ମିଛ କହିବାରେ ପାରଙ୍ଗମ ଏହି ଝିଅମାନେ

ମାନବ ଜୀବନରେ ରାଶିଫଳର ମହତ୍ତ୍ୱ ବହୁତ ଅଧିକ। ରାଶି ନାମରୁ ମଣିଷର ପ୍ରକୃତି ବିଷୟରେ ଜଣାପଡ଼ିଥାଏ। କିଛି ଲୋକ ଭଲ ପାଇଁ ମିଛ କହୁଥିବା ବେଳେ ଆଉ କିଛି ଲୋକ ମିଛ କହିବାରେ ପାରଙ୍ଗମ ଅଟନ୍ତି। ମିଛ କହିବା ଏକ କଳା ମଧ୍ୟ। ଲୋକଙ୍କ ସାମ୍ନାରେ ମିଛ କହି ସେମାନଙ୍କୁ କୌଣସି କାମ ପାଇଁ ରାଜି କରାଇବା କଳା ଠାରୁ କିଛି କମ୍‌ ନୁହେଁ। ତେବେ ଜାଣିବା ଏମିତି କିଛି ଝିଅଙ୍କ ବିଷୟରେ ଯେଉଁମାନେ ସବୁବେଳେ ଏବଂ ସବୁ ସମୟରେ ମିଛ କହିବାରେ ପାରଙ୍ଗମ ଅଟନ୍ତି।
କର୍କଟ ରାଶି: କର୍କଟ ରାଶିର ଝିଅମାନେ ନିଜ ପରିବାରକୁ ବଞ୍ଚାଇବାକୁ ମିଛ କହିଥାନ୍ତି। ଏମାନେ ସବୁବେଳେ ସତ୍ୟକୁ ସମର୍ଥନ କରିଥାନ୍ତି। ତେବେ ଏମାନେ ବହୁତ ଯତ୍ନବାନ। ଯେତେବେଳେ ଆବଶ୍ୟକ ପଡେ ଏମାନେ ମିଝ କହିବାକୁ ମାଧ୍ୟ ହୋଇଥାନ୍ତି। କାହାର ହୃଦୟ ନ ଭାଙ୍ଗୁ, ସେଥିପାଇଁ ଏମାନେ ବହୁ ଯତ୍ନବାନ।

ସିଂହ ରାଶି: ଏହି ରାଶିର ଝିଅମାନେ ଜିତିବା ପାଇଁ କିଛି ବି କରିଥାନ୍ତି। ଏହାନେ ବହୁତ ରାଗି ଏବଂ ଚିଡ୍‌ଚିଡ଼ା ସ୍ବଭାବର ଅଟନ୍ତି। ଏମାନେ ସ୍ବଭାବରେ ବହୁତ ବାହାଦୁର ମଧ୍ୟ ଅଟନ୍ତି।

ମିଥୁନ : ମିଥୁନ ରାଶିର ଝିଅମାନେ ସବୁବେଳେ ମିଛ କହିଥାନ୍ତି। ନିଜ ଷ୍ଟାଟସ୍‌ ମେଣ୍ଟେନ କରିବା ଆଳରେ ଏମାନେ ସବୁ ସମୟରେ ମିଛ କହିଥାନ୍ତି। ମିଥୁନ ରାଶିର ଛିଅମାନେ ବହୁତ ଚତୁର ପ୍ରକୃତିର। ଏମାନେ ଏତେ ସ୍ପଷ୍ଟ ଭାବେ ମିଛ କୁହନ୍ତି ଯେ, ସମସ୍ତେ ଏହାକୁ ସତ ବୋଲି ଭାବିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri