ଦୁର୍ଗା ପୂଜାରେ ନାଗା ଉପାସନା
ଭାରତବର୍ଷରେ ଶାରଦୀୟ ଦୁର୍ଗାପୂଜା ସମୟରେ ପୁରୀରେ ଏକ ସ୍ବତନ୍ତ୍ର ପରମ୍ପରା ପାଳିତ ହୋଇଆସୁଅଛି। ଏହି ପରମ୍ପରାରେ ଦେବୀମାନଙ୍କୁ ଉପାସନା କରାଯିବା ସହିତ ନାଗାମାନଙ୍କୁ ମଧ୍ୟ ଉପାସନା କରାଯାଏ। ବିଭିନ୍ନ ସାହି ଆଖଡ଼ା ପକ୍ଷରୁ ସ୍ବତନ୍ତ୍ର ଭାବେ ନାଗାଙ୍କ ପୂଜା କରାଯାଇଥାଏ। ସବୁଠୁ…
ଆଇଏନ୍ଏସ୍ ବିରାଟ ହୋଇପାରିବନି ମ୍ୟୁଜିୟମ!
ଅହମଦାବାଦ,୨୫ ।୧୦: ଭାରତୀୟ ନୌସେନାରୁ ସେବା ନିବୃତ୍ତ ହୋଇ ସାରିଥିବା ଆଇଏନ୍ଏସ୍ ବିରାଟକୁ ମ୍ୟୁଜିୟମ ବା ସଂଗ୍ରହାଳୟ କରିବାର ଆଶା ବେଳକୁ ବେଳ କ୍ଷୀଣ ହେବାରେ ଲାଗିଛି । କାରଣ ଏହାକୁ ଭାଙ୍ଗିବାକୁ କ୍ରୟ କରିଥିବା କମ୍ପାନୀ ପାଖାପାଖି ୩ ସପ୍ତାହର…
ସମ୍ପାତି ଚଢ଼େଇ
ଶାରଦୀୟ ଦୁର୍ଗାପୂଜା ଅବସରରେ ଶ୍ରୀକ୍ଷେତ୍ରରେ ଏକ ଭିନ୍ନ ପରମ୍ପରା ଦେଖାଯାଏ। ଏଠାରେ ସଂସ୍କୃତ ରାମାୟଣର ଚରିତ୍ର (ଅଷ୍ଟବୀର)ଙ୍କୁ ସମ୍ପାତି ଚଢ଼େଇ ଉପରେ ବସାଯାଇ ଉପାସନା କରାଯାଏ। ଏହି ଅଷ୍ଟବୀର ହେଲେ ସୁଗ୍ରୀବ, ଅଙ୍ଗଦ, ନଳ, ନୀଳ, ହନୁମାନ, ଜାମ୍ବବାନ, ସୁଶେଣ ଓ…
ସତ୍ୟର ବିଜୟ
ସଂସାରର ସମସ୍ତ କର୍ମକୁ ବେଦ, ଉପନିଷଦ ଓ ଶ୍ରୀମଦ୍ ଭଗବଦ୍ଗୀତାରେ ଯଜ୍ଞର ମାନ୍ୟତା ପ୍ରଦାନ କରାଯାଇଛି। ମହର୍ଷି ମନୁଙ୍କ ଭାଷାରେ ପଞ୍ଚ ମହାଯଜ୍ଞ (ବ୍ରହ୍ମଯଜ୍ଞ, ଦେବଯଜ୍ଞ, ପିତୃଯଜ୍ଞ, ଭୂତଯଜ୍ଞ ଓ ଅତିଥି ଯଜ୍ଞ )ସଂପାଦନ ଦ୍ୱାରା ମାନବ ଜୀବନର ପୁରୁଷାର୍ଥ (ଧର୍ମ,…
ଉପନିର୍ବାଚନ ପୂର୍ବରୁ ମଧ୍ୟପ୍ରଦେଶରେ କଂଗ୍ରେସକୁ ଝଟ୍କା: ଭାଜପାରେ ସାମିଲ ହେଲେ ରାହୁଲ
ଭୋପାଳ, ୨୫।୧୦: ଉପନିର୍ବାଚନ ପୂର୍ବରୁ ମଧ୍ୟପ୍ରଦେଶରେ କଂଗ୍ରେସକୁ ପୁଣି ଏକ ବଡ଼ ଝଟ୍କା ଲାଗିଛି। ଦଳର ଅସନ୍ତୁଷ୍ଟ ବିଧାୟକ ରାହୁଲ ଲୋଧୀ ରବିବାର କଂଗ୍ରେସ ଛାଡ଼ି ଭାଜପାରେ ଯୋଗଦେଇଛନ୍ତି। ରାହୁଲ ଦମୋହ ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ…
କନ୍ୟା ସନ୍ତାନଙ୍କ ପାଦ ଧୋଇଦେଲେ ଶିଳ୍ପା
ମୁମ୍ବାଇ: ଧରା ପୃଷ୍ଠକୁ ଓହ୍ଲାଇ ଆସିଛନ୍ତି ମହାମାୟା । ଅକ୍ଟୋବର ୨୪ରେ ସାରା ଦେଶରେ ପାଳନ କରାଯାଇଛି ମହାଷ୍ଟମୀ ପୂଜା । ଏହି ଅବସରରେ ମହାଗୌରୀଙ୍କର ସ୍ୱତନ୍ତ୍ର ପୂଜା କରାଯାଇଥାଏ । ଅନେକ ସ୍ଥାନରେ ଏହିଦିନ କନ୍ୟା ସନ୍ତାନଙ୍କୁ ମଧ୍ୟ ପୂଜା…
ଦଶହରାରେ କନ୍ୟା ପୂଜନ କଲେ ଯୋଗୀ: ସୋସିଆଲ୍ ମିଡ଼ିଆରେ ଅପଲୋଡ୍ କଲେ ଫଟୋ
