ପ୍ରିୟଙ୍କା ପିନ୍ଧିଲେ ଏମିତି ଡ୍ରେସ୍‌, ଥମୁନି ଚର୍ଚ୍ଚା

ବଲିଉଡ୍‌ ପରେ ହଲିଉଡ୍‌ରେ ଜଲଓ୍ବା ଦେଖାଇଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ଫ୍ୟାଶନ ଏବଂ ଅଭିନୟ ଦୃଷ୍ଟିରୁ ସେ ଅତୁଳନୀୟ। ସେ ବେଳେବେଳେ କିଛି ଅଲଗା କରିବାକୁ ଚେଷ୍ଟା କରନ୍ତି। ଅଜବ ଡ୍ରେସିଂ ଷ୍ଟାଇଲ୍‌ ପାଇଁ ସେ ଅନେକ ଥର ଟ୍ରୋଲର ସମ୍ମୁଖୀନ ହୋଇଛନ୍ତି। ନିକଟରେ ସେ ଏକ ଅଜବ ଡ୍ରେସ୍‌ ପିନ୍ଧି ଚର୍ଚ୍ଚାକୁ ଆସିଥିଲେ। ପ୍ରିୟଙ୍କା ଚୋପ୍ରାଙ୍କ ଏହି ଡ୍ରେସ୍‌ ଏତେ ମଜାଦାର ଯେ ଲୋକମାନେ ଏହା ଦେଖିବା ପରେ ହସିବା ବନ୍ଦ କରି ନ ଥିଲେ। କେହି କେହି ପ୍ରିୟଙ୍କାଙ୍କୁ ଢମଣା ସାପ ବେଙ୍ଗ ଗିଳିବା ପରର ଅବସ୍ଥା କହି ଟ୍ରୋଲ କରିଥିଲେ। କୌତୁହଳର ବିଷୟ ହେଉଛି ପ୍ରିୟଙ୍କା ନିଜେ ଏହି ମଜାକଥାଗୁଡ଼ିକୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଛନ୍ତି। ନିକଟରେ ପ୍ରିୟଙ୍କାଙ୍କ ପୁସ୍ତକ ‘ଅନଫିନିସଡ୍‌’ ଉନ୍ମୋଚିତ ହୋଇଥିଲା। ଏହି ପୁସ୍ତକଙ୍କ ସେ ନିଜ ଜୀବନର ଅନେକ କିଛି ଖୁଲାସା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଭାସଙ୍କ ‘ରାଧେ ଶ୍ୟାମ’ର ନୂଆ ପୋଷ୍ଟର ରିଲିଜ୍‌

ସାଉଥ୍‌ ସୁପରଷ୍ଟାର ପ୍ରଭାସଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ରାଧେ ଶ୍ୟାମ’ ରିଲିଜ୍‌ ଅପେକ୍ଷାରେ ରହିଛି। ଇତିମଧ୍ୟରେ ଫିଲ୍ମର ନୂଆ ପୋଷ୍ଟର ରିଲିଜ୍‌ ହୋଇଛି। ପ୍ରଭାସ ନିଜେ...

‘ବ୍ରହ୍ମାସ୍ତ୍ର’ ପୂର୍ବରୁ ଏହି ପ୍ରୋଜେକ୍ଟରେ ନଜର ଆସିବେ ଆଲିଆ-ରଣବୀର

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ଅଭିନେତା ରଣବୀର କପୁର ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ନଜର ଆସିବେ। ମାତ୍ର ଏହି ଫିଲ୍ମ ପୂର୍ବରୁ ତାଙ୍କୁ...

ହସ୍ପିଟାଲରେ ଅମିତାଭ ବଚ୍ଚନ

ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ପ୍ରଶଂସକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର। ଅମିତାଭଙ୍କ ଆଖିରୁ ମୋତିଆବିନ୍ଦୁ ବାହାର କରିବା ପାଇଁ ଶନିବାର ଏକ ଛୋଟ ଲେଜର...

ରେଖାଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ବଲିଉଡ ଅଭିନେତ୍ରୀ ରେଖାଙ୍କ ଅଭିନୟ ଆଜି ବି ଦର୍ଶକଙ୍କୁ ମତୁଆଲା କରେ। କେବଳ ଅଭିନୟ ନୁହେଁ, ତାଙ୍କ ସୌନ୍ଦର୍ଯ୍ୟକୁ ନେଇ ସର୍ବଦା ଚର୍ଚ୍ଚା ହୋଇଥାଏ। ରେଖା...

ଟିଆର୍‌ପି ପାଇଁ ଆଦିତ୍ୟଙ୍କ ସହ ନେହାଙ୍କ ବିବାହ ଡ୍ରାମା!

ବମ୍ବେ: ଲୋକପ୍ରିୟ ଗାୟିକା ନେହା କକ୍କଡ଼ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ। ଏହାବ୍ୟତୀତ ତାଙ୍କ କାମ ମଧ୍ୟ ହିଟ୍‌ ରହିଆସୁଛି। ସେ ଗୀତ ହେଉ...

ଆର୍‌ଡି ବର୍ମନଙ୍କୁ କାହିଁକି ଡାକୁଥିଲେ ପଞ୍ଚମ ଦା’, ଏହା ପଛରେ ରୋଚକ କାହାଣୀ

ବଲିଉଡ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ୭୦ ଦଶକକୁ ସୁବର୍ଣ୍ଣ ଯୁଗ ଭାବେ ବିବେଚନା କରାଯାଏ। ଏହି ଯୁଗରେ ସବୁକିଛି କମାଲ ଥିଲା। ଚଳଚ୍ଚିତ୍ର, ଅଭିନେତା ଏବଂ ଗୀତ...

ପ୍ରଶ୍ନ ଉଠାଇଲେ ମିମି: ଯଦି ଏମିତି ଜଣେ ମହିଳା କରିଥାନ୍ତେ…

ବମ୍ବେ: ନ୍ୟୁଡ୍‌ ଫଟୋଶୁଟ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି ବଲିଉଡ ଅଭିନେତା ରଣବୀର ସିଂହ। ଏକ ମାଗାଜିନ୍‌ ଲାଗି ସେ ଏଭଳି ଫଟୋଶୁଟ୍‌ କରାଇବାର କିଛି ଫଟୋ...

ହ୍ବିଲ୍‌ ଚେୟାରରେ ବସି ଯୋଗ କଲେ ଶିଳ୍ପା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ନିଜର ଲୁକ୍‌ ଏବଂ ଫିଟ୍‌ନେସକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି। ନିକଟରେ ଏକ ଫିଲ୍ମର ଶୁଟିଂ ସମୟରେ ଅଭିନେତ୍ରୀ...

Advertisement
Archives

Model This Week