Posted inଜାତୀୟ

ତାପସୀ ପନ୍ନୁ-ଅନୁରାଗ କଶ୍ୟପ-ବିକାଶଙ୍କ ଘରେ ଆୟକର ଚଢ଼ାଉ

ମୁମ୍ବାଇ,୩।୩: ବଲିଉଡ୍‌ରେ ଆୟକର ବିଭାଗ ଟିମ୍‌ ପକ୍ଷରୁ ଚଢ଼ାଉ ଜାରି ରହିଛି। ଟିକସ ଚୋରି ଅଭିଯୋଗରେ ଅଭିନେତ୍ରୀ ତାପସୀ ପନ୍ନୁ, ଫିଲ୍ମ ମେକର ଅନୁରାଗ କଶ୍ୟପ,ବିକାଶ ବହଲ, ମଧୁ ମେଣ୍ଟେନାଙ୍କ ସମେତ ଅନ୍ୟ କେତେକଙ୍କ ଘରେ ଆୟକର ଚଢ଼ାଉ କରାଯାଉଛି। ମୁମ୍ବାଇ ଏବଂ ପୁଣେର ୨୨ଟି ସ୍ଥାନରେ ଆୟକର ଚଢ଼ାଉ ହୋଇଛି। ଫ୍ୟାଣ୍ଟମ୍‌ ଫିଲ୍ମସ୍‌ କମ୍ପାନୀରେ ହୋଇଥିବା ଟିକସ ଚୋରି ନେଇ ଚଢ଼ାଉ ହୋଇଥିବା କୁହାଯାଉଛି। ୨୦୧୧ରେ ଅନୁରାଗ କଶ୍ୟପ,ବିକାଶ ବହଲ, ମଧୁ ମେଣ୍ଟେନା ଏବଂ ବିକ୍ରମାଦିତ୍ୟ ମୋଟଓ୍ବାନେଙ୍କ ଦ୍ୱାରା ଫ୍ୟାଣ୍ଟମ୍‌ ଫିଲ୍ମସ୍‌ ସ୍ଥାପନା କରାଯାଇଥିଲା। ୨୦୧୮ ଅକ୍ଟୋବରରେ କମ୍ପାନୀକୁ ବନ୍ଦ କରି ଦିଆଯାଇଥିଲା। ସୂଚନାଯୋଗ୍ୟ, ଅନୁରାଗ କେନ୍ଦ୍ର ସରକାରଙ୍କ ନୀତିର ଜଣେ ଦୃଢ଼ ସମାଲୋଚକ। ସେହିପରି ତାପସୀ ମଧ୍ୟ କୃଷି ଆଇନର ବିରୋଧ କରିଥିଲେ।

 

 


Enter your email to get our daily news in your inbox.

All Right Reserved By Dharitri.Com

ଧୋନୀ ଜଣେ ଦେଶଭକ୍ତ: ଗିରିରାଜ

ଲଣ୍ଡନ,୯।୬: ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଗ୍ଲୋଭ୍ସ ନେଇ ଚର୍ଚ୍ଚା ଜୋର ଧରିଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଭାରତୀୟ ଆର୍ମି...

ସଞ୍ଜୟ କରୋଲ ହେଲେ ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି

ପାଟନା,୧୧।୧୧: ବିହାର ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ସଞ୍ଜୟ କରୋଲ ସୋମବାର ଶପଥ ଗ୍ରହଣ କରିଛନ୍ତି। ରାଜଭବନରେ ଆୟୋଜିତ ଏକ ସମାରୋହରେ ବିହାରର ରାଜ୍ୟପାଳ...

୧୪ ରାଜ୍ୟର ମହିଳାଙ୍କ ମତ ‘ସ୍ତ୍ରୀଙ୍କୁ ସ୍ବାମୀ ମାଡ଼ ମାରିବା ଠିକ୍‌’

ନୂଆଦିଲ୍ଲୀ,୨୮।୧୧: ତୁମ ମତରେ ସ୍ତ୍ରୀଙ୍କୁ ସ୍ବାମୀ ମାଡ଼ ମାରିବା ଉଚିତ କି? ଏହି ପ୍ରଶ୍ନର ଉତ୍ତର ପାଇଁ ୧୮ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନେଇ...