ଗୋରଖପୁର, ୨୫।୧୦: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦଶହରା ଅବସରରେ ରବିବାର କନ୍ୟା ପୂଜନ କରିଛନ୍ତି। ଗୋରଖପୁରରେ ଯୋଗୀ ନିଜ ହାତରେ କନ୍ୟାଙ୍କ ପାଦ ଧୋଇ ମଥାରେ ତିଳକ ଲଗାଇ ପୂଜାର୍ଚ୍ଚନା କରିଛନ୍ତି। ଏହାପରେ କନ୍ୟାମାନଙ୍କୁ ନିଜ ହାତରେ ଖୁଆଇଛନ୍ତି। ଏସମ୍ପର୍କରେ…
ଯୁବକଙ୍କ ମିଳିଲା ମୃତଦେହ: ଅବସରପ୍ରାପ୍ତ ଶିକ୍ଷକ ଏବେବି ନିଖୋଜ
ବରଗଡ଼ ଅଫିସ,୨୫।୧୦: ବରଗଡ଼ ମୁଖ୍ୟ କେନାଲରେ ଗତ ଶୁକ୍ରବାର ଓ ଶନିବାର ୨ ଜଣ ଭାସି ଯାଇଥିଲେ। ତେବେ ଶନିବାର ଭାସି ଯାଇଥିବା ବରଗଡ ତଳିପଡାର ଯୁବକ ଓମ୍ପ୍ରକାଶ ଭୋଇ(୨୨)ଙ୍କ ମୃତଦେହ ରବିବାର ସକାଳୁ ବରଗଡ଼ ମୁଖ୍ୟ କେନାଲର ଗୁଡେଶିରା ନିକଟରୁ…
ଏକାଦଶୀଠାରୁ କାର୍ତ୍ତିକ ବ୍ରତ ଆରମ୍ଭ: ଶ୍ରୀମନ୍ଦିରର ନୀତିକାନ୍ତି ଚୂଡ଼ାନ୍ତ, ଏଥର ୬ଦିନ ପଞ୍ଚକ
ପୁରୀ ଅଫିସ,୨୫।୧୦: ଶ୍ରୀମନ୍ଦିରରେ ଆଶ୍ବିନ ମାସ ଶୁକ୍ଳପକ୍ଷ ଏକାଦଶୀଠାରୁ କାର୍ତ୍ତିକ ବ୍ରତ ଆରମ୍ଭ ହେବ। କାର୍ତ୍ତିକ ମାସ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ଚୂଡାନ୍ତ କରାଯାଇଛି। ଶନିବାର ନୀତି ସବ କମିଟି ବୈଠକ ବସି କାର୍ତ୍ତିକ ମାସ ନୀତି ଚୂଡାନ୍ତ…
୩୫ ଟଙ୍କାରେ ମିଳିବ ପିଆଜ ଦେଖାଇବାକୁ ପଡିବ ଆଇଡି କାର୍ଡ
ହାଇଦ୍ରାବାଦ,୨୫ ।୧୦: ଏବେ ସାରା ଦେଶରେ ପିଆଜ ସମସ୍ତଙ୍କୁ କନ୍ଦାଇବାରେ ଲାଗିଛି । ଅଧିକାଂଶ ରାଜ୍ୟରେ ଏବେ ପିଆଜ କିଲୋପ୍ରତି ଦାମ୍ ପାଖପାଖି ୧୦୦ଟଙ୍କା ଛୁଇଁଲାଣି । ହେଲେ ତେଲେଙ୍ଗାନା ସରକାର ଏବେ ୨ କିଲୋ ପିଆଜ ମାତ୍ର ୩୫ ଟଙ୍କା…
ମତେ ମାରିବା ପାଇଁ ଲାଲୁ କରିଥିଲେ ତନ୍ତ୍ର ପୂଜା: ସୁଶିଲ ମୋଦି
ପାଟନା, ୨୫।୧୦: ବିହାର ଉପମୁଖ୍ୟମନ୍ତ୍ରୀ ସୁଶିଲ କୁମାର ମୋଦି ଲାଲୁ ପ୍ରସାଦ ଯାଦବଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ମତେ ମାରିବା ପାଇଁ ଲାଲୁ ତନ୍ତ୍ର ପୂଜା କରିଥିଲେ। ତାନ୍ତ୍ରିକ କହିବାରୁ ଅନ୍ଧବିଶ୍ୱାସୀ ଲାଲୁ ଧଳା ପୋଷାକ ପିନ୍ଧିବା ବନ୍ଦ…
ଚଢ଼ାଉ ସତ୍ତ୍ୱେ ପାର୍ବଣ ଭିଡ଼
ଭୁବନେଶ୍ୱର,୨୫।୧୦ (ବ୍ୟୁରୋ): ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ସରକାର ଓ ପ୍ରଶାସନ ସ୍ବତନ୍ତ୍ର କରୋନା ଗାଇଡ୍ଲାଇନ୍ ଜାରି କରିଥିବାବେଳେ ପୋଲିସ ଲୋକଙ୍କୁ ସତର୍କ ଓ ସଚେତନ କରି ଆସୁଛି। ହେଲେ ରାଜଧାନୀର ହାଟ, ବଜାର, ମଲ୍ରେ ଏବେ ପାର୍ବଣ ଭିଡ଼ ଅସମ୍ଭାଳ ହୋଇପଡୁଛି।…
Archives


