ,୫।୪: କରୋନା ସଂକ୍ରମଣ ଯୋଗୁ ଭାରତରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ସଂକ୍ରମିତଙ୍କୁ ଚିହ୍ନଟ କରିବା ଯାଞ୍ଚ୍ ବ୍ୟବସ୍ଥାରେ ଅଧିକ ଲାଗୁଥିବାରୁ...

ମାଗଣା ଖାଦ୍ୟ ପାଇଁ ଡେଟିଂରେ ଯାଆନ୍ତି ଅଧିକାଂଶ ଯୁବତୀ

ବର୍ତ୍ତମାନର ଜୀବନ ଶୈଳୀ ବଦଳିବାରେ ଲାଗିଛି। ଡେଟିଂ, ରୋମାନ୍ସ, ଆଫେୟାର୍ସ ଏବେ ଏହା ସାଧାରଣ କଥା ପାଲଟି ଯାଇଛି। ହେଲେ ପ୍ରତି ୪ ଜଣରେ ଜଣେ...

୩୦ ବର୍ଷୀୟା ବିବାହିତା ମହିଳା ହଠାତ୍‌ ଜାଣିବାକୁ ପାଇଲେ ସେ ପୁରୁଷ ବୋଲି, ଜାଣନ୍ତୁ ଏସବୁ କିପରି ଘଟିଲା

୩୦ ବର୍ଷୀୟା ଜଣେ ମହିଳା ସାଧାରଣ ଜୀବନ ବିତାଉଥିଲେ। ୯ ବର୍ଷର ବୈବାହିକ ଜୀବନ ବିତାଇବା ପରେ ହଠାତ୍‌ ଦିନେ ଜାଣିବାକୁ ପାଇଲେ ସେ ମହିଳା...

ଯୁବକ ଗୁଗ୍‌ଲରେ ସର୍ଚ୍ଚ କରୁଥିଲେ ସବୁଠାରୁ ଭୟଙ୍କର ସ୍ଥାନ, ପରେ ପହଞ୍ଚିଗଲେ ଏମିତି ଜାଗାରେ…

କିଛି ଅଲଗା କରିବାକୁ ଚାହୁଁଥିବା ଲୋକେ ବେଳେବେଳେ ଏମିତି ଅସୁବିଧାରେ ପଡ଼ନ୍ତି ଯେ, ସେଠାରୁ ବାହାରିବା ମୁସ୍କିଲ। ଏମିତି ଘଟିଛି ବ୍ରିଟେନର ଜଣେ ଛାତ୍ରଙ୍କ କ୍ଷେତ୍ରରେ।...

ଅନ୍ତର୍ଜାତୀୟ ମାତୃଭାଷା ଦିବସ: ବିକାଶ ଓ ଏକତାର ସେତୁ ମାତୃଭାଷା

ଅନ୍ତର୍ଜାତୀୟ ମାତୃଭାଷା ଦିବସ ୨୧ ଫେବୃୟାରୀରେ ପାଳନ କରାଯାଉଛି। ୟୁନେସ୍କୋ ୧୭ ନଭେମ୍ବର ୧୯୯୯ ରେ ଏହି ଦିବସ ଘୋଷଣା କରିଥିଲା। ପରେ ୨୧ ଫେବୃୟାରୀ,୨୦୦୦ରେ...

Advertisement
Archives

Model This Week