ଏସବୁ ଖାଇଲେ ହେବନି କରୋନା…

ନୂଆଦିଲ୍ଲୀ,୧୭।୪: କରୋନା ସଂକ୍ରମଣ ନେଇ ଆତଙ୍କ ଦେଖାଦେଇଛି। ତେବେ ଏଥିରୁ ଦୂରେଇ ରହିବା ପାଇଁ ନିଜର ନିତିଦିନିଆ ଜୀବନ ଶୈଳୀରେ କେତେକ ଖାଦ୍ୟାଭ୍ୟାସକୁ ସାମିଲ କଲେ...

୬ ସେନା ଅଧିକାରୀଙ୍କୁ ଶୌର୍ଯ୍ୟଚକ୍ର ୧୯ ଜଣଙ୍କୁ ପିଭିଏସ୍‌ଏମ୍‌

ନୂଆଦିଲ୍ଲୀ,୨୬ା୧(ପି.ଟି.): ଉତ୍ତରାଞ୍ଚଳ ସେନା କମାଣ୍ଡର ଲ୍ୟୁଟ୍‌ନାଣ୍ଟ ଜେନେରାଲ ରଣବୀର ସିଂଙ୍କ ସମେତ ୧୯ ଜଣ ସେନା ଅଧିକାରୀଙ୍କୁ ପରମ ବିଶିଷ୍ଟ ସେବା ମେଡାଲ (ପିଭିଏସ୍‌ଏମ୍‌) ଏବଂ...

ବ୍ୟବସାୟୀଙ୍କୁ ଆଶ୍ୱସ୍ତି: ତାଜମହଲର ଅଧା କିଲୋମିଟର ପରିସର ମଧ୍ୟରୁ ହଟିବନି ୫୦୦ ଦୋକାନ…

ନୂଆଦିଲ୍ଲୀ,୧୭।୧: ତାଜମହଲର ଅଧା କିଲୋମିଟର ପରିସର ମଧ୍ୟରୁ ୫୦୦ ଦେକାନ ହଟିବନି। ଏଭଳି ନିର୍ଦ୍ଦେଶ ପ୍ରଦାନ କରି ବ୍ୟବସାୟିକ କାର୍ଯ୍ୟକଳାପକୁ ବନ୍ଦ କରିବା ମାମଲାରେ ସୁପ୍ରିମକୋର୍ଟର...

ବିଗିଡିଲା ସତ୍ୟେନ୍ଦ୍ର ଜୈନଙ୍କ ସ୍ବାସ୍ଥ୍ୟାବସ୍ଥା, ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ,୨୨।୫: ମନି ଲଣ୍ଡରିଂ ମାମଲାରେ ପ୍ରାୟ ଏକ ବର୍ଷ ଧରି ତିହାର ଜେଲରେ ଥିବା ଆମ ଆଦମୀ ପାର୍ଟି ନେତା ସତ୍ୟେନ୍ଦ୍ର ଜୈନଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବା...

ଆଚାର ସଂହିତା ଉଲ୍ଲଂଘନ ପାଇଁ ସନ୍ନିଙ୍କୁ ନୋଟିସ୍‌

ଗୁରୁଦାସପୁର,୧୮।୫: ଆଦର୍ଶ ଆଚାର ସଂହିତା ଉଲ୍ଲଂଘନ ଅଭିଯୋଗରେ ପଞ୍ଜାବର ଗୁରୁଦାସପୁରରୁ ନିର୍ବଚନ ଲଢୁଥିବା ଭାଜପା ପ୍ରାର୍ଥୀ ସନ୍ନି ଦେଓଲଙ୍କୁ ନିର୍ବାଚନ କମିଶନ ଏକ ନୋଟିସ୍‌ ଜାରି...

Advertisement
Archives

Model This Week