ମିଛ କହିବାରେ ପାରଙ୍ଗମ ଏହି ଝିଅମାନେ

ମାନବ ଜୀବନରେ ରାଶିଫଳର ମହତ୍ତ୍ୱ ବହୁତ ଅଧିକ। ରାଶି ନାମରୁ ମଣିଷର ପ୍ରକୃତି ବିଷୟରେ ଜଣାପଡ଼ିଥାଏ। କିଛି ଲୋକ ଭଲ ପାଇଁ ମିଛ କହୁଥିବା ବେଳେ ଆଉ କିଛି ଲୋକ ମିଛ କହିବାରେ ପାରଙ୍ଗମ ଅଟନ୍ତି। ମିଛ କହିବା ଏକ କଳା ମଧ୍ୟ। ଲୋକଙ୍କ ସାମ୍ନାରେ ମିଛ କହି ସେମାନଙ୍କୁ କୌଣସି କାମ ପାଇଁ ରାଜି କରାଇବା କଳା ଠାରୁ କିଛି କମ୍‌ ନୁହେଁ। ତେବେ ଜାଣିବା ଏମିତି କିଛି ଝିଅଙ୍କ ବିଷୟରେ ଯେଉଁମାନେ ସବୁବେଳେ ଏବଂ ସବୁ ସମୟରେ ମିଛ କହିବାରେ ପାରଙ୍ଗମ ଅଟନ୍ତି।
କର୍କଟ ରାଶି: କର୍କଟ ରାଶିର ଝିଅମାନେ ନିଜ ପରିବାରକୁ ବଞ୍ଚାଇବାକୁ ମିଛ କହିଥାନ୍ତି। ଏମାନେ ସବୁବେଳେ ସତ୍ୟକୁ ସମର୍ଥନ କରିଥାନ୍ତି। ତେବେ ଏମାନେ ବହୁତ ଯତ୍ନବାନ। ଯେତେବେଳେ ଆବଶ୍ୟକ ପଡେ ଏମାନେ ମିଝ କହିବାକୁ ମାଧ୍ୟ ହୋଇଥାନ୍ତି। କାହାର ହୃଦୟ ନ ଭାଙ୍ଗୁ, ସେଥିପାଇଁ ଏମାନେ ବହୁ ଯତ୍ନବାନ।

ସିଂହ ରାଶି: ଏହି ରାଶିର ଝିଅମାନେ ଜିତିବା ପାଇଁ କିଛି ବି କରିଥାନ୍ତି। ଏହାନେ ବହୁତ ରାଗି ଏବଂ ଚିଡ୍‌ଚିଡ଼ା ସ୍ବଭାବର ଅଟନ୍ତି। ଏମାନେ ସ୍ବଭାବରେ ବହୁତ ବାହାଦୁର ମଧ୍ୟ ଅଟନ୍ତି।

ମିଥୁନ : ମିଥୁନ ରାଶିର ଝିଅମାନେ ସବୁବେଳେ ମିଛ କହିଥାନ୍ତି। ନିଜ ଷ୍ଟାଟସ୍‌ ମେଣ୍ଟେନ କରିବା ଆଳରେ ଏମାନେ ସବୁ ସମୟରେ ମିଛ କହିଥାନ୍ତି। ମିଥୁନ ରାଶିର ଛିଅମାନେ ବହୁତ ଚତୁର ପ୍ରକୃତିର। ଏମାନେ ଏତେ ସ୍ପଷ୍ଟ ଭାବେ ମିଛ କୁହନ୍ତି ଯେ, ସମସ୍ତେ ଏହାକୁ ସତ ବୋଲି ଭାବିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ତାରିଖରେ ଜନ୍ମ ହୋଇଥିଲେ, ହୁଅନ୍ତୁ ସାବଧାନ…

ଯେକୌଣସି ବ୍ୟକ୍ତିଙ୍କ ଜୀବନରେ ବିବାହ ପାଇଁ ବୃହସ୍ପତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବୃହସ୍ପତି ବିନା କୌଣସି ଝିଅ ବିବାହ କରିପାରିବେ ନାହିଁ। ସେହିଭଳି ବୃହସ୍ପତି ବିନା କୌଣସି...

ପୂଜାରେ ଶାଢ଼ି ଫ୍ୟାଶନ

କୌଣସି ପର୍ବପର୍ବାଣି ହେଉ କି ବିଶେଷ କିଛି ଅକେଜନ୍‌ରେ ମହିଳାମାନେ ନିଜକୁ ସଜେଇହେବାକୁ କେତେ ଉପାୟ ଆପଣାଇଥାନ୍ତି। ସେଥିମଧ୍ୟରୁ ଶାଢ଼ି ଅନ୍ୟତମ। ଆଉ ଦିନ କେଇଟା...

