କ୍ରିକେଟ୍ରୁ କେବେ ନେବେ ଅବସର, ୪୧ ବର୍ଷୀୟ ଗେଲ୍ ଦେଲେ ଏମିତି ଉତ୍ତର
କ୍ରିକେଟର ପ୍ରାୟ ସବୁ ଫର୍ମାଟରେ ବୋଲର୍ଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଥାନ୍ତି ଓ୍ବେଷ୍ଟଇଣ୍ଡିଜ୍ର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍। ତାଙ୍କୁ ଏବେ ୪୧ ବର୍ଷ । କିନ୍ତୁ ଏବେ ଗେଲଙ୍କ ବ୍ୟାଟିଂରେ କୌଣସି ପରିବର୍ତ୍ତନ ଆସିନାହିଁ। ତେଣୁ ପ୍ରତ୍ୟେକ ମ୍ୟାଚରେ ପ୍ରଶଂସକମାନେ…
ପ୍ରଥମ ଓଭର୍ରେ ହ୍ୟାଟ୍ରିକ୍ ନେଇ ପାକିସ୍ତାନ ବ୍ୟାଟ୍ସମ୍ୟାନ୍ଙ୍କୁ ଧରାଶାୟୀ କରିଥିଲେ ଏହି ବୋଲର୍
ଭାରତର ପୂର୍ବତନ ଅଲରାଉଣ୍ଡର ଇରଫାନ ପଠାନ ଆଜି ୩୫ ତମ ଜନ୍ମଦିନ ପାଳନ କରୁଛନ୍ତି। ଗୁଜରାଟରେ ଜନ୍ମିତ ଏହି କ୍ରିକେଟର ଭାରତ ପାଇଁ ଅନେକ ସ୍ମରଣୀୟ ମ୍ୟାଚ୍ ଖେଳିଛନ୍ତି। ୨୦୦୬ରେ ପାକିସ୍ତାନ ଗସ୍ତ ଅବସରରେ ତାଙ୍କ ପ୍ରଦର୍ଶନ ସର୍ବଦା ସ୍ମରଣୀୟ ହୋଇ…
ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା: ବାଦ୍ ପଡିଲେ ରୋହିତ ଶର୍ମା
ମୁମ୍ବାଇ,୨୭।୧୦: ଆଇପିଏଲ ପରେ ଭାରତୀୟ ଦଳର ଅଷ୍ଟ୍ରେଲିଆ ଗସ୍ତ ଆରମ୍ଭ ହେବ। ଏଥିପାଇଁ ବିସିସିଆଇ ଚୟନ କମିଟି ଖେଳାଳି ଚୟନ କରିଛି। ଅଷ୍ଟ୍ରେଲିଆ ଗସ୍ତରୁ ଆହତ ରୋହିତ ଶର୍ମାଙ୍କୁ ଟେଷ୍ଟ, ଦିନିକିଆ ଓ ଟି-୨୦ରୁ ବାଦ ଦିଆଯାଇଛି। ତାଙ୍କ ସ୍ଥାନରେ ଦିନିକିଆ…
ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡିଲେ ଜଣେ ଆତଙ୍କବାଦୀ
ଶ୍ରୀନଗର,୨୭।୧୦: ଜମ୍ମୁକଶ୍ମୀରର ପୁଲୱାମା ଜିଲାର ଅଓ୍ବନ୍ତିପୋରାଠାରେ ସୁରକ୍ଷା ବାହିନୀର ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି। ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମୁହାଁମୁହିଁବେଳେ ଏଭଳି ଘଟଣା ଘଟିଛି। ସେପଟେ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ସଂଗଠନର ଜଣେ ସଦସ୍ୟ ଆତ୍ମସମର୍ପଣ କରିଥିବା ଜଣାପଡିଛି।…
ରାଜସ୍ଥାନରେ ମାସ୍କ ପିନ୍ଧିବା ହେବ ବାଧ୍ୟତାମୂଳକ
ଜୟପୁର,୨୭ ।୧୦: କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜସ୍ଥାନରେ ଏବେ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ କରିବାକୁ ସରକାର ଚିନ୍ତା କରୁଛନ୍ତି । ଏଥିପାଇଁ ଏକ ନୂଆ ଆଇନ ମଧ୍ୟ ଆସିବ ବୋଲି କୁହାଯାଉଛି । ଆସନ୍ତା ବିଧାନସଭା ଅଧିବେଶନରେ ଏ…
କରୋନାରେ ଆଖିବୁଜିଲେ ଏହି ସୁପରଷ୍ଟାର
ଗୁଜୁରାଟୀ ଫିଲ୍ମର ସୁପରଷ୍ଟାର ନରେଶ କାନୋଡିୟାଙ୍କର ୭୭ ବର୍ଷ ବୟସରେ ପରଲୋକ ଘଟିଛି। କରୋନାରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। କରୋନାରେ ଆକ୍ରାନ୍ତ ହେବା ପରେ ସେ ଅହମ୍ମଦାବାଦର ୟୁଏନ୍ ମେହତା ଇନ୍ଷ୍ଟିଚ୍ୟୁଟ୍ରେ ଚିକିତ୍ସିତ ହେଉଥିଲେ। ତେବେ ତାଙ୍କର…
ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ବିହାରବାସୀଙ୍କ ଉଦ୍ଦେଶ୍ୟରେ ସୋନିଆଙ୍କ ବାର୍ତ୍ତା
ନୂଆଦିଲ୍ଲୀ,୨୭ ।୧୦: ଏବେ ବିହାର ବିଧାନସଭା ନିର୍ବାଚନ ଉପରେ ସାରା ଦେଶର ନଜର । ଗୋଟିଏ ଦିନ ପରେ ଅର୍ଥାତ୍ ୨୮ ଅକ୍ଟୋବରରେ ଏଠାରେ ଅନୁଷ୍ଠିତ ହେବାକୁ ଯାଉଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ଆଉ ତା’ ପୂର୍ବରୁ ମହାମେଣ୍ଟରେ ଲଢୁଥିବା…
ନୀତିଶଙ୍କ ଅପବ୍ୟବହାର ମୋ ପାଇଁ ଆଶୀର୍ବାଦ ଭଳି: ତେଜସ୍ବୀ
ପାଟନା,୨୭।୧୦: ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନର ୨୪ ଘଣ୍ଟା ପୂର୍ବରୁ ତେଜସ୍ବୀ ଯାଦବ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଉପରେ ବର୍ଷିଛନ୍ତି। ତେଜସ୍ବୀ ଯାଦବ କହିଛନ୍ତି ଯେ, ନୀତିଶ କୁମାର ଏବେ ଶାରୀରିକ ଏବଂ ମାନସିକ ସ୍ତରରେ କ୍ଳାନ୍ତ ହୋଇଯାଇଛନ୍ତି।…
ନିର୍ବାଚନ ସଭାରେ ଲାଲୁ ଯାଦବଙ୍କ ୯ ସନ୍ତାନ ବିଷୟରେ ଉଠାଇଲେ ମୁଖ୍ୟମନ୍ତ୍ରୀ
ପାଟନା,୨୭।୧୦: ବିହାରର ରାଜନୈତିକ ଯୁଦ୍ଧରେ କିଏ ଜିତିବ ନଭେମ୍ବର ୧୦ରେ ନିଷ୍ପତ୍ତି ନିଆଯିବ। କିନ୍ତୁ ଏହା ପୂର୍ବରୁ ନିର୍ବାଚନ ଯୁଦ୍ଧ ବ୍ୟକ୍ତିଗତ ହେବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବୈଶାଲୀ ଜିଲାର ମହାନାର ନିର୍ବାଚନ ମଞ୍ଚରୁ ଲାଲୁ ଯାଦବଙ୍କୁ ଆକ୍ରମଣ କରିଥିଲେ।…
ଭୟଙ୍କର ବୋମା ବିସ୍ଫୋରଣ: ୪ ମୃତ, ୨୬ ଆହତ
ପେଶଓ୍ବାର,୨୭।୧୦: ପାକିସ୍ଥାନର ପେଶୱାରରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ପ୍ରାୟ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୬ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣାରେ ୧୯ ଶିଶୁ ସାମିଲ ଥିବା ଜଣାପଡିଛି। ଏହି ବିସ୍ଫୋରଣ ସମ୍ପର୍କରେ ପାକିସ୍ତାନ…
ପୂର୍ବତନ ବୟଫ୍ରେଣ୍ଡ୍ ସହ ଫଟୋ ଶେୟାର କଲେ କରୀନା କପୁର
ଅଭିନେତା ଶାହିଦ କପୁର ଏବଂ କରୀନା କପୁରଙ୍କ ପ୍ରେମ କାହାଣୀ ଏକଦା ଇଣ୍ଡଷ୍ଟ୍ରୀରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହି ଦୁଇ କଳାକାର ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି। ଜବ୍ ଉଇ ମେଟ୍ରେ ଉଭୟଙ୍କ ଅଭିନୟକୁ ଦର୍ଶକ ଆଜିବି ମନେ ରଖିଛନ୍ତି। ନିକଟରେ…
ଦଶହରାରେ କର୍ମଚାରୀଙ୍କୁ କାର୍ ଉପହାର ଦେଲେ ଏହି ଅଭିନେତ୍ରୀ
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ କେବଳ ଅଭିନୟ ପାଇଁ ନୁହେଁ, ବରଂ ତାଙ୍କ ଉଦାରତା ପାଇଁ ମଧ୍ୟ ଜଣାଶୁଣା। ସେ ଦଶହରା ଉପଲକ୍ଷେ ତାଙ୍କ କର୍ମଚାରୀଙ୍କୁ ଏକ କାର ଉପହାର ଦେଇଛନ୍ତି। ସୋସିଆଲ ମିଡିଆରେ ଭିଡିଓ ଏବଂ ଫଟୋ ଭାଇରାଲ…
Archives


