Posted inଜାତୀୟ

ପୁଣି କମିଲା ସୁନା ଦର

ନୂଆଦିଲ୍ଲୀ,୩।୩: ପୁଣି ସୁନା ଦର କମିଛି। ସୁନା ୦.୧୧ ପ୍ରତିଶତ ହ୍ରାସ ହୋଇ ୧୦ ଗ୍ରାମ ପ୍ରତି ୪୫,୫୦୦ ଟଙ୍କା ହୋଇଛି। ସେହିପରି ରୂପା କିଲୋଗ୍ରାମ ପିଛା ୬୯,୨୧୬ ଟଙ୍କା ରହିଲା। ସୂଚନାଯୋଗ୍ୟ, ୨୦୨୦ ଅଗଷ୍ଟରେ ସୁନା ଦର ରେକର୍ଡ ଭାଙ୍ଗିଥିଲା। ସେହି ସମୟରେ ପ୍ରତି ୧୦ ଗ୍ରାମକୁ ସୁନା ଦର ୫୬,୨୦୦ ଟଙ୍କାରେ ପହଞ୍ଚିଥିଲା। ସେବେଠୁ ବର୍ତ୍ତମାନ ପର୍ଯ୍ୟନ୍ତ ସୁନା ଦର ୧୧,୦୦୦ ଟଙ୍କା ହ୍ରାସ ପାଇଛି। ଚଳିତ ବଜେଟ୍ରେ କଷ୍ଟମ ଡ୍ୟୁଟି ହ୍ରାସ ଘୋଷଣା ପରେ ଲଗାତାର ଭାବେ ସୁନା, ରୂପା ଦରରେ ହ୍ରାସ ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଆଶା କରୁଛି ପଶ୍ଚିମବଙ୍ଗ କଡ଼ା କାର୍ଯ୍ୟାନୁଷ୍ଠାନ ନେବ’

ନୂଆଦିଲ୍ଲୀ,୨୩।୩: ପଶ୍ଚିମବଙ୍ଗର ବୀରଭୂମ ଜିଲାରେ ସଂଗଠିତ ହିଂସା ଉପରେ ବୁଧବାର ଶୋକ ପ୍ରକାଶ କରିବା ସହ ଦୋଷୀଙ୍କୁ ଧରିବା ପାଇଁ ରାଜ୍ୟକୁ ସମସ୍ତ ପ୍ରକାର ସହଯୋଗ...

ଜମ୍ମୁ-କଶ୍ମୀର ପରସିମନ ନେଇ ପାକିସ୍ତାନର ପ୍ରସ୍ତାବକୁ ହାସ୍ୟାସ୍ପଦ କହିଲା ଭାରତ…

ନୂଆଦିଲ୍ଲୀ, ୧୭।୫ : ଜମ୍ମୁ-କଶ୍ମୀରରେ ପରସିମନ କମିଶନ ଅନ୍ତର୍ଗତ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଉପରେ ପାକିସ୍ତାନର ନ୍ୟାଶନାଲ ଆସେମ୍ବ୍ଲିରେ ନିଆଯାଇଥିବା ପ୍ରସ୍ତାବ ଉପରେ ଭାରତ କଡ଼ା...

ଡିଆର୍‌ଡିଓ ଆଣ୍ଟି-କୋଭିଡ୍‌ ଔଷଧ ଏବେ ବଜାରରେ, ୨-ଡିଜିଟିଏମ୍‌ ନାମରେ ହେବ ବିକ୍ରି…

ନୂଆଦିଲ୍ଲୀ,୨୮।୬: ଡିଆର୍‌ଡିଓ ଦ୍ୱାରା ପ୍ରସ୍ତୁତ ହୋଇଥିବା ଆଣ୍ଟି-କୋଭିଡ୍‌ ଔଷଧ ବଜାରରେ ୨-ଡିଜିଟିଏମ୍‌ ନାମରେ ହେବ ବିକ୍ରି କରାଯିବ। ଏନେଇ ଡିଆର୍‌ଡିଓ ପକ୍ଷରୁ ଘୋଷଣା କରାଯାଇଛି। ହାଇଦ୍ରାବାଦ୍‌...

ଲୋକସଭାରେ ପ୍ରସଙ୍ଗ ଉପସ୍ଥାପନ ପାଇଁ କଂଗ୍ରେସ ନେତାଙ୍କ ସହାୟତା ନେଉଥିଲେ ସୁମିତ୍ରା ମହାଜନ

ନୂଆଦିଲ୍ଲୀ,୩।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ନେଇ ଶିଳ୍ପପତି ରାହୁଳ ବଜାଜ୍‌ଙ୍କର ଟିପ୍ପଣୀ ପରେ ଏବେ ପୂର୍ବତନ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କ ମନ୍ତବ୍ୟ ନେଇ...

୮ ଜଣଙ୍କ ବିରୋଧରେ ଆଣିଥିଲେ ମିଛ ବଳାତ୍କାର ଅଭିଯୋଗ

ଗୁରୁଗ୍ରାମ,୩୦।୧୨: ଲୋକଙ୍କ ନାମରେ ମିଛ ବଳାତ୍କାର ଅଭିଯୋଗ କରିବା ପାଇଁ ଗୁରୁଗ୍ରାମର ଜଣେ ୨୨ ବର୍ଷୀୟା ଯୁବତୀଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତା କଲେଜ ଛାତ୍ରୀ ପୋଲିସ...

ହିଂସା ଲାଗି ଭାଜପାକୁ ଦୋଷଦେଲେ ମମତା

କୋଲକାତା,୧୧ା୬: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ହିଂସାକାଣ୍ଡ ଲାଗି ଭାଜପାକୁ ଦୋଷ ଦେଇଛନ୍ତି। କେନ୍ଦ୍ର ଓ ଭାଜପା କର୍ମୀମାନେ ମୁଖ୍ୟତଃ ଏଥିଲାଗି ଦାୟୀ। ରାଜ୍ୟ...

ଜି୭ ବୈଠକରେ ଯୋଗଦେବାକୁ ଯାଇଥିବା ୨ ଭାରତୀୟ ପ୍ରତିନିଧି କରୋନା ସଂକ୍ରମିତ

ଲଣ୍ଡନ,୫।୫: ଲଣ୍ଡନରେ ଅନୁଷ୍ଠିତ ହେବାକୁ ଥିବା ଜି ୭ ବହିର୍ବ୍ୟାପାର ମନ୍ତ୍ରୀମାନଙ୍କ ବୈଠକରେ ଯୋଗ ଦେବାକୁ ଯାଇଥିବା ଭାରତର ୨ ଜଣ ପ୍ରତିନିଧି କୋଭିଡ୍‌ ପଜିଟିଭ୍‌...

ହରିୟାଣାରେ କଂଗ୍ରେସ ଦେଖାଇଲା ଆଶା

ସୋନିପଥ,୧୦ ।୧୧: ଦେଶର ବିଭିନ୍ନ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ଉପ ନିର୍ବାଚନକୁ ନେଇ ଏବେ ସବୁଠି ଚାଲିଛି ଚର୍ଚ୍ଚା । ବିଶେଷ କରି ବିହାର ବିଧାନସଭା...

Advertisement
Archives

Model This Week