Home Left

ମଡେଲ୍‌ ଭାଲୁ

ମୋଟା, ପତଳାଠୁ ଆରମ୍ଭ କରି କଳା, ଗୋରା ଏମିତି କି ଅଜବ ଦେଖିବାକୁ ଥିବା ମଡେଲ ସମ୍ପର୍କରେ ଜାଣିଥିବେ। ତେବେ ଜାଣନ୍ତି କି ଏବେ ପ୍ରାଣୀମାନେ ବି ମଡେଲିଂ କଲେଣି। ନିକଟରେ ଏକ ବିରାଟ ଭାଲୁ ମଡେଲ୍‌ର ଫଟୋ ସୋସିଆଲ୍‌ ମିଡିଆରେ…

ଭାଇରାଲ ହେଉଛି ସୁହାନାଙ୍କ ଲାଟେଷ୍ଟ ଫଟୋ

ମୁମ୍ବାଇ: ବଲିଉଡ୍ ବାଦ୍‌ଶାହା ଶାହାରୁଖ ଖାଁଙ୍କ ଝିଅ ସୁହାନା ଖାଁ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ । ତାଙ୍କର ରହିଛନ୍ତି ଅନେକ ପ୍ରଶଂସକ । ନିକଟରେ ଏହି ଷ୍ଟାର କିଡଙ୍କର କିଛି ଲାଟେଷ୍ଟ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି…

ସୁସ୍ଥ ରହିବା ପାଇଁ ଚାଣକ୍ୟ କହିଛନ୍ତି ଏପରି କଥା : ଆପଣାଇଲେ ଡାକ୍ତରଙ୍କୁ ଦେବାକୁ ପଡ଼ିବ ନାହିଁ ଟଙ୍କା

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ବିଭିନ୍ନ ବିଷୟରେ ଉଲ୍ଲେଖ କରିଛନ୍ତି। ସେ ଜୀବନର ମୂଲ୍ୟବୋଧ ବିଷୟରେ ଉଲ୍ଲେଖ କରିଥିବାବେଳେ ସୁସ୍ଥ ରହିବା ପାଇଁ ଅନେକ ପଦକ୍ଷେପ ସମ୍ପର୍କରେ ମଧ୍ୟ କହିଛନ୍ତି। ଏକ ଶ୍ଳୋକ ମାଧ୍ୟମରେ ଫିଟ୍‌ ରହିବାକୁ କିଛି ଉପାୟ ବତାଇଛନ୍ତି।…

ଚିରାଗଙ୍କ ପ୍ରତିଶ୍ରୁତି: ଶାସନ କ୍ଷମତା ମିଳିଲେ ତିଆରି କରିବେ ରାମ ମନ୍ଦିରଠାରୁ ବଡ଼ ସୀତା ମନ୍ଦିର

ପାଟନା,୨୫ ।୧୦: ଲୋକ ଜନଶକ୍ତି ପାର୍ଟି(ଏଲ୍‌ଜେପି)ଅଧ୍ୟକ୍ଷ ଚିରାଗ ପାଶୱାନ ବିହାର ବିଧାନସଭା ନିର୍ବାଚନକୁ ନେଇ ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ଅଯୋଧ୍ୟାରେ ନିର୍ବାଣ କରାଯାଉଥିବା ରାମ ମନ୍ଦିରଠାରୁ ବଡ ସୀତାମଢିରେ ସୀତା ମନ୍ଦିର ନିର୍ମାଣ କରାଯିବ ।…

ସୁସ୍ଥ ହେଲେ କପିଲ: ଚେତନ ଶର୍ମା

ନୂଆଦିଲ୍ଲୀ,୨୫ ।୧୦: ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ୟାପଟେନ କପିଲ ଦେବ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ହ୍‌ପିଟାଲରୁ ଡିସଚାର୍ଜ ହୋଇଥିବା କହିଛନ୍ତି ଚେତନ ଶର୍ମା । ଶର୍ମା ଏକ ଟୁଇଟ୍ କରି ଲେଖିଛନ୍ତି, ଖୁସି ଖବର କପିଲ ପାଜି ଏବେ…

ଦଶହରା ପରେ ଶୀତଋତୁରେ ରାଜଧାନୀରେ ବଢିବ କରୋନା ସଂକ୍ରମିତଙ୍କ ସଂଖ୍ୟା: ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୫ ।୧୦: ଏବେ ଦେଶରେ କରୋନା ସଂକ୍ରମଣ ସାମାନ୍ୟ କମ୍ ହୋଇଥିବା ବେଳେ ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ । ଏହି ସମୟରେ ଓ ଶୀତୠତୁରେ ପୁଣିଥରେ ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଥିବା…

