Home Left

ହାଫିଜ ସଇଦଙ୍କ ଭିଣୋଇଙ୍କଠାରୁ ମୁମ୍ବାଇ ଆକ୍ରମଣର ଅଭିଯୁକ୍ତଙ୍କ ପର୍ଯ୍ୟନ୍ତ ୧୮ ଜଣଙ୍କୁ ଆତଙ୍କବାଦୀ ଘୋଷଣା କଲେ ସରକାର

ନୂଆଦିଲ୍ଲୀ,୨୭ ।୧୦: ଆତଙ୍କବାଦୀଙ୍କ ପ୍ରତି ଜିରୋ ଟଲରାନ୍ସ ନୀତି ପ୍ରତି ପ୍ରତିବଦ୍ଧତା ପ୍ରକାଶ କରି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ମଙ୍ଗଳବାର ୟୁଏପିଏ ଅଧିନିୟମ ଅନୁଯାୟୀ ୧୮ ଜଣଙ୍କୁ ଆତଙ୍କବାଦୀ ଘୋଷଣା କରିଛନ୍ତି । ମନ୍ତ୍ରଣାଳୟ କହିଛି ସୁରକ୍ଷାକୁ ଦୃଢ କରିବା ପାଇଁ ଏକ…

ଉପ ନିର୍ବାଚନ: ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭର୍ଚୁଆଲ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୭।୧୦(ବ୍ୟୁରୋ): ନଭେମ୍ବର ୩ ତାରିଖରେ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ ଆସନ ଲାଗି ଉପ ନିର୍ବାଚନ ହେବ। ଏ ନେଇ ପ୍ରଚାର ପ୍ରସାର ଜୋରଦାର ଚାଲିଛି। ୩ ଦଳ ପ୍ରଚାର କାର୍ଯ୍ୟରେ ଲାଗିପଡ଼ିଥିବା ବେଳେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ…

ମୁମ୍ବାଇରେ ହୋଇପାରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ

ମୁମ୍ବାଇ,୨୭ ।୧୦: ଦେଶର ଆର୍ଥିକ ରାଜଧାନୀ କୁହାଯାଉଥିବା ମୁମ୍ବାଇରେ ଆଗକୁ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି ଅନୁମାନ କରିଛି ଗୁଇନ୍ଦା ବିଭାଗ । ଗୁଇନ୍ଦା ବିଭାଗ ପକ୍ଷରୁ ମହାରାଷ୍ଟ୍ର ସରକାରଙ୍କୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି । ଆକ୍ରମଣ…

ଗଲଓ୍ବାନ୍‌ ଘାଟିରେ ଶହୀଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଆମେରିକା ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ,୨୭।୧୦: ଭାରତ ଏବଂ ଆମେରିକା ମଧ୍ୟରେ ଐତିହାସିକ ବେସିକ୍‌ ଏକ୍ସଚେଞ୍ଜ୍‌ ଆଣ୍ଡ୍‌ କୋଅପରେଶନ ଏଗ୍ରିମେଣ୍ଟ୍‌ (ବିଇସିଏ) ସ୍ବାକ୍ଷରିତ ହୋଇଛି। ମଙ୍ଗଳବାର ଦୁଇ ଦେଶ ମଧ୍ୟରେ ଦୁଇଟି ଟୁ ପ୍ଲସ ଟୁ ଆଲୋଚନା ହୋଇଥିଲା। ଏଥିରେ ଦୁଇ ଦେଶର ପ୍ରତିରକ୍ଷା ଏବଂ ବୈଦେଶିକ…

ଶ୍ରୀମନ୍ଦିର ବାଇଶିପାହଚ ହେବ ମରାମତି

ପୁରୀ ଅଫିସ, ୨୭।୧୦: ମରାମତି ହେବ ଶ୍ରୀମନ୍ଦିର ବାଇଶିପାହଚ। ଏଥିପାଇଁ ଏଏସ୍‌ଆଇର ଏକ ୪ ଜଣିଆ ଟିମ୍‌ ବୁଧବାର ଶ୍ରୀମନ୍ଦିରରେ ଅନୁଧ୍ୟାନ କରିଛନ୍ତି। ବାଇଶି ପାହାଚ ମାପଚୁପ କରିବା ସହ ଦୁର୍ବଳ ପଥର ଚିହ୍ନଟ ହୋଇଛି। ଆବଶ୍ୟକ ପଡିଲେ ଦୁର୍ବଳ ପଥର…

ବରଗଡ଼ରୁ ୩୨ ନୂଆ କରୋନା ପଜିଟିଭ୍‌ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୮୪୫୮ରେ ପହଞ୍ଚିଲା

ବରଗଡ଼ ଅଫିସ,୨୭।୧୦: ବରଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ମଙ୍ଗଳବାର ଜିଲାରେ ପୁଣି ୩୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ବରଗଡ଼ ପୌରାଞ୍ଚଳରେ ୪, ବରଗଡ଼ ବ୍ଲକର ୨, ଅତାବିରା ବ୍ଳକର ୩, ଅତାବିରା…

ବଲିଉଡ୍‌ ଅଭିନେତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ: ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ବଲିଉଡ୍‌ ତଥା ଟିଭି ଅଭିନେତ୍ରୀ ମାଲଭି ମଲହୋତ୍ରାଙ୍କୁ ହତ୍ୟା ଉଦ୍ୟମ କରାଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ମୁମ୍ବାଇର କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାମୁତାବକ, ମଙ୍ଗଳବାର ରାତିରେ ମାଲଭିଙ୍କୁ ତାଙ୍କର ଜଣେ ପୁରୁଣା ବନ୍ଧୁ ଏକ ଛୁରୀରେ ହାଣି…

ପାଟଣାଗଡ ପୋଲିସ ତରଫରୁ ମିଶନ କ୍ଲିନ ଆରମ୍ଭ

ପାଟଣାଗଡ, ୨୭।୧୦(ଡି.ଏନ୍‌.ଏ.): – ବେଆଇନ ମଦ ମାଫିଆ, ଜୁଆ ସଟ୍ଟା, ଚୋର ଡକାୟତଙ୍କୁ ମିଶନ କ୍ଲିନ ମାଧ୍ୟମରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଜୟାଦଶମୀରୁ ଶପଥ ନେଇଛି ବଲାଙ୍ଗୀର ପୋଲିସ। ଜିଲାର ବିଭିନ୍ନ ଥାନାଗୁଡିକୁ ବେଆଇନ କାର୍ଯ୍ୟକଳାପ ଗୁଡିକୁ ରୋକଲଗାଇବା ପାଇଁ…

ନାବାଳିକା ଛାତ୍ରୀଙ୍କୁ ବଳାତ୍କାର ଉଦ୍ୟମକରି ଶିକ୍ଷକ ଗିରଫ

ପୁରୁଷୋତ୍ତମପୁର, ୨୭।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳର ଜଣେ ୮ବର୍ଷର ନାବାଳିକା ଛାତ୍ରୀଙ୍କୁ ଟ୍ୟୁଶନ ଶିକ୍ଷକ ବଳାତ୍କାର ଉଦ୍ୟମ କରିଥିବା ନେଇ ଗତ ସୋମବାର ଥାନାରେ ଅଭିଯୋଗ ହୋଇଥିଲା। ଏହା ପରେ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ଓ ମହିଳା…

ସମସ୍ତ ମହିଳା ତଥା ମୋ ମାଆଙ୍କର ଅପମାନ କରିଛନ୍ତି ନୀତୀଶ, ମୋଦିଙ୍କର ଅଛନ୍ତି ୬ ଭାଇ-ଭଉଣୀ: ତେଜସ୍ୱୀ

ପାଟନା,୨୭ ।୧୦: ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ପାଇଁ କାଉଣ୍ଟ ଡାଉନ ଆରମ୍ଭ ହୋଇଯାଇଛି । ହେଲେ ଏହାରି ଭିତରେ ରାଜନୈତିକ ବୟାନବାଜି ଜାରି ରହିଛି । ବିଭିନ୍ନ ଦଳ କଥା ମାଧ୍ୟମରେ ପରସ୍ପରକୁ ଟାର୍ଗେଟ କରିଛନ୍ତି…

ଦ୍ୱିତୀୟ ବିବାହକୁ ନେଇ ଚର୍ଚ୍ଚାରେ ରହିଥିଲେ ପୂଜା: ୪୪ ବର୍ଷରେ ବି ଅଛନ୍ତି ଫିଟ୍‌

ବଲିଉଡ୍‌ର ଜଣେ ସଫଳ ତଥା ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ ପୂଜା ବତ୍ରା। ଆଜି ଅର୍ଥାତ୍‌ ଅକ୍ଟୋବର ୨୭ ହେଉଛି ପୂଜାଙ୍କ ଜନ୍ମଦିନ। ୧୯୭୬ ମସିହାରେ ଉତ୍ତରପ୍ରଦେଶରେ ଜନ୍ମଗ୍ରହଣ କରିଥିବା ପୂଜା ଏବେ ବଡ଼ ପରଦାରୁ ଦୂରେଇ ଯାଇଛନ୍ତି ସତ, ହେଲେ…

ଦିଲ୍ଲୀ ସ୍ଥାନାନ୍ତର ହେବ ନାହିଁ ହାଥରସ ଗଣବଳାତ୍କାର ମାମଲା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୭ ।୧୦: ଉତ୍ତରପ୍ରଦେଶର ହାଥରସରେ ଦଳିତ ଯୁବତୀଙ୍କ ଗଣବଳାତ୍କାର ଓ ହତ୍ୟା ମାମଲାକୁ ନେଇ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । କୋର୍ଟ କହିଛନ୍ତି ମାମଲାର ଟ୍ରାଏଲ ବର୍ତ୍ତମାନ ରାଜ୍ୟ ବାହାରକୁ ଅର୍ଥାତ୍ ଦିଲ୍ଲୀ ସ୍ଥାନାନ୍ତର କରାଯିବ ନାହିଁ । ଯେବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri