ରଣକ୍ଷେତ୍ର ପାଲଟିଲା ସିନ୍ଧ ବିଧାନସଭା

ସିନ୍ଧ, ୩ା୩: ପାକିସ୍ତାନର ସିନ୍ଧ ବିଧାନସଭାରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ତେହରିକ୍‌-ଏ-ଇନ୍‌ସାଫ ପାର୍ଟି ନେତାଙ୍କ ମଧ୍ୟରେ ମାଡ଼ପିଟ୍‌ ହୋଇଛି। ଏହାକୁ ନେଇ କିଛି ସମୟ ବିଧାନସଭା ରଣକ୍ଷେତ୍ରରେ ପରିଣତ ହୋଇଥିଲା।
ଦଳର ୩ ବିଧାୟକ ସେମାନେ ନିଜ ଇଚ୍ଛା ଅନୁଯାୟୀ ସିନେଟରେ ନିର୍ବାଚନରେ ପ୍ରାର୍ଥୀଙ୍କୁ ସମର୍ଥନ ଦେବାକୁ ଘୋଷଣା କରିଥିଲେ। ପିଟିଆଇ ପ୍ରାର୍ଥୀଙ୍କୁ ସମର୍ଥନ ନ ଦେବାରୁ ସମ୍ପୃକ୍ତ ୩ ବିଧାୟକଙ୍କୁ ବିଧାନସଭାରେ ଆକ୍ରମଣ କରାଯାଇଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ, ପରସ୍ପର ତଳେ ଗଡ଼ି ମାଡ୍‌ପିଟ୍‌ ହୋଇଥିଲେ। ଗଣ୍ଡଗୋଳବେଳେ ଗୃହର ଅନ୍ୟ ସଦସ୍ୟମାନେ ସେଠାରୁ ଉଠି ବାହାରକୁ ପଳାଇଥିଲେ। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଅପଲୋଡ ହୋଇଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଶ୍ଚାତ୍ୟ ଦେଶକୁ ପୁଟିନ୍‌ଙ୍କ ଆକ୍ଷେପ

ମସ୍କୋ,୧୩ା୫: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାଶ୍ଚାତ୍ୟ ଦେଶକୁ କଡ଼ା ଆକ୍ଷେପ କରିଛନ୍ତି। ୟୁକ୍ରେନରେ ରୁଷିଆର କାର୍ଯ୍ୟକଳାପ ପରେ ପାଶ୍ଚାତ୍ୟ ଦେଶମାନଙ୍କ ଦ୍ୱାରା ମସ୍କୋ ଉପରେ...

ଜର୍ମାନୀ ସହ ଆଲୋଚନା ପରେ ପଛକୁ ହଟିଲେ ରୁଷିଆ ସୈନ୍ୟ…

ମସ୍କୋ, ୧୫।୨ : ଜର୍ମାନୀ ସହିତ ଆଲୋଚନା ପରେ ୟୁକ୍ରେନ୍‌କୁ ଘେରି ରହିଥିବା ରୁଷିଆ ସୈନ୍ୟ ପଛକୁ ହଟିବା ଆରମ୍ଭ କରିଛନ୍ତି। ଗଣମାଧ୍ୟମ ସଂସ୍ଥା ଏଏଫ୍‌ପି...

ବିଶ୍ୱ ପର୍ଯ୍ୟଟନ ୩୨୦ ବିଲିୟନ ଡଲାର ହରାଇଛି

ଜାତିସଂଘ, ୨୬।୮: କରୋନା ମହାମାରୀ ବିଶ୍ୱ ପର୍ଯ୍ୟଟନ ଶିଳ୍ପରେ ବିପର୍ଯ୍ୟୟ ଆଣିଛି। ଚଳିତ ବର୍ଷର ପ୍ରଥମ ୫ ମାସରେ ଏହି ଶିଳ୍ପ ୩୨୦ ବିଲିୟନ ଡଲାର...

ଜେଲ୍‌ରେ ଶରିଫଙ୍କୁ ମିଳୁନି ଏସି,ଟିଭି ସୁବିଧା: ଇମ୍ରାନ

ଓ୍ବାଶିଂଟନ,୨୨।୭: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଏବେ ଆମେରିକା ଗସ୍ତରେ ଅଛନ୍ତି। ସେଠାରେ ସେ ବିଭିନ୍ନ ବିଷୟକୁ ନେଇ ଆଲୋଚନା କରିବା ସମୟରେ କହିଛନ୍ତି, ପାକିସ୍ତାନର...

ରୁଷିଆ ପକ୍ଷରୁ ଅପରେଶନ୍‌ ‘ଜେଡ୍‌’ ଆରମ୍ଭ…

ମସ୍କୋ/କ୍ୱିଭ୍‌,୨୧।୨ : ରୁଷିଆ ୟୁକ୍ରେନ୍‌ ମଧ୍ୟରେ ତିକ୍ତତା ବଢୁଥିବା ବେଳେ, ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ରୁଷର ରାଷ୍ଟ୍ରପତି ବ୍ଲାଡ଼ିମୀର ପୁଟିନଙ୍କ ସହିତ ସମସ୍ୟାର ସମାଧାନ...

ଟଙ୍କା-ମୋବାଇଲ ସ୍କ୍ରିନ୍‌ରେ ୨୮ ଦିନ ଜୀବିତ ରୁହେ କରୋନା ଭୂତାଣୁ

ସିଡ୍‌ନୀ, ୧୨।୧୦: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ସଂକ୍ରମିତଙ୍କଠାରୁ ଭିନ୍ନ ଭିିନ୍ନ ମାଧ୍ୟମରେ କରୋନା ଭୂତାଣୁ ସୁସ୍ଥ ଲୋକଙ୍କ ପାଖକୁ ଆସିଥାଏ।...

ହଂକଂ ବିଧାନ ପରିଷଦରେ ପ୍ରଥମ ଥର ପାଇଁ ଚାଇନା ଜାତୀୟ ସଙ୍ଗୀତ…

ବେଜିଂ, ୩।୧ : ହଂକଂର ବିଧାନ ପରିଷଦରେ ପ୍ରଥମ ଥର ପାଇଁ ଚାଇନା ଜାତୀୟ ସଙ୍ଗୀତ ଗାନ କରାଯାଇଛି। ଏହା ସହିତ ୯୦ ଜଣ ସଦସ୍ୟ...

ଫେସ୍‌ବୁକ୍‌ରେ ଅଚାନକ କମିଗଲା ଫଲୋଅର୍ସଙ୍କ ସଂଖ୍ୟା

ନୂଆଦିଲ୍ଲୀ, ୧୩ା୧୦: ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଫେସ୍‌ବୁକ୍‌ ୟୁଜର୍ସଙ୍କ ଫଲୋଅର୍ସଙ୍କ ସଂଖ୍ୟା ଅଚାନକ କମିଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏପରିକି ଖୋଦ୍‌ ଫେସ୍‌ବୁକ୍‌ର ମୂଳ କମ୍ପାନୀ...

Advertisement
Archives

Model This Week