ମେକଅପ୍‌ ନ ନେଇ ବିୟୁଟିଫୁଲ୍‌…

ମୁମ୍ବାଇ: ଫିଲ୍ମ ଶୁଟିଂ ସମୟରେ ଅଭିନେତ୍ରୀ, ଅଭିନେତା ତଥା ଅନ୍ୟ କଳାକାରଙ୍କୁ ମେକଅପ୍‌ ନେବାକୁ ପଡ଼ିଥାଏ। କିନ୍ତୁ ବିଲିଉଡର ଏଭଳି କେତେକ ଅଭିନେତ୍ରୀ ଅଛନ୍ତି, ସେମାନଙ୍କୁ କୌଣସି ମେକଅପ୍‌ ନେବାକୁ ପଡ଼ି ନ ଥାଏ।ଅଭିନେତ୍ରୀ ତମନ୍ନା ଭାଟ୍ଟିଆ, ନୋରା ଫତେହି, ଉର୍ବଶୀ ରୌତେଲା ଏବଂ ୟାମୀ ଗୌତମୀଙ୍କ ଚେହେରା କ୍ଷୀର ପରି ତୋଫା ଗୋରା। ତେଣୁ ସେମାନଙ୍କୁ ଶୁଟିଂ ସମୟରେ ପ୍ରାୟତଃ କୌଣସି ଅଧିକ ମେକଅପ୍‌ ନେବାକୁ ପଡ଼ି ନ ଥାଏ। ସୋସିଆଲ ମିଡ଼ିଆରେ ଏହି ୪ ଅଭିନେତ୍ରୀଙ୍କୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହିଥାଏ। ସେମାନଙ୍କର ସୁନ୍ଦର ଚେହେରା ସହିତ ଉଲ୍ଲେଖନୀୟ ଅଭିନୟକୁ ପ୍ରଶଂସକ ବେଶ୍‌ ପସନ୍ଦ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ଅପ ପରେ ସୁସ୍ମିତାଙ୍କ ଏକ୍ସ-ବୟଫ୍ରେଣ୍ଡ କହିଲେ ଏମିତି

ମୁମ୍ବାଇ: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ସୁସ୍ମିତା ସେନ୍‌ ଆଜିକାଲି ବୟଫ୍ରେଣ୍ଡ ରେହମନ ଶଲଙ୍କ ଠାରୁ ବ୍ରେକ୍‌ଅପକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଏବେ ସୁସ୍ମିତା ସୋସିଆଲ ମିଡିଆରେ...

ଚିତ୍ର ଆଙ୍କିବାରେ ମନ

କରୋନା ଦ୍ୱିତୀୟ ଲହର ପାଇଁ ଏବେ ତ ଶୁଟିଂ ବନ୍ଦ ଅଛି। ବସିବା ଅପେକ୍ଷା କାଶିବା ଭଲ। ତେଣୁ ଘରେ ବସି ରହିବା ଅପେକ୍ଷା ଜାହ୍ନବୀ...

ଭାଇଜାନଙ୍କୁ ନିଜଠାରୁ ଦୂରେଇ ରହିବାକୁ ଚେତାବନୀ ଦେଇଥିଲେ ଏହି ଲୋକପ୍ରିୟ ଅଭିନେତ୍ରୀ, ପୂରା ଘଟଣା ଜାଣିଲେ…

ବଲିଉଡ ଇଣ୍ଡଷ୍ଟ୍ରିରେ ଏପରି ଅନେକ ଚଳଚ୍ଚିତ୍ର ଅଛି ଯାହାକୁ ଦର୍ଶକ ବେଷ ପସନ୍ଦ କରନ୍ତି। ଏହି ତାଲିକାରେ ‘ମେନ ପ୍ୟାର କିୟା’ ମଧ୍ୟ ଅନ୍ତର୍ଭୁକ୍ତ। ୧୯୮୯...

କାନ୍ସରେ ଦୀପିକା: ପ୍ରଶଂସକ କହିଲେ, ତୁମ ପାଇଁ ଆମେ ଗର୍ବିତ

୭୫ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଜଜ୍‌ ଭାବରେ ନଜର ଆସିବେ। ଦୀପିକା କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଯୋଗଦେବା ପାଇଁ ଫ୍ରେଞ୍ଚ...

ଫିଲ୍ମ ଜଗତକୁ ଆସିବା ପୂର୍ବରୁ ଏହି ସେଲିବ୍ରିଟିଙ୍କ ପ୍ରକୃତ ନାଁ କଣ ଥିଲା ଜାଣନ୍ତି

ବଲିଉଡ ସେଲିବ୍ରିଟିଙ୍କ ବିଷୟରେ ଜାଣିବାକୁ ପ୍ରଶଂସକଙ୍କ ମଧ୍ୟରେ ଏକ ଭିନ୍ନ କ୍ରେଜ ଅଛି। ପ୍ରିୟ ସେଲିବ୍ରିଟିଙ୍କ ବିଷୟରେ ସବୁକିଛି ଜାଣିବାକୁ ଚାହାଁନ୍ତି ପ୍ରଶଂସକ। ପ୍ରଶଂସକମାନେ ସେମାନଙ୍କର...

‘ଗଣପତ’ ପାଇଁ ୟୁକେରେ ଶୁଟିଂ ଆରମ୍ଭ କଲେ ଟାଇଗର

ମୁମ୍ବାଇ: ଆକ୍ସନ ଷ୍ଟାର ଟାଇଗର ଶ୍ରଫ ତାଙ୍କ ଅଗାମୀ ମୁଭି ‘ଗଣପତ’ ପାଇଁ ୟୁକେରେ ଶୁଟିଂ ଆରମ୍ଭ କରିଛନ୍ତି । ଟାଇଗର ନିଜେ ଇନଷ୍ଟାଗ୍ରାମରେ ଏକ...

ଧର୍ମେନ୍ଦ୍ରଙ୍କୁ ଏକୁଟିଆ ନ ଭେଟିବା ପାଇଁ ହେମାମାଳିନୀଙ୍କ ପିତା କରିଥିଲେ ଏମିତି କାମ

ବଲିଉଡର ଭେଟେରାନ ଅଭିନେତ୍ରୀ ହେମାମାଳିନୀ ନିଜ ଅଭିନୟ ଯାଦୁରେ ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ଦୀର୍ଘ ୬ ଦଶନ୍ଧି ଧରି ସେ ଅନେକ...

ଖୁବଶୀଘ୍ର ମାତା-ପିତା ହେବାକୁ ଯାଉଛନ୍ତି ଦୀପିକା-ରଣବୀର!

ମୁମ୍ବାଇ: ବଲିଉଡ୍‌ର ସବୁଠାରୁ ଚର୍ଚ୍ଚିତ କପଲ ଦୀପିକା ପଦୁକୋନ ଓ ରଣବୀର ସିଂ ଖୁବଶୀଘ୍ର ମାତାପିତା ହେବାକୁ ଯାଉଥିବା ଖବର ଏବେ ଭାଇରାଲ ହେବାରେ ଲାଗିଛି...

Advertisement
Archives

Model This Week