Posted inଜାତୀୟ

ନିଜକୁ ଗୁଳି ମାରିଲେ ଲେଫନାଣ୍ଟ କର୍ନେଲ

ଶ୍ରୀନଗର,୩।୩:ଶ୍ରୀନଗର ଉପକଣ୍ଠ ଖାନମୋହରେ ଜଣେ ଲେଫ୍ଟନାଣ୍ଟ କର୍ନେଲ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ସେନା ଅଧିକାରୀ କାହଁିକି ଏପରି ଭୟାନକ ପଦକ୍ଷେପ ନେଇଛନ୍ତି ତାହାର ଅନୁସନ୍ଧାନ କରାଯାଉଛି। ବୁଧବାର ଡିପୋରେ କାର୍ଯ୍ୟରତ ଲେଫ୍ଟନାଣ୍ଟ କର୍ନେଲ ସୁଦୀପ ଭାଗବତ ନିଜକୁ ଗୁଳି କରିତତ୍ବା ପୋଲିସ ଅଧିକାରୀ କହିଛନ୍ତି। ଏହି ମାମଲାର ଅଧିକ ତଦନ୍ତ ଚାଲିଛି। ଏହାପୂର୍ବରୁ ଗତ ଫେବୃୟାରୀ ୬ରେ ଜମ୍ମୁ ଡିଭିଜନର ଅଖନୋରରେ ଜଣେ ସେନା ଯବାନ ଆତ୍ମହତ୍ୟା କରିଥିଲେ। ସମ୍ପୃକ୍ତ ଯବାନ ନିଜକୁ ଗୁଳି କରି ହତ୍ୟା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୪ ଘଣ୍ଟାରେ ଲକ୍ଷେ ୧୫ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୭।୪: ଦେଶରେ କରୋନାର ସଂକ୍ରମଣ ଥମିବାର ନା ଧରୁନି। ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ବଢ଼ି ଚାଲିିଛି। ଦେଶରେ ଲଗାତାର ଗତ ୪ ଦିନ ନୂଆ ଆକ୍ରାନ୍ତଙ୍କ...

ଶାହାଙ୍କୁ ଚିଠି ଲେଖିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୩।୬: ଦିଲ୍ଲୀରେ କରୋନା ସଙ୍କଟ ଜଟିଳ ହେବାରେ ଲାଗିଛି। ଦିନକୁ ଦିନ ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଇତିମଧ୍ୟରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ...

କୋଭିଡ୍‌ ମୃତ୍ୟୁ: ପରିବାରକୁ ମିଳିପାରେ ୪ ଲକ୍ଷ

ନୂଆଦିଲ୍ଲୀ, ୧୨।୬(ଆଇଏଏନ୍‌ଏସ୍‌): କରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କୁ ୪ ଲକ୍ଷ ଟଙ୍କା ଆର୍ଥିକ କ୍ଷତିପୂରଣ ଯୋଗାଇଦେବା ପାଇଁ ଏକ ଆବେଦନର ବିଚାର କରାଯାଉଛି...

ମୋ ଲାଗି ନିର୍ବାଚନ ବିଜୟ ପାଇଁ ଚିହ୍ନର ଆବଶ୍ୟକତା ନାହିଁ, ମୁଖ୍ୟମନ୍ତ୍ରୀ…

ମୁମ୍ବାଇ, ୩।୮ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ କହିଛନ୍ତି ଯେ ଲୋକମାନଙ୍କ ଦ୍ୱାରା ନିର୍ବାଚିତ ହେବା ପାଇଁ ତାଙ୍କୁ ନିର୍ବାଚନୀ ଚିହ୍ନର ଆବଶ୍ୟକତା ନାହିଁ।...

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟି ଘଟଣା: ମାମଲା ରୁଜୁ

ନୂଆଦିଲ୍ଲୀ,୭।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ତ୍ରୁଟିକୁ ନେଇ ପଞ୍ଜାବର ମୁଖ୍ୟ ସଚିବ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଏକ ରିପୋର୍ଟ ଦାଖଲ କରିଛନ୍ତି। ଏହି ମାମଲାରେ...

ତେଲେଙ୍ଗାନା ମହିଳା ତହସିଲଦାର ଜୀବନ୍ତ ଦଗ୍ଧ

ହାଇଦ୍ରାବାଦ,୪।୧୧: ତେଲେଙ୍ଗାନାର ରଙ୍ଗାରେଡ୍ଡି ଜିଲାରୁ ସୋମବାର ଏକ ବିଚଳିତ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ତହସିଲଦାରଙ୍କୁ କେହି ଜଣେ ଦୁର୍ବୃତ୍ତ ଜୀବନ୍ତ...

ଏନ୍‌ସିପି ବିଧାୟକ ଭରତ ଭାଲକେଙ୍କ ପରଲୋକ, କରୋନାରେ ଥିଲେ ସଂକ୍ରମିତ

ମୁମ୍ବାଇ,୨୮ ।୧୧: ମହାରାଷ୍ଟ୍ରର ପଣ୍ଡରପୁର-ମଙ୍ଗଲବୈଧା ବିଧାନସଭା ଆସନରୁ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନ୍‌ସିପି) ବିଧାୟକ ଭରତ ଭାଲକେଙ୍କର ଶନିବାର ପରଲୋକ ହୋଇଛି । ପୁଣେର ରୁବି ହସ୍ପିଟାଲରେ...

ପୂର୍ବ ଲଦାଖ ନିକଟରେ ଚାଇନାର ମିଶାଇଲ ରେଜିମେଣ୍ଟ

ଲେହ, ୨୯।୧୧: ସୀମାରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଲାଗିରହିଥିବାବେଳେ ପୂର୍ବ ଲଦାଖ ନିକଟରେ ବେଜିଂ ନୂଆ ହାଇଓ୍ବେ ଓ ରାସ୍ତା...

Advertisement
Archives

Model This Week