ଚାଲାଣ କାଟିବାରୁ ଟ୍ରାଫିକ୍‌ ପୋଲିସଙ୍କୁ ନିସ୍ତୁକ ପିଟିଲେ ମହିଳା: ଭିଡ଼ିଓ ଭାଇରାଲ

ମୁମ୍ବାଇ, ୨୫।୧୦: ଟ୍ରାଫିକ୍‌ ନିୟମ ନ ମାନୁଥିବା ଅମାନିଆଙ୍କୁ ସୁଧାରିବା ପାଇଁ ଚାଲାଣ କଟାଯାଇଥାଏ। ତେବେ ମୁମ୍ବାଇର ଏଲ୍‌ଟି ମାର୍ଗରେ ଟ୍ରାଫିକ୍‌ ନିୟନ୍ତ୍ରଣ କରୁଥିବା କନଷ୍ଟେବଳ ଏକନାଥ ପୋର୍ଟେଙ୍କୁ ଏଥିପାଇଁ ସଦାବିକା ରମାକାନ୍ତ ତିଓ୍ବାରୀ ନାମ୍ନୀ ଜଣେ ମହିଳା ନିସ୍ତୁକ ମାଡ଼…

ବରଗଡ଼ରୁ ପୁଣି ୫୩ ଜଣଙ୍କୁ କରୋନା: ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ୩ ଶିଶୁ

ବରଗଡ଼ ଅଫିସ,୨୫।୧୦: ବରଗଡ଼ ଜିଲାରେ କରୋନା (କୋଭିଡ-୧୯) ସଂକ୍ରମଣ ଥମିବାର ନାଁ ନେଉ ନାହିଁ। ଏଠାରେ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି। ରବିବାର ଜିଲାରେ ପୁଣି ୫୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ…

ପିଡ଼ିପି କାର୍ଯ୍ୟାଳୟରେ ତ୍ରିରଙ୍ଗା ଲଗାଇବା ପାଇଁ ପ୍ରବେଶ କଲେ ଯୁବକର୍ମୀ

ଜମ୍ମୁ, ୨୫।୧୦: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡ଼ିପି ସଦସ୍ୟା ମେହବୁବା ମୁଫ୍‌ତି ତ୍ରିରଙ୍ଗାକୁ ନେଇ ଦେଇଥିବା ମନ୍ତବ୍ୟ ଯୋଗୁ ଏବେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରେ ଲାଗିଛି। ଜମ୍ମୁରେ ଯୁବକର୍ମୀମାନେ ରବିବାର ପିଡ଼ିପି କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ତ୍ରିରଙ୍ଗା ଲଗାଇବାର ଉଦ୍ୟମ…

ମୁମ୍ବାଇ ମଲ୍‌ରେ ଅଗ୍ନିକାଣ୍ଡ: ୫୬ ଘଣ୍ଟା ପରେ ଲିଭିଲା ନିଆଁ

ମୁମ୍ବାଇ,୨୫ ।୧୦: ମୁମ୍ବାଇର ସିଟି ସେଣ୍ଟର ମଲରେ ଲାଗିଥିବା ନିଆକୁ ପାଖାପାଖି ୫୬ ଘଣ୍ଟା ପରେ ଲିଭାଯାଇଛି । କୁହାଯାଉଛି କି ନିକଟରେ ଯେତେ ଅଗ୍ନିକାଣ୍ଡ ହୋଇଛି ଏହା ସବୁଠାରୁ ବଡ ଅଗ୍ନିକାଣ୍ଡ ଯେଉଁଥିପାଇଁ ଦମକଳ ବାହିନୀକୁ କଠିନ ପରିଶ୍ରମ କରିବାକୁ…

ଅଛି ପୂଜା, ନାହିଁ ମଜା…

ଏବେ ଚାଲିଛି ପାର୍ବଣର ସମୟ। ମା’ଦୁର୍ଗତିନାଶିନୀଙ୍କର ବି ହୋଇଛି ଧରାବତରଣ। ହେଲେ ଏଥର କରୋନା କଟକଣା ମଧ୍ୟରେ ଚାଲିଛି ମା’ଙ୍କ ପୂଜା ବିଧି। ଯେଉଁଥିପାଇଁ ନା ଅଛି ସେ ଆକର୍ଷଣୀୟ ମଣ୍ଡପ ସଜ୍ଜା ଭିତରେ ମା’ଙ୍କର ବଡ଼ ବଡ଼ ମୃଣ୍ମୟୀ ମୂର୍ତ୍ତି,…

ମା’

ସନ୍ତାନ ପାଇଁ ଯାହାଙ୍କ ହୃଦୟରୁ ଝରିପଡେ ଅମୃତର ବାରିଧାରା ସେ ତ ମା’। କିନ୍ତୁ ଏମିତି ବି ମା’ ଅଛନ୍ତି ଯିଏ ସାରା ଦୁନିଆର ଚିନ୍ତାରେ ଚିନ୍ତିତ। ଯିଏ ନିଜ ସ୍ନେହ ପଣତରେ ସାହାରା ଦେଇଛନ୍ତି ସାରା ଦୁନିଆକୁ। ସେମିତି କେତେଜଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri