ମାର୍ଚ୍ଚରେ ୧୦ ଦିନ ବନ୍ଦ ରହିବ ବ୍ୟାଙ୍କ

ଭୁବନେଶ୍ୱର,୨୪।୨(ବ୍ୟୁରୋ): ମାର୍ଚ୍ଚ ମାସରେ ୧୦ ଦିନ ବ୍ୟାଙ୍କ ବନ୍ଦ ରହିବ। ଆର୍‌ବିଆଇ ଗାଇଡ୍‌ଲାଇନ ଅନୁଯାୟୀ, ବ୍ୟାଙ୍କଗୁଡିକ ରବିବାର ବ୍ୟତୀତ ମାସର ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଦିନ ବନ୍ଦ ରହିଥାଏ। ଏହାଛଡା ମାର୍ଚ୍ଚ ମାସରେ ଅତିରିକ୍ତ ଛୁଟି ଏବଂ ପର୍ବପର୍ବାଣୀ ପାଇଁ ବ୍ୟାଙ୍କ ଛୁଟି ରହିବ।

ମାର୍ଚ୍ଚ ୭ରେ ରବିବାର, ୧୧ରେ ମହାଶିବରାତ୍ରୀ,୧୩ରେ ଦ୍ୱିତୀୟ ଶନିବାର, ୧୪ ରବିବାର, ୧୫ରେ କିଛି ବ୍ୟାଙ୍କ ୟୁନିୟନଙ୍କ ହରତାଳ, ୨୧ରେ ପୁଣି ରବିବାର, ୨୭ରେ ଚତୁର୍ଥ ଶନିବାର, ୨୮ ରବିବାର, ୨୯ ଓ ୩୦ ପବିତ୍ର ହୋଲି ପାଇଁ ବ୍ୟାଙ୍କ ବନ୍ଦ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ସପ୍ତାହକୁ ୫ଦିନ ଶଟ୍‌ଡାଉନ୍‌ ଖବର ଗୁଜବ

ଭୁବନେଶ୍ୱର, ୧୦।୬(ବ୍ୟୁରୋ): ରାଜ୍ୟର ୧୧ଟି ଜିଲାରେ ସପ୍ତାହକୁ ୫ଦିନ ଶଟ୍‌ଡାଉନ ହେବା ନେଇ ଏକ ଖବର ଚାରିଆଡ଼େ ବ୍ୟାପିବାରେ ଲାଗିଛି। କିନ୍ତୁ ଏହି ଖବର ଗୁଜବ...

ଆମ୍ବୁଲାନ୍ସର ହେଉଛି ଅପବ୍ୟବହାର

ଭୁବନେଶ୍ୱର, ୨୫ା୪(ବ୍ୟୁରୋ): କରୋନା ପାଇଁ ସାରା ଦେଶ ଏବେ ଲକ୍‌ଡାଉନ। ଏପରି ସମୟରେ ଆମ୍ବୁଲାନ୍ସର ଅପବ୍ୟବହାର ହେଉଛି। ଜରୁରିକାଳୀନ ସେବା ପାଇଁ ଉଦ୍ଦିଷ୍ଟ ଆମ୍ବୁଲାନ୍ସକୁ କେତେଜଣ...

ନଡ଼ିଆ ଷଡ଼େଇରେ ମାସ୍କ

ପୁରୀ ଅଫିସ,୨ା୧୦: ମହାମାରୀ କରୋନା କବଳରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତା ଏବଂ ମାସ୍କ ପିନ୍ଧିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ବିଶେଷକରି ମାସ୍କ...

ଟ୍ରି-ମ୍ୟାନ ପ୍ରଭାସଙ୍କ ଘରେ ଅଷ୍ଟ୍ରେଲୀୟ ଛାତ୍ରୀଛାତ୍ର

କଟକ ଅଫିସ,୧୪ା୧:ପ୍ରେମରେ ବନ୍ଧା ହୋଇଛି ସମଗ୍ର ବିଶ୍ୱ। ଖୁବ୍‌ କମ୍‌ ଲୋକ ଥାଆନ୍ତି, ଯେଉଁମାନେ ପ୍ରକୃତି ପ୍ରେମରେ ବାନ୍ଧି ହୋଇ ରୁହନ୍ତି। ଫୁଲନଖରା ସାଶୋଳ ଗ୍ରାମର...

ଅନ୍‌ଲାଇନରେ ଆରମ୍ଭ ହେଲା ପାଠପଢ଼ା: ୭୨୧୩ ଗ୍ରୁପ୍‌ରେ ଯୋଡ଼ିହେଲେ ୫୫ ହଜାର ଛାତ୍ରୀଛାତ୍ର

ଖୋର୍ଦ୍ଧା ଅଫିସ,୨୦ା୪: କରୋନା ଲାଗି ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ ମେ ୩ ପର୍ଯ୍ୟନ୍ତ ଜାରି ରହିଛି। ରାଜ୍ୟ ସରକାର ଜୁନ ୧୭ ପର୍ଯ୍ୟନ୍ତ ସମସ୍ତ...

ଆମ୍ବୁଲାନ୍ସରୁ ତେଲ ସରିବା ଘଟଣା: ସ୍ବାସ୍ଥ୍ୟ ବିଭାଗକୁ ଭାଜପାର କଡ଼ା ସମାଲୋଚନା

ଭୁବନେଶ୍ୱର,୭ା୧୦:(ବ୍ୟୁରୋ) ରାଜ୍ୟରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି । ବିଭାଗର ଖାମଖିଆଲି ନୀତି ଯୋଗୁ ରୋଗୀସେବା ଅନେକ ସ୍ଥାନରେ ବାଧାପ୍ରାପ୍ତ ହେଉଛି ା ମେଡିକାଲରେ ଡାକ୍ତର ଅଭାବ,...

କଟକରେ ଆଉ ୯ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୧୭।୭: କଟକ ସହରରେ ଶୁକ୍ରବାର ୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ସହରରେ ମୋଟ ସଂକ୍ରମିତ ସଂଖ୍ୟା ୩୨୩କୁ ବୃଦ୍ଧି ପାଇଛି।...

ରାଜ୍ୟରେ ସୁସ୍ଥ ହେଲେ ୧୫୨୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨ା୧୧(ବ୍ୟୁରୋ)-ରାଜ୍ୟରେ ସୋମବାର ଆଉ ୧୫୨୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ବାଲେଶ୍ୱର ଜିଲାରୁ ସର୍ବାଧିକ ୧୨୭ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ସୁନ୍ଦରଗଡରୁ ୧୨୭, ଖୋର୍ଦ୍ଧାରୁ ୧୧୫,...

Advertisement

BGU

Archives

Model This Week

Why Dharitri