ଭାଷଣ ଅଧାରୁ ମଞ୍ଚ ଛାଡ଼ିଲେ ପ୍ରିୟଙ୍କା
ନୂଆଦିଲ୍ଲୀ,୨୪।୨- ଉତ୍ତର ପ୍ରଦେଶର ମଥୁରାଠାରେ ମଙ୍ଗଳବାର କୃଷକ ଆନ୍ଦୋଳନକୁ ସମ୍ବୋଧିତ କରୁଥିବାବେଳେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଭାଷଣ ଅଧାରୁ ମଞ୍ଚ ଛାଡ଼ି ଦେଇଛନ୍ତି। ସେ ଭାଷଣ ଦେଉଥିବାବେଳେ ଜଣେ ମହିଳା ନ୍ୟାୟ ଦାବି କରି ସ୍ଲୋଗାନ ଦେଇଥିଲେ। ଉକ୍ତ…
ପଖାଳ ଶରୀରକୁ ରଖେ ସ୍ଲିମ୍…
ଓଡ଼ିଶାର ଘରେ ଘରେ ପଖାଳ ଅତି ଆପଣାର। ସକାଳେ ପଖାଳ କଂସାଏ ସହିତ ଶାଗ, ଆଳୁ ବାଇଗଣ ପୋଡ଼ା, ବଡ଼ିଚୁରା ଖାଇଲେ ଦିନସାରା ମନ ପୁରା ଖୁସ୍ ରହିଥାଏ। ସେହିପରି ଏହାଦ୍ୱାରା ବହୁବିଧ ଶାରୀରିକ ସମସ୍ୟା ଦୂର ହୋଇଥାଏ ବୋଲି ବିଶେଷଜ୍ଞମାନେ…
ରାଜନୀତିରେ ପାଦ ଦେଇପାରନ୍ତି ଅଭାଗା କ୍ରିକେଟର
କୋଲକାତା,୨୪ା୨- ରାଜନୀତିରେ ପାଦ ଦେବାକୁ ଯାଉଛନ୍ତି ଭାରତୀୟ କ୍ରିକେଟର ମନୋଜ ତିଓ୍ବାରୀ। ଭାରତୀୟ କ୍ରିକେଟର ଅଭାଗା କ୍ରିକେଟର କୁହାଯାଉଥିବା ତିଓ୍ବାରୀ ବୁଧବାର ହୁଗଲି ଜିଲାର ଚିନସୁରରେ ହେବାକୁ ଥିବା ରାଲିବେଳେ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସ…
ଭାତୁଡ଼ି ଥିଲେ ଆପଣାନ୍ତୁ ଏହି ଉପାୟ, ମିଳିବ ମୁକ୍ତି
ଶରୀରରେ ଭାତୁଡ଼ି ହେଉଥିଲେ ବିନା ଅସ୍ତ୍ରୋପଚାରରେ ମଥି ଦୂର ଏହାକୁ କରିହେବ। କିଛି ପ୍ରାକୃତିକ ଉପାୟ ଅବଲମ୍ବନ କରି ଏହି ସମସ୍ୟାରୁ ମୁକ୍ତି ପାଆନ୍ତୁ। ରସୁଣ: ରସୁଣର କିଛି ପାଖୁଡ଼ା ଛଡ଼ାଇ ଏହାର ଏକ ପେଷ୍ଟ ପ୍ରସ୍ତୁତ କରି ଭାତୁଡ଼ି ହୋଇଥିବା…
ପିଅନ୍ତୁ ହଳଦୀ-ତୁଳସୀ କାଢା
ପକୃତିର ଅବଦାନ ମଣିଷ ପାଇଁ ଅନେକ । ପ୍ରାକୃତିକ ଜିନିଷ ବ୍ୟବହାର କରି ମଣିଷ ଅନେକ ପ୍ରକାର ଶାରୀରିକ ସମସ୍ୟାକୁ ସହଜରେ ଦୂରେଇ ଦେବ । ତେବେ ହଳଦୀ ଓ ତୁଳସୀ ପତ୍ରରେ ପ୍ରସ୍ତୁତ କାଢା ପିଇଲେ ଏହା ଶରୀରର ରୋଗ…
ଭଇଁରିଗୁଡା ପଞ୍ଚାୟତ ଉପ ର୍ନିବାଚନରେ ଭାଗ ନେବେ ୩୦୬୯ ଭୋଟର
ଜୁନାଗଡ଼,୨୩।୨(ଡି.ଏନ.ଏ) – କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଭଇଁରିଗୁଡା ପଞ୍ଚାୟତ ଉପ ର୍ନିବାଚନ ବୁଧବାର ଅନୁଷ୍ଠିତ ହେବ। ଏଥିପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି l ଏହି ଉପ ର୍ନିବାଚନରେ ମୋଟ ୩୦୬୯ ଜଣ ଭୋଟର ରହିଥିବା…
ଜେଲ ଗଲେ ପୂର୍ବତନ ବିଜେଡି ବିଧାୟକ
ଫୁଲବାଣୀ ଅଫିସ,୨୩ା୨- ପଥଚାରୀଙ୍କୁ ମାଡ଼ ମାରିବା ସହ ଲୁଟ ଅଭିଯୋଗରେ ମଙ୍ଗଳବାର ଫୁଲବାଣୀର ପୂର୍ବତନ ବିଜେଡି ବିଧାୟକ ଦେବେନ୍ଦ୍ର କହଁର ଗିରଫ ହୋଇଛନ୍ତି। ଟାଉନ୍ ଥାନା ପୋଲିସ ଦେବେନ୍ଦ୍ର ଓ ତାଙ୍କ ସହଯୋଗୀ କୁହାଯାଉଥିବା କନଷ୍ଟେବଳ ଶ୍ରୀନିବାସ କହଁରଙ୍କୁ ଗିରଫ ପରେ…
ଏହି ରାଜ୍ୟରେ ବିକ୍ରି ହୋଇପାରିବ ନାହିଁ ପତଞ୍ଜଳିର କୋରୋନିଲ
ମୁମ୍ବାଇ,୨୩।୨: ପତଞ୍ଜଳିର କରୋନିଲ ଟ୍ୟାବଲେଟ ଆବଶ୍ୟକୀୟ ମାନ୍ୟତା ବିନା ମହାରାଷ୍ଟ୍ରରେ ବିକ୍ରି ହୋଇପାରିବ ନାହିଁ। ଏ ନେଇ ରାଜ୍ୟର ଗୃହମନ୍ତ୍ରୀ ଅନୀଲ ଦେଶମୁଖ କହିଛନ୍ତି। ଏହି ଟ୍ୟାବଲେଟ କରୋନା ଉପରେ ପ୍ରଭାବଶାଳୀ ଓ ଏହାକୁ ଡବ୍ଲ୍ୟୁଏଚ୍ଓ ମାନ୍ୟତା ମିଳିଥିବା ପତଞ୍ଜଳି ପକ୍ଷରୁ…
ଉଲ୍ଲେଖନୀୟ ପ୍ରଦର୍ଶନ ସତ୍ତ୍ୱେ ଏହି କ୍ରିକେଟରଙ୍କୁ ଦିନିକିଆ-ଟି୨୦ ଟିମ୍ରେ ମିଳୁନି ଜାଗା, କାହିଁକି ବୋଲି ପ୍ରଶ୍ନ ଉଠାଇଲେ ଗମ୍ଭୀର
ନୂଆଦିଲ୍ଲୀ,୨୩।୨: ଉଲ୍ଲେଖନୀୟ ପ୍ରଦର୍ଶନ ସତ୍ତ୍ୱେ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଅଣଦେଖା କରାଯାଉଛି। ଦିନିକିଆ ଏବଂ ଟି୨୦ ଅନ୍ତରାଷ୍ଟ୍ରୀୟ ଟିମ୍ରୁ ବାହାର କରାଯାଇଛି। ଏବେର ଫର୍ମକୁ ଦେଖିଲେ ଏହା ଉଚିତ ନୁହେଁ ବୋଲି କହିଛନ୍ତି କ୍ରିକେଟ ବିଶେଷଜ୍ଞ ଏବଂ ପୂର୍ବ କ୍ରିକେଟର…
ସବୁଠୁ ମହଙ୍ଗା ବିରିୟାନୀ; ପ୍ଲେଟ ପିଛା ୨୦ ହଜାର ଟଙ୍କା
ବିରିୟାନୀ ଆମ ଦେଶର ଅନ୍ୟତମ ଲୋକପ୍ରିୟ ଖାଦ୍ୟ। ଫେଭରାଇଟ୍ ଖାଦ୍ୟ ପାଇଁ ଟିକେ ଅଧିକା ଖର୍ଚ୍ଚ କରିବାକୁ ପ୍ରାୟତଃ କେହି ପଛ ଘୁଞ୍ଚା ଦିଅନ୍ତି ନାହିଁ। କିନ୍ତୁ ଗୋଟେ ପ୍ଲେଟ ଟେଷ୍ଟି ବିରିୟାନୀ ଲାଗି କେତେ ଟଙ୍କା ଖର୍ଚ୍ଚ କରିପାରିବେ ?…
ଦିବାରାତ୍ର ଟେଷ୍ଟ ପୂର୍ବରୁ ଏମିତି କହିଲେ କୋହଲି
ଅହମ୍ମଦାବଦ୍, ୨୩।୨ : ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲ୍ୟୁଟିସି) ଫାଇନାଲ ପାଇଁ ଯୋଗ୍ୟତା ହାସଲ କରିବା ହେଲେ ଭାରତୀୟ ଦଳକୁ ଚଳିତ ଇଂଲଣ୍ଡ ବିପକ୍ଷ ସିରିଜ୍ର ବଳକା ଦୁଇଟି ଟେଷ୍ଟରୁ ଗୋଟିଏ ମ୍ୟାଚ୍ ଜିତିବାକୁ ପଡ଼ିବ। ଅନ୍ୟ ମ୍ୟାଚ୍କୁ ଅତିକମ୍ରେ ଡ୍ର’…
ଆଇପିଏଲ୍ ଖେଳିବେନି ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍! ଏଭଳି ହେଉଛିି ଚର୍ଚ୍ଚା
ନୂଆଦିଲ୍ଲୀ,୨୩।୨: ନିଜର ବିସ୍ଫୋରକ ବ୍ୟାଟିଂକୁ ନେଇ ବେଶ୍ ଲୋକପ୍ରିୟ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ଓ୍ବାର୍ନର। ସେ ନିଜ ଦମ୍ରେ ମ୍ୟାଚ୍ର କାୟା ପରିବର୍ତ୍ତିତ କରିଦେଇଥାନ୍ତି। ହେଲେ ସେ ଅନେକ ସମୟରେ ଆଘାତ ସମସ୍ୟା ଦେଇ ଗତି କରିଥାନ୍ତି। ଏଥିପାଇଁ ତାଙ୍କୁ ବାଧ୍ୟହୋଇ…

