୩୫ ଟଙ୍କାରେ ମିଳିବ ପିଆଜ ଦେଖାଇବାକୁ ପଡିବ ଆଇଡି କାର୍ଡ
ହାଇଦ୍ରାବାଦ,୨୫ ।୧୦: ଏବେ ସାରା ଦେଶରେ ପିଆଜ ସମସ୍ତଙ୍କୁ କନ୍ଦାଇବାରେ ଲାଗିଛି । ଅଧିକାଂଶ ରାଜ୍ୟରେ ଏବେ ପିଆଜ କିଲୋପ୍ରତି ଦାମ୍ ପାଖପାଖି ୧୦୦ଟଙ୍କା ଛୁଇଁଲାଣି । ହେଲେ ତେଲେଙ୍ଗାନା ସରକାର ଏବେ ୨ କିଲୋ ପିଆଜ ମାତ୍ର ୩୫ ଟଙ୍କା…
ମତେ ମାରିବା ପାଇଁ ଲାଲୁ କରିଥିଲେ ତନ୍ତ୍ର ପୂଜା: ସୁଶିଲ ମୋଦି
ପାଟନା, ୨୫।୧୦: ବିହାର ଉପମୁଖ୍ୟମନ୍ତ୍ରୀ ସୁଶିଲ କୁମାର ମୋଦି ଲାଲୁ ପ୍ରସାଦ ଯାଦବଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ମତେ ମାରିବା ପାଇଁ ଲାଲୁ ତନ୍ତ୍ର ପୂଜା କରିଥିଲେ। ତାନ୍ତ୍ରିକ କହିବାରୁ ଅନ୍ଧବିଶ୍ୱାସୀ ଲାଲୁ ଧଳା ପୋଷାକ ପିନ୍ଧିବା ବନ୍ଦ…
ଚଢ଼ାଉ ସତ୍ତ୍ୱେ ପାର୍ବଣ ଭିଡ଼
ଭୁବନେଶ୍ୱର,୨୫।୧୦ (ବ୍ୟୁରୋ): ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ସରକାର ଓ ପ୍ରଶାସନ ସ୍ବତନ୍ତ୍ର କରୋନା ଗାଇଡ୍ଲାଇନ୍ ଜାରି କରିଥିବାବେଳେ ପୋଲିସ ଲୋକଙ୍କୁ ସତର୍କ ଓ ସଚେତନ କରି ଆସୁଛି। ହେଲେ ରାଜଧାନୀର ହାଟ, ବଜାର, ମଲ୍ରେ ଏବେ ପାର୍ବଣ ଭିଡ଼ ଅସମ୍ଭାଳ ହୋଇପଡୁଛି।…
ଚାଇନାର ବନ୍ଧୁ ପଣିଆ: ନେପାଳର ୭ ଜିଲାରେ ଅବୈଧ କବ୍ଜା, ଭାରତୀୟ ସେନା ସତର୍କ
କାଠମାଣ୍ଡୁ, ୨୫।୧୦: ଚାଇନାର ବନ୍ଧୁ ପଣିଆ ଧରାପଡ଼ିଯାଇଛି। ନେପାଳ ସହିତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରଖିବା ଆଳରେ ଚାଇନା ସୀମାବର୍ତ୍ତୀ ୭ ଜିଲାରେ ଅବୈଧ କବ୍ଜା କରିଛି। ଏସବୁ ଜିଲାଗୁଡ଼ିକ ଭାରତୀୟ ସୀମାରେ ରହିଛି। ନେପାଳର ସୀମାବର୍ତ୍ତୀ ଜିଲାରେ କବ୍ଜା କରି ଚାଇନା…
ସହାୟତା ବାହାନାରେ ୧୦ ଲକ୍ଷ ଲୁଟିଲେ
ଭୁବନେଶ୍ୱର,୨୫।୧୦(ବ୍ୟୁରୋ): ବିଦେଶୀଙ୍କ ନାଁରେ ସହାୟତା ବାହାନାରେ ଲୁଟୁଛନ୍ତି ସାଇବର ଅପରାଧୀ। ପୂର୍ବରୁ ଓଡ଼ିଶାର ୨ଜଣ ବ୍ୟକ୍ତି ଏମିତି ଠକେଇର ଶିକାର ହୋଇ ଲକ୍ଷ ଲକ୍ଷ ଟଙ୍କା ହରାଇଥିବାବେଳେ ଏବେ ଆଉଜଣଙ୍କଠାରୁ ସାଇବର ଅପରାଧୀମାନେ ୧୦ଲକ୍ଷ ୩୬ହଜାର ଟଙ୍କା ଲୁଟି ନେଇଛନ୍ତି। ଠକେଇର…
ଦୂରରୁ ମିଳୁଛି ଦର୍ଶନ, ନିରାଶ ଶ୍ରଦ୍ଧାଳୁ
ଭୁବନେଶ୍ୱର, ୨୫।୧୦(ବ୍ୟୁରୋ): ଫିକା ପଡ଼ିଛି ମା’ଙ୍କ ଧରାବତରଣ। ଭକ୍ତ ନିରାଡମ୍ବରରେ ପାଳିତ ହେଉଛି ମା’ଙ୍କ ପୂଜାର୍ଚ୍ଚନା। ନା ଆଗ ପରି ବଡ଼ ତୋରଣ ଅଛି ନା ଜାକଜମକ। କେବଳ ପରମ୍ପରା ଓ ରୀତିନୀତି ଅନୁସାରେ ମା’ ଦୁଗର୍ର୍ାଙ୍କ ପୂଜାର୍ଚ୍ଚନା ଜାରି ରହିଛି।…
ଚିଠି ମାଧ୍ୟମରେ ଗଣପତିଙ୍କୁ ଜଣାଇବାକୁ ପଡେ ନିଜର ମନୋସ୍କାମନା
କୌଣସି ଶୁଭ କାମ କରିବା ପୂର୍ବରୁ ସାଧାରଣତଃ ଗଣପତି ବା ଗଣେଶଙ୍କର ଆରାଧନା କରାଯାଇଥାଏ । ଅନେକ ସ୍ଥାନରେ ଗଣେଶଙ୍କର ମନ୍ଦିର ଥିବା ଦେଖାଯାଏ । ଆଦ୍ୟେ ପୂଜା ପାଉଥିବା ଗଜାନନଙ୍କର ଏକ ସ୍ୱତନ୍ତ୍ର ମନ୍ଦିର ରହିଛି ରାଜସ୍ଥାନରେ । ଯେଉଁଠି…
ଚିରାଗଙ୍କ ବଡ଼ ଘୋଷଣା: ଏଲ୍ଜେପି ପ୍ରାର୍ଥୀ ନ ଥିବା ଆସନରେ ଭାଜପାକୁ ଦିଅନ୍ତୁ ଭୋଟ
ବିହାର, ୨୫।୧୦: ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଛି। ଏଲ୍ଜେପି ମୁଖ୍ୟ ଚିରାଗ ପାସଓ୍ବାନ ରାଜ୍ୟର ଭୋଟରଙ୍କ ଉଦ୍ଦେଶ୍ୟ କହିଛନ୍ତି ଯେ, ଯେଉଁ ଆସନରେ ଏଲ୍ଜେପି ପ୍ରାର୍ଥୀ ନାହାଁନ୍ତି ସେଠାରେ ଭାଜପାକୁ ଭୋଟ ଦିଅନ୍ତୁ। କେନ୍ଦ୍ର ସରକାରରେ ସହଯୋଗୀ ଥିବା ଏଲ୍ଜେପି…
ଶ୍ରୀକ୍ଷେତ୍ରରେ ପ୍ରକଳ୍ପ ଅନୁଧ୍ୟାନ କଲେ ୫-ଟି ସଚିବ
ପୁରୀ ଅଫିସ,୨୫।୧୦: ବିଶ୍ୱ ଐତିହ୍ୟ ସହର ହେବ ପୁରୀ। ଏଠାରେ ଭକ୍ତ, ପର୍ଯ୍ୟଟକଙ୍କୁ ମିଳିବ ଅତ୍ୟାଧୁନିକ ସେବା ସୁବିଧା। ରାଜ୍ୟ ସରକାରଙ୍କ ସ୍ବପ୍ନର ପୁରୀକୁ ବାସ୍ତବତାର ରୂପ ଦେବା ଲାଗି ପ୍ରସ୍ତୁତ ହୋଇଛି ଦୀର୍ଘମିଆଦି ରୋଡ୍ ମ୍ୟାପ। ଏହି କ୍ରମରେ ଶନିବାର…
୫ ଦିନ ବର୍ଷା ନାହିଁ
ଭୁବନେଶ୍ୱର,୨୫।୧୦(ବ୍ୟୁରୋ): ରାଜ୍ୟରେ ଆଉ ବର୍ଷାର ସମ୍ଭାବନା ନାହିଁ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଲେଉଟାଣି ନେଇ ପାଗ ଅନୁକୂଳ ହେଲାଣି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ସୁନ୍ଦରଗଡ, କେନ୍ଦୁଝର, ଝାରସୁଗୁଡା, ଦେବଗଡ, ସମ୍ବଲପୁର, ସୁବର୍ଣ୍ଣପୁର ଜିଲାରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ନେଇ ଘୋଷଣା…
କରୋନା ଯୋଗୁ ଦୁଶ୍ଚିନ୍ତାରେ ୩୧% କିଶୋର
ନୂଆଦିଲ୍ଲୀ, ୨୫ା୧୦: ମହାମାରୀ କରୋନା ବିଶ୍ୱରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥିବାବେଳେ ଭାରତରେ ମଧ୍ୟ ଏହାର ଭୟଙ୍କର ପ୍ରଭାବ ପରିଲକ୍ଷିତ ହୋଇଛି। ଗତ କିଛିମାସ ଧରି ଦେଶରେ ୩୧% କିଶୋର ଦୁଶ୍ଚିନ୍ତାରେ ରହିଥିବା ଏକ ସର୍ଭେ ରିପୋର୍ଟରୁ ଜଣାପଡ଼ିଛି। କରୋନାର ଭୟଙ୍କର…
ଫଡ୍ନବିସ୍ଙ୍କୁ କରୋନା
ମୁମ୍ବାଇ, ୨୫ା୧୦: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାର ପ୍ରଚାର ମଙ୍ଗ ଧରିଥିବା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନବିସ୍ଙ୍କୁ କରୋନା ଆକ୍ରାନ୍ତ କରିଛି। ଏବେ ସେ ଆଇସୋଲେଶନରେ ଥିବା ଭାଜପା ପକ୍ଷରୁ ଟୁଇଟର ମାଧ୍ୟମରେ ଦର୍ଶାଯାଇଛି। ଫଡ୍ନବିସ୍ ମଧ୍ୟ ଟୁଇଟ୍…
Archives


