ଦିଲୀପ ରାୟଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି: ଦଣ୍ଡାଦେଶକୁ ସସ୍ପେଣ୍ଡ କଲେ ଦିଲ୍ଲୀ ହାଇକୋର୍ଟ
ଭୁବନେଶ୍ୱର,୨୭।୧୦(ବ୍ୟୁରୋ): ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ମଙ୍ଗଳବାର ତାଙ୍କ ୩ ବର୍ଷର ଜେଲ ଦଣ୍ଡାଦେଶକୁ ଦିଲ୍ଲୀ ହାଇକୋର୍ଟ ସସ୍ପେଣ୍ଡ କରିଛନ୍ତି। ସୂଚନାଯୋଗ୍ୟ, ୧୯୯୯ ମସିହାରେ ଝାଡ଼ଖଣ୍ଡର ଗିରିଡିହସ୍ଥିତ ବ୍ରହ୍ମାଡିଆ କୋଇଲା ଖଣି ଆବଣ୍ଟନରେ ହୋଇଥିବା ଅନିୟମିତତା ମାମଲାରେ…
ଭୋକିଲା ବାଘ ମୁହଁରୁ ଏମିତି ଉପାୟରେ ସାଙ୍ଗକୁ ଛଡାଇ ଆଣିଲା ଜେବ୍ରା: ଚମକିଗଲା ମହାବଳ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ…
କେବଳ ଏହିସବୁ ଛୋଟ ଅଭ୍ୟାସ କରିଦିଏ ଦରିଦ୍ର: ଜାଣନ୍ତୁ କେଉଁ ବିଷୟରେ କହିଛନ୍ତି ଚାଣକ୍ୟ
ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ ଏପରି କିଛି ବିଷୟରେ ବର୍ଣ୍ଣନା କରିଛନ୍ତି, ଯାହାକୁ ଗ୍ରହଣ କରି ଜଣେ ଖୁସିରେ ରହିପାରିବ। ସେ ବ୍ୟକ୍ତିର ଏପରି କିଛି ଅଭ୍ୟାସ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି ଯାହା ତାଙ୍କୁ ଦରିଦ୍ର କରିଥାଏ। ଜାଣନ୍ତୁ ସେ…
ଜାଭେଦ ଅଖତରଙ୍କୁ ମିଳିଲା ରିଚାର୍ଡ ଡକ୍ସିନ୍ସ ଟ୍ରଫି
ମୁମ୍ବାଇ: ରିଚାର୍ଡ ଡକ୍ସିନ୍ସ ଟ୍ରଫି ଜିତିଥିବା ପ୍ରଥମ ଭାରତୀୟ ଜାଭେଦ ଅଖତରଙ୍କ ପାଖରେ ପହଞ୍ଚିଛି ଏହି ଟ୍ରଫି । ଏହାର ଏକ ଫଟୋ ନିକଟରେ ଦେଖିବାକୁ ମିଳିଛି । ଜାଭେଦଙ୍କ ପତ୍ନୀ ଶବାନା ଆଜମୀ ଟ୍ରଫି ସହ ଜାଭେଦ ସାହେବଙ୍କ ଏକ…
ଶ୍ରୀମନ୍ଦିର ସମ୍ମୁଖରେ ଦେବୀସଭା: ୧୪୪ ଧାରା ଜାରି
ପୁରୀ ଅଫିସ,୨୭।୧୦: ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଏକାଠି ହୋଇଛନ୍ତି ଗୋଷାଣୀ। ଏହା ଦେବୀସଭା ଭାବେ ପରିଚିତ। ତେବେ କରୋନା ପାଇଁ ଚଳିତବର୍ଷ ପ୍ରଶାସନ ପକ୍ଷରୁ ଅନେକ କଟକଣା ଜାରି କରାଯାଇଛି। ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଓ ମରିଚିକୋଟ ଛକ ପର୍ଯ୍ୟନ୍ତ ୧୪୪ ଧାରା…
ଗଲ୍ଫ ଖେଳିଲେ ପ୍ରିୟଙ୍କା
ମୁମ୍ବାଇ; ବଲିଉଡ୍ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବେ ଜର୍ମାନୀରେ ତାଙ୍କର କ୍ୱାଲିଟି ଟାଇମ୍ ସ୍ପେଣ୍ଡ କରୁଛନ୍ତି । କେବେ କେବେ ଜଙ୍ଗଲରେ ତ କେବେକେବେ ବର୍ଲିନ ରାସ୍ତାରେ ନିଜ କୁକୁର ଡାଏନା ସହ ବୁଲୁଥିବା ନଜର ଆସିଛନ୍ତି ପିସି ।…
ବୋହୂ ଐଶ୍ୱର୍ଯ୍ୟାଙ୍କ ଫିଲ୍ମରେ କମ୍ବ୍ୟାକ୍ କରି ବଦଳିଥିଲା ଅମିତାଭଙ୍କ ଭାଗ୍ୟ
ବଲିଉଡ୍ ଫିଲ୍ମ ‘ମହବତେ’ ରିଲିଜ୍ ହେବା ଇତିମଧ୍ୟରେ ୨୦ ବର୍ଷ ହୋଇଯାଇଛି। ୨୭ ଅକ୍ଟୋବର ୨୦୦୦ରେ ଏହା ରିଲିଜ୍ ହୋଇଥିଲା। ଫିଲ୍ମଟି ବକ୍ସଅଫିସରେ ସୁପରହିଟ୍ ମଧ୍ୟ ହୋଇଥିଲା। ଅମିତାଭ ବଚ୍ଚନ, ଶାହାରୁଖ୍ ଖାନ୍, ଐଶ୍ୱର଼୍ୟା ରାୟ ପ୍ରମୁଖ ଚରିତ୍ର ବିଶିଷ୍ଟ ଏହି…
କମାରଶାଳରୁ ମିଳିଲା ଯୁବକଙ୍କ ମୃତଦେହ
ହିଞ୍ଜିଳିକାଟୁ,୨୭।୧୦(ଡି.ଏନ୍.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଆହାରକେନ୍ଦ୍ର ନିକଟ କମାରଶାଳରୁ ମଙ୍ଗଳବାର ସକାଳେ ଜଣେ ବ୍ୟକ୍ତିଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତକ ହିଞ୍ଜିଳିକାଟୁ ପାଟଣାସାହିର ନିରଞ୍ଜନ ମୂଳି(୩୦)। ସୋମବାର ରାତିରେ ନିରଞ୍ଜନ ଘରକୁ ଯାଇ ନ ଥିଲେ। ପରିବାର ଲୋକେ ଖୋଜାଖୋଜି…
ରାମଦାସ ଅଠୱାଲେଙ୍କୁ କରୋନା
ମୁମ୍ବାଇ,୨୭।୧୦:ରିପବ୍ଲିକାନ ପାର୍ଟି ସଭାପତି ତଥା କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠୱାଲେ କରୋନା ଆକ୍ରାନ୍ତ ହୋଇଛନ୍ତି। ତାଙ୍କୁ ମୁମ୍ବାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୋଟିଏ ଦିନ ପୂର୍ବରୁ ରାମଦାସ ଅଭିନେତ୍ରୀ ପାୟଲ ଘୋଷଙ୍କୁ ଆରପିଆଇର ସଦସ୍ୟତା ପ୍ରଦାନ କରିଥିଲେ। ଏହାପରେ ତାଙ୍କ…
ମାଓବାଦୀ, ବିଏସଏଫ୍ ଜବାନଙ୍କ ମଧ୍ୟରେ ଗୁଳି ବିନିମୟ
ଚିତ୍ରକୋଣ୍ଡା,୨୭।୧୦(ଡି.ଏନ୍.ଏ.): ଆନ୍ଧ୍ର-ଓଡ଼ିଶା ସୀମାନ୍ତ ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳ ରାଲେଗାଡା ପଞ୍ଚାୟତ ଜୁମଡାଙ୍ଗ ନିକଟସ୍ଥ ଜଙ୍ଗଲରେ ମାଓବାଦୀ ଓ ବିଏସଏଫ୍ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ପ୍ରଥମେ ମାଓବାଦୀ ପକ୍ଷରୁ ଗୁଳି ବିନିମୟ ହୋଇଥିଲା। ପରେ ଏହାର କଡ଼ା ଜବାବ…
କେନ୍ଦ୍ର ସରକାରଙ୍କ ବଡ ଘୋଷଣା: ଏବେ ଯେ କୌଣସି ଭାରତୀୟ ଜମ୍ମୁ-କଶ୍ମୀର, ଲଦ୍ଦାଖରେ କିଣି ପାରିବେ ଜମି
ନୂଆଦିଲ୍ଲୀ,୨୭ ।୧୦: କେନ୍ଦ୍ରର ମୋଦି ସରକାର ମଙ୍ଗଳବାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଏବେ ଜମ୍ମୁ-କଶ୍ମୀର ଓ ଲଦ୍ଦାଖରେ ଦେଶର ଯେ କୌଣସି ବ୍ୟକ୍ତି ଜମି କ୍ରୟ କରି ବସବାସ କରିପାରିବେ । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ଏ…
ପିତାଙ୍କ ମୃତ୍ୟୁର ୩ ଦିନ ପରେ ପଡିଆରେ ଏମିତି କରି ଦେଖାଇଲେ ପୁଅ, ସମସ୍ତେ କଲେ ସଲାମ୍
ଶାରଜା,୨୭।୧୦: ତିନି ଦିନ ପୂର୍ବେ ପିତାଙ୍କୁ ହରାଇଥିବା କିଙ୍ଗସ ଏକାଦଶ ପଞ୍ଜାବ ବ୍ୟାଟ୍ସମ୍ୟାନ ମନଦୀପ ସିଂ କୋଲକାତା ନାଇଟ ରାଇଡର୍ସ(କେକେଆର୍)ବିପକ୍ଷ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଅପରାଜିତ ୬୬ ରନ୍ର ପାଳି ଖେଳି ଦଳକୁ ଜିତାଇଥିଲେ। ଏହି ଇନିଂସ ତାଙ୍କ ପିତାଙ୍କୁ ସେ…
Archives