ଉପକାରୀ କ୍ୟାପ୍‌ସିକମ୍‌: ଦୂର ହୁଏ ଏସବୁ ରୋଗ

ସାଧାରଣତଃ ଖାଦ୍ୟକୁ ସ୍ବାଦିଷ୍ଟ କରିବା ପାଇଁ ରୋଷେଇରେ କ୍ୟାପ୍‌ସିକମ୍‌ ବ୍ୟବହାର କରାଯାଇଥାଏ। ବିଶେଷକରି ମ୍ୟାଗି, ଚାଓମିନ୍‌, ପାସ୍ତା, ପନିର, ନୁଡୁଲ୍ସ ଆଦିରେ କ୍ୟାପ୍‌ସିକମ୍‌ ବ୍ୟବହୃତ ହୁଏ।...

ଦୀର୍ଘାୟୁ ହେବାକୁ ଚାହୁଁଛନ୍ତି କି, ଖେଳନ୍ତୁ ଗଲ୍ଫ

ଲଗାତର ଗୋଲ୍ଫ ଖେଳୁଥିବା ଲୋକଙ୍କ ଜୀବନକାଳ ଦୀର୍ଘ ହେବା ସହ ସେମାନଙ୍କଠାରେ ହୃଦ୍‌ରୋଗ ଆଶଙ୍କା ହ୍ରାସ ପାଇଥାଏ। ବ୍ରିଟିଶ୍‌ ଜର୍ଣ୍ଣାଲ୍‌ ଅଫ୍‌ ସ୍ପୋର୍ଟସ୍‌ ମେଡିସିନ୍‌ରେ ପ୍ରକାଶିତ...

ଗୋଡ଼ ହଲାଇବା ରୋଗର ଲକ୍ଷଣ

ଗୋଡ଼ ହଲାଇବା ଏକ ରୋଗର ଲକ୍ଷଣ ବୋଲି କହିଛନ୍ତି ମିଚିଗାନ୍‌ ୟୁନିଭର୍ସିଟିର ଗବେଷକ। ଶରୀରରେ ଆଇରନର ମାତ୍ରା କମ୍‌ ହେଲେ ଏପରି ଲକ୍ଷଣ ଦେଖାଦେଇଥାଏ। ବିଶେଷ...

ଆଖି ଥାଏ ସବୁବେଳେ ଜାଗ୍ରତ…

ମଣିଷ ଶୋଇଥିବା ସମୟରେ ମଧ୍ୟ ଆଖି ଜାଗ୍ରତ ରହିଥାଏ। ସାରା ଶରୀର ନିଦ୍ରାରେ ଥିବାବେଳେ କେବଳ ଆଖି ରହିଥାଏ ସଜାଗ। ଏନେଇ କାର୍ଲିଫର୍ନିଆ ବିଶ୍ୱବିଦ୍ୟାଳୟର ଗବେଷକ...

ଆଜି ବିଶ୍ୱକର୍ମା ପୂଜା: ରାଶି ଅନୁଯାୟୀ ଏପରି କରନ୍ତୁ ଉପାୟ, ବ୍ୟବସାୟରେ ହେବ ଉନ୍ନତି…

ବିଶ୍ୱକର୍ମା ପୂଜା ଦିନ ବିଶ୍ୱକର୍ମା ଋଷିଙ୍କୁ ପୂଜା କରାଯାଇଥାଏ। ଏହାଦ୍ୱାରା ବ୍ୟାପାରରେ ଉନ୍ନତି ପରିଲକ୍ଷିତ ହୋଇଥାଏ ବୋଲି ମାନ୍ୟତା ରହିଛି। ତେବେ ଚଳିତ ବର୍ଷ ସେପ୍ଟେମ୍ବର...

ଡାଇବେଟିସ୍‌ ଓ ରୋଟାଭାଇରସ ଇନ୍‌ଫେକ୍‌ଶନ

ନିକଟରେ ଅଷ୍ଟ୍ରେଲିଆସ୍ଥିତ ମେଲ୍‌ବୋର୍ନ ୟୁନିଭର୍ସିଟିର ବିଶେଷଜ୍ଞଙ୍କ ଦ୍ୱାରା ହୋଇଥିବା ସର୍ଭେରୁ ଜଣାପଡ଼ିଛି ଯେ, ରୋଟାଭାଇରସ ଇନ୍‌ଫେକ୍‌ଶନ ମଧ୍ୟ ଟାଇପ-୧ ଡାଇବେଟିସ୍‌ ପାଇଁ ଦାୟୀ। ଏପରି ଇନ୍‌ଫେକ୍‌ଶନକୁ...

Advertisement
Archives

Model This